Ratha jatra 1

ଚଳିତ ରଥଯାତ୍ରା ହେବ ଆହୁରି ଶୃଙ୍ଖଳିତ: ପାର୍କିଂସ୍ଥଳ ଜଗିବେ ଘରୋଇ ସୁରକ୍ଷା କର୍ମୀ, ଖର୍ଚ୍ଚ ହେବ ୧୪ ଲକ୍ଷ ଟଙ୍କା

ପୁରୀ : ଚଳିତ ରଥଯାତ୍ରାକୁ ଆହୁରି ଶୃଙ୍ଖଳିତ ଓ ସୂଚାରରୂପେ ଶେଷ କରିବାକୁ ପ୍ରଥମ ଥର ପାଇଁ ମୁତୟନ ହେବେ ଘରୋଇ ସୁରକ୍ଷା କର୍ମୀ । ଏମାନେ ରଥଯାତ୍ରା ବେଳେ ବିଭିନ୍ନ ପାର୍କିଂସ୍ଥଳ ଜଗିବେ । ଯାନବାହନ ନିୟନ୍ତ୍ରଣରେ ସାହାଯ୍ୟ କରିବେ । ଏଥିପାଇଁ ଖର୍ଚ୍ଚ ହେବ ୧୪ ଲକ୍ଷ ୧୬ ହଜାର ଟଙ୍କା । ରଥଯାତ୍ରା ଇତିହାସରେ ଏଭଳି ପ୍ରଥମ ଘଟଣା ଘଟିବାକୁ ଯାଉଛି । ରଥଯାତ୍ରା ପ୍ରସ୍ତୁତି ବୈଠକରେ ଏଭଳି ନିଷ୍ପତ୍ତି ହେବା ପରେ ପୁରୀ […]

Read More Text.
Kiit 2 e1605945639856

କିଟ୍‌ରେ ଛାତ୍ରୀ ମୃତ୍ୟୁ; ଘଟଣାର ତଦନ୍ତ ପାଇଁ କୂଟନୈତିକ ପଦକ୍ଷେପ ଆରମ୍ଭ କରିଛୁ: ନେପାଳ ମନ୍ତ୍ରୀ

ଭୁବନେଶ୍ବର: କିଟ୍‌ ବିଶ୍ବବିଦ୍ୟାଳୟରେ ପୁଣି ଜଣେ ନେପାଳୀ ଛାତ୍ରୀ ମୃତ୍ୟୁ ମାମଲା । ଘଟଣାରେ ଉଦ୍‌ବେଗ ସହ ଦୁଃଖ ପ୍ରକାଶ କଲେ ନେପାଳ ବୈଦେଶିକ ମନ୍ତ୍ରୀ ଆରଜୁ ରାଣା ଦେଉବା । ଟ୍ବିଟ୍ କରି ମୃତ ଛାତ୍ରୀଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଦୁଃଖିତ ପରିବାର ବର୍ଗଙ୍କୁ ସମବେଦନା ଜଣାଇଲେ ନେପାଳ ମନ୍ତ୍ରୀ । ଏହା ସହ ଘଟଣାର ସତ୍ୟାସତ୍ୟ ଯାଞ୍ଚ୍ ନେଇ ମଧ୍ୟ ସେ ତାଙ୍କ ଏକ୍ସ ପୋଷ୍ଟରେ ଉଲ୍ଲେଖ କରିଛନ୍ତି । […]

Read More Text.

