Untitled 1 copy

ଏକସଙ୍ଗେ ଆସୁଛି ଦୁଇ ଲଘୁଚାପ

ଭୁବନେଶ୍ବର: ମେ’ଶେଷ ସପ୍ତାହରେ ବଙ୍ଗୋପସାଗର ଏବଂ ଆରବସାଗରରେ ଲଘୁଚାପ ସମ୍ଭାବନା ରହିଛି। ୨୧ ମେ’ ବେଳକୁ ଆରବସାଗରର କର୍ଣ୍ଣାଟକ ଉପକୂଳରେ ଘୁର୍ଣ୍ଣିବଳୟ ସମ୍ଭାବନା ଥିବା ବେଳେ ୨୨ ମେ’ ବେଳକୁ ଏହା ଲଘୁଚାପର ରୂପ ନେବ। ଏହି ଲଘୁଚାପ ଅଧିକ ଘନୀଭୂତ ହେଇ ଉତ୍ତରକୁ ଗତି କରିପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୂମାନ କରାଯାଇଛି। ସେହିପରି ୨୭ ମେ’ ବେଳକୁ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ତଥା ଏହାର ସଂଲଗ୍ନ ଅଞ୍ଚଳରେ ଏକ ଘୁର୍ଣ୍ଣିବଳୟ ସୃଷ୍ଟି ହେବାର […]

Read More Text.
Img 20250518 wa0190

ଜିଲ୍ଲାସ୍ତରୀୟ ଆନ୍ତଃ ବିଦ୍ୟାଳୟ କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ୨ୟ ଦିନର ଖେଳ (ଟିମ- ସି ବିଜୟୀ)

ବାରିପଦା: ସ୍ଥାନୀୟ ବାରିପଦା ଷ୍ଟାଡିୟମ ପଡିଆରେ ଓଡିଶା କ୍ରିକେଟ ଏସୋସିଏସନ ଆନୁକୂଲ୍ୟରେ ମୟୁରଭଞ୍ଜ ଏଥଲେଟିକ ଏସୋସିଏସନର ସହଯୋଗରେ ଆୟୋଜିତ ଜିଲ୍ଲାସ୍ତରୀୟ ଆନ୍ତଃ ବିଦ୍ୟାଳୟ କ୍ରିକେଟ ଟୁର୍ଣ୍ଣାମେଣ୍ଟର ୨ୟ ଦିନର ଖେଳରେ ମୟୁରଭଞ୍ଜ କମ୍ବାଇଣ୍ଡ ସ୍କୁଲ ଟିମ – ସି,  ଟିମ – ବି କୁ ୩୭ ରନରେ ପରାସ୍ତ କରିଥିଲା I ପ୍ରଥମେ ବ୍ୟାଟିଂ କରି ଟିମ- ସି ୨୦ ଓଭରରେ ୭ ଉଇକେଟ ହରାଇ ୧୧୩ ରନ ସଂଗ୍ରହ କରିଥିଲେ I ଦଳ ପକ୍ଷରୁ ବିଶ୍ୱ […]

Read More Text.
Img 20250518 wa0199

ମହେଶ ଦାସ ମେମୋରିଆଲ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ, କିସାନ ବ୍ରଦର୍ସ ଓ ଝାଞ୍ଜଡ଼ାପାଳ ଚମ୍ପିୟାନ

