Drone

ମାଓବାଦୀ ଗତିବିଧି ଉପରେ ନଜର ରଖୁଛି ଡ୍ରୋନ

ଭୁବନେଶ୍ୱର: ସମ୍ବଲପୁରର ଚାରମାଲ ଏବଂ ନାକଟିଦେଉଳ ଅଞ୍ଚଳରେ ଡ୍ରୋନ୍ ବ୍ୟବହାର କରି ଏକ ବିଶାଳ ମାଓ ବିରୋଧୀ ଅଭିଯାନ ଚାଲିଛି। ଛତିଶଗଡ଼ର ଏହି ବିଦ୍ରୋହୀମାନେ ସ୍ଥାନୀୟ ଜଙ୍ଗଲରେ ଆଶ୍ରୟ ନେଇଥିବା ସମ୍ପର୍କରେ ରିପୋର୍ଟ ପାଇ ସ୍ୱତନ୍ତ୍ର ଅପରେସନ୍ ଗ୍ରୁପ୍ ଏବଂ ଜିଲ୍ଲା ସ୍ୱେଚ୍ଛାସେବୀ ବାହିନୀ କମ୍ବିଂ ଅପରେସନ୍ କରୁଛନ୍ତି।ତେବେ ୧୦୦ରୁ ଅଧିକ ମାଓବାଦୀ ଏ ଅଞ୍ଚଳକୁ ଆସିଥିବା ସନ୍ଦେହ କରାଯାଉଛି। ଏହି ବାହିନୀ ମାଓବାଦୀ ପୁନର୍ଗଠନ କିମ୍ବା ଅନୁପ୍ରବେଶକୁ ରୋକିବା ପାଇଁ ଭୂମି ଓ ଆକାଶ ମାର୍ଗରେ […]

Read More Text.
Feu1phevxrkanfryez3o

ଜି-୭ ସମ୍ମିଳନୀ ବେଳେ ମୋଦୀଙ୍କ ରାଜନୀତି ଶେଷ କରିଦେବୁ : ଖଲିସ୍ତାନୀ

କାନାଡା: କାନାଡାର ଜଣେ ସାମ୍ବାଦିକ ମୋଚା ବାଜିରଗାନଙ୍କ ଉପରେ ଖଲିସ୍ତାନୀମାନେ ଆକ୍ରମଣ କରିଛନ୍ତି। ଏହା ସହିତ ସେମାନେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଧମକ ଦେଇଛନ୍ତି। ଆଶ୍ଚର୍ଯ୍ୟ କଥା ହେଉଛି କାନାଡା ନିଜ ସାମ୍ବାଦିକଙ୍କ ଉପରେ ଖଲିସ୍ତାନୀମାନଙ୍କ ଆକ୍ରମଣକୁ ଦେଖୁଥିଲା କିନ୍ତୁ କୌଣସି ହସ୍ତକ୍ଷେପ କରିନଥିଲା । ଭାନକୁଭରରେ ଖଲିସ୍ତାନୀ ସମର୍ଥକମାନଙ୍କ ଦ୍ୱାରା ଧମକ ଦିଆଯିବାର ଗମ୍ଭୀର ଅଭିଯୋଗ ଆଣିଛନ୍ତି ବାଜିରଗାନ। ଏହି ଘଟଣା ସେତେବେଳେ ଘଟିଥିଲା ଯେତେବେଳେ ସେ ଏକ ଖଲିସ୍ତାନୀ ରାଲିର ରିପୋର୍ଟିଂ କରୁଥିଲେ। […]

Read More Text.
Law minister

ଭୁବନେଶ୍ୱରରେ ହେବ ନାହିଁ ଏଲିଭେଟେଡ଼ ମେଟ୍ରୋ : ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ

