“ପ୍ରେସ କାଉନସିଲ ଅଫ ଇଣ୍ଡିଆ” କିମ୍ବା ଏହାର ହିନ୍ଦୀ ଅନୁବାଦ “ଭାରତୀୟ ପ୍ରେସ ପରିଷଦ” ନାମରେ ନିବନ୍ଧନ ଓ ବ୍ୟବହାରକୁ ବାରଣ

ବାରିପଦା: ପ୍ରେସ କାଉନ୍ସିଲ୍ ଅଫ୍ ଇଣ୍ଡିଆ ହେଉଛି ଭାରତ ସରକାରଙ୍କ ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟର ଏକ ବୈଧାନିକ ଅଙ୍ଗ, ଯାହାକି ‘ପ୍ରେସ କାଉନ୍ସିଲ୍ ଆକ୍ଟ, ୧୯୭୮ ଅନୁଯାୟୀ ଗଠିତ। ଏହାର ଦୁଇଟି ମୁଖ୍ୟ ଉଦ୍ଦେଶ୍ୟ ହେଉଛି – ପ୍ରେସର ସ୍ୱାଧୀନତାକୁ ସୁରକ୍ଷିତ କରିବା ଓ ଭାରତରେ ସମ୍ବାଦପତ୍ର ଓ ସମ୍ବାଦ ସଂସ୍ଥାମାନଙ୍କର ମାନଦଣ୍ଡକୁ ରକ୍ଷା କରିବା। ଏଠାରେ ଉଲ୍ଲେଖ ଯୋଗ୍ୟକି, ନୂଆ ଦିଲ୍ଲୀସ୍ଥିତ ସୂଚନା ଭବନ,ସିଜିଓ କମ୍ପ୍ଲେକ୍ସ, ଲୋଦି ରୋଡ଼ ଠାରେ ପ୍ରେସ କାଉନସିଲର ସଚିବାଳୟ […]

Read More Text.
Img 20250526 wa0194

ସାପ କାମୁଡ଼ାରେ ଜଣେ ମହିଳା ଙ୍କ ସମେତ ନାବାଳିକାର ମୃତ୍ୟୁ 

ବାରିପଦା : ମୟୂରଭଞ୍ଜ ଜିଲ୍ଲା ଵହଳଦା ଥାନା ଅନ୍ତର୍ଗତ ତେନ୍ତଳା ଗ୍ରାମରେ ସାପ କାମୁଡାରେ ଜଣେ ୧୨ ବର୍ଷୀୟା  ନାବାଳିକାର ମୃତ୍ୟୁ ହୋଇଥିବା ଏକ ଅଭାବନୀୟ  ଦୁଃଖଦ ଘଟଣା ଘଟି ଯାଇଛି । ସୂଚନାଯୋଗ୍ୟ  ତେନ୍ତଳା ଗ୍ରାମର ଗରିବ ପରିବାରର ମୁରବି ଶ୍ୟାମ ମାରାଣ୍ଡି ନିଜର ପରିବାର ଗୁଜୁରାଣ ମେଣ୍ଟାଇବା ପାଇଁ ଭୁବନେଶ୍ବରକୁ କାମ କରିବା ପାଇଁ ଯାଇଛନ୍ତି ।ଘରେ ତା’ ର ସ୍ତ୍ରୀ ଏବଂ ୧୨ ବର୍ଷୀୟା କନ୍ୟା ସିନଗୋ ମାରାଣ୍ଡି ଅଛନ୍ତି  । ସେମାନେ […]

Read More Text.

