Pakistan 1731250567

ଚାମ୍ପିୟନ୍ସ ଟ୍ରଫି: ଭାରତକୁ କୋର୍ଟକୁ ଟାଣିବ ପାକିସ୍ତାନ

ନୂଆଦିଲ୍ଲୀ : ଚାମ୍ପିୟନ୍ସ ଟ୍ରଫି ୨୦୨୫କୁ ନେଇ ଭାରତ ଓ ପାକିସ୍ତାନ ମଧ୍ୟରେ ତିକ୍ତତା ଚମରସୀମାରେ ପହଞ୍ଚିଛି। ପାକିସ୍ତାନ ଚାମ୍ପିୟନ୍ସ ଟ୍ରଫି ଆୟୋଜନର ହକ ପାଇଥିବା ବେଳେ ଭାରତ ଟୁର୍ଣ୍ଣାମେଣ୍ଟ ଖେଳିବାକୁ ଇସଲାମାବାଦ ଯିବାକୁ ମନା କରୁଛି। ଏ ସମ୍ପର୍କରେ ବିସିସିଆଇ କ୍ରିକେଟର ସର୍ବୋଚ୍ଚ ସଂସ୍ଥା ଆଇସିସିକୁ ମଧ୍ୟ ମୌଖିକ ଭାବେ ଜଣାଇ ସାରିଛି। ଭାରତ ସରକାର ସୁରକ୍ଷା ଦୃଷ୍ଟିରୁ ଟିମକୁ ପାକିସ୍ତାନ ଛାଡ଼ିବାକୁ ଅନୁମତି ଦେଉ ନଥିବା ବିସିସିଆଇ କହିଛି। ଭାରତୀୟ ଟିମ ପାକିସ୍ତାନ ଯିବାକୁ […]

Read More Text.
Ram Mandir 1718781627

ରାମ ମନ୍ଦିର ନିର୍ମାଣ ପାଇଁ ମିଳୁନାହାନ୍ତି ଶ୍ରମିକ, ଦୁର୍ବଳ ହେଲାଣି ପଥର

ଅଯୋଧ୍ୟା : ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ବର୍ତ୍ତମାନ ପର୍ଯ୍ୟନ୍ତ ସଂପୂର୍ଣ୍ଣ ହୋଇନାହିଁ। ଜୁନ ୨୦୨୫ ସୁଦ୍ଧା ମନ୍ଦିର ନିର୍ମାଣ କାର୍ଯ୍ୟ ସଂପୂର୍ଣ୍ଣ ହେବ ବୋଲି ଧାର୍ଯ୍ୟ ହୋଇଥିଲା। ହେଲେ ଏହା ବର୍ତ୍ତମାନ ଆହୁରି ତିନି ମାସ ବିଳମ୍ବ ହୋଇପାରେ। ଅର୍ଥାତ ସେପ୍ଟେମ୍ବର ୨୦୨୫ ସୁଦ୍ଧା ନିର୍ମାଣ କାର୍ଯ୍ୟ ସଂପୂର୍ଣ୍ଣ ହେବ ବୋଲି ସୂଚନା ଦେଇ କହିଛନ୍ତି ରାମ ମନ୍ଦିର ନିର୍ମାଣ କମିଟିର ଅଧ୍ୟକ୍ଷ ନୃପେନ୍ଦ୍ର ମିଶ୍ର। ପ୍ରାୟ ୨୦୦ ଶ୍ରମିକଙ୍କ ଅଭାବ କାରଣରୁ ନିର୍ମାଣରେ ବିଳମ୍ବ […]

