Image 1731311959

ଦୋଷ ପ୍ରମାଣ ହେଲେ ରାଜନୀତିରୁ ସନ୍ନ୍ୟାସ ନେଇଯିବି: ସିଦ୍ଦରମୈୟା

‘ଯଦି ଦୋଷ ପ୍ରମାଣିତ ହୁଏ ତେବେ ରାଜନୀତିରୁ ସନ୍ନ୍ୟାସ ନେଇ ଯିବି।’ ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅବକାରୀ ବିଭାଗକୁ ନେଇ କରାଯାଇଥିବା ଅଭିଯୋଗରେ ଏଭଳି କିଛି ଜବାବ ଦେଇଛନ୍ତି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିକଟରେ ଅକୋଲା ଠାରେ ଏକ ନିର୍ବାଚନ ରାଲିରେ ଯୋଗ ଦେଇଥିଲେ। ଏଠାରେ ସେ କର୍ଣ୍ଣାଟକର କଂଗ୍ରେସ ସରକାର ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଥିଲେ। ରାଜ୍ୟର ମଦ ବ୍ୟବସାୟୀଙ୍କଠାରୁ ୭୦୦ କୋଟି ଟଙ୍କା ସଂଗ୍ରହ କରି ପ୍ରଦେଶ କଂଗ୍ରେସ […]

Read More Text.
Cra

ବର୍ଷ ସାରା ବାଣ ବ୍ୟାନ କରିବାକୁ କହିଲେ ସୁପ୍ରିମକୋର୍ଟ

ଦୀପାବଳି ପରେ ଅଣନିଶ୍ୱାସୀ ହୋଇପଡ଼ିଛି ଦିଲ୍ଲୀ। ବାୟୁର ମାନ ଅତି ନିମ୍ନ ସ୍ତରକୁ ଚାଲିଯିବା ଚିନ୍ତାର ବିଷୟ ପାଲଟିଛି। ଏହାକୁ ଦୃଷ୍ଟିରେ ରଖି ସୋମବାର ସହରରେ ବାଣ ବିକ୍ରି ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ ଦିଲ୍ଲୀ ପୁଲିସକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ। ବାଣ ବିକ୍ରି ଓ ବିସ୍ଫୋରଣ ବନ୍ଦ କରିବା ଦିଗରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ। ଦିଲ୍ଲୀର ବାୟୁ ପ୍ରଦୂଷଣ ସମ୍ପର୍କିତ ଏକ ମାମଲାର ଶୁଣାଣି କରି ସୁପ୍ରିମକୋର୍ଟରେ ଜଷ୍ଟିସ ଅଭୟ […]

Read More Text.
Pm Modi 1731307907

ଖବର କାଗଜରେ ମୋଦିଙ୍କ ‘ଏକ ହୈ ତେ ସେଫ୍‌ ହୈ’ ନାରା, ଟାର୍ଗେଟ କଲେ ବିରୋଧୀ

ମହାରାଷ୍ଟ୍ର ନିର୍ବାଚନକୁ ନେଇ ରାଜନୀତି ସରଗରମ ରହିଛି। ନିର୍ବାଚନ ପୂର୍ବରୁ ସମସ୍ତ ରାଜନୈତିକ ଦଳ ମଧ୍ୟରେ ଆରମ୍ଭ ହୋଇଗଲାଣି ବାକ୍‌ ଯୁଦ୍ଧ ଓ ନାରାବାଜୀ। ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ‘ବଣ୍ଟେଙ୍ଗେ ତୋ କଟେଙ୍ଗେ’ର ସ୍ଲୋଗାନ ପରେ ପ୍ରଧାନମନ୍ତ୍ରୀ ମୋଦି ଏକ ହୈ ତୋ ସେଫ୍‌ ହୈ ସ୍ଲୋଗାନ ଦେଇଛନ୍ତି। ମହାରାଷ୍ଟ୍ରର ଖବରକାଗଜରେ ଏହି ସ୍ଲୋଗାନ ସହ ଜଡିତ ଏକ ବିଜ୍ଞାପନ ମଧ୍ୟ ସୋମବାର ବିଜେପି ପ୍ରକାଶ କରିଛି। ଏହାକୁ ନେଇ ରାଜନୀତି ଜୋର୍‌ ଧରିଛି। ବିଡରେ ଆୟୋଜିତ ନିର୍ବାଚନ […]