ବାରିପଦା : ସ୍ଥାନୀୟ ମଧୁବନ ମିନି ଷ୍ଟାଡିୟମ ପଡିଆରେ ମହେଶ ଦାସ ମେମୋରିଆଲ ଫୁଟବଲ ଟୁର୍ଣ୍ଣାମେଣ୍ଟର ୪୦ ବର୍ଷରୁ କମ ଫାଇନାଲ ମ୍ୟାଚରେ କିସାନ ବ୍ରଦର୍ସ ଫୁଟବଲ କ୍ଲବ ଫ୍ରେଣ୍ଡସ ଉଇନାଇଟେଡ଼ ଫୁଟବଲ କ୍ଲବ, ଗୋପୀବଲ୍ଲଭପୁର କୁ ୧ – ୦ ଗୋଲରେ ପରାସ୍ତ କରି ଚାମ୍ପିୟାନ ହୋଇଛି I ସୋନୁ ହେମ୍ବ୍ରମ ଏକ ମାତ୍ର ଗୋଲ କରିଥିଲେ I ୪୦ ବର୍ଷରୁ ଉର୍ଦ୍ଧ ଦ୍ଵିତୀୟ ଫାଇନାଲ ମ୍ୟାଚରେ ଝାଞ୍ଜଡ଼ାପାଳ ଫୁଟବଲ କ୍ଲବ ଭେଟେରାନ ଫୁଟବଲ କ୍ଲବକୁ […]

Read More Text.
2 1747551098959

ଗଛରୁ CRPF ଯବାନଙ୍କ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ

ବଲାଙ୍ଗିର: ଗଛରେ ଝୁଲିଛି CRPF ଯବାନଙ୍କ ମୃତଦେହ । ଘରକୁ ଛୁଟିରେ ଆସିଥିବା ବେଳେ ଘଟିଲା ଅଘଟଣ । ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ । ବଲାଙ୍ଗିର ଜିଲ୍ଲା ଲରମ୍ଭା ଥାନା ଘସିଏନ ଗାଁର ଦୁଲ୍ଲଭ ଭୋଇଙ୍କ ପୁଅ ଭକ୍ତରାମ ଭୋଇଙ୍କର ମୃତଦେହ ଉଦ୍ଧାର । ଭକ୍ତରାମ ଝାରଖଣ୍ଡରେ କାର୍ଯ୍ୟରତ ଥିଲେ । ଗତ ୧୬ ତାରିଖରେ ନିଜ କାର୍ଯ୍ୟସ୍ଥଳୀକୁ ବାହାରିଥିବା ବେଳେ କେହିଜଣେ ଫୋନକରି ଡ଼ାକିବାରୁ ସେ ଚାଲିଯାଇଥିଲେ । କିନ୍ତୁ ଆଉ ଘରକୁ ଫେରିନଥିଲେ […]

Read More Text.
Puri

ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ବଡମହାସ୍ନାନ

ପୁରୀ: ଶ୍ରୀମନ୍ଦିରରେ ରବିବାର ମହାପ୍ରଭୁଙ୍କ ବଡ଼ ମହାସ୍ନାନ ନୀତି ଅନୁଷ୍ଠିତ ହୋଇଛି। ଶ୍ରୀମନ୍ଦିର ଭିତରକାଠ ନିକଟରେ ବାନ୍ତି ପଡ଼ିଥିବା ଦେଖିବାକୁ ମିଳିବା ପରେ ମହାପ୍ରଭୁଙ୍କ ବଡ଼ ମହାସ୍ନାନ କରାଯାଇଛି। ଏଥିପାଇଁ ଶ୍ରୀଜୀଉମାନଙ୍କ ଦର୍ଶନକୁ ୧ଘଣ୍ଟା ପର୍ଯ୍ୟନ୍ତ ବନ୍ଦ ରଖାଯାଇଛି। ଅବକାଶ ନୀତି ପରେ ବଡ଼ ମହାସ୍ନାନ ନୀତି ସମ୍ପନ୍ନ ହେବ। ଏହା ପରେ ଦର୍ଶନ ବ୍ୟବସ୍ଥା ଆରମ୍ଭ ହେବ ବୋଲି ସୂଚନା ମିଳିଛି।

Read More Text.
Srimandira

ଶ୍ରୀମନ୍ଦିର ସମ୍ପତ୍ତି ହସ୍ତାନ୍ତର ପ୍ରସଙ୍ଗ: ଗାଇଡଲାଇନ ଜାରି କରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