୧୫ ସେପ୍ଟେମ୍ବର ସୁଦ୍ଧା ଦାଖଲ କରିହେବ ଆୟକର ରିଟର୍ଣ୍ଣ

ନୂଆଦିଲ୍ଲୀ : ଦେଶର କୋଟି କୋଟି ଆୟକରଦାତା ମାନଙ୍କ ପାଇଁ ଏକ ବଡ଼ ଖବର। କେନ୍ଦ୍ରୀୟ ପ୍ରତ୍ୟକ୍ଷ ଟିକସ ବୋର୍ଡ (ସିବିଡିଟି) ପକ୍ଷରୁ ଆୟକର ରିଟର୍ଣ୍ଣ ଫାଇଲ ତାରିଖକୁ ୧୫ ସେପ୍ଟେମ୍ବରକୁ ବୃଦ୍ଧି କରାଯାଇଥିବା ଘୋଷଣା କରାଯାଇଛି। ସିବିଡିଟି ଦ୍ୱାରା ଦିଆଯାଇଥିବା ସୂଚନା ଅନୁଯାୟୀ, ଏବେ ଆର୍ଥିକ ବର୍ଷ ୨୦୨୪-୨୫ ପାଇଁ ଆଇଟିଆର (ଆୟକର ରିଟର୍ଣ୍ଣ) ଫାଇଲ କରିବାର ଶେଷ ତାରିଖ ୩୧ ଜୁଲାଇ ୨୦୨୫ ରୁ ୧୫ ସେପ୍ଟେମ୍ବରକୁ ବୃଦ୍ଧି କରାଯାଇଛି। ଆଇଟିଆର ଫର୍ମ, ସିଷ୍ଟମ […]

Read More Text.
Img 20250525 wa0171

ରଖେ ହରି ମାରେ କିଏ? ଶିଶୁକୁ ଛାଡି ମା’ ର ଜୀବନ ନେଲା ଗଜରାଜ

ବାରିପଦା: ପେଟପାଟଣା ପାଇଁ ଜଙ୍ଗଲ ଯାଇ ହାତୀ ଆକ୍ରମଣରେ ପ୍ରାଣ ହରାଇଲେ  ଶିଶୁ ପୁତ୍ରର ମା। ମୟୂରଭଞ୍ଜ ଜିଲ୍ଲା ବିଶୋଇ ବନଖଣ୍ଡ ଅଧିନ ଗାରଗାଡି ବିଟ୍  ଅଧିନସ୍ଥ ଟୁଙ୍ଗୁରୁ ସଂରକ୍ଷିତ  ଜଙ୍ଗଲରେ ଶନିବାର ଘଟିଛି ଏକ ଅଭାବନୀୟ ଘଟଣା। ଜଙ୍ଗଲକୁ କାଠି ପତ୍ର ଆଣିବାକୁ ଯାଇ ହାତୀ ଆକ୍ରମଣରେ ପ୍ରାଣ ହରାଇଛନ୍ତି ମହିଳା ।  ସୌଭାଗ୍ୟ ବସତଃ ତାଙ୍କର ଏକବର୍ଷର ଶିଶୁ ପୁତ୍ର ରକ୍ଷା ପାଇଯାଇଛି। ସୂଚନା ମୁତାବକ  ବିଶୋଇ ଥାନା ଅନ୍ତର୍ଗତ  ଲୁହାକାନି  ପଞ୍ଚାୟତର  କାଶିପେଣ୍ଟ […]

Read More Text.

ପୃଥକ ପୃଥକ ଦୁର୍ଘଟଣାରେ ଦୁଇଜଣଙ୍କ ମୃତ୍ୟୁ

ବାରିପଦା : ରାଞ୍ଚି – ବିଜୟଓ୍ବାଡା ଜାତୀୟ ରାଜପଥ ୨୨୦ ନମ୍ବର ମରଣଯନ୍ତା ପାଲଟିଛି ।ଵିଶେଷତଃ ଯଶିପୁର – ରାଇରଙ୍ଗପୁର – ତିରିଂ ମଧ୍ୟରେ ଯାଇଥିବା ଏହି ରାସ୍ତାରେ ବାରମ୍ବାର ଛୋଟ ବଡ଼ ଦୁର୍ଘଟଣା ଘଟି ଚାଲିଛି । ରାଇରଙ୍ଗପୁର ଟାଉନଥାନା ଅନ୍ତର୍ଗତ ୯ ନମ୍ବର ଓ୍ବାର୍ଡର ଅଁଳାଡୁବା ଗ୍ରାମର ବାବୁ ମହାନ୍ତିଙ୍କ ପୁଅ ଯୁବକ ଇଞ୍ଜିନିୟର ମିଲନ ମହାନ୍ତି(୨୮) ନିଜ କାମ ସାରି ଵହଳଦା – ରାଇରଙ୍ଗପୁର ଆଡ଼କୁ  ବାଇକରେ ଆସୁଥିବା ବେଳେ ଏକ ଅଜଣା […]

Read More Text.