ଭୁବନେଶ୍ୱର : ଭୁବନେଶ୍ୱରରେ ହେବ ନାହିଁ ଏଲିଭେଟେଡ଼ ମେଟ୍ରୋ । ଏଥିପାଇଁ ନୂଆ ଆଲାଇନ ମେଣ୍ଟ ତିଆରି କରିବ ନଗର ଉନ୍ନୟନ ବିଭାଗ । ତେବେ ଏଥିପାଇଁ ସର୍ଭେ ହେବା ପାଇଁ ସମୟ ଲାଗିବ । ଏଲିଭେଟେଡ଼ ମେଟ୍ରୋ ହେଲେ ଭୁବନେଶ୍ୱର ସହରର ସୌନ୍ଦର୍ଯ୍ୟ ନଷ୍ଟ ହେବ । ଏହାକୁ ଦୃଷ୍ଟିରେ ରଖି ଅଣ୍ଡର ଗ୍ରାଉଣ୍ଡ ମେଟ୍ରୋ କରିବାକୁ ଯୋଜନା କରାଯାଇଛି ବୋଲି କହିଛନ୍ତି ଆଇନ ଓ ପୂର୍ତ୍ତ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ପ୍ରଶାସନ ବର୍ତ୍ତମାନ ମାଟିତଳେ […]

Read More Text.
Image 2025 06 08t125705.506

ସ୍ନାନଯାତ୍ରା ଓ ରଥଯାତ୍ରାରେ ଭକ୍ତଙ୍କ ସୁରକ୍ଷା ପାଇଁ ହେଲା ମକ୍ ଡ୍ରିଲ

ପୁରୀ: ମହାପ୍ରଭୁଙ୍କ ସ୍ନାନଯାତ୍ରାକୁ ଆଉ ମାତ୍ର ଦୁଇ ଦିନ । ଏହା ପରେ ଆରମ୍ଭ ହେବ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା । ସେନେଇ ପ୍ରସ୍ତୁତି ଜୋରଦାର କରାଯାଇଛି । ପୂର୍ବବର୍ଷ ତୁଳନାରେ ଚଳିତ ବର୍ଷ ସ୍ନାନଯାତ୍ରାରେ ଅଧିକ ଭକ୍ତ ସମାବେଶ ହେବା ଆଶା ଥିବା ନେଇ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ବ୍ୟାପକ ବ୍ୟବସ୍ଥା ହୋଇଛି । ଏହି ସମୟ ମଧ୍ୟରେ ପ୍ରବଳ ଖରା ଗୁଳୁଗୁଳି‌ରେ ଯଦି କୌଣସି ଭକ୍ତଙ୍କର ସ୍ବାସ୍ଥ୍ୟଗତ ସମସ୍ୟା ଦେଖାଯାଏ ତେବେ ଭିଡ଼ […]

Read More Text.
Bilawal bhutto

ସମସ୍ତ ମୁସଲମାନ ଆତଙ୍କବାଦୀ ବୋଲି ବାହାନା ଦେଖାଉଛି ଭାରତ: ବିଲାୱାଲ ଭୁଟ୍ଟୋ-ଜରଦାରୀ

ନୂଆଦିଲ୍ଲୀ: ପାକିସ୍ତାନର ପୂର୍ବତନ ବୈଦେଶିକ ମନ୍ତ୍ରୀ ବିଲାୱାଲ ଭୁଟ୍ଟୋ-ଜରଦାରୀ କହିଛନ୍ତି ଯେ ଭାରତ ଦୁଇ ଦେଶ ମଧ୍ୟରେ ବିବାଦର ସମାଧାନ ପାଇଁ ଆଲୋଚନା ଏଡାଇବା ପାଇଁ ବାହାନା କରୁଛି। ଏହି ସମୟରେ ବିଲାୱାଲ ଭାରତ ବିଷୟରେ ଅନେକ ମିଛ କଥା କହିଥିଲେ। ଆପଣଙ୍କୁ ଜଣାଇ ଦେଉଛୁ ଯେ ଭାରତର ଅପରେସନ ସିନ୍ଦୁର ପରେ, ପାକିସ୍ତାନ ମଧ୍ୟ ବିଭିନ୍ନ ଦେଶକୁ ନିଜର ପକ୍ଷ ରଖିବା ପାଇଁ ପ୍ରତିନିଧିମଣ୍ଡଳୀ ପଠାଇଛି। ୱାଶିଂଟନରେ ଏକ ସାମ୍ବାଦିକ ସମ୍ମିଳନୀ ସମୟରେ, ପୂର୍ବତନ ପାକିସ୍ତାନ […]