Read More Text.
Kuki 1731157389

ମଣିପୁରରେ ପୁଣି ଜଣେ ମହିଳାଙ୍କୁ ନିର୍ମମ ଭାବେ ହତ୍ୟା

ଇମ୍ଫାଲ : ପୁଣିଥରେ ଅଶାନ୍ତି ହୋଇ ଉଠିଛି ମଣିପୁର। ଏଠାରେ ପୁଣି ଜଣେ ମହିଳାଙ୍କୁ ଗୁଳି କରି ଅତ୍ୟନ୍ତ ନିର୍ମମ ଭାବେ ହତ୍ୟା କରାଯାଇଛି। ଦିନକ ତଳେ ଜଣେ ମହିଳାଙ୍କୁ ଦୁଷ୍କର୍ମ ପରେ ପୋଡ଼ି ହତ୍ୟା କରାଯାଇଥିଲା। ଆଜି ପୁଣି ଗୋଟିଏ ମହିଳା ବିରୋଧୀ ହିଂସାକୁ ନେଇ ଉତ୍ତେଜନା ଦେଖିବାକୁ ମିଳିଛି। ଗୁରୁବାର ରାତିରେ ହମାର ଆଦିବାସୀ ସଂପ୍ରଦାୟର ଜଣେ ମହିଳାଙ୍କୁ ଜିରିବାମ ଜିଲ୍ଲାରେ ଦୁଷ୍କର୍ମ ପରେ ଗୁଳି କରି କରାଯାଇଥିଲା। ଏହାପରେ ତାଙ୍କୁ ପୋଡ଼ି ଦେଇଥିଲେ। […]

Read More Text.
Image 1731151397

‘ଏକ୍ସ’ରେ ଟ୍ରମ୍ପଙ୍କୁ ଶୁଭେଚ୍ଛା ଜଣାଇ ଫସିଗଲେ ପାକ୍ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ଆମେରିକାର ରାଷ୍ଟ୍ରପତି ଭାବେ ଡୋନାଲ୍ଡ ଟ୍ରମ୍ପ ନିର୍ବାଚିତ ହେବା ପରେ ‘ଏକ୍ସ’ରେ ଟ୍ରମ୍ପଙ୍କୁ ଶୁଭେଚ୍ଛା ଜଣାଇ ଫସିଯାଇଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ଶରିଫ। କାରଣ ଚଳିତ ବର୍ଷ ହିଁ ପାକିସ୍ତାନରେ ‘ଏକ୍ସ’କୁ ନିଷିଦ୍ଧ କରାଯାଇଛି। ଏହା ସତ୍ତ୍ୱେ ସେ ଭିପିଏନ୍ ବ୍ୟବହାର କରି ଏକ୍ସରେ ଟ୍ରମ୍ପଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଭିପିଏନର ଏଭଳି ବ୍ୟବହାର ଆଇନଗତ ଭାବରେ ପାକିସ୍ତାନରେ ଅପରାଧ ବୋଲି ଧରାଯାଏ। ନିଜେ ପ୍ରଧାନମନ୍ତ୍ରୀ ଆଇନର ଉଲ୍ଲଂଘନ କରିଥିବାରୁ ଖୋଦ ପାକିସ୍ତାନୀମାନେ ହିଁ ତାଙ୍କୁ […]

Read More Text.
It Raid 1731128063

ହେମନ୍ତ ସୋରେନ ବ୍ୟକ୍ତିଗତ ସଚିବଙ୍କ ଘରେ ଆୟକର ଚଢ଼ାଉ

ରାଞ୍ଚି : ଅଡୁଆରେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍‌ଙ୍କ ବ୍ୟକ୍ତିଗତ ପରାମର୍ଶଦାତା ତଥା ପିଏ। ତାଙ୍କ ଘରେ ପଶିଲା ଆୟକର ବିଭାଗ। ପିଏ ସୁନୀଲ ଶ୍ରୀବାସ୍ତବ ଓ ତାଙ୍କ ସହ ଜଡିତ ବ୍ୟକ୍ତିଙ୍କ ଘରେ ଆଜି ସକାଳୁ ଆଇଟି ରେଡ୍‌ ହୋଇଛି। ସୂଚନା ଅନୁଯାୟୀ, ଆୟକର ବିଭାଗ ସୁନୀଲ ଶ୍ରୀବାସ୍ତବ, ତାଙ୍କ ପରିବାର ସଦସ୍ୟ ଏବଂ ତାଙ୍କ ସହ ଜଡିତ ମୋଟ ୧୬-୧୭ ସ୍ଥାନ ଉପରେ ଚଢାଉ କରିଛି। ସୁନୀଲ ଆୟକର ବିଭାଗର ରାଡାରରେ ଅଛନ୍ତି। ରାଞ୍ଚି […]