ବାଂଲାଦେଶ ସୀମାରେ ଯୁଦ୍ଧ ସ୍ଥିତି! ଏୟାରବେସ୍‌ ଆକ୍ଟିଭ୍‌ କଲା ଭାରତ

ନୂଆଦିଲ୍ଲୀ,୨୭।୫: ବାଂଲାଦେଶର ଚାଇନା ସହ ବଢୁଥିବା ସମ୍ପର୍କକୁ ମୁକାବିଲା କରିବା ପାଇଁ ଭାରତ ଅରୁଣାଚଳ ପ୍ରଦେଶରେ ଥିବା ୧୯୭୧ ଭାରତ-ପାକିସ୍ତାନ ଯୁଦ୍ଧ ସମୟରେ ବ୍ୟବହୃତ ବିଜୟନଗର ଏୟାରବେସ୍‌କୁ ପୁଣିଥରେ ସକ୍ରିୟ କରିବାକୁ ଯୋଜନା କରୁଛି। ଏହି ଏୟାରବେସ, ଯାହା ଚାଙ୍ଗ ଜିଲ୍ଲାରେ ଅବସ୍ଥିତ। ଏହା ଚାଇନା ସୀମା ନିକଟରେ ଏବଂ ଭାରତ-ବାଂଲାଦେଶ ବର୍ଡର ଠାରୁ ୨୦କିମି ଦୂରରେ ରହିଛି। ଯାହାକୁ ନେଇ ଭାରତ ଏକ ରଣନୀତି ପ୍ରସ୍ତୁତ କରୁଛି। ରିପୋର୍ଟ ଅନୁସାରେ, ଏହି ଏୟାରବେସରେ ଆଧୁନିକ ସୁବିଧା […]

Read More Text.

ଦୀଘା ଜଗନ୍ନାଥ ଧାମ ନାମକରଣ ସଂସ୍କୃତି ବିରୁଦ୍ଧ : ଗଜପତି ମହାରାଜା ଦିବ୍ୟ ସିଂହ ଦେବ

ପୁରୀ : ଦୀଘା ଜଗନ୍ନାଥଧାମ ନାମକରଣ ପରମ୍ପରା ବିରୁଦ୍ଧ ।  ଶ୍ରୀମନ୍ଦିର ପରିଚାଳନା କମିଟି ଉଚ୍ଚସ୍ତରୀୟ ବୈଠକ ପରେ ପ୍ରତିକ୍ରିୟା ରଖିଛନ୍ତି ଗଜପତି ମହାରାଜ ଦିବ୍ୟସିଂହ ଦେବ। ଜଗନ୍ନାଥ ଧାମ କହିଲେ କେବଳ ପୁରୁଷୋତ୍ତମ କ୍ଷେତ୍ର, ଶ୍ରୀକ୍ଷେତ୍ର, ପୁରୀକୁ ବୁଝାଏ ।  ଦୀଘା ଜଗନ୍ନାଥ ମନ୍ଦିରର ଏଭଳି ନାମକରଣକୁ ନେଇ ଆମେ ଆଶ୍ଚର୍ଯ୍ୟ । ବିଶ୍ବରେ ଅନେକ ଜଗନ୍ନାଥ ମନ୍ଦିର ନିର୍ମାଣ ହୋଇଛି ।  କିନ୍ତୁ ଏଭଳି ନାମକରଣ କେହି କରିନାହାନ୍ତି। କେବଳ ଶ୍ରୀକ୍ଷେତ୍ର ପୁରୀ ହେଉଛି ଜଗନ୍ନାଥ […]

Read More Text.

