ଶାହଙ୍କ ପରେ କାନାଡା-ଆମେରିକା ଗୁପ୍ତଚର ଏଜେନ୍ସିର ଟାର୍ଗେଟରେ ପିଏମ ମୋଦୀ!
ଅଟୱା: ଖାଲିସ୍ତାନୀଙ୍କ ଉପରେ ହୋଇଥିବା ଆକ୍ରମଣ ପାଇଁ କାନାଡା ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପରେ ପ୍ରଶ୍ନ ଉଠାଇଛି। ବ୍ରିଟିଶ କଲମ୍ବିଆରେ ଖାଲିସ୍ତାନୀ ହରଦୀପ ସିଂ ନିଜ୍ଜରଙ୍କ ହତ୍ୟା ଏବଂ ଏହା ସହିତ ଜଡ଼ିତ ଅନ୍ୟାନ୍ୟ ଷଡ଼ଯନ୍ତ୍ର ବିଷୟରେ ନରେନ୍ଦ୍ର ମୋଦୀଙ୍କ ପାଖରେ ପୂର୍ବରୁ ସୂଚନା ଥିଲା ବୋଲି କାନାଡା ସୁରକ୍ଷା ଏଜେନ୍ସିମାନେ ମତ ଦେଇଛନ୍ତି। କାନାଡାରେ ଭାରତର ବୈଦେଶିକ ହସ୍ତକ୍ଷେପ କାର୍ଯ୍ୟର ଗୁପ୍ତଚର ମୂଲ୍ୟାଙ୍କନ ଉପରେ କାର୍ଯ୍ୟ କରୁଥିବା ଜଣେ ବରିଷ୍ଠ ଜାତୀୟ ସୁରକ୍ଷା ଅଧିକାରୀ […]
Read More Text.