Cras4

ବିମାନ ଦୁର୍ଘଟଣାରେ ୧୭୦ ମୃତ, ଆହୁରି ବଢ଼ିପାରେ ମୃତ୍ୟୁସଂଖ୍ୟା

ଅହମ୍ମଦାବାଦ ବିମାନ ଦୁର୍ଘଟଣାରେ ୧୭୦ ଜଣଙ୍କ ମୃତ୍ୟୁ ଘଟିଥିବା ସ୍ଥାନୀୟ ପ୍ରଶାସନ ସ୍ପଷ୍ଟ କରିଛି। ଏହି ସଂଖ୍ୟା ଆହୁରି ବଢ଼ିପାରେ ବୋଲି କୁହାଯାଉଛି। ବ୍ୟବଚ୍ଛେଦ ପାଇଁ ପଠାଯାଇଥିବା ମୃତହେଦକୁ ଅଧାରକରି ପ୍ରଶାସନ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଅପରାହ୍ନ ସାଢ଼େ ୪ଟା ସୁଦ୍ଧା ୧୭୦ ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଯାଇଥିବା ଜଣାପଡ଼ିଛି। ମୃତକଙ୍କ ମଧ୍ୟରୁ ବିମାନ ଯାତ୍ରୀ କେତେଜଣ ଏବଂ ସାଧାରଣ ବ୍ୟକ୍ତି କେତେଜଣ ତାହା ସ୍ପଷ୍ଟ ହୋଇପାରି ନାହିଁ। ଏୟାର ଇଣ୍ଡିଆର ଏହି ବିମାନ ଅହମ୍ମଦାବାଦରୁ […]

Read More Text.
Clg

ପ୍ରକାଶ ପାଇଲା ପ୍ରଥମ ପର୍ଯ୍ୟାୟ +୩ କଟ୍‌ଅଫ୍‌ ମାର୍କ, ସବୁ ବିଭାଗରେ ରେଭେନ୍ସା ଆଗରେ

ପ୍ରକାଶ ପାଇଲା +୩ ପ୍ରଥମ କଟ୍ ଅଫ ଲିଷ୍ଟ । ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ପ୍ରଥମ କଟ୍ ଅଫ୍ ତାଲିକା ପ୍ରକାଶ ପାଇଛି । ବିଜ୍ଞାନ, ବାଣିଜ୍ୟ, କଳାରେ ରେଭେନ୍ସାରେ ଯାଇଛି ସର୍ବାଧିକ କଟ୍ ଅଫ୍ । ରାଜ୍ୟର ଅନ୍ୟ କଲେଜ ଅପେକ୍ଷା ରେଭେନ୍ସା କଲେଜରେ କଟଅଫ୍‌ ମାର୍କ ସର୍ବାଧିକ ରହିଥିବା ଜଣାପଡିଛି । ରାଜନୀତି ବିଜ୍ଞାନରେ ସର୍ବାଧିକ ୯୨.୮୦% ରହିଛି । ପ୍ରାଣି ବିଜ୍ଞାନରେ ୯୪%, ଫିଜିକ୍ସରେ ୯୩.୬୭% କଟ୍ ଅଫ ମାର୍କ । ରେଭେନ୍ସା […]

Read More Text.
Cras3

ବିମାନ ଦୁର୍ଘଟଣା : ରାଷ୍ଟ୍ରପତି, ଉପରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କ ଶୋକ

ନୂଆଦିଲ୍ଲୀ : ଅହମ୍ମଦାବାଦରେ ଗୁରୁବାର ହୋଇଥିବା ମର୍ମନ୍ତୁଦ ବିମାନ ଦୁର୍ଘଟଣା ସମସ୍ତ ଦେଶକୁ ସ୍ତବ୍ଧ କରିଦେଇଛି । ଏହି ଦୁର୍ଘଟଣାକୁ ନେଇ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ବିରୋଧୀ ଦଳ ନେତା ରାହୁଲ ଗାନ୍ଧି ଓ ଅନ୍ୟ ବିଶିଷ୍ଟ ବ୍ୟକ୍ତିମାନେ ଶୋକ ପ୍ରକଟ କରିଛନ୍ତି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏହି ଦୁର୍ଘଟଣାକୁ ନେଇ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦୁଃଖପ୍ରକାଶ କରିବା ସହ ପୀଡ଼ିତମାନଙ୍କ ପ୍ରତି ସେ ସମବେଦନା ଜ୍ଞାପନ […]

