ପହଲଗାମ ପୀଡିତଙ୍କ ପାଇଁ ସମଗ୍ର ବିଶ୍ୱରେ ରାଲି ଓ ପ୍ରାର୍ଥନା ସଭା ଜାରି
ନୂଆଦିଲ୍ଲୀ : ପହଲଗାମ ଆତଙ୍କବାଦୀ ଆକ୍ରମଣର ପୀଡିତଙ୍କ ପ୍ରତି ସମର୍ଥନ ଜଣାଇବା ପାଇଁ ସମଗ୍ର ବିଶ୍ୱରେ ଭାରତୀୟ ସମୁଦାୟ ଶାନ୍ତିପୂର୍ଣ୍ଣ ରାଲି ଏବଂ ପ୍ରାର୍ଥନା ସଭା ଜାରି ରଖିଛନ୍ତି। ଯୁକ୍ତରାଷ୍ଟ୍ର ଆମେରିକାରେ ଜର୍ଜିଆର ଭାରତୀୟ ସମୁଦାୟ ଆଟଲାଣ୍ଟାରେ ଏକ ପ୍ରତିବାଦ ରାଲି ଆୟୋଜନ କରିଥିଲା, ଯେଉଁଥିରେ ଆମେରିକୀୟ କଂଗ୍ରେସ ସଦସ୍ୟ ରିଚ୍ ମ୍ୟାକକର୍ମିକ ଆତଙ୍କବାଦକୁ ନିନ୍ଦା କରିବା ସହ ଉଗ୍ରବାଦୀ ହିଂସାର ମୁକାବିଲା ପାଇଁ ଅନ୍ତର୍ଜାତୀୟ ଏକତା ପାଇଁ ଆହ୍ୱାନ ଦେଇଥିଲେ । ଚାଉମବର୍ଗର ନ୍ୟାସନାଲ ଇଣ୍ଡିଆ […]
Read More Text.