ଲଘୁଚାପ ସୃଷ୍ଟି : ଆସନ୍ତା ୩୧ ପର୍ଯ୍ୟନ୍ତ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର : ଆସନ୍ତା ୩୧ ପର୍ଯ୍ୟନ୍ତ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି । ଘଡଘଡି ସହ ପବନ ବହିବା ନେଇ ପାଣିପାଗ ବିଭାଗ ଆକଳନ କରିଛି । ସତର୍କ ରହିବାକୁ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି । ଆସନ୍ତାକାଲି ପାଇଁ ୪ ଉପକୂଳବର୍ତ୍ତୀ ଜିଲା ଜଗତସିଂହପୁର, କେନ୍ଦ୍ରାପଡା, କଟକ, ଯାଜପୁରକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି ।  ଦକ୍ଷିଣ ପଶ୍ଚିମ ମୌସୁମୀ ଅଗ୍ରସର ପାଇଁ ପାଗ ଅନୁକୂଳ […]

Read More Text.

ଜିଲ୍ଲାସ୍ତରୀୟ ଆନ୍ତଃ ବିଦ୍ୟାଳୟ କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ୯ମ ଦିନର ଖେଳ; ଟିମ- ଡି ୯ ଉଇକେଟରେ ବିଜୟୀ

ବାରିପଦା: ସ୍ଥାନୀୟ ବାରିପଦା ଷ୍ଟାଡିୟମ ପଡିଆରେ ଓଡିଶା କ୍ରିକେଟ ଏସୋସିଏସନ ଆନୁକୂଲ୍ୟରେ ମୟୁରଭଞ୍ଜ ଏଥଲେଟିକ ଏସୋସିଏସନର ସହଯୋଗରେ ଆୟୋଜିତ ଜିଲ୍ଲାସ୍ତରୀୟ ଆନ୍ତଃ ବିଦ୍ୟାଳୟ କ୍ରିକେଟ ଟୁର୍ଣ୍ଣାମେଣ୍ଟର ୯ମ ଦିନର ଖେଳରେ ମୟୁରଭଞ୍ଜ କମ୍ବାଇଣ୍ଡ ସ୍କୁଲ ଟିମ – ଡି, ଟିମ – ଏଫ  କୁ ୯ ଉଇକେଟରେ ପରାସ୍ତ କରିଥିଲା I ପ୍ରଥମେ ବ୍ୟାଟିଂ କରି ଟିମ- ଏଫ ୧୬. ୨   ଓଭରରେ ସମସ୍ତ ଉଇକେଟ ହରାଇ ମାତ୍ର ୪୩ ରନ ସଂଗ୍ରହ କରିଥିଲେ I ବିପକ୍ଷ […]

Read More Text.
Xxx

ପାକିସ୍ତାନ ସହ ବଡ଼ ଡିଲ୍‌ କଲା ଋଷିଆ, ଭାରତକୁ ଜୋରଦାର ଝଟ୍‌କା

ନୂଆଦିଲ୍ଲୀ,୨୭।୫: ଭାରତର ବନ୍ଧୁ ଦେଶ ଋଷିଆ ପାକିସ୍ତାନ ସହିତ ଏକ ଆଧୁନିକ ଇସ୍ପାତ କାରଖାନା ର୍ନିମାଣ ପାଇଁ ଏକ ଚୁକ୍ତିନାମାକୁ ଚୂଡ଼ାନ୍ତ କରିଛି। ଏହି ଚୁକ୍ତି ୨୦୧୫ରେ ବନ୍ଦ ହୋଇଯାଇଥିବା ସୋଭିଏତ-ର୍ନିମିତ ଇସ୍ପାତ କାରଖାନାକୁ ପୁନର୍ଜୀବିତ କରିବ। ପାକିସ୍ତାନୀ ଅଧିକାରୀ ଏବଂ ରୁଷ ପ୍ରତିନିଧି ଡେନିସ ନାଜାରୋଭ ଏହି ଚୁକ୍ତିକୁ ନିଶ୍ଚିତ କରିଛନ୍ତି। ଏହି ପ୍ରକଳ୍ପର ଲକ୍ଷ୍ୟ ହେଉଛି ପାକିସ୍ତାନର ବାର୍ଷିକ ଇସ୍ପାତ ଆମଦାନୀକୁ 30% ହ୍ରାସ କରିବା, ଯାହା ଦାରା 11.2 ନିୟୁତ ମେଟ୍ରିକ ଟନ […]

Read More Text.