Read More Text.
Lootera

ବନ୍ଧୁକ ଦେଖାଇ ବ୍ୟାଙ୍କରୁ ଲୁଟିନେଲେ ୭ ଲକ୍ଷରୁ ଅଧିକ ଟଙ୍କା

ଭଦ୍ରକ: ବନ୍ଧୁକ ମୁନରେ ବ୍ୟାଙ୍କରେ ସଶସ୍ତ୍ର ଡକାୟତି ହୋଇଛି । ଭଦ୍ରକ ଜିଲ୍ଲା ତିହିଡ଼ି ବଜାର ସ୍ଥିତ ଏୟୁ ସ୍ମଲ ଫାଇନାନ୍ସ ବ୍ୟାଙ୍କ୍‌ରେ ଲୁଟ୍‌ ହୋଇଥିବା ସୂଚନା ରହିଛି । ଆଜି ବ୍ୟାଙ୍କ କାମ ଚାଲିଥିବା ବେଳେ, ହଠାତ୍ ୪ ଜଣ ମୁଖାପିନ୍ଧା ଦୁର୍ବୃତ୍ତ ବ୍ୟାଙ୍କ ଭିତରକୁ ପଶି ଆସିଥିଲେ । ଏହାପରେ ସେମାନେ କର୍ମଚାରୀ ମାନଙ୍କୁ ବନ୍ଧୁକ ଦେଖାଇ ଡରାଇବା ସହ ମ୍ୟାନେଜର ଚ୍ୟାମ୍ବରକୁ ଯାଇ ତାଙ୍କ ମୁଣ୍ଡରେ ବନ୍ଧୁକ ରଖି ଲୁଟ୍‌ କରି ଫେରାର […]

Read More Text.
Dacoit

ଡକାୟତଙ୍କ ଆକ୍ରମଣରେ ଘରମାଲିକ ସମେତ ଦୁଇ ଆହତ, ଡକାୟତକୁ ଧରିଲେ ଘର ମାଲିକ

 ସୋରୋ :  ଗତ ୨୦ ଦିନ ତଳେ ଡକାୟତମାନେ ଦୁଇ ଜଣଙ୍କୁ ଗୁଳି କରି ଲୁଟ ଘଟଣା ମନରୁ ନଲିଭିଣୁ ପୁଣି ଗତ ରାତିରେ ଡକାୟତଙ୍କ ଭୂଜାଲି ଆକ୍ରମଣରେ ଘରମlଳିକ ସମେତ ଦୁଇ ଆହତ ହୋଇ ଗୁରୁତର ହୋଇଛନ୍ତି l ଘର ମାଲିକ ଗୁରୁତର ହୋଇଥିଲେ ମଧ୍ୟ ଡକାୟତଙ୍କୁ ଧରିବାକୁ ସକ୍ଷମ ହୋଇଛନ୍ତି l ସ୍ଥାନୀୟ ଲୋକେ ଡକାୟତ ସନ୍ଦେହରେ ଅନ୍ୟ ଜଣକୁ ଧରି ପୋଲିସ ଜିମା ଦେଇଛନ୍ତି  l ଗତକାଲି ବିଳମ୍ବିତ ରାତିରେ ବାଲେଶ୍ଵର ଜିଲ୍ଲା ସୋର […]

