ବିପଦ ସୃଷ୍ଟି କରୁଛି ଶୁଖିଲା ଗଛ ଡାଳ

ଆଗରପଡ଼ା :ଆଗରପଡ଼ା ଠାରୁ ବରପଦା ମଧ୍ୟରେ ଥିବା ବିଭିନ୍ନ ବଜାର ଅଂଚଳ ଯଥା ଆଗରପଡ଼ା ,ଶେଉଳଗଡ଼ିଆ, ଜାମବଣୀ ଓ କାଦବରାଙ୍ଗରେ ଥିବା ପୁରୁଣା ଶୁଖିଲା ଗଛ ଡ଼ାଳ ଝୁଲି ରହିବା ଫଳରେ ଲୋକେ ଭୟଭୀତ ଅବସ୍ଥାରେ ଚଳପ୍ରଚଳ କରୁଛନ୍ତି । ସାମାନ୍ୟ ପବନ ହେଲେ ଏହି ଶୁଖିଲା ଡ଼ାଳ ଖସି ପଡ଼ି ଲୋକେ ଖଣ୍ଡିଆଖାବରା ହେବାସହ ଯାଆଆସ କରୁଥିବା ଯାନବାହାନ ନଷ୍ଟ ହେଉଛି । ଏହିପରି ଘଟଣାର ଅନେକ ନଜୀର ରହିଛି । ଏ ସଂପର୍କରେ ବିଭାଗୀୟ […]

Read More Text.

‘ମଦ୍ୟପାନ ପରେ ଜଣେ ବ୍ୟକ୍ତି ପଶୁ ପାଲଟିଯାଏ’, ୭ ବର୍ଷର ଝିଅକୁ ବଳାତ୍କାର ମାମଲାରେ ପିତାଙ୍କୁ ଭର୍ତ୍ସନା କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୯।୫: ଗୁରୁବାର ଏକ ଆବେଦନର ଶୁଣାଣି କରି ସୁପ୍ରିମକୋର୍ଟ କହିଛନ୍ତି ଯେ ମଦ୍ୟପାନ ପରେ ଜଣେ ବ୍ୟକ୍ତି ପଶୁ ହୋଇଯାଏ। ସୁପ୍ରିମକୋର୍ଟ ଜଣେ ହୃଦରୋଗ ବିଶେଷଜ୍ଞଙ୍କ ଆବେଦନ ଉପରେ ବିଚାର କରିବାକୁ ମନା କରିଦେଇଛନ୍ତି, ଯେଉଁଥିରେ ସେ ତାଙ୍କ ସାତ ବର୍ଷର ଝିଅକୁ ଯୌନ ନିର୍ଯାତନା ଦେବା ପାଇଁ ଦଣ୍ଡ ସ୍ଥଗିତ ରଖିବାକୁ ଦାବି କରିଥିଲେ। ବିଚାରପତି ବିଭି ନାଗରଥନା ଏବଂ ବିଚାରପତି ସତୀଶ ଚନ୍ଦ୍ର ଶର୍ମାଙ୍କ ଖଣ୍ଡପୀଠ କହିଛନ୍ତି ଯେ ଡାକ୍ତରଙ୍କୁ ନିମ୍ନ ଅଦାଲତ ଦୋଷୀ […]

Read More Text.