Read More Text.
Bada

ବଡ଼ ଦାଣ୍ଡରେ ବିକ୍ରି ହେବନି ଆମିଷ କି ମଦ, ପୁରୀକୁ କରାଯିବ ପିଲିଗ୍ରିମ ସିଟି

ଭୁବନେଶ୍ୱର : ବଡ଼ ଦାଣ୍ଡରେ ବିକ୍ରି ହେବନି ଆମିଷ କି ମଦ । ଶ୍ରୀମନ୍ଦିର ଦୁଇ କିଲୋମିଟର ପରିଧି ଭିତରେ ରହିବନି ମଦ ଦୋକନ କି ବାର । ପୁରୀକୁ ପିଲିଗ୍ରିମ ସିଟି କରାଯିବ ବୋଲି କହିଛନ୍ତି ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଏହା ସହ ବଡ଼ ଦାଣ୍ଡରେ ସବୁ ଘରର ୟୁନିଫର୍ମ ହାଇଟ ରହିବ । ସେହିପରି ବଡ଼ ଦାଣ୍ଡ ପଟେ ମୁଁହ କରିଥିବା ଘର ଗୁଡିକର ରୂପ ରେଖ ମଧ୍ୟ ବଦଳାଯିବ । ଏନେଇ ପ୍ରାଥମିକ […]

Read More Text.
Purij

ମହାପ୍ରଭୁଙ୍କ ପାଇଁ ଖୋଲାଯିବ ଡିଜିଟାଲ ହୁଣ୍ଡି

ପୁରୀ:ଶ୍ରୀ ମନ୍ଦିର ପାଇଁ ଆରମ୍ଭ ହେବ ଡିଜିଟାଲ ହୁଣ୍ଡି । ଏନେଇ ସମର୍ପଣ କାର୍ଯ୍ୟକ୍ରମ ମାଧ୍ୟମରେ ଦେଶର କୋଣ ଅନୁକୋଣରେ ଥିବା ବ୍ୟାଙ୍କର ବିଭିନ୍ନ ଶାଖାରେ ଡିଜିଟାଲ ହୁଣ୍ଡି ସ୍ଥାପନ ବ୍ୟବସ୍ଥା କରାଯିବ। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ଏହାକୁ କାର୍ଯ୍ୟକାରୀ କରିବାକୁ ଆଇନ ବିଭାଗ ପ୍ରସ୍ତୁତି ଆରମ୍ଭ କରିଛି । ଏହାଦ୍ୱାରା ଭକ୍ତମାନେ UPI ମାଧ୍ୟମରେ ସିଧାସଳଖ ଜଗନ୍ନାଥ ମନ୍ଦିରର ଖାତାକୁ ନିଜର ଦାନ ପ୍ରଦାନ କରିପାରିବେ। ମହାପ୍ରଭୁଙ୍କ ପାଣ୍ଠି ବଢ଼ାଇବାକୁ ଆରମ୍ଭ ହେବ ସମର୍ପଣ କାର୍ଯ୍ୟକ୍ରମ। […]

Read More Text.
Img 20250607 wa0187

୧ମ ବାର୍ଷିକ ଡି ଆର କେ କପ ଦିବାରାତ୍ର ୨୦-୨୦ କ୍ରିକେଟ ଟୁର୍ଣ୍ଣIମେଣ୍ଟର ୩ୟ ଦିନ : ଲାଲବଜାର ୱରିୟାର୍ସ ୩ ଉଇକେଟରେ ବିଜୟୀ

