ବାରିପଦାଠାରେ ଆନ୍ତର୍ଜାତୀୟ ରେଡ କ୍ରସ ଦିବସ -୨୦୨୫ ପାଳିତ
ବାରିପଦା: ଆଜି ବାରିପଦା ଠାରେ ଆନ୍ତର୍ଜାତୀୟ ରେଡ କ୍ରସ ଦିବସ -୨୦୨୫ ପାଳିତ ହୋଇଯାଇଛି | ଏହି ଅବସରରେ ସକାଳ ୮ ଘଟିକା ସମୟରେ ବାରିପଦା କ୍ଳବ ଠାରେ ଜିଲ୍ଲା ଜରୁରୀ କାଳୀନ କାର୍ଯ୍ୟାଳୟ ଓ ରେଡକ୍ରସ ର ସଦସ୍ୟ ବୃନ୍ଦ ଙ୍କ ମିଳିତ ସହଯୋଗରେ ଜିଲ୍ଲା ରକ୍ତ କେନ୍ଦ୍ର ର ଅଧିକାରୀ ଡ଼. ସୌମ୍ୟ ରଞ୍ଜନ ନାୟକ ଙ୍କ ତତ୍ୱାବଧାନରେ ଏକ ସ୍ଵେଛା କୃତ ରକ୍ତଦାନ ଶିବିର ଅୟୋଜିତ ହୋଇଥିଲା। ଉକ୍ତ ରକ୍ତଦାନ ଶିବିରକୁ ଅତିରିକ୍ତ […]
Read More Text.