Read More Text.
Pm Modi 1731147270

ମୋଦିଙ୍କ ‘ଏକ ହେ ତୋ ସେଫ୍‌ ହେ’ ନାରାକୁ କାଉଣ୍ଟର କଲେ ସଞ୍ଜୟ ରାଉତ

ମୁମ୍ବାଇ : ଶିବସେନା(ୟୁବିଟି) ନେତା ସଞ୍ଜୟ ରାଉତ ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଏକ ହେ ତୋ ସେଫ ହେ ନାରାକୁ ଜୋରଦାର କାଉଣ୍ଟର କରିଛନ୍ତି। ମହାରାଷ୍ଟ୍ର ପୂର୍ବରୁ ହିଁ ସୁରକ୍ଷିତ ରହିଛି। ପ୍ରଧାନମନ୍ତ୍ରୀ ମୋଦି ରାଜ୍ୟର ଯେଉଁଠିକୁ ଯାଉଛନ୍ତି, ସେଠାରେ ଅସ୍ଥିରତା ସୃଷ୍ଟି ହେଉଛି। ବିଭେଦ ଓ ଅସ୍ଥିରତା ସୃଷ୍ଟି କରିବା ମୋଦିଙ୍କ ଉଦ୍ଦେଶ୍ୟ ବୋଲି ସଞ୍ଜୟ ରାଉତ ଅଭିଯୋଗ କରିଛନ୍ତି। ସେ କହିଛନ୍ତି, “ପ୍ରଧାନମନ୍ତ୍ରୀ କାହିଁକି ଏମିତି ଭାଷା ବ୍ୟବହାର କରୁଛନ୍ତି, ସେକଥା ମୁଁ […]

Read More Text.
June 5 750x430

ମହାକାଶରେ ସୁସ୍ଥ ଅଛନ୍ତି ସୁନୀତା, ସ୍ପଷ୍ଟ କଲା ନାସା

ନୂଆଦିଲ୍ଲୀ : ସୁନୀତା ୱିଲିୟମ୍ସଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତା ବଢ଼ୁଥିବା ବେଳେ ନାସା ସ୍ପଷ୍ଟ କରିଛି ଯେ ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ର (ଆଇଏସଏସ)ରେ ଥିବା ସମସ୍ତ ମହାକାଶଚାରୀଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ରହିଛି। ନାସାର ମହାକାଶ ଅଭିଯାନ ନିର୍ଦ୍ଦେଶାଳୟର ମୁଖପାତ୍ର ଜିମି ରସେଲ କହିଛନ୍ତି ଯେ ଆଇଏସଏସରେ ଥିବା ନାସାର ସମସ୍ତ ମହାକାଶଚାରୀଙ୍କର ନିୟମିତ ଡାକ୍ତରୀ ମୂଲ୍ୟାୟନ କରାଯାଇଥାଏ ଓ ଫ୍ଲାଇଟ୍ ସର୍ଜନଙ୍କ ଦ୍ୱାରା ତଦାରଖ କରାଯାଏ। ସମସ୍ତଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ରହିଛି ବୋଲି ସେ କହିଛନ୍ତି। ଆଇଏସଏସରେ […]