Read More Text.
Bjp 1731242617

ମହାରାଷ୍ଟ୍ର ପାଇଁ ବିଜେପିର ପ୍ରତିଶ୍ରୁତି ପତ୍ର: ଫୋକସରେ ଚାଷୀ ଓ ମହିଳା

ମୁମ୍ବାଇ : ଆସନ୍ତା ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଇଁ ଆଜି ବିଜେପି ପକ୍ଷରୁ ଇସ୍ତାହାର ବା ପ୍ରତିଶ୍ରୁତି ପତ୍ର ଜାରି କରାଯାଇଛି। ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ବିଜେପିର ନିର୍ବାଚନୀ ଇସ୍ତାହାରକୁ ସାର୍ବଜନୀନ କରିଛନ୍ତି। ମୁମ୍ବାଇରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଦଳ ତୁଙ୍ଗ ନେତାମାନେ ଉପସ୍ଥିତ ରହିଥିଲେ। ଇସ୍ତାହାରରେ ବିଜେପି ଚାଷୀ ଓ ମହିଳାଙ୍କୁ ଫୋକସରେ ରଖିଛି। ବିଜେପି ତା’ର ଇସ୍ତାହାର ବା ସଂକଳ୍ପପତ୍ରରେ କହିଛି ଯେ ଆସନ୍ତା ୫ ବର୍ଷ ମଧ୍ୟରେ ମହାରାଷ୍ଟ୍ର ମରୁଡ଼ି ମୁକ୍ତ ହେବ। […]

Read More Text.
Zx

ଆତଙ୍କବାଦୀଙ୍କ ସହ ଲଢ଼େଇ କରି ସେନା ଅଧିକାରୀ ସହିଦ, ୩ ପାରା କମାଣ୍ଡୋ ଆହତ

ଶ୍ରୀନଗର : ଜମ୍ମୁ-କଶ୍ମୀରର କିସ୍ତୱାରରେ ଆତଙ୍କବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ପ୍ରବଳ ଗୁଳି ବିନିମୟ ଦେଖିବାକୁ ମିଳିଛି। ଆତଙ୍କବାଦୀଙ୍କ ସହ ଲଢ଼େଇ କରିବା ବେଳେ ସ୍ଥଳ ସେନାର ଜଣେ ଅଧିକାରୀ ସହିଦ ହୋଇଛନ୍ତି। ସେହିପରି ଗୁଳି ମାଡ଼ରେ ଆଉ ୩ ଜଣ ପାରା କମାଣ୍ଡୋ ମଧ୍ୟ ଆହତ ହୋଇଛନ୍ତି। ସେମାନଙ୍କୁ ଗୁରୁତର ଅବସ୍ଥାରେ ସେନା ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଆର୍ମିର ୧୬ କ୍ରପ୍ସ ଏକ୍ସରେ ପୋଷ୍ଟ କରି କହିଛି ଯେ ଜେସିଓ ନାଏବ ସୁବେଦାର ରାକେଶ କୁମାର […]

