ଜମ୍ମୁ ଓ କଶ୍ମୀରର ୨୦ଟି ସ୍ଥାନରେ ପୁଲିସର ଚଢଉ

ଶ୍ରୀନଗର : ଜମ୍ମୁ-କାଶ୍ମୀରର ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ, ଆତଙ୍କବାଦୀ ଏବଂ ସେମାନଙ୍କ ସମର୍ଥକଙ୍କ ବିରୋଧରେ ସୁରକ୍ଷା ବାହିନୀର ଅଭିଯାନ ତୀବ୍ର ହୋଇଛି। ଏହି ସମୟରେ, ରାଜ୍ୟ ପୁଲିସର ତଦନ୍ତକାରୀ ସଂସ୍ଥାକୁ ଏକ ବଡ଼ ସଫଳତା ମିଳିଛି। ଦକ୍ଷିଣ କାଶ୍ମୀରରେ ୨୦ଟି ସ୍ଥାନରେ ଚଢାଉ କରି ପୁଲିସ ଏକ ଆତଙ୍କୀ ସ୍ଲିପର ସେଲ୍ ମଡ୍ୟୁଲ୍‌ର ପର୍ଦ୍ଦାଫାଶ କରିଛି। ଚଢଉ ସମୟରେ, ବହୁ ପରିମାଣର ଆପତ୍ତିଜନକ ଜିନିଷ ଉଦ୍ଧାର କରାଯାଇଥିଲା। ଏହା ସହିତ, କିଛି ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ଅଟକ […]

Read More Text.

ଦେଶର ସୁରକ୍ଷା ପାଇଁ ଛାତ୍ରଛାତ୍ରୀଙ୍କୁ ତାଲିମ ଦିଆଯିବ

ଭୁବନେଶ୍ବର: ଆହୁରି ଅଧିକ ସଶକ୍ତ ହେବ ଏନସିସି । ଦେଶର ସୁରକ୍ଷା ପାଇଁ ଛାତ୍ରଛାତ୍ରୀଙ୍କୁ ଦିଆଯିବ ତାଲିମ । ଏନେଇ ଆଜି ସୂଚନା ଦେଇଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ । ମନ୍ତ୍ରୀଙ୍କ କହିଛନ୍ତି, ଦେଶର ସୁରକ୍ଷା ପାଇଁ ଛାତ୍ରଛାତ୍ରୀଙ୍କୁ ଦିଆଯିବ ତାଲିମ ଦିଆଯିବ । ବାହ୍ୟ ଶକ୍ତି କିମ୍ବା ଅନ୍ତଃ ଶକ୍ତି ମୁକାବିଲା ପାଇଁ ଏହି ପ୍ରଶିକ୍ଷଣ ଦିଆଯିବ । ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଏପରି ପଦକ୍ଷେପ ନିଆଯିବ । ଏଥିରେ ସାମରିକ, ଅର୍ଦ୍ଧସାମରିକ, ପୋଲିସ […]

Read More Text.