ପୁରୀ: ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଭୂସମ୍ପତ୍ତି ସମ୍ପର୍କିତ ମାମଲାରେ ହାଇକୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ ରାୟ । ଶ୍ରୀମନ୍ଦିର ସମ୍ପତ୍ତି ହସ୍ତାନ୍ତର ପାଇଁ ଗାଇଡଲାଇନ ଆଣିବାକୁ ଜାରି କଲେ ନିର୍ଦ୍ଦେଶନାମା ।  ପୁରୀ ଜଗନ୍ନାଥ ମନ୍ଦିରର ସମ୍ପତ୍ତିର ସୁରକ୍ଷା ଏବଂ ପରିଚାଳନା ସମ୍ପର୍କରେ  , ଓଡ଼ିଶା ହାଇକୋର୍ଟ ଓଡ଼ିଶା ସରକାରଙ୍କୁ ଏକ ନିର୍ଦ୍ଦେଶନାମା ଜାରି କରିଛନ୍ତି, ଯେଉଁଥିରେ ମନ୍ଦିରର ସମ୍ପତ୍ତିର ବିକ୍ରୟ, ଲିଜ୍, ହସ୍ତାନ୍ତର ଏବଂ ପରିବର୍ତ୍ତନକୁ ନିୟନ୍ତ୍ରଣ କରିବା ପାଇଁ ସ୍ପଷ୍ଟ ଏବଂ ବ୍ୟାପକ ନିର୍ଦ୍ଦେଶନାମା ପ୍ରସ୍ତୁତ କରିବାର ଆବଶ୍ୟକତା ଉପରେ […]

Read More Text.
Sanjay

ଗସ୍ତ ନାମରେ ସରକାର ଟୁର୍-ଟ୍ରାଭେଲ୍ କମ୍ପାନି ଖୋଲିଲେ: ପ୍ରତିନିଧି ଦଳ ନେଇ ସଞ୍ଜୟଙ୍କ କଟାକ୍ଷ

ମୁମ୍ବାଇ: ଅପରେସନ ସିନ୍ଦୂର ଉପରେ ଭାରତର ଚିନ୍ତାଧାରାକୁ ଅନ୍ତର୍ଜାତୀୟ ସମ୍ପ୍ରଦାୟ ନିକଟରେ ପ୍ରଭାବଶାଳୀ ଭାବରେ ପହଞ୍ଚାଇବାକୁ ଭାରତ ସରକାର ଶନିବାର ଦିନ ସଂକଳ୍ପ ନେଇଛନ୍ତି। ଏନେଇ ଭାରତୀୟ ଜନତା ପାର୍ଟି ପ୍ରତିନିଧିମଣ୍ଡଳର ୭ଟି ଟିମ୍ ଗଠନ କରିଥିଲା। ​​ଯେଉଁମାନେ ସୀମାପାର ଆତଙ୍କବାଦ ଏବଂ ଅପରେସନ ସିନ୍ଦୁର ବିରୁଦ୍ଧରେ ଭାରତର ନିରନ୍ତର ଲଢ଼େଇ ପ୍ରଦର୍ଶନ କରିବା ପାଇଁ ପ୍ରମୁଖ ଅଂଶୀଦାର ଦେଶଗୁଡ଼ିକୁ ଗସ୍ତ କରିବେ। ଏହି ଟିମ୍‌ଗୁଡ଼ିକର ଅଧ୍ୟକ୍ଷ ଭାବରେ କଂଗ୍ରେସର ଶଶି ଥରୁରଙ୍କୁ ନିଯୁକ୍ତ କରାଯାଇଛି। ଏହା […]