Read More Text.
Rath Yatra 1731210794

ମାନିଲାନି ଇସ୍କନ; କଲା ଅଦିନିଆ ରଥଯାତ୍ରା

ବହୁ ବିବାଦ ପରେ ମଧ୍ୟ ମାନିଲାନି ଇସ୍କନ। ଗତକାଲି  ଆମେରିକା ହ୍ୟୁଷ୍ଟନ୍‌ରେ କରିଛି ଅଦିନିଆ ରଥଯାତ୍ରା। ‘ଫେଷ୍ଟିଭାଲ ଅଫ ବ୍ଲିସ’ ନାଁରେ ରଥଯାତ୍ରା କରିଛି ଇସ୍କନ। ରଥରେ ଚତୁର୍ଦ୍ଧା ମୂର୍ତ୍ତି ନଥିଲେ ବି ରାଧାକୃଷ୍ଣଙ୍କ ମୂର୍ତ୍ତି ରଖି ନନ୍ଦିଘୋଷ ଭଳି ଅବିକଳରଥ ନିର୍ମାଣ କରି ଟାଣିଛି ଇସ୍କନ। ଯାହା ଓଡ଼ିଆ ଜଗନ୍ନାଥ ଭକ୍ତଙ୍କ ଭାବାବେଗକୁ ଆଘାତ ଦେଇଛି। ଅଦିନିଆ ରଥଯାତ୍ରା ନ କରିବାକୁ ଗଜପତି ମହାରାଜା କହିବା ପରେ ଏଥିରୁ ନିବୃତ୍ତ ରହିବ ବୋଲି ଇସ୍କନ ପକ୍ଷରୁ କୁହାଯାଇଥିଲା। ଏହାପରେ ଆମେରିକା ହ୍ୟୁଷ୍ଟନରେ […]

Read More Text.
Zzzzzzz

ଖଲିସ୍ତାନୀ ଆତଙ୍କବାଦୀ ଅର୍ଶଦୀପ ସିଂହ ଗିରଫ

ନୂଆଦିଲ୍ଲୀ : ଖଲିସ୍ତାନୀ ଆତଙ୍କବାଦୀ ତଥା ଭାରତର ମୋଷ୍ଟ ୱାଣ୍ଟେଡ ଅର୍ଶଦୀପ ସିଂହ ଓରଫ ଅର୍ଶ ଡାଲ୍ଲାକୁ କାନାଡା ପୁଲିସ୍‌ ଗିରଫ କରିଛି। ଗତ ମାସରେ କାନାଡାରେ ହୋଇଥିବା ଗୋଟିଏ ଗୁଳିକାଣ୍ଡ ଘଟଣାରେ ସ୍ଥାନୀୟ ପୁଲିସ ତା’କୁ ଗିରଫ କରିଥିବା ଜଣାପଡ଼ିଛି। ମିଲଟନ ଟାଉନରେ ଅକ୍ଟୋବର ୨୭ କିମ୍ବା ୨୮ ତାରିଖରେ ଗୋଟିଏ ଗୁଳିକାଣ୍ଡ ଘଟଣା ଘଟିଥିଲା। ଏଥିରେ ଅର୍ଶ ଡାଲା ସାମିଲ ରହିଥିଲା। ତା’ର ଗିରଫ ସମ୍ପର୍କରେ ଭାରତୀୟ ସୁରକ୍ଷା ଏଜେନ୍ସିକୁ ଖବର ମିଳିଛି। ଭାରତୀୟ […]

Read More Text.
Sanjiv Khanna 750x430

୧୧ରେ ଶପଥ ନେବେ ନୂଆ ସିଜେଆଇ ସଞ୍ଜୀବ ଖାନା

ନୂଆଦିଲ୍ଲୀ : ସୁପ୍ରିମକୋର୍ଟର ୫୧ତମ ପ୍ରଧାନ ବିଚାରପତି (ସିଜେଆଇ) ଭାବେ ନଭେମ୍ବର ୧୧ରେ ଶପଥ ଗ୍ରହଣ କରିବେ ସଞ୍ଜୀବ ଖାନା। ସୋମବାର ସକାଳ ୧୦ଟାରେ ରାଷ୍ଟ୍ରପତି ଭବନରେ ଆୟୋଜିତ ଏକ ସ୍ଵତନ୍ତ୍ର କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କୁ ଶପଥପାଠ କରାଇବେ। ବର୍ତ୍ତମାନର ପ୍ରଧାନ ବିଚାରପତି ଡି.ଓ୍ବାଇ. ଚନ୍ଦ୍ରଚୂଡ଼ଙ୍କ କାର୍ଯ୍ୟକାଳ ରବିବାର ଶେଷ ହୋଇଛି। ସେ ଅବସର ଗ୍ରହଣ କରିଛନ୍ତି। ନୂତନ ସିଜେଆଇ ସଞ୍ଜୀବ ଖାନ୍ନାଙ୍କ କାର୍ଯ୍ୟକାଳ ଆସନ୍ତା ୨୦୨୫ ମେ ୧୩ ପର୍ଯ୍ୟନ୍ତ ରହିବ। ଜଷ୍ଟିସ […]

