ଭୋଟର ଦିନକ ପୂର୍ବରୁ ହାଇ ଡ୍ରାମା; ବିଜେପି ନେତା ଟଙ୍କା ବାଣ୍ଟିଥିବା ଅଭିଯୋଗ
ନିର୍ବାଚନର ଗୋଟିଏ ଦିନ ପୂର୍ବରୁ ମହାରାଷ୍ଟ୍ରରେ ହାଇ ଡ୍ରାମା ଦେଖିବାକୁ ମିଳିଛି। ରାଜ୍ୟର ବିଜେପି ସାଧାରଣ ସମ୍ପାଦକ ବିନୋଦ ତାୱଡେଙ୍କ ନାଁରେ ସାଙ୍ଘାତିକ ଅଭିଯୋଗ ଆସିଛି। ସେ ଭୋଟ୍ ପାଇଁ ଲୋକଙ୍କୁ ଟଙ୍କା ବାଣ୍ଟିଥିବା ଅଭିଯୋଗ ହୋଇଛି। ତାୱଡେ ପାଲଘର ଜିଲ୍ଲାରେ ଟଙ୍କା ବାଣ୍ଟିଥିବା ବହୁଜନ ବିକାଶ ଅଗାଡ଼ି (BVA) ଦଳ ଅଭିଯୋଗ ଆଣିଛି। ବସାଇ ବିଧାୟକ ହିତେନ୍ଦ୍ର ଠାକୁରଙ୍କ ନେତୃତ୍ୱାଧୀନ BVAର ପାଲଘର ଜିଲ୍ଲାରେ ଦବଦବା ରହିଛି। ବସାଇ, ନାଲସପୋରା ଏବଂ ବୋଇସାରରେ BVA ବିଧାୟକ ଅଛନ୍ତି। […]
Read More Text.