Read More Text.
Delhi 1731149266

ରାଜଧାନୀରେ ଗୁଳିମାଡ଼: ଜଣେ ମୃତ, ଧରାପଡ଼ିଲେ ୩ ନାବାଳକ

ନୂଆଦିଲ୍ଲୀ : ଦେଶର ରାଜଧାନୀ ଦିଲ୍ଲୀର ବିଚ୍‌ ରାସ୍ତାରେ ଚାଲିଛି ଗୁଳି। ଏଥିରେ ଜଣେ ଯୁବକ ପ୍ରାଣ ହରାଇଥିବା ବେଳେ ତାଙ୍କର ଦୁଇ ସହଯୋଗୀ ଆହତ ହୋଇଛନ୍ତି। ଉତ୍ତର ପୂର୍ବ ଦିଲ୍ଲୀର କବିର ନଗର ଅଞ୍ଚଳ ଦେଇ ୩ ଜଣ ବନ୍ଧୁ ଗୋଟିଏ ସ୍କୁଟିରେ ଘରକୁ ଫେରୁଥିଲେ। ଏହି ସମୟରେ ଆଉ ଏକ ବାଇକରେ ୩ ଜଣ ଆସି ଗୁଳି କରିଛନ୍ତି। ନଦୀମ ଓ ତାଙ୍କର ଦୁଇ ଜଣ ବନ୍ଧୁ ଖାଇବା ଧରି ଫେରୁଥିବା ବେଳେ ହଠାତ୍‌ […]

Read More Text.
Modi

କୌଣସି ଶକ୍ତି ଜାମ୍ମୁ-କାଶ୍ମୀରରେ ଧାରା ୩୭୦ ପୁନଃ ଲାଗୁ କରିପାରିବ ନାହିଁ: ମୋଦୀ

ମୁମ୍ବଇ : ବିଶ୍ବର କୌଣସି ଶକ୍ତି ଜାମ୍ମୁ-କାଶ୍ମୀରରେ ୩୭୦ ଧାରାକୁ ପୁନଃ ଲାଗୁ କରିପାରିବ ନାହିଁ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି। ଧାରା ୩୭୦କୁ ପୁନଃ ଲାଗୁ କରିବା ଲାଗି ଏକ ପ୍ରସ୍ତାବ ଜାମ୍ମୁ-କାଶ୍ମୀର ବିଧାନସଭାରେ ଗୃହୀତ ହୋଇଥିବାବେଳେ ମୋଦୀ ଶୁକ୍ରବାର ଏପରି କହିଛନ୍ତି। ନ୍ୟାସନାଲ କନଫରେନ୍ସ (ଏନସି) ଓ କଂଗ୍ରେସ ମେଣ୍ଟ ସରକାର ଜାମ୍ମୁ-କାଶ୍ମୀରରେ ୩୭୦ ଧାରାକୁ ପୁନର୍ବାର ଲାଗୁ କରିବା ସମ୍ପର୍କରେ ଏକ ପ୍ରସ୍ତାବ ଗୃହୀତ କରିଛନ୍ତି। ଗୃହୀତ ପ୍ରସ୍ତାବ ଅନୁଯାୟୀ ଏହି […]

Read More Text.
Image 1731150838

କରୋନା ପାଣ୍ଠିରେ ହେରଫେର: ପୂର୍ବତନ ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀଙ୍କ ବିରୋଧରେ ଚାଲିବ ତଦନ୍ତ

ବେଙ୍ଗାଲୁରୁ : କର୍ଣ୍ଣାଟକାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଏସ୍‌ ୟେଦ୍ୟୁରପ୍ପାର ଓ ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ବି ସିରାମୁଲୁଙ୍କ ଅଡ଼ୁଆ ବଢ଼ିଛି। କୋଭିଡ ୧୦ ପାଣ୍ଠି ହେରଫେର ଅଭିଯୋଗ ଘଟଣାରେ ଉଭୟଙ୍କୁ ତଦନ୍ତ ପରିସର ଭୁକ୍ତ କରିବାକୁ ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ମାଇକେଲ ଡିଚୁନା କମିଶନ ପ୍ରସ୍ତାବ ଦେଇଛନ୍ତି। ୟେଦ୍ୟୁରପ୍ପା ଓ ସିରାମୁଲୁଙ୍କ ବିରୋଧରେ ଦୁର୍ନୀତି ନିରୋଧ ଆଇନର ଧାରା ୭ ଅନୁସାରେ ବିଚାର ପ୍ରକ୍ରିୟା ଜାରି ରଖିବାକୁ କମିଶନ କହିଛନ୍ତି। କରୋନା ମହାମାରୀ ବେଳେ ଚାଇନିଜ କମ୍ପାନୀ […]

Read More Text.