କାହାର ମଧ୍ୟସ୍ଥତା ଦରକାର କରୁନି ଭାରତ, ଆତଙ୍କବାଦୀଙ୍କୁ ହସ୍ତାନ୍ତର କଲେ ଆଲୋଚନା ହେବ: ମୋଦୀ

କାଶ୍ମୀର ପ୍ରସଙ୍ଗରେ ଭାରତ କୌଣସି ବାହ୍ୟ ରାଷ୍ଟ୍ରର ମଧ୍ୟସ୍ଥତା ଦରକାର କରୁନି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆମେରିକା ଉଦ୍ଦେଶ୍ୟରେ ଏଭଳି କହିଛନ୍ତି। ଅପରେସନ ‘ସିନ୍ଦୂର’ରେ ପାକିସ୍ତାନ ଉପରେ ଭାରତର ପ୍ରଚଣ୍ଡ ଆକ୍ରମଣ ପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଧ୍ୟସ୍ଥତା କରିବାକୁ ପ୍ରସ୍ତାବ ଦେବା ସହିତ ଅସ୍ତ୍ରବିରତି ପାଇଁ ଅନୁରୋଧ କରିଥିଲେ। ପରେ ପାକିସ୍ତାନ ଅସ୍ତ୍ରବିରତି ପାଇଁ ଭାରତ ସହିତ କଥା ହେବାରୁ ଶନିବାର ରାତିରେ ଅପରେସନ ‘ସିନ୍ଦୂର’କୁ ସାମୟିକ ସ୍ଥଗିତ ରଖାଯାଇଛି। କିନ୍ତୁ ତାହା ବନ୍ଦ […]

Read More Text.

ଜୁଏଲଙ୍କ ମହାଭାରତ ଟ୍ବିଟ୍ ,ରାତିଅଧରେ ଟ୍ବିଟ୍ କରି ଚର୍ଚ୍ଚାରେ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ

ଭୁବନେଶ୍ୱର : ଜୁଏଲଙ୍କ ମହାଭାରତ ଟ୍ବିଟ୍ ।  ରାତି ଅଧରରେ ଟ୍ବିଟ୍ କରି ଚର୍ଚ୍ଚାରେ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ।  ଗତକାଲି ଯୁଦ୍ଧବିରତି ଉଲ୍ଲଂଘନ କରି ପୁଣି ଆକ୍ରମଣ କରିଥିଲା ପାକିସ୍ତାନ ।  ସେତେବେଳେ ଏକ ଟ୍ବିଟ୍ କରିଥିଲେ ଜୁଏଲ । ଟ୍ବିଟ୍ ରେ ମହାଭାରତର ଶ୍ରୀକୃଷ୍ଣ ଓ ଦ୍ରୌପଦୀଙ୍କ କଥା କହିଥିଲେ ।  କିଭଳି କୃଷ୍ଣ ଦ୍ରୌପଦୀଙ୍କୁ ନିଶ୍ଚିତ ଯୁଦ୍ଧ ହେବ ବୋଲି କହିଥିଲେ ତାହା ଉଲ୍ଲେଖ କରିଛନ୍ତି ଜୁଏଲ । କୃଷ୍ଣ ହସ୍ତିନାପୁର ଯାଉଥିବାବେଳେ ଦ୍ରୌପଦୀ […]

Read More Text.

ପାକିସ୍ତାନ ହାଲତ ଖରାପ : ମିସାଇଲକୁ ଅକାମି କଲା ଭାରତୀୟ ବିମାନ S-400

ହରିୟାଣାର ସିରସା ଉପରେ ପାକିସ୍ତାନୀ କ୍ଷେପଣାସ୍ତ୍ର ଫତାହ-୧କୁ ବିଫଳ କରିଦେଇଛି ଇଣ୍ଡିଆନ ଏୟାର ଡିଫେନ୍ସ ସିଷ୍ଟମ S-400 ।  ଆକାଶ  ଏୟାର ଡିଫେନ୍ସ  45 କିଲୋମିଟର ପଥୀବୀ ପୃଷ୍ଠରୁ ଯାଉଥିବା କ୍ଷେପଣାସ୍ତ୍ର । ଆଜି ହରିୟାଣାରେ ଥିବା ସିରସା ଉପରେ ପାକିସ୍ତାନୀ ମିଜାଇଲ ଫତାହ ୧ କୁ ବିଫଳ କରି ଦେଇଛି  । ପାକିସ୍ତାନୀ  ମିଜାଇଲର ଲକ୍ଷ୍ୟ ଦିଲ୍ଲୀ ରହିଥିଲା ।  କିନ୍ତୁ ହରିୟାଣାର ସିରସାରେ ଏହାକୁ ସଫଳତାର ସହ ନିକ୍ଷେପ କରାଯାଇଛି ।   ତେବେ ମିଜାଇଲ […]

Read More Text.

