Trump

ଭାରତଠାରୁ ଶିଖିଲି, ଇରାନ ଉପରେ ପ୍ରୟୋଗ କଲି !

ଇସଲାମାବାଦ: ‘ଅପରେସନ୍ ସିନ୍ଦୂର’ ମାଧ୍ୟମରେ ଭାରତ ଯେପରି ପାକିସ୍ତାନକୁ ଚକିତ କରିଥିଲା, ସେହିପରି ଆମେରିକା ଏବେ ସମାନ ଢଙ୍ଗରେ ଇରାନରେ ବିନାଶ ଘଟାଇଛି। ଆମେରିକାର ବି-୨ ବୋମାବର୍ଷୀ ବିମାନ ଇରାନର ଗୁପ୍ତ ପରମାଣୁ ସ୍ଥାନଗୁଡ଼ିକ ଉପରେ ବୋମା ପକାଇ ଫେରିଆସିଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଇରାନରେ ମଧ୍ୟ ପାକିସ୍ତାନ ପରି କମ୍ପନ, ଅର୍ଥାତ୍ ଭୂମିକମ୍ପ ପରି ପ୍ରଭାବ ଦେଖିବାକୁ ମିଳିଛି। ଆମେରିକା ଏହି ସମ୍ପୂର୍ଣ୍ଣ ଅପରେସନକୁ ଠିକ୍ ଭାରତୀୟ ଅପରେସନ୍ ସିନ୍ଦୂର ଶୈଳୀରେ କରିଛି। ପ୍ରଥମେ, […]

Read More Text.
1

ଆମେରିକା ଆକ୍ରମଣ ପରେ କ୍ରୋଧିତ ଇରାନ, ଇସ୍ରାଏଲ ଉପରେ ୩୦ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ମାଡ଼ କଲା

ଜେରୁଜେଲମ: ରବିବାର ସକାଳେ ଯାହା ଭୟ ଥିଲା ତାହା ଘଟିଛି। ଆମେରିକା ରବିବାର ଭାରତୀୟ ସମୟ ଭୋର୍ ସାଢ଼େ ୪ଟାରେ ଇରାନର ତିନୋଟି ପରମାଣୁ ସ୍ଥାନ ଉପରେ ଆକ୍ରମଣ କରିଛି। ଏହା ପରେ ଇରାନ ମଧ୍ୟ ଇସ୍ରାଏଲ ଉପରେ କ୍ଷେପଣାସ୍ତ୍ର ମାଡ଼ କରି ବଡ଼ ଧରଣର ଧ୍ୱଂସ କରିଛି। ଇସ୍ରାଏଲର ସରକାରୀ ଗଣମାଧ୍ୟମ ରିପୋର୍ଟ କରିଛି ଯେ, ଇରାନରୁ ଇସ୍ରାଏଲ ଆଡ଼କୁ ଅତି କମରେ ୩୦ଟି କ୍ଷେପଣାସ୍ତ୍ର ମାଡ଼ କରାଯାଇଛି। ଆଇହିଏଫ ଟେଲିଗ୍ରାମରେ କହିଛି, ଇସ୍ରାଏଲ ରାଜ୍ୟ […]

