Defult onn2

କେନ୍ଦ୍ରକୁ ଡେପୁଟେସନରେ ଯିବେ ଆଉ ୨ ବରିଷ୍ଠ IPS । BSF ଆଇଜି ଭାବେ ଡେପୁଟେସନରେ ଯିବେ IPS ରବି କାନ୍ତ । BSF ଡିଆଇଜି ଭାବେ ନିଯୁକ୍ତ ହେବେ IPS ମିତ୍ରଭାନୁ ମହାପାତ୍ର ।

BREAKING NEWS