ଏସସିବି ମେଡ଼ିକାଲ ପରିସରରୁ ଚାରି ଦଲାଲ ଗିରଫ

କଟକ: ମଙ୍ଗଳାବାଗ ଥାନା ପୋଲିସ ଏସସିବି ମେଡ଼ିକାଲ ପରିସରରୁ ୪ ଜଣ ଦଲାଲଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଦୁଇଟି ପୃଥକ୍ ପୃଥକ୍ ଘଟଣାରେ ଅଭିଯୋଗ ହୋଇଥିଲା । ଏସସିବି ଟ୍ରମା କାଜୁଆଲ୍ଟି ସମ୍ମୁଖରୁ ରୋଗୀ ମାନଙ୍କୁ ଘରୋଇ ହସ୍ପିଟାଲଗୁଡ଼ିକୁ ପଠାଇବା ପାଇଁ ପ୍ରବର୍ତ୍ତାଇ ବେଳେ ମଙ୍ଗଳାବାଗ ଥାନା ପୋଲିସ ସାଦା ପୋଷାକରେ ସେଠାରେ ରହିଥିଲେ ଓ ସେମାନଙ୍କୁ ଗିରଫ କରିଥିଲେ । ଗିରଫ ଚାରିଜଣ ଦଲାଲ ହେଲେ ଦେବାଶିଷ ମହାନ୍ତି , କ୍ରୀଷ୍ଣା ବାହାଦୁର, […]

Read More Text.

ଅପରେସନ ସିନ୍ଦୁର, ମିଜାଇଲ ମାଡରେ ନିହତ ୫ ଆତଙ୍କୀଙ୍କ ସୂଚନା ଦେଲେ ଭାରତୀୟ ସେନା

ଇସଲାମାବାଦ : ପହଲଗାମ ଆକ୍ରମଣର ପ୍ରତିଶୋଧ ନେବା ପାଇଁ ଭାରତ ମେ ୭ ତାରିଖ ବୁଧବାର ସକାଳେ ଅପରେସନ ସିନ୍ଦୂର ଆରମ୍ଭ କରିଥିଲା ।  ଏହା ଏକ ଯୋଜନାବଦ୍ଧ ସାମରିକ କାର୍ଯ୍ୟାନୁଷ୍ଠାନ ଥିଲା ଯେଉଁଥିରେ ପାକିସ୍ତାନ ଏବଂ ପାକ୍ ଅଧିକୃତ କାଶ୍ମୀରରେ ଆତଙ୍କବାଦୀ ଶିବିର ପରିଚାଳନା କରୁଥିବା ଆତଙ୍କବାଦୀମାନଙ୍କୁ ଟାର୍ଗେଟ କରାଯାଇଥିଲା । ଏହି ଆକ୍ରମଣରେ ଲଢ଼ୁଆ ବିମାନ ଏବଂ କ୍ଷେପଣାସ୍ତ୍ର ବ୍ୟବହାର କରାଯାଇଥିଲା ।  ପାକିସ୍ତାନ ଭିତରେ ଥିବା ଲସ୍କର-ଏ-ତୈବା ଏବଂ ଜୈଶ-ଏ-ମହମ୍ମଦର ଭୟଙ୍କର ଆତଙ୍କବାଦୀମାନଙ୍କୁ ଭାରତୀୟ […]

Read More Text.