ଶିକ୍ଷାବିତ୍ ଜଗନ୍ନାଥ ମଲ୍ଲିକଙ୍କୁ ସମ୍ୱର୍ଦ୍ଧନା

ଆଗରପଡ଼ା :ବନ୍ତ ବ୍ଳକ ବିଟିପୁର ପଂଚାୟତ ଅନ୍ତର୍ଗତ ଧାନଘର ଏକାଦଶୀ ଏମଇ ସ୍କୁଲ ପ୍ରଧାନଶିକ୍ଷକ ଜଗନ୍ନାଥ ମଲ୍ଲିକଙ୍କୁ କିଶୋର ସ୍ୱାକ୍ଷର ପତ୍ରିକା ପକ୍ଷରୁ ଆୟୋଜିତ ରାଜ୍ୟସ୍ତରୀୟ ଉତ୍ସବ ସମାରୋହରେ ସମ୍ବର୍ଦ୍ଧନା ଦିଆଯାଇଛି । ଭଦ୍ରକ ବିଧାୟକ ସୀତାଂଶୁ ଶେଖର ମହାପାତ୍ର, ଜିଲ୍ଲାପାଳ ଦିଲୀପ ରାଉତରାୟ, ପଣ୍ଡିତ ବିରେନ୍ଦ୍ର ପଣ୍ଡା ପ୍ରମୁଖ ଶ୍ରୀ ମଲ୍ଲିକଙ୍କୁ ପୁଷ୍ପଗୁଚ୍ଛ, ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ ।

Read More Text.

ଚୁକ୍ତି ସ୍ୱାକ୍ଷରରେ ସୀମିତ, ସିଷ୍ଟମ ସମୟରେ ମିଳୁନାହିଁ – ବାୟୁସେନା ମୁଖ୍ୟ

ନୂଆଦିଲ୍ଲୀ,୨୯ା୫: ଭାରତର ବାୟୁସେନା ମୁଖ୍ୟ ମାର୍ଶାଲ ଅମର ପ୍ରୀତ ସିଂହ ପ୍ରମୁଖ ପ୍ରତିରକ୍ଷା କ୍ରୟ ପ୍ରକଳ୍ପରେ ବିଳମ୍ବ ନେଇ ଚିନ୍ତା ପ୍ରକାଶ କରିଛନ୍ତି। ଏକ କାର୍ଯ୍ୟକ୍ରମରେ ଭାଷଣ ଦେଇ ବାୟୁସେନା ମୁଖ୍ୟ କହିଛନ୍ତି, “ଅନେକ ଥର, ଆମେ ଚୁକ୍ତି ସ୍ୱାକ୍ଷର କରିବା ସମୟରେ ଜାଣୁ ଯେ ସେହି ସିଷ୍ଟମ କେବେ ଆସିବ ନାହିଁ। ସମୟସୀମା ଏକ ବଡ଼ ସମସ୍ୟା। ମୁଁ ଭାବିପାରୁଥିବା ଗୋଟିଏ ବି ପ୍ରକଳ୍ପ ସମୟସୀମାରେ ସମାପ୍ତ ହୋଇ ନାହିଁ। ଆମେ କାହିଁକି ଏପରି ପ୍ରତିଶ୍ରୁତି ଦେବା […]

Read More Text.

ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟରେ ଅଣସ୍ନାତକ ଛାତ୍ରଛାତ୍ରୀଙ୍କ ପାଇଁ ଗ୍ରୀଷ୍ମକାଳୀନ ତାଲିମ ଶିବିର ଉଦ୍‌ଯାପିତ

ବାରିପଦା : ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟରେ ଅଣସ୍ନାତକ ଛାତ୍ରଛାତ୍ରୀଙ୍କ ପାଇଁ ୮ ମଇରୁ ୨୮ ମଇ ପର୍ଯ୍ୟନ୍ତ ଚାଲିଥିବା ଗ୍ରୀଷ୍ମକାଳୀନ ତାଲିମ ଶିବିର ଉଦ୍‌ଯାପିତ ହୋଇଯାଇଛି । ଓଡ଼ିଶା ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ଦ୍ୱାରା ପ୍ରାୟୋଜିତ ତଥା ବିଶ୍ୱବିଦ୍ୟାଳୟ ମାନବ ସମ୍ବଳ ବିକାଶ କେନ୍ଦ୍ର ଦ୍ୱାରା ଆୟୋଜିତ ତିନି ସପ୍ତାହ ବ୍ୟାପୀ ଚାଲିଥିବା ଏହି କାର୍ଯ୍ୟକ୍ରମର ଉଦ୍‌ଯାପନୀ ଉତ୍ସବରେ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ ଅଧ୍ୟକ୍ଷତା କରିଥିଲେ । ତାଲିମ ଶିବିର ବିଷୟରେ […]

Read More Text.

