Arrested 738x430 1

ଜୁଆ ଆଡ୍ଡା ଉପରେ ପୋଲିସର ରେଡ୍‌; ୧୫ ଗିରଫ

ରାଜ୍ୟ

ନୂଆପଡ଼ା: ଜୁଆ ଆଡ୍ଡା ଉପରେ ପୋଲିସ ରେଡ୍‌ କରିଛି। ଏହାସହ ୧୫ ଜଣଙ୍କୁ ଗିରଫ କରାଯାଇଛି। ସୂଚନାଯୋଗ୍ୟ, ନୂଆପଡ଼ା ଜିଲ୍ଲା କୁରୁମପୁରୀ ଗାଁରେ ଜୁଆ ଆଡ୍ଡା ଚାଲିଥିଲା।

ଏନେଇ ଖବର ପାଇବା ପରେ ଲଖନା ପୋଲିସ ଚଢଉ କରିଛି। ଚଢଉ ବେଳେ ପ୍ରାୟ ୨୮ ହଜାର ଟଙ୍କା, ୯ଟି ବାଇକ, ୧୪ଟି ମୋବାଇଲ ଜବତ କରାଯାଇଛି। ଏହାସହ ୧୫ ଜଣଙ୍କୁ ଗିରଫ କରିଛି ପୋଲିସ।

Shrutilipi ad