ବିଲରୁ ନବଜାତକ ମୃତଦେହ ଉଦ୍ଧାର, ପୋଲିସ ତଦନ୍ତ ଆରମ୍ଭ

ଉଦଳା :  ବିଲରେ ପଡିଛି ନବଜାତକ ମୃତଦେହ ।  ଏକ ପଲିଥିନ ଭିତରେ ପୁରାଇ କେହି ନବଜାତକକୁ ଫୋପାଡ଼ି ଦେଇଛି । ଏଭଳି ଘଟଣା ଘଟିଛି କପ୍ତିପଦା ଥାନା କୁଆଗୋଠଣା ଗ୍ରାମରେ । କୁଆଗୋଠଣା ପ୍ରାଥମିକ ବିଦ୍ୟାଳୟ ସମ୍ମୁଖରେ ଥିବା ଵିଲରେ ଏକ ପଲିଥିନ ଭିତରେ ନବଜାତକ ମୃତଦେହ ପଡ଼ିଥିବା ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ । ତେବେ ମୃତଦେହ ମିଳିଥିବା ନବଜାତକର ବୟସ ୩ ରୁ ୪ ମାସ ହେବ ବୋଲି ଅନୁମାନ କରାଯାଉଛି । ଖବର […]

Read More Text.

ଭାରତ ଆମ ଉପରେ ଆକ୍ରମଣ କରିନି: ତାଲିବାନ

କାବୁଲ : ନିଜର ମିଛ କହିବା ଅଭ୍ୟାସ ଛାଡ଼ିପାରିନାହିଁ ପାକିସ୍ତାନ । ଆଫଗାନିସ୍ତାନକୁ ନେଇ ପାକିସ୍ତାନ କହିଥିବା ମିଛର ପର୍ଦ୍ଦାଫାସ କରିଛି ଖୋଦ ତାଲିବାନ । ପାକିସ୍ତାନ ସେନା ନିଜର ସମ୍ବାଦିକ ସମ୍ମିଳନୀରେ କହିଥିଲା ଯେ ଭାରତ ଆଫଗାନିସ୍ତାନ ଉପରେ ଡ୍ରୋନ ଓ କ୍ଷେପଣାସ୍ତ୍ର ଆକ୍ରମଣ କରିଛି । କିନ୍ତୁ ଏହା ମିଛ ବୋଲି ତାଲିବାନ କହିଛି । ପାକିସ୍ତାନର ଏପରି ଦାବିକୁ ଆଫଗାନିସ୍ତାନ ମିଥ୍ୟା ବୋଲି କହିଛି। ତାଲିବାନ ପ୍ରତିରକ୍ଷା ମନ୍ତ୍ରାଳୟର ମୁଖପାତ୍ର ଏନାତୁଲ୍ଲା ଖାୱାରଜାମି […]

Read More Text.

ଜମ୍ମୁରୁ ସୁରକ୍ଷିତ ଫେରିଲେ ପୁରୀର ତେଜସ୍ବିନୀ ମହାପାତ୍ର, ସରକାରଙ୍କୁ ଧନ୍ୟବାଦ ଜଣାଇଲେ ପରିବାର ଲୋକେ

ପୁରୀ : ଜମ୍ମୁରୁ ସୁରକ୍ଷିତ ଫେରିଛନ୍ତି ପୁରୀ ସୁଜାତା ନଗରର ତେଜସ୍ବିନୀ ମହାପାତ୍ର । ଭଲୱାଲ ଜିଲ୍ଲାରେ ବିଇଡି ପଢୁଥିଲେ । ଭାରତ – ପାକିସ୍ତାନ ଉତ୍ତେଜନା ଖବର ପରିବାର ଲୋକଙ୍କୁ ବିଚଳିତ କରିଥିଲା l ତେବେ ସେଠାରେ ଥିବା ଛାତ୍ରଛାତ୍ରୀଙ୍କୁ ସ୍ବତନ୍ତ୍ର ବ୍ୟବସ୍ଥା କରି ସୁରକ୍ଷିତ ଭାବେ ଫେରାଇ ଆଣିଥିଲେ ସରକାର । ଘରକୁ ଫେରିବା ପରେ ଜମ୍ମୁର କିପରି ଜୀବନ କଟିଥିଲା ତାହା ବଖାଣିଛନ୍ତି l ସେପଟେ ଝିଅ ସୁରକ୍ଷିତ ଭାବେ ଘରେ ପହଞ୍ଚିଥିବା କେନ୍ଦ୍ର […]

Read More Text.