ଟେକନିକାଲ ଟିମ ଯାଞ୍ଚ ପାଇଁ ପୁରୁଣା ବ୍ରାହ୍ମଣୀ ପୋଲ ଯାନବାହାନ ଚଳାଚଳ ବନ୍ଦ

ରାଉରକେଲା: ଆଜି ସକାଳୁ ବନ୍ଦ ରହିଛି ପାନପୋଷ ପୁରୁଣା ବ୍ରାହ୍ମଣୀ ବ୍ରିଜ୍‌ରେ ଯାନ ବାହାନ ଚଳାଚଳ। ଏହି ବ୍ରିଜ୍ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ବନ୍ଦ ରହିବାର ସମ୍ଭାବନା ରହିଛି। ସମସ୍ତ ଚାରି ଚକିଆ ଏବଂ ତିନି ଚକିଆ ଯାନ ଚଳାଚଳକୁ ବନ୍ଦ କରା ଯାଇଛି। ଯାଞ୍ଚ ଚାଲିଛି ବ୍ରିଜ୍‌ର ସ୍ଥିତି ଏବଂ ମାନ। ଭାରି ଯାନ ଚାଲିବାକୁ ବ୍ରିଜ କେତେ ଦୂର ସକ୍ଷମ ତାର ଟେଷ୍ଟ ଚାଲିଛି। ଯାଞ୍ଚ କରୁଛନ୍ତି ଦିଲ୍ଲୀରୁ ଆସିଥିବା କେନ୍ଦ୍ର ରୋଡ ରିସର୍ଚ୍ଚ […]

Read More Text.
Ert

କିଟ୍ ରେ ପୁଣି ନେପାଳୀ ଛାତ୍ରୀଙ୍କ ଆତ୍ମହତ୍ୟା ଘଟଣାରେ ପ୍ରତିକ୍ରିୟା ରଖିଲେ ଦୁଇ ମନ୍ତ୍ରୀ

ଭୁବନେଶ୍ବର: ଗୁରୁବାର ରାତିରେ କିଟ୍ ବିଶ୍ବବିଦ୍ୟାଳୟରେ ପୁଣି ଜଣେ ନେପାଳୀ ଛାତ୍ରୀଙ୍କ ଆତ୍ମହତ୍ୟା ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ଓ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି ଯେ, ଘଟଣାରେ ତଦନ୍ତ ଆରମ୍ଭ ହୋଇସାରିଛି । ପୋଲିସ ଯାହା କରିବା କଥା କରୁଛି । ପ୍ରାଥମିକ ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି । ଅନ୍ୟପଟେ, ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ […]

Read More Text.

ତିନିବର୍ଷ ପାଇଁ ବାସନ୍ଦ ହେଲେ ଏସ୍ ଶ୍ରୀସନ୍ଥ

ନୂଆଦିଲ୍ଲୀ: ପୂର୍ବତନ ଭାରତୀୟ କ୍ରିକେଟର ଏସ୍ ଶ୍ରୀସନ୍ଥଙ୍କୁ ୩ ବର୍ଷ ପାଇଁ କ୍ରିକେଟ୍ ଆସୋସିଏସନ୍ ବାସନ୍ଦ କରିଛି। ଏହି ମାମଲା ସଞ୍ଜୁ ସାମସନଙ୍କୁ ଚାମ୍ପିଅନ୍ସ ଟ୍ରଫି ୨୦୨୫ ପାଇଁ ଭାରତୀୟ ଦଳରେ ସାମିଲ ନ କରାଯିବା ସହିତ ଜଡିତ ରହିଛି। କେରଳ କ୍ରିକେଟ ଆସୋସିଏସନ ପକ୍ଷରୁ ପ୍ରକାଶ, ବିଜୟ ହଜାରେ ଟ୍ରଫି ୨୦୨୪-୨୫ ସିଜିନ୍ ଆରମ୍ଭ ହେବା ପୂର୍ବରୁ ସଞ୍ଜୁ ସାମସନ୍ ଦଳର ଅଭ୍ୟାସ ଶିବିରରେ ଯୋଗଦେବା ପାଇଁ ମନା କରିଥିଲେ । ଏହାପରେ କେରଳ କ୍ରିକେଟ୍ […]

Read More Text.

