ତାଇୱାନ ବିରୋଧରେ ଚୀନର ଯୁଦ୍ଧାଭ୍ୟାସକୁ ସମର୍ଥନ କଲା ରୁଷ
ନୂଆଦିଲ୍ଲୀ: ଚୀନ ତାଇୱାନକୁ ଚାରିପଟୁ ଘେରି ଯୁଦ୍ଧାଭ୍ୟାସ ଆରମ୍ଭ କରିଛି। ସୋମବାର ଚୀନର ପିପୁଲ୍ସ ଲିବରେସନ ଆର୍ମି(ପିଏଲଏ) ‘ଜଷ୍ଟିସ ମିଶନ ୨୦୨୫’ ନାମରେ ବଡ଼ ଧରଣର ସୈନ୍ୟ ଅଭ୍ୟାସ ଆରମ୍ଭ କରିଥିବାବେଳେ ଏଥିରେ ସ୍ଥଳସେନା, ନୌସେନା, ବାୟୁସେନାକୁ ତାଇୱାନର ଚତୁର୍ଦିଗରେ ମୁତୟନ କରାଯାଇଛି। ଚୀନର ଏହି ଶକ୍ତିପ୍ରଦର୍ଶନ ମଧ୍ୟରେ ରୁଷ ଖୋଲା ସମର୍ଥନ କରିଛି। ତାଇୱାନ ଚୀନର ଅବିଚ୍ଛେଦ୍ୟ ଅଂଶ ଏବଂ ରୁଷ କୌଣସି ଦ୍ବୀପର ସ୍ବତନ୍ତ୍ରତାର କଡ଼ା ବିରୋଧ କିରଥାଏ ବୋଲି ରୁଷ କହିଛନ୍ତି। ରୁଷ […]
Read More Text.