ମନ୍ଦିର କାନ୍ଥ ତଳେ ଚାପି ହୋଇ ୮ ମୃତ
ଅମରାବତି: ଆନ୍ଧ୍ରପ୍ରଦେଶର ସୀମାଞ୍ଚଳସ୍ଥିତ ଶ୍ରୀ ବରାହ ଲକ୍ଷ୍ମୀ ନରସିଂହ ସ୍ବାମୀ ମନ୍ଦିର ପରିସରରେ ଥିବା ଏକ କାନ୍ଥ ଭୁଶୁଡ଼ି ପଡ଼ିବାରୁ ତା’ ତଳେ ଚାପ ହୋଇ ୮ଜଣଙ୍କ ଜୀବନ ଯାଇଛି। ମନ୍ଦିରରେ ଚନ୍ଦନ ମହୋତ୍ସବ ଆୟୋଜିତ ହୋଇଥିବା ବେଳେ ଠାକୁରଙ୍କୁ ଦର୍ଶନ ପାଇଁ ବହୁସଂଖ୍ୟକ ଶ୍ରଦ୍ଧାଳୁ ଧାଡ଼ିରେ ଛିଡ଼ା ହୋଇଥିବା ବେଳେ ହଠାତ୍ କାନ୍ଥ ଭୁଶୁଡ଼ି ପଡ଼ିଥିଲା। କାନ୍ଥ ତଳେ ଚାପି ହୋଇ ୮ଜଣଙ୍କ ଜୀବନ ଯାଇଥିବା ଜଣାପଡ଼ିଛି। ମୃତକଙ୍କ ମଧ୍ୟରେ ୩ଜଣ ମହିଳା ଅଛନ୍ତି। ଏଥିରେ […]
Read More Text.