ପାଟପୁରର ଷ୍ଟ୍ରିଟ ଲାଇଟ କାର୍ଯକ୍ଷମ ଦାବି, ପ୍ରଶାସନ ର ନିଦ ଭାଗିବ କେବେ
ବାରିପଦା- ମୟୂରଭଂଜ ଜିଲ୍ଲାର ବିଜାତଳା ବ୍ଲକ ର ପାଟପୁର ଛକ ବସ ଯୋଗେ ଦୂରଦୁରାନ୍ତରକୁ ଯାଆସ କରୁଥିବା ଜନସାଧାରଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ସ୍ଥାନ l ଦୈନିକ ରାତିରେ କଟକ, ଭୁବନେଶ୍ୱର ଏବଂ କୋଲକାତାକୁ ଯାଉଥିବା ଲୋକମାନେ ଏହି ଛକରେ ରାତିରେ ସେମାନଙ୍କର ବସ ଅପେକ୍ଷାରେ ଥାଆନ୍ତି l ଏହାସହିତ କୋଲକାତା, ଭୁବନେଶ୍ୱର, କଟକ ଆଡୁ ଆସୁଥିବା ବସଗୁଡ଼ିକ ଭୋର ପ୍ରାୟ 3/4ଟା ବେଳେ ଏହି ଦୁଇଟି ସ୍ଥାନ ଅତିକ୍ରମ କରିଥାନ୍ତି l ନାଳ, ନଦୀ ପାଖରେ ଏହି […]
Read More Text.