Read More Text.
Anandpur

ସାଙ୍ଗକୁ ବଞ୍ଚାଇବାକୁ ଯାଇ ସାଙ୍ଗ ମୃତ

ଆନନ୍ଦପୁର : ଏମିତି ସାଙ୍ଗ ଜଗତେ ନାହିଁ ।  ସାଙ୍ଗକୁ ବଞ୍ଚାଇବାକୁ ଯାଇ ସାଙ୍ଗ ମୃତ ।  କେନ୍ଦୁଝର ଜିଲ୍ଲା ରାମଚନ୍ଦ୍ରପୁର ଥାନା ବଡ଼ପଦନା ଗାଁରେ ଅଘଟଣ ଘଟିଛି । ମୃତକ ହେଲେ ଶୁଭମ ସାହୁ ।  ପଦନା ଗାଁର ଶୁଭମ ଓ ମାନସ ଅନ୍ଧାରୀ ଗାଁର ଅନ୍ୟଜଣେ ସାଙ୍ଗ ଘରକୁ ଜନ୍ମଦିନ ଭୋଜି ଖାଇବାକୁ ଯାଇଥିଲେ ।  ଛାତ ଉପରେ ଭୋଜି ଚାଲିଥିବାବେଳେ ୧୧ କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଥିଲେ ମାନସ । ତାଙ୍କୁ ବଂଚାଇବାକୁ […]

Read More Text.
Jy

ଆଇଏସ୍ଆଇର ତିନିଜଣ ଅଧିକାରୀଙ୍କ ସହ ଯୋଗାଯୋଗରେ ଥିଲେ ଜ୍ୟୋତି

ନୂଆଦିଲ୍ଲୀ: ୟୁଟ୍ୟୁବ ଏବଂ ଇନଷ୍ଟାଗ୍ରାମରେ ବିପୁଳ ଲୋକପ୍ରିୟତା ହାସଲ କରିଥିବା ଜ୍ୟୋତି ମାଲହୋତ୍ରା ପାକିସ୍ତାନ ପାଇଁ ଗୁଇନ୍ଦାଗିରି କରିଥିବା ଅଭିଯୋଗରେ ଗିରଫ ହୋଇଛନ୍ତି। ପାକିସ୍ତାନ ଗୁଇନ୍ଦା ସଂସ୍ଥା ଆଇଏସ୍ଆଇ ଏବଂ ପାକିସ୍ତାନୀ ଏଜେଣ୍ଟମାନଙ୍କୁ ଦେଶର ସମ୍ବେଦନଶୀଳ ସୂଚନା ପ୍ରଦାନ କରିଥିବା ଅଭିଯୋଗରେ ହରିୟାଣାର ଜ୍ୟୋତି ଏବଂ ଅନ୍ୟ ୬ ଜଣଙ୍କୁ ପୁଲିସ ଗିରଫ କରିଛି। ତଦନ୍ତରୁ ଜଣାପଡ଼ିଛି ଜ୍ୟୋତି ତିନିଜଣ ଆଇଏସ୍ଆଇ ଅଧିକାରୀଙ୍କ ସହ ଯୋଗାଯୋଗରେ ରହିଥିବା ସହିତ ଏହି ତିନି ଜଣଙ୍କ ସହିତ ସେ ଖୁବ […]

Read More Text.
Hc

ମେ ୧୯ରୁ ବନ୍ଦ ରହିବ ଓଡ଼ିଶା ହାଇକୋର୍ଟ

କଟକ: କଟକ ସହରରେ ଓଡ଼ିଶା ହାଇକୋର୍ଟ ଗ୍ରୀଷ୍ମ ଛୁଟି ପାଇଁ ମେ ୧୯ରୁ ଜୁନ୍ ୧୬ ପର୍ଯ୍ୟନ୍ତ ବନ୍ଦ ରହିବ। ଏହି ସମୟ ମଧ୍ୟରେ ଜରୁରୀ ମାମଲା ଶୁଣାଣି ପାଇଁ କିଛି ନିର୍ଦ୍ଦିଷ୍ଟ ତାରିଖରେ ଭେକେସନ ବେଞ୍ଚ ଗଠନ କରାଯିବ। କାର୍ଯ୍ୟସୂଚୀ ଅନୁଯାୟୀ, କୋର୍ଟ ଆଠଟି ନିର୍ଦ୍ଦିଷ୍ଟ ଦିନରେ ମାମଲା ବିଚାର କରିବେ। ସେଥିମଧ୍ୟରେ ମେ ୨୦, ମେ ୨୩, ମେ ୨୭, ମେ ୩୦, ଜୁନ ୩, ଜୁନ ୪, ଜୁନ ୧୦ ଏବଂ ଜୁନ […]

Read More Text.