ବାରିପଦା : ସ୍ଥାନୀୟ ମଧୁବନ ମିନି ଷ୍ଟାଡିୟମରେ ଡି ଆର କେ କ୍ଲବ ଆନୁକୂଲ୍ୟରେ ଆୟୋଜିତ ୧ମ ବାର୍ଷିକ ଡି ଆର କେ କପ ଦିବାରାତ୍ର ୨୦ – ୨୦ କ୍ରିକେଟ ଟୁର୍ଣ୍ଣIମେଣ୍ଟର ୩ୟ ଦିନର ମ୍ୟାଚରେ ଲାଲବଜାର ୱରିୟାର୍ସ ପରି ଚାଲେଞ୍ଜର୍ସକୁ ୩ ଉଇକେଟରେ ପରାସ୍ତ କରିଥିଲା I ପ୍ରଥମେ ବ୍ୟାଟିଂ କରି ପରି ଚାଲେଞ୍ଜର୍ସ ୨୦ ଓଭରରେ ୮  ଉଇକେଟ ହରାଇ ୧୬୨ ରନ ସଂଗ୍ରହ କରିଥିଲେ I ଦଳ ପକ୍ଷରୁ ପ୍ରିତମ ବେହେରା […]

Read More Text.
Img 20250607 wa0194

ସନ୍ତରଣ କୌଶଳ ତାଲିମ କାର୍ଯ୍ୟକ୍ରମ ଉଦଯାପିତ

ବାରିପଦା: ଆଜି  ଜିଲ୍ଲା ସ୍ତରୀୟ ସପ୍ତ ଦିବସୀୟ ପାଣିରେ ବୁଡ଼ିଯିବା ବିପଦରୁ ଉଦ୍ଧାର ପାଇବା ନିମନ୍ତେ ସନ୍ତରଣ ତାଲିମ  କାର୍ଯ୍ୟକ୍ରମ(ବ୍ୟାଚ-୧) ଉଦଯାପିତ ହୋଇଯାଇଛି ।ଓ ଏସ ଏ ପି, ପଞ୍ଚମ ବାଟାଲିୟନର ସମ୍ମିଳନୀ କକ୍ଷରେ ଅପରାହ୍ନରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବେ କାମାଣ୍ଡେଣ୍ଟ ଶ୍ରୀ ପି.କେ. ନାୟକ ସମ୍ମାନିତ ଅତିଥି ଭାବେ ଏମପିସି ସ୍ୱୟଂଶାସିତ ମହାବିଦ୍ୟାଳୟ ର ଅଧ୍ୟକ୍ଷ ଡ ଏ. ତୀର୍କୀ ଏଡିଇଓ ଗୌତମ ପାତ୍ର, ଏନ ଏସ ଏସ ସଂଯୋଜକ ଡ. […]

Read More Text.
Photo for the news of kadabaranga highschool

କାଦବରାଙ୍ଗ ହାଇସ୍କୁଲ ଦ୍ୱିତୀୟ ବର୍ଷ ପାଠପଢା ପୂର୍ବରୁ ଯୁକ୍ତ ୨ ମାନ୍ୟତାରେ ପ୍ରଶ୍ନବାଚୀ

ଆଗରପଡ଼ା :ଆଉ ଦିନ କେଇଟା ପରେ ଆରମ୍ଭ ହେବ ଦ୍ୱିତୀୟ ବର୍ଷର ପାଠପଢା କିନ୍ତୁ ପିଲାଙ୍କ ଶୈକ୍ଷିକ ବାତାବରଣରେ କୌଣସି ପରିବର୍ତ୍ତନ ହୋଇ ପାରିଲା ନାହିଁ କି ଶ୍ରେଣୀଗୃହ ସମସ୍ୟାର କୌଣସି ସ୍ଥାୟୀ ସମସ୍ୟା ହୋଇ ପାରିଲା ନାହିଁ । କାଗଜକଲମରେ ସୀମିତ ରହିଯାଇଛି ଶ୍ରେଣୀଗୃହ ପ୍ରସଙ୍ଗ । ଏହିପରି ଦୃଷ୍ଟାନ୍ତ ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ କାଦବରାଙ୍ଗ ପଂଚାୟତ ଅନ୍ତର୍ଗତ କାଦବରାଙ୍ଗ ନୋଡ଼ାଲ ହାଇସ୍କୁଲ ଠାରେ । ସମସ୍ୟା ଯୋଗୁଁ ଯୁକ୍ତ ଦୁଇରେ […]

Read More Text.