Read More Text.
Untitled 1 copy

ଇରାନ-ଇସ୍ରାଏଲ ଯୁଦ୍ଧରେ ଆମେରିକାର ପ୍ରବେଶ: ତିନୋଟି ପରମାଣୁ ସ୍ଥାନ ଉପରେ ବିମାନ ଆକ୍ରମଣ

ୱାଶିଂଟନ: ଆମେରିକା ଏବେ ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଚାଲିଥିବା ଯୁଦ୍ଧରେ ସାମିଲ ହୋଇଛି। ଆମେରିକା ଇରାନର ତିନୋଟି ପରମାଣୁ ସ୍ଥାନ ଫୋର୍ଡୋ, ନାଟାଞ୍ଜ ଏବଂ ଇସଫାହାନ ଉପରେ ବିମାନ ଆକ୍ରମଣ କରିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ସୋସିଆଲ ମିଡିଆରେ ଏହି ସୂଚନା ଦେଇଛନ୍ତି। ଟ୍ରମ୍ପ୍ କହିଛନ୍ତି, ଏହି ଆକ୍ରମଣ ଦ୍ୱାରା ସେ ଆଶ୍ୱସ୍ତ ଅନୁଭବ କରୁଛନ୍ତି। ଟ୍ରମ୍ପ୍ ସୋସିଆଲ ମିଡିଆରେ ପୋଷ୍ଟ କରି କହିଛନ୍ତି, ଆମେ ଇରାନର ତିନୋଟି ପରମାଣୁ ସ୍ଥାନ, ଫୋର୍ଡୋ, ନାଟାଞ୍ଜ […]

Read More Text.
Gdwiuajkl0q2gv2cxear

ଆମ ସରକାର ଗଠନ ହେଉ, ମହିଳାଙ୍କୁ ମାସିକ ୩ ହଜାର ଟଙ୍କା ଦେବୁ: ଅଖିଳେଶ

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶରେ ବିଧାନସଭା ନିର୍ବାଚନ ହେବାକୁ ଏବେ ବି ସମୟ ଅଛି, କିନ୍ତୁ ରାଜନୈତିକ ଦଳଗୁଡ଼ିକ ନିଜ ନିଜ ଚାଲ ଆରମ୍ଭ କରିଦେଇଛନ୍ତି। ଏହି କ୍ରମରେ ସମାଜବାଦୀ ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ ଏକ ବଡ଼ ଘୋଷଣା କରିଛନ୍ତି। ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ଲକ୍ଷ୍ନୌରେ ଏକ ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରିଛନ୍ତି ଯେ ଯଦି ଆଗାମୀ ସମୟରେ ସମାଜବାଦୀ ପାର୍ଟି ସରକାର ଗଠନ ହୁଏ, ତେବେ ସ୍ତ୍ରୀ […]

Read More Text.
Wrerwe

ଘର ହାତୀ ଭାଙ୍ଗିଲା; କବାଟ ଭାଙ୍ଗି ଧାନ, ଚାଉଳ ଖାଇଦେଲା

ବାରିପଦା: ହାତୀ ଏବେ ଜଙ୍ଗଲ ଛାଡ଼ି ଗାଁ ମୁହାଁ ।ହାତୀର ଵାସ ସ୍ଥାନ ଖଣି ଖାଦାନ ଯୋଗୁଁ ଜଙ୍ଗଲ ସହ ପରିବେଶ ମାତ୍ରାଧିକ ନଷ୍ଟ ହେଉଛି ।ଅର୍ଥ ପିପାସୁ ମଣିଷ ଜୀବଜନ୍ତୁଙ୍କ ପ୍ରତି ନିର୍ଦୟ ହୋଇ ପଡିଛି ।ଖଣି ଖାଦାନ ଯୋଗୁଁ ଏକର ଏକର ଜଙ୍ଗଲ ଜମି ନଷ୍ଟ କରାଯାଇଛି ।ହାତୀ ଵେଘର ହୋଇ ପଡ଼ିଛି । ବାସ ହରା ହାତୀକୁ ସୁରକ୍ଷା ଦେବା କିଏ? ଜଙ୍ଗଲ ଜମି ନଷ୍ଟ ଯୋଗୁଁ ହାତୀଙ୍କ ପାଇଁ ଖାଦ୍ଯ ସଙ୍କଟ ଦେଖା […]

Read More Text.
Img 20250621 wa0266

ପାହାଡ଼ ପୁର ଗ୍ରାମରେ ଏସ ଏଲ ସି ଟ୍ରଷ୍ଟ ତରଫରୁ ମହାମହିମ ରାଷ୍ଟ୍ରପତିଙ୍କ ୬୮ ତମ ଜନ୍ମ ଦିବସ ମହାସମାରୋହରେ ପାଳିତ

