ସ୍ତ୍ରୀ ନିର୍ଯାତନା ସହି ନ ପାରି ଇଚ୍ଛାମୃତ୍ୟୁ ମାଗିଲେ ସ୍ଵାମୀ
ଲକ୍ଷ୍ନୌ : ଉତ୍ତରପ୍ରଦେଶର ମୁଜଫ୍ଫରନଗରରୁ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ସ୍ତ୍ରୀର ନିର୍ଯାତନା ସହି ନ ପାରି ଜଣେ ଯୁବକ ଇଚ୍ଛାମୃତ୍ୟୁ ପାଇଁ ଆବେଦନ କରିଛନ୍ତି। ଗାନ୍ଧୀନଗର କଲୋନୀରେ ରହୁଥିବା ସୁମିତ ସୈନି ନାମକ ଯୁବକ ସୋମବାର ଜିଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ଏପରି ଆବେଦନ କରିଛନ୍ତି। ସୁମିତ ଏକ ବ୍ୟାନର ବି ସାଙ୍ଗରେ ନେଇ ଯାଇଥିଲେ। ସେଥିରେ ଲେଖାଯାଇଛି ଯେ, ଜଣେ ଗରିବର ଗୁହାରି, ଇଚ୍ଛାମୃତ୍ୟୁ ପାଇଁ ଆବେଦନ। ସୁମିତ କହିଛନ୍ତି ଯେ, ବର୍ଷକ ତଳେ […]
Read More Text.