ଜଗତପୁରରେ ଚାଲିଛି ନକଲି ଓ୍ବାସିଂ ପାଉଡର କାରଖାନା ; ଓ୍ବାସିଂ ପାଉଡର, ଲେବଲ ଷ୍ଟିକର ଜବତ

କଟକ: କଟକ ଜଗତପୁରରେ ନକଲି ୱାସିଂ ପାଉଡର କାରଖାନା ଠାବ । ଅପମିଶ୍ରଣ ସହ ବ୍ରାଣ୍ଡେଡ୍ କଂପାନୀ ନାଁରେ ତିଆରି କରି ବିକାଯାଉଥିଲା । ଜଗତପୁର ପୋଲିସ ଓ ସ୍ପେଶାଲ ସ୍କ୍ବାଡ୍‌ ମିଳିତ ଚଢାଉ କରିଥିଲା । ଜଗତପୁର ଅଣ୍ଢେଇ ସାହିରେ ଠାବ ହୋଇଛି ଏହି ନକଲି କାରଖାନା । ଖବରମୁତାବକ, ଜଗତପୁର ଶିଳ୍ପାଞ୍ଚଳରେ ଚାଲୁଥିଲା ନକଲି କାରଖାନା । ପୋଲିସ ସେହି କାରଖାନାକୁ ସିଲ୍ କରି ଚଢାଉ ଜାରି ରଖିଛି । କାରଖାନାରେ ବ୍ୟବହୃତ ମେସିନ, […]

Read More Text.

ଜିଲ୍ଲାସ୍ତରୀୟ କନିଷ୍ଠ ପୁରୁଷ ଆନ୍ତଃକ୍ଲବ କ୍ରିକେଟ ଟୁର୍ଣ୍ଣାମେଣ୍ଟ ( ବି ସି ଏ ଚାମ୍ପିୟନ)

ବାରିପଦା : ସ୍ଥାନୀୟ ବାରିପଦା ଷ୍ଟାଡିୟମ ପଡିଆରେ ଜିଲ୍ଲାସ୍ତରୀୟ କନିଷ୍ଠ ପୁରୁଷ ( ୧୬ ଓ ୧୯ ବର୍ଷରୁ କମ ) କ୍ରିକେଟ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚରେ ବି ସି ଏ କ୍ଲବ କରଞ୍ଜିଆ କ୍ଲବକୁ ୧୨ ରନରେ ପରାସ୍ତ କରି ଚାମ୍ପିୟନ ହୋଇଛି I ପ୍ରଥମେ ବ୍ୟାଟିଂ କରି ବି ସି ଏ କ୍ଲବ ୩୦ ଓଭରରେ ୭ଟି ଉଇକେଟ ହରାଇ ମାତ୍ର ୧୫୯ ରନ ସଂଗ୍ରହ କରିଥିଲେ I ଦଳ ପକ୍ଷରୁ ରୋହନ କୁମାର […]

Read More Text.
Whatsapp image 2025 05 02 at 5.1

୪ନିଗମ ସହ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ବୁଝାମଣାପତ୍ର ସ୍ୱାକ୍ଷରିତ

ଭୁବନେଶ୍ବର: ଆଜି ଲୋକସେବା ଭବନରେ ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ଉପସ୍ଥିତିରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ଚାରୋଟି ନିଗମ ସହ ବୁଝାମଣାପତ୍ର ସ୍ଵାକ୍ଷର କରିଛି । ନିଗମ ଗୁଡିକ ହେଲା ଓଡ଼ିଶା କୃଷି ଶିଳ୍ପ ନିଗମ (OAIC), ଓଡ଼ିଶା କୃଷି ପ୍ରୋତ୍ସାହନ ଏବଂ ପୁଞ୍ଜି ଲଗାଣ ନିଗମ ଲିମିଟେଡ଼ (APICOL), ଓଡ଼ିଶା ରାଜ୍ୟ ବିହନ ନିଗମ ଲିମିଟେଡ଼ (OSSC), ଏବଂ […]

Read More Text.