ବାରିପଦା- ଆଜି ଯୋଗଜନ୍ମା,ଆଦିବାସୀଙ୍କ ଆଇକନ , ସଂଘର୍ଷ ଓ ସଫଳତାର ବ୍ୟକ୍ତିତ୍ବ, ଭାରତର ୧୫ ତମ ରାଷ୍ଟ୍ରପତି,  ଜନଜାତି ମାଟିର ମସିହା ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଙ୍କ ୬୮ ତମ ଜନ୍ମ ଦିନ ।ଏହି ଅବସରରେ ତାଙ୍କର ମାନସ ସନ୍ତାନ ତଥା ତାଙ୍କ ଶଶୁର ଘର ଗ୍ରାମ ମୟୂରଭଂଜ ଜିଲ୍ଲାର କୁସୁମି ବ୍ଳକର ପାହାଡ଼ପୁର ଗ୍ରାମରେ ପ୍ରତିଷ୍ଠା ହୋଇଥିବା ଏସ ଏଲ ସି ଟ୍ରଷ୍ଟ, ଏସ ଏବଂ ସିଂ ମେମୋରିଆଲ ଆବାସିକ ବିଦ୍ୟାଳୟ,ଗ୍ରାମବାସୀ, ଇଣ୍ଡିଆନ ରେଡକ୍ରସ ,ମାନ୍ୟଗଣ୍ୟ […]

Read More Text.
Wer

ପାଣି ଭିତରୁ ଦୁଇ ମୃତ ଦେହ ଉଦ୍ଧାର

ବାରିପଦା – ମୟୂରଭଂଜ ଜିଲ୍ଲାର ସିମାନ୍ତ ତିରିଂ ବ୍ଳକଗତ ତିନି ଦିନ ଧରି ସାରା ତିରିଙ୍ଗ ବ୍ଳକ ଅନ୍ତର୍ଗତ  ନିରଣପୁର ପଞ୍ଚାୟତର ସାନସାମଦ ଗ୍ରାମର  ଜନୈକ ବ୍ୟକ୍ତି ତିନି ଦିନ ଧରି ଲଗାଣ ବର୍ଷା ଯୋଗୁଁ‌ ପୋଖରୀଆ  ଡେମର ଶୌଚ କରିବାକୁ ଯାଇ ଭାସି ଯାଇଥିଵା ଅଭିଯୋଗ ହୋଇଛି । ବର୍ଷା ଯୋଗୁଁ ପୋଖରୀଆ ଡେମର ଜଳସ୍ତର ବିପଦ ସଙ୍କେତକୁ କଟିଥିଲା ।ଅଗ୍ନିଶମ ବିଭାଗ ,ପୋଲିସ ବିଭାଗ  ଏବଂ ଗ୍ରାମବାସୀ ଖୋଜି ଖୋଜି ଶେଷରେ ମୃତକକୁ ଉଦ୍ଧାର […]

Read More Text.
Img 20250621 wa0216

ବାରିପଦା ପୌରପାଳିକା ତରଫରୁ “ଏକ ପେଡ୍‌ ମାଆ କେ ନାମ୍‌” କାର୍ଯ୍ୟକ୍ରମର ଶୁଭାରମ୍ଭ

ବାରିପଦା : ଆଜି ବାରିପଦା ପୌରପାଳିକା ଆନୁକୂଲ୍ୟରେ ସ୍ଥାନୀୟ ବେଲଗଡ଼ିଆ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ “ଏକ ପେଡ, ମାଆ କେ ନାମ “( ମାଆ ପାଇଁ ଗଛଟିଏ ) କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇ ଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ମନ୍ତ୍ରୀ, ଗୃହ ନିର୍ମାଣ ଓ ନଗର ଉନ୍ନୟନ ଡ. କୃଷ୍ଣ ଚନ୍ଦ୍ର ମହାପାତ୍ର ଯୋଗ ଦେଇ ପ୍ରଦୀପ ପ୍ରଜ୍ବଳନ କରି ଶୁଭ ଉଦଘାଟନ କରିଥିଲେ। କାର୍ଯ୍ୟକ୍ରମରେ ନଗରପାଳ ଶ୍ରୀ କୃଷ୍ଣାନନ୍ଦ ମହାନ୍ତି ସ୍ୱାଗତ […]

Read More Text.