Read More Text.
Zzzzzz

ମସ୍କୋ ଉପରେ ୟୁକ୍ରେନର ସବୁଠୁ ବଡ଼ ଆକ୍ରମଣ, ୩ ବିମାନବନ୍ଦରରେ ଉଡ଼ାଣ ବାଧାପ୍ରାପ୍ତ

କିଭ୍: ରୁଷ୍‌-ୟୁକ୍ରେନ ଯୁଦ୍ଧ ଥମିବାର ନାଁ ନେଉନାହିଁ। ଇତି ମଧ୍ୟରେ ମସ୍କୋ ଉପରେ ଏପର୍ଯ୍ୟନ୍ତର ସବୁଠୁ ବଡ଼ ଆକ୍ରମଣ କରିଛି ୟୁକ୍ରେନ। ରବିବାର ୟୁକ୍ରେନ ପ୍ରାୟ ୩୪ଟି ଡ୍ରୋନ୍‌ ଜରିଆରେ ମସ୍କୋ ଉପରେ ଆକ୍ରମଣ କରିଛି। ୨୦୨୨ ମସିହାରେ ଯୁଦ୍ଧ ଆରମ୍ଭରୁ ରୁଷ୍‌ର ରାଜଧାନୀ ଉପରେ ଏହା ସବୁଠାରୁ ବଡ ଡ୍ରୋନ୍ ଆକ୍ରମଣ ବୋଲି କୁହାଯାଉଛି। ଏହି କାରଣରୁ ରୁଷ୍‌ର ତିନୋଟି ପ୍ରମୁଖ ବିମାନବନ୍ଦରରୁ ବିମାନ ଚଳାଚଳର ଗତିପଥ ବଦଳାଇବାକୁ ପଡ଼ିଛି। ଏଥିରେ ଅତି କମ୍‌ରେ ଜଣେ […]

Read More Text.
Zzzzz

ଧରା ପଡ଼ିଲା ବାବା ସିଦ୍ଦିକିଙ୍କୁ ଗୁଳି କରିଥିବା ବ୍ୟକ୍ତି, ନେପାଳ ଖସି ଯିବାକୁ ଚେଷ୍ଟା କରୁଥିଲା

ମୁମ୍ବାଇ : ମହାରାଷ୍ଟ୍ରର ପୂର୍ବତନ ମନ୍ତ୍ରୀ ତଥା ଏନସିପି ନେତା ବାବା ସିଦ୍ଦିକିଙ୍କୁ ବିଚ୍‌ ରାସ୍ତାରେ ଗୁଳି କରିଥିବା ବ୍ୟକ୍ତିକୁ ଶେଷରେ ପୁଲିସ୍‌ ଆଜି ଗିରଫ କରିଛି। ଅକ୍ଟୋବର ୧୨ରେ ସିଦ୍ଦିକିଙ୍କୁ ମୁମ୍ବାଇରେ ଥିବା ତାଙ୍କ ପୁଅଙ୍କ ଅଫିସ ସାମ୍ନାରେ ଗୁଳି କରି ହତ୍ୟା କରାଯାଇଥିଲା। ଘଟଣା ଦିନ ତାଙ୍କୁ ଗୁଳି କରି ଫେରାର ହୋଇଥିବା ବ୍ୟକ୍ତିକୁ ଆଜି ଉତ୍ତର ପ୍ରଦେଶରୁ ଗିରଫ କରାଯାଇଛି। ସେ ନେପାଳ ଖସି ଯିବାକୁ ଚେଷ୍ଟା କରୁଥିବା ବେଳେ ପୁଲିସ୍‌ ହାତରେ […]

Read More Text.