ପାଟଣା ବିମାନବନ୍ଦରର ନୂଆ ସମନ୍ଵିତ ଟର୍ମିନାଲ କୋଠାକୁ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

ପାଟନା : ସିକିମର ବିକାଶ ଯାତ୍ରା ଉତ୍ତର-ପୂର୍ବ ରାଜ୍ୟଗୁଡ଼ିକ ପାଇଁ ପ୍ରଗତିର ଏକ ଆଦର୍ଶରେ ପରିଣତ ହୋଇଛି ଏବଂ ସଂସ୍କୃତି ଓ ଐତିହ୍ୟର ପ୍ରତୀକ ଭାବେ ଉଭା ହୋଇଛି। ଅଟଳ ସେତୁ ସହିତ ସିକିମ ଏବଂ ଦାର୍ଜିଲିଂ ମଧ୍ୟରେ ସଂଯୋଗରେ ମଧ୍ୟ ଯଥେଷ୍ଟ ଉନ୍ନତି ଘଟିଛି। ସିକିମ ସମେତ ସମଗ୍ର ଉତ୍ତର-ପୂର୍ବାଞ୍ଚଳ ନୂତନ ଭାରତର ବିକାଶ ଇତିହାସରେ ଏକ ଉଜ୍ଜଳ ଅଧ୍ୟାୟ ପାଲଟି ଯାଇଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି। ସିକ୍କିମ ଗସ୍ତ ପରେ ପ୍ରଧାନମନ୍ତ୍ରୀ […]

Read More Text.

ରୋଟାରୀ କ୍ଳବ୍ ଆୟୋଜିତ କନ୍ଯା ଅନମୋଲ ହେ ରଥକୁ  ସ୍ବାଗତ ଏବଂ  ଅଙ୍ଗଦାନ ଚୁକ୍ତି କରିଥିବା ୪ ଜଣଙ୍କୁ ସମ୍ବର୍ଦ୍ଧିତ 

ବାରିପଦା: କନ୍ୟା ହେଉଛି ମାତା,ଜାୟା,ଭଉଣୀ,ଶିଶୁ,ଝିଅ ।ସୃଷ୍ଟି ରଚନାର କନ୍ୟା ହେଉଛି ଅନନ୍ଯ । ସମାଜରେ ମହିଳା ମାନଙ୍କ ଭୂମିକା ଅନନ୍ୟ ଗୁରୁତ୍ୱପୂର୍ଣ୍ଣ ।କିନ୍ତୁ ବସ୍ତୁବାଦୀ ଦୁନିଆ ଏବଂ ରକ୍ଷଣଶୀଳ ପରିବାରରେ କନ୍ୟା ଭ୍ରୁଣ ହତ୍ୟା,କନ୍ୟା ପ୍ରତି ଘୃଣା,କନ୍ୟାକୁ ମାନସିକ ଓ ଶାରିରୀକ ନିର୍ଯ୍ୟାତନା  , ପାରିବାରିକ ହିଂସା, ଯେଉଁ ମା’ ମାନେ କନ୍ୟା ସନ୍ତାନ ଜନ୍ମ କରନ୍ତି ସେମାନଙ୍କୁ ମାନସିକ ଓ ଶାରିରୀକ ନିର୍ଯ୍ୟାତନା ଦେବା,କନ୍ୟା ମାନଙ୍କୁ ଶିକ୍ଷିତ ନ କରାଇବା ଇତ୍ୟାଦି ବୃଦ୍ଧି ପାଉଛି ।ଯାହା ଫଳରେ […]

Read More Text.