ମୟୁରଭଞ୍ଜ ଜିଲ୍ଲା ପ୍ରଶାସନ ପକ୍ଷରୁ ଚଳିତ ବର୍ଷ ଜୁଲାଇ ମାସ ପାଇଁ  ଯୁଗ୍ମ ଜନ ଶୁଣାଣୀ ଶିବିର ସମ୍ପର୍କୀତ କାର୍ଯ୍ୟସୂଚୀ

ବିଧାୟକ ବଡ଼ସାହି ଶ୍ରୀ ସନାତନ ବିଜୁଳିଙ୍କ ଅଧ୍ୟକ୍ଷତାରେ ତା ୨୫-୦୬-୨୦୨୫ ରିଖ ବେତନଟୀ ବ୍ଲକ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହେବ ସ୍ୱତନ୍ତ୍ର ଜନ ଶୁଣାଣି ଶିବିର ବାରିପଦା : ଜିଲ୍ଲାପାଳ ଓ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ତତ୍ତ୍ଵlଵଧାନରେ ଚଳିତ ବର୍ଷ ଜୁଲାଇ ମାସରେ  ଅନୁଷ୍ଠିତ ହେବାକୁ ଥିବା ଯୁଗ୍ମ ଜନ ଶୁଣାଣି ଶିବିର ପାଇଁ ଜିଲ୍ଲା ପ୍ରଶାସନ ଦ୍ୱାରା ନିର୍ଦ୍ଧାରିତ ହୋଇଥିବା କାର୍ଯ୍ୟସୂଚୀ ଅନୁଯାୟୀ ଜୁଲାଇ ମାସର ପ୍ରଥମ ସୋମବାର  ତା ୦୭-୦୭-୨୦୨୫ ରିଖ   ସଦର ଉପଖଣ୍ଡ […]

Read More Text.
Img 20250621 wa0152

ବାରିପଦା ଠାରେ ଜିଲ୍ଲା ସ୍ତରୀୟ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ବାରିପଦା : ଆଜି ମୟୁରଭଞ୍ଜ ଜିଲ୍ଲା ପ୍ରଶାସନ ତତ୍ୱାବଧାନରେ ଜିଲ୍ଲା କ୍ରୀଡା ବିଭାଗ, ଜିଲ୍ଲା ପୋଲିସ ଓ ଅବକାରୀ ବିଭାଗ ତଥା ବାରିପଦା ପୌର ପାଳିକାଙ୍କ ମିଳିତ ସହଯୋଗରେ  ବାରିପଦା ସ୍ଥିତ ଷ୍ଟାଡିଅମ ପଡିଆ ଠାରେ ଜିଲ୍ଲା ସ୍ତରୀୟ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି. ଏହି ଅବସରରେ ଜିଲ୍ଲପାଳ ଶ୍ରୀ ହେମକାନ୍ତ ସୟଙ୍କ ସଭାପତିତ୍ୱରେ ଅନୁଷ୍ଠିତ  କାର୍ଯ୍ୟକ୍ରମରେ  ମୁଖ୍ୟ ଅତିଥି ଭାବେ ଓଡିଶା ସରକାରଙ୍କ ମାନ୍ୟବର ମନ୍ତ୍ରୀ ଗୃହ ନିର୍ମାଣ ଓ ନଗର ଉନ୍ନୟନ ତଥା […]

Read More Text.