କୁଳିଅଣା ତହସିଲଦାରଙ୍କ ଆକ୍ରମଣ ଘଟଣା କୁ ଓଡିଶା ପ୍ରଶାସନିକ ସେବା ଅଧିକାରୀ ସଂଘ ମୟୁରଭଞ୍ଜଶାଖା ପକ୍ଷରୁ ନିନ୍ଦା
ତୁରନ୍ତ ସମାଧାନ ନହେଲେ ଆନ୍ଦୋଳନ କୁ ଓଲ୍ହାଇବାକୁ ସଂଘ ର ଚେତାବନୀ ବାରିପଦା : ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଥିବା ସମ୍ମିଳନୀ କକ୍ଷରେ ଓଡ଼ିଶା ପ୍ରଶାସନିକ ସେବା ଅଧିକାରୀ ସଂଘର ମୟୂରଭଞ୍ଜ ଶାଖା ତରଫରୁ ଏକ ଜରୁୀକାଳୀନ ବୈଠକ ଅନୁଷ୍ଠିତ ହୋଇଅଛି l ଏଥିରେ ଜିଲ୍ଲାର ସମସ୍ତ ଅତିରିକ୍ତ ଜିଲ୍ଲାପାଳ, ଉପଜିଲ୍ଲାପାଳ, ବିଡ଼ିଓ, ତହସିଲଦାର, ଡେପୁଟି ଜିଲ୍ଲାପାଳ ଓ ସହକାରୀ ଜିଲ୍ଲାପାଳଙ୍କ ସମେତ ଅନ୍ୟାନ୍ୟ ଅଧିକାରୀମାନେ ଯୋଗଦାନ କରିଥିଲେ। ଅତିରିକ୍ତ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏହି ବୈଠକରେ […]
Read More Text.