ଟ୍ରମ୍ପଙ୍କ ହାତ ଛାଡ଼ିଲେ ମସ୍କ; ନିଜ ପଦରୁ ଦେଲେ ଇସ୍ତଫା

ନୂଆଦିଲ୍ଲୀ : ଟ୍ରମ୍ପ-ମସ୍କ ସମ୍ପର୍କରେ ଫାଟ। ଡୋନାଲ୍ଡ ଟ୍ରମ୍ପ ପ୍ରଶାସନରୁ ଅଲଗା ହେବାର ଘୋଷଣା କରିଛନ୍ତି ଏଲନ୍ ମସ୍କ। ଟ୍ରମ୍ପଙ୍କ ସର୍ବୋଚ୍ଚ ପରାମର୍ଶଦାତା ପଦରୁ ଇସ୍ତଫା ଦେଇଛନ୍ତି ମସ୍କ। ‘ଏକ୍ସ’ ଯୋଗେ ଏନେଇ ସୂଚନା ଦେଇଛନ୍ତି ନିଜେ ଏଲନ ମସ୍କ। ସେ କହିଛନ୍ତି, ‘‘ଆମେରିକା ସରକାରରେ ଜଣେ ବିଶେଷ କର୍ମଚାରୀ ଭାବେ ମୋର ନିର୍ଦ୍ଧାରିତ ସମୟ ଶେଷ ହୋଇଛି । ଅଯଥା ଖର୍ଚ୍ଚ କମାଇବାକୁ ସୁଯୋଗ ଦେଇଥିବାରୁ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ମୁଁ ଧନ୍ୟବାଦ ଦେବାକୁ ଚାହୁଁଛି। […]

Read More Text.

ଚାଲିଛି ରଥ ନିର୍ମାଣ କାମ, ଚକ ନିର୍ମାଣ ଶେଷ ପରେ ଆରମ୍ଭ ହୋଇଯାଇଛି ଅଖ ନିର୍ମାଣ

ପୁରୀ : ପୁରୀ ବିଶ୍ୱପ୍ରସିଦ୍ଧ ଘୋଷ ଯାତ୍ରା ଲାଗି ରଥ ଖଳାରେ ଦ୍ରୁତଗତିରେ ଆଗେଇ ଚାକିଛି ତିନି ରଥ ନିର୍ମାଣ କାମ ।  ତିନି ରଥର ଚକ ନିର୍ମାଣ ଶେଷ ପରେ ଆରମ୍ଭ ହୋଇଯାଇଛି ଅଖ ନିର୍ମାଣ ।  ଏହାସହିତ ରଥର ପାଞ୍ଚ ଦଣ୍ଡା ଚଉପଟ ହୋଇ ଉଭୟ ପଟରେ ମୁହାଁଟି ସଂଯୋଗ ହୋଇ ପ୍ରସ୍ତୁତ ହେବ ରଥ ପ୍ରେମ ।   ଫ୍ରେମର ଉଭୟ ପାର୍ଶ୍ଵରେ କୁଡୁକା ଦ୍ଵାରା ସଂଯୁକ୍ତ ହେବ ପାର୍ଶ୍ୱଦଣ୍ଡା, ପାଞ୍ଚ ଦଣ୍ଡାର ଆଗ ଓ […]

Read More Text.

କନ୍ନଡ଼ ଭାଷାକୁ ସମାଲୋଚନା; ଅଡୁଆରେ କମଲ ହାସନ

ଚେନ୍ନଇ: କନ୍ନଡ ଭାଷାକୁ ନେଇ ପ୍ରତିକୂଳ ମନ୍ତବ୍ୟ ଦେଇଥିବାରୁ ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର ଜଗତର ସୁପରଷ୍ଟାର ତଥା ଏମଏନ୍‌ଏମ (ମକ୍କାଲ ନିଧି ମୈୟାମ୍‌) ଦଳର ମୁଖ୍ୟ କମଲ ହାସନ ବିବାଦୀୟ ହୋଇପଡିଛନ୍ତି। ଚେନ୍ନଇରେ ଏକ କାର୍ଯ୍ୟକ୍ରମରେ ଯୋଗଦେଇଥିବାବେଳେ କମଲ କହିଥିଲେ ଯେ ତାମିଲ ଭାଷାରୁ ହିଁ କନ୍ନଡ ଭାଷାର ଉତ୍ପତ୍ତି ଘଟିଛି। ଏହି କାର୍ଯ୍ୟକ୍ରମରେ କନ୍ନଡ ଅଭିନେତା ଶିବରାଜ କୁମାର ମଧ୍ୟ ଉପସ୍ଥିତ ଥିଲେ। କମଲ ହାସନଙ୍କ ଏଭଳି ମନ୍ତବ୍ୟକୁ ନେଇ କର୍ଣ୍ଣାଟକରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ […]

Read More Text.