ଯୁବ କ୍ରୀଡାବିତଙ୍କୁ ଶୁଭେଚ୍ଛା ଜଣାଇଲେ ଜିଲ୍ଳାପାଳ
ବାରିପଦା- ତାମିଲନାଡୁ ଠାରେ ଆୟୋଜିତ ଉପ କନିଷ୍ଠ ବର୍ଗ ରେ ଜାତୀୟ ଉସୁଖେଳ ରେ ତାଭଲୁ ଇଭେଣ୍ଟରେ ଭାଗ ନେଇ ତୁତୀୟ ସ୍ଥାନ ଅଧିକାର କରିଥିବା ମୟୁରଭଞ୍ଜ ଜିଲ୍ଲାର ବେତନଟୀ, ଆଗୀରିୟା ଗାଁ ର ପ୍ରିୟବ୍ରତ ପରିଡାଙ୍କୁ ଶୁଭେଚ୍ଛା ଜଣାଇବା ସହିତ ଭବିଷ୍ୟତରେ ଆହୁରି ଉତ୍ତମ ପ୍ରଦର୍ଶନ କରିବା ପାଇଁ ଜିଲ୍ଲାପାଳ ଶ୍ରୀ ହେମକାନ୍ତ ସୟ ଉତ୍ସାହିତ କରିଥିଲେ। ଜିଲ୍ଲା ଉସୁ ସଂଘର ସାଧାରଣ ସଂପାଦକ ଇଶ୍ୱର ମହାନ୍ତଙ୍କୁ ଉସୁ ଖେଳାଳି ମାନଙ୍କ ପାଇଁ ଆବଶ୍ୟକୀୟ ଖେଳ […]
Read More Text.