ସମୟଚକ୍ରରେ ହଜିଯାଉଛି ସଂସ୍କାର, ଚାଷ ସମୟରେ ଆଉ ଶୁଭୁନି ହୁଳହୁଳି ଓ ହଳିଆ ଗୀତ
ଆଗରପଡ଼ା :କଥାରେ ଅଛି; ‘ଚାଷ କାମ ଯାହାର,କି ଆନନ୍ଦ ତାହାର, ସିଏ ପରା ଯୋଗାଉଛି ଦୁନିଆକୁ ଆହର’ । ଏହି କାର୍ଯ୍ୟ ପାଇଁ ଚାଷୀ ସଭିଙ୍କ ପାଖରେ ଆଦର ପାଉଥିଲା । ଦିନ ଥିଲା ଗ୍ରାମାଚଂଳ ଲୋକେ ଅନ୍ୟ କାର୍ଯ୍ୟ ଅପେକ୍ଷା ଚାଷ କାର୍ଯ୍ୟ କରିବା ପାଇଁ ଆଗଭର ହେଉଥିଲେ । ସମୟର ପରିବର୍ତ୍ତନ ମଧ୍ୟରେ ଧିରେ ଧିରେ ଚାଷ କାମ ବନ୍ଦ ହେବାକୁ ବସିଛି । ପୂର୍ବରୁ ଚାଷ କରୁଥିବା ପ୍ରଣାଳୀ ବଦଳାଇ ନୂତନ ପଦ୍ଧତିରେ […]
Read More Text.