କୋଇଲା ଖଣି ଲୁଟର ତଦନ୍ତ ପାଇଁ ଗୋପାଳପୁରରେ ଭିଜିଲାନ୍ସର ଏସ ଆଇ ଟି ଟିମ୍
ସୁନ୍ଦରଗଡ଼: ସୁନ୍ଦରଗଡ଼ରେ ଭିଜିଲାନ୍ସ ଏସ ଆଇ ଟି ଟିମ । କୋଇଲା ଖଣି ଲୁଟର ତଦନ୍ତ ପାଇଁ ଗ୍ରାଉଣ୍ଡ ଜିରୋରେ ଏସ ଆଇ ଟିର ୧୦ ଜଣିଆ ଟିମ୍ ତଦନ୍ତ ଆରମ୍ଭ କରିଛନ୍ତି। ହେମଗିରି ଗୋପାଳପୁର କୋଇଲା ଖଣି ଲୁଟ ଘଟଣାରେ ତେଲେନଡିହି, ରତନସରା ଏବଂ ଭୋଗ୍ରାକଛାର ଜଙ୍ଗଲରେ ଛାନଭିନ୍ କରୁଛି ଟିମ୍। ମୁଖ୍ୟମନ୍ତ୍ରୀଙ୍କ ତଦନ୍ତ ନିର୍ଦ୍ଦେଶ ପରେ ତଦନ୍ତ ଆରମ୍ଭ ହୋଇଛି ।
Read More Text.