ସିରିଆରେ ତୁର୍କୀ ଏବଂ ଇସ୍ରାଏଲୀ ଯୁଦ୍ଧ ବିମାନ ମୁହାଁମୁହିଁ
ଡାମାସ୍କସ୍: ସିରିଆରେ ଇସ୍ରାଏଲ ଏବଂ ତୁର୍କୀ ମଧ୍ୟରେ ପୁଣି ଥରେ ଉତ୍ତେଜନା ଦେଖାଦେଇଛି। ଶନିବାର ସନ୍ଧ୍ୟାରେ ସିରିଆରେ ଇସ୍ରାଏଲୀ ବିମାନ ଆକ୍ରମଣ ପରେ ତୁର୍କୀ ଏବଂ ଇସ୍ରାଏଲୀ ଲଢ଼ୁଆ ବିମାନ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ଦେଖାଯାଇଛି। ସିରିଆରେ ଉଭୟ ଦେଶର ଯୁଦ୍ଧ ବିମାନ ମୁହାଁମୁହିଁ ହୋଇଥିଲେ କିନ୍ତୁ ଆଶ୍ୱସ୍ତିର କଥା ହେଉଛି ଯେ, ଏହି ସମୟ ମଧ୍ୟରେ କୌଣସି ସିଧାସଳଖ ସଂଘର୍ଷ ହୋଇନାହିଁ। ଇସ୍ରାଏଲ ଗତ କିଛି ଦିନ ମଧ୍ୟରେ ସିରିଆର ଅନେକ ସ୍ଥାନରେ ଆକ୍ରମଣ କରିଛି […]
Read More Text.