ଓରମାସ ତରଫରୁ ମୟୁରଭଞ୍ଜ ଗାଁ ଆମ୍ବ ପସରା-୨୦୨୫ର ଶୁଭାରମ୍ଭ
ବାରିପଦା: ସ୍ଥାନୀୟ ଗ୍ରାମାଞ୍ଚଳ ଚାଷୀମାନଙ୍କ ଠାରୁ ବିଭିନ୍ନ ପ୍ରକାର ଉନ୍ନତ କ୍ୱାଲିଟିର ତଟକା ସ୍ୱାଦିଷ୍ଟ ପାଚିଲା ଆମ୍ବ ସଂଗ୍ରହ କରାଯାଇ ଜନସାଧାରଣଙ୍କୁ ସୁଲଭ ମୂଲ୍ୟରେ ଯୋଗାଇଦେବା ଉଦେଶ୍ୟରେ ଆଜି ଓରମାସ ତରଫରୁ ବାରିପଦା ଷ୍ଟାଡିୟମ ଗୋଲେଇ ନିକଟସ୍ଥ ବୟନିକା ସମ୍ମୁଖରେ ଏକ ମୟୁରଭଞ୍ଜ ଗାଁ ଆମ୍ବ ପସରା-୨୦୨୫ (Mango Outlet ) ର ଶୁଭାରମ୍ଭ କରାଯାଇଛି। ଉକ୍ତ ଆଉଲେଟକୁ ଜ଼ିଲ୍ଲାପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀ ଧର୍ମା ନନ୍ଦ ବେହେରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ […]
Read More Text.