ଏସିଆ ରଗବୀ ସେଭେନସ୍ ସିରିଜ୍ -୨୦୨୫ ର ଭାରତୀୟ ଦଳ କ୍ୟାମ୍ପରେ ମୟୁରଭଞ୍ଜର ୨ ଖେଳାଳି

ବାରିପଦା : ଏସିଆ ରଗବୀ ସେଭେନସ୍ ସିରିଜ୍ -୨୦୨୫ ର ଭାରତୀୟ ଦଳ ପ୍ରି-କ୍ୟାମ୍ପରେ ମୟୁରଭଞ୍ଜର ଫ୍ୟୁଚର ଷ୍ଟାର୍ ସ୍ପୋର୍ଟସ ଏକାଡେମୀରୁ ୨ ଖେଳାଳି ସ୍ଥାନ ପାଇଛନ୍ତି। ପ୍ରି- କ୍ୟାମ୍ପ ରେ ସର୍ବ ଭାରତୀୟ ସ୍ତରରେ ୧୬ ଜଣ ଖେଳାଳୀ ମନୋନୀତ ହୋଇଥିବ ବେଳେ ଫ୍ୟୁଚର ଷ୍ଟାର୍ ସ୍ପୋର୍ଟସ ଏକାଡେମୀର ସୁନିତା ହାଁସଦା ଓ ସନ୍ଧ୍ୟାରାଣୀ ଟୁଡୁ ସ୍ଥାନ ପାଇଛନ୍ତି। ବାରିପଦା ବ୍ଲକ୍ ସ୍ଥିତ ରଙ୍ଗାମାଟିଆ ଗ୍ରାମର ପିତା ସାଗରାମ ହାଁସଦା ଓ ମାତା କାପୁରା ହାଁସଦାଙ୍କ ବଡ଼ […]

Read More Text.
77bdk7za7wutbk49b3ce

ନିବେଶକଙ୍କ ପାଇଁ ଖୁସି ଖବର: ଗ୍ରୀନ୍‌ ଜୋନ୍‌କୁ ଗଲା ଭାରତୀୟ ସେୟାର ବଜାର

ନୂଆଦିଲ୍ଳୀ: ଭାରତୀୟ ସେୟାଜ୍‌ ବଜାର ପାଇଁ ଆଜି ଶୁଭ ସାବ୍ୟସ୍ତ ହୋଇଛି। ନିବେଶକଙ୍କ ପାଇଁ ଖୁସି ଖବର। କାରଣ ଭାରତର ଷ୍ଟକ୍‌ ମାର୍କେଟ ଆଜି ସବୁଜ ଜୋନ୍‌ରୁ ଆରମ୍ଭ ହୋଇଛି। ଆଜି ସକାଳ ୧୦ଟା ସୁଦ୍ଧା ଏସ୍‌ଆଣ୍ଡ୍‌ପି ବିଏସ୍‌ଇ ସେନ୍ସେକ୍ସ ୮୬୭.୪୮ ପଏଣ୍ଟ ବୃଦ୍ଧି ପାଇ ୮୧,୧୦୯.୭୨ରେ ପହଞ୍ଚିଛି। ସେହିପରି ଏନ୍‌ଏସଇଇ ନିଫ୍ଟି୫୦ ୨୪୭.୯୦ ପଏଣ୍ଟ ବୃଦ୍ଧି ପାଇ ୨୪,୫୮୨.୧୦ରେ କାରବାର ଆରମ୍ଭ କରିଥିଲା। ଆଦାନୀ ପୋର୍ଟସ୍ ଏବଂ ସ୍ପେଶାଲ୍ ଇକୋନୋମିକ୍ ଜୋନ୍ ସେନ୍ସେକ୍ସରେ ୪.୭୦% ବୃଦ୍ଧି […]

Read More Text.