Read More Text.
Cras2

ଭୟଙ୍କର ବିମାନ ଦୁର୍ଘଟଣା ପରେ ଘଟଣାସ୍ଥଳକୁ ଯିବାକୁ ଶାହଙ୍କୁ ନିର୍ଦ୍ଦେଶ ଦେଲେ ପ୍ରଧାନମନ୍ତ୍ରୀ

ଅହମ୍ମଦାବାଦ: ଅହମ୍ମଦାବାଦରେ ବିମାନ ଦୁର୍ଘଟଣା ଘଟଣା । ଭୟଙ୍କର ଦୁର୍ଘଟଣା ପରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏବଂ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ରାମମୋହନ ନାଇଡୁଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ ମୋଦୀ । ଦୁହିଁଙ୍କୁ ଘଟଣାସ୍ଥଳକୁ ଯିବାକୁ କହିବା ସହ ସମସ୍ତ ପ୍ରକାର ସହାୟତା ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଲେ । ଆଉ ଏହାରି ଭିତରେ ଅହମ୍ମଦାବାଦ ଅଭିମୁଖେ ବାହାରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ଘଟଣାକୁ ନେଇ ସେ ଦୁଃଖ ପ୍ରକାଶ […]

Read More Text.
Dewatermark.ai 1749719145430 750

କେନ୍ଦୁଝରର ଗ୍ରାମ୍ୟ ବ୍ୟାଙ୍କରୁ ଲୁଟ୍; ଲକ୍ଷାଧିକ ଟଙ୍କା ସହ ସୁନା ଅଳଙ୍କାର ନେଇଗଲେ

କେନ୍ଦୁଝର: କେନ୍ଦୁଝରର ଯୋଡାରେ ଗୁରୁବାର ଦିନ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କରୁ ଏକ ଡକାୟତ ଦଳ ୧୦ ଲକ୍ଷ ଟଙ୍କା ସହ ବିପୁଳ ପରିମାଣର ସୁନା ଅଳଙ୍କାର ଲୁଟି ନେଇଛନ୍ତି। ସୂଚନା ଅନୁଯାୟୀ, ସକାଳ ପ୍ରାୟ ୧୦ଟାରେ ବ୍ୟାଙ୍କ ଖୋଲିବା ପରେ ୫ ଜଣିଆ ଡକାୟତ ଗ୍ୟାଙ୍ଗ ବ୍ୟାଙ୍କ ପରିସରରେ ପଶି କର୍ମଚାରୀ ଏବଂ ଗ୍ରାହକଙ୍କୁ ବନ୍ଧକ କରିଥିଲେ। ସେମାନଙ୍କ ମଧ୍ୟରୁ ତିନି ଜଣ ବନ୍ଧୁକ ଧରିଥିଲା ବେଳେ ବାକି ଦୁଇ ଜଣଙ୍କ ହାତରେ ଧାରୁଆ ଅସ୍ତ୍ର ରହିଥିଲା। […]

Read More Text.
Diarrhea 1

ଯାଜପୁର ଓ କେନ୍ଦୁଝର ଆନନ୍ଦପୁରରେ ଝାଡ଼ାବାନ୍ତି ସ୍ଥିତି ଅଣାୟତ

ଯାଜପୁର /ଆନନ୍ଦପୁର:  ଜୀବନ ନେଉଛି ଡାଇରିଆ । ସ୍ଥିତି ଅଣାୟତ । ଆତଙ୍କିତ ଅଞ୍ଚଳବାସୀ । ତେବେ ଯାଜପୁର ଜିଲ୍ଲାରେ ବୋଲ ମାନୁନି ଝାଡାବାନ୍ତି । ସ୍ଥିତି ଅଣାୟତ ଦିଗକୁ ଗତି କରୁଥିବା ବେଳେ ଆକ୍ରାନ୍ତଙ୍କ ସଂଖ୍ୟା ୭୦୦କୁ ବୃଦ୍ଧି ପାଇବାରେ ଲାଗିଛି । ଯାଜପୁର ମୁଖ୍ୟ ଚିକିତ୍ସାଳୟରେ ଆଉ ୨ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଝାଡ଼ାବାନ୍ତି ଘଟଣାରେ ମୃତ୍ୟୁସଂଖ୍ୟା ୭କୁ ବୃଦ୍ଧି ପାଇଛି । ଗତ ୩ ଦିନ ଧରି ଝାଡାବାନ୍ତି ଆତଙ୍କ ଲାଗିରହିଛି […]

Read More Text.
Pf8nvep0iyhcvr9f9t5m

ବିମାନ ଦୁର୍ଘଟଣାଗ୍ରସ୍ତ ହେବାର କିଛି ସମୟ ପୂର୍ବରୁ ପାଇଲଟ ଦେଇଥିଲେ ବିପଦପୂର୍ଣ୍ଣ ସଙ୍କେତ

ଅହମ୍ମଦାବାଦ: ଏୟାର ଇଣ୍ଡିଆର ଏଆଇ-୧୭୧ ଯାତ୍ରୀବାହୀ ବିମାନ ଅହମ୍ମଦାବାଦରୁ ଲଣ୍ଡନ ଯାଉଥିବା ବେଳେ ମେଘାନୀନଗରରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଦେଖୁଦେଖୁ ବିମାନଟି ସମ୍ପୂର୍ଣ୍ଣ ଭାବେ ଜଳିଯାଇଥିଲା। ଏହି ଭୟାବହ ଦୁର୍ଘଟଣାରେ ବର୍ତ୍ତମାନ ମୃତାହତଙ୍କ ସଂଖ୍ୟା ଜଣାପଡ଼ି ନଥିବା ବେଳେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଦୁର୍ଘଟଣା ସମୟରେ ବିମାନରେ କ୍ରୁ ସଦସ୍ୟ ଓ ପାଇଲଟଙ୍କ ସମେତ ୨୪୨ଜଣ ଯାତ୍ରୀ ଯାତ୍ରା କରୁଥିବା ଜଣାପଡ଼ିଛି। ଗୁରୁତ୍ବପୂର୍ଣ୍ଣ ସୂଚନା ଅନୁଯାୟୀ, ବିମାନବନ୍ଦରରୁ ରନୱେ ୨୩ରୁ ଏୟାର ଇଣ୍ଡିଆର ଏଆଇ-୧୭୧ ବିମାନ ଅପରାହ୍ନ […]

Read More Text.
Screenshot 2025 06 12 142707 750

ଧଳା ବାଘୁଣୀ ମୌସୁମୀ ଠାରୁ ଅଲଗା ହେଲେ ୨ ଶାବକ, ଶିଶୁ ଲାଳନ ପାଳନ କେନ୍ଦ୍ରକୁ କରାଗଲା ସ୍ଥାନାନ୍ତରିତ

ଭୁବନେଶ୍ୱର: ମା’ ଠାରୁ ଅଲଗା ହେଲେ ଦୁଇ ଛୁଆ। ନନ୍ଦନକାନନରେ ଗତ ଶନିବାର ଧଳା ବାଘୁଣୀ ମୌସୁମୀ ଦ୍ୱିତୀୟ ଥର ମାଆ ହୋଇଥିଲା । ଗୋଟିଏ ଧଳା ଅଣ୍ଡିରା ଓ ଗୋଟିଏ ନାଲି ମାଇ ଶାବକ ଜନ୍ମ ଦେଇଥିଲା । ଜନ୍ମ ଦେବା ପରେ ଦୁଇ ଶାବକଙ୍କୁ ମାଆ ଠିକରେ ଲାଳନ ପାଳନ କରୁଥିଲା। ହେଲେ ହଠାତ ଦୁଇ ଶାବକଙ୍କ ସ୍ୱାସ୍ଥ୍ୟବସ୍ଥାରେ ଅବନତି ଦେଖାଦେଇଥିବା ସିସିଟିଭିରେ ଦେଖାଯାଇଥିଲା। ମାଆ ମଧ୍ୟ ତାକୁ କ୍ଷୀର ପାନ କରାଇନଥିଲା। ଶାବକଙ୍କ […]

Read More Text.