Img 20250707 wa0141

ମୟୂରଭଞ୍ଜ ଡ଼ାକ ମଣ୍ଡଳ ପକ୍ଷରୁ “ଫରଏଭର୍ ଇନ୍ ଲେଟରସ”  କାର୍ଯ୍ୟକ୍ରମ ପାଳିତ

ବାରିପଦା: ସାଧାରଣ ଲୋକଙ୍କ ମନରେ ଥିବା ଭାବନାକୁ ଚିଠି  ମାଧ୍ୟମରେ ପ୍ରକାଶ କରିବାକୁ ଡାକ ବିଭାଗ ତରଫରୁ ସର୍ବଭାରତୀୟ ସ୍ତରରେ ଏକ ନିଆରା ପ୍ରୟାସକୁ ମୟୂରଭଞ୍ଜ ଡ଼ାକ ମଣ୍ଡଳ, ବାରିପଦା ପକ୍ଷରୁ ସ୍ଥାନୀୟ ମହାରାଜା ପୂର୍ଣ୍ଣଚନ୍ଦ୍ର ଉଚ୍ଚ ମାଧ୍ୟମିକ ସ୍କୁଲରେ “ଫର ଏଭର ଇନ୍ ଲେଟରସ୍” ନାମକ ଏକ ଚ଼ିଠି ଲେଖା କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା l ଏଥିରେ ତିନୋଟି ବୟସ ବର୍ଗର ଛାତ୍ରଛାତ୍ରୀ ଓ ସ୍ଥାନୀୟ ବୁଦ୍ଧିଜୀବୀ ଯୋଗଦାନ କରିଥିଲେ। ଡାକ ବିଭାଗ ପକ୍ଷରୁ ଲେଖିବା ପାଇଁ […]

Read More Text.
Bahuda ratha

ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦାରେ ବାହୁଡାଯାତ୍ରା ସମ୍ପନ୍ନ

ଜନ୍ମ ବେଦୀରୁ ଲେଉଟିଲେ ତିନିଠାକୁର ରତ୍ନବେଦୀ କୁ ରଥଖଳା ରେ ତିନି ରଥରେ ତିନି ଠାକୁର, ରାତ୍ରୀରେ ନୀଳାନ୍ଦ୍ରୀ ବିଜେ ପହଣ୍ଡି ବାରିପଦା: ଦ୍ୱିତୀୟ ଶ୍ରୀକ୍ଷେତ୍ର ଭାବେ ପ୍ରସିଦ୍ଧି ଲାଭ କରିଥିବା ବାରିପଦା ରଥଯାତ୍ରାର ଆଜି ଥିଲା ବାହୁଡାଯାତ୍ରା ର ଅନ୍ତିମ ଦିନ । ପୂର୍ବ ପରମ୍ପରା ଅନୁଯାୟୀ ଏଠାରେ ଦୁଇ ଦିନ ଧରି ରଥଟଣା ଅନୁଷ୍ଠିତ ହୋଇଆସୁଅଛି । ଶ୍ରୀକ୍ଷେତ୍ର ଧାମ ପୁରୀ ରଥ ଟଣାର ପରଦୁଇଦିନ ଏଠାରେ ରଥଟଣା ସମ୍ପନ୍ନ ହୁଏ । ଗତକାଲି […]

Read More Text.

ଟେଣ୍ଟ ହାଉସରେ ନିଆଁ ଲଗାଇ ଦେଲେ ଦୁବୃର୍ତ୍ତ

ଆଗରପଡ଼ା :କେହି ଦୁବୃର୍ତ୍ତ ଏକ ଟେଣ୍ଟ ହାଉସରେ ନିଆଁ ଲଗାଇ ଦେବାରୁ ଲକ୍ଷାଧିକ ଟଙ୍କାର ସାମଗ୍ରୀ ଜଳି ପୋଡ଼ି ପାଉଁଶ ହୋଇଯାଇଛି । ଅଭିଯୋଗ ପାଇବା ପରେ ଥାନାରେ ୧୦୮/୨୫ରେ ଏକ ମାମାଲା ରୁଜ୍ଜୁ କରି ଆଗରପଡ଼ା ଥାନାଧିକାରୀ ଦେବରାଜ ଜେନା ସନ୍ଧାନୀ କୁକୁର ଓ ସାଇଁଣ୍ଟିଫିକ ଟିମ ସହାୟତାରେ ଏହି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି । ପ୍ରାପ୍ତ ସୂଚନାନୁଯାୟୀ ସ୍ଥାନୀୟ ରାଉତରାପୁର ଗ୍ରାମର ଭକ୍ତହରି ସାହୁ ଏକ ଟେଣ୍ଟ ହାଉସ କରି ଗୁଜୁରାଣ ମେଣ୍ଟାଉ […]

Read More Text.
Adhara pona (1)

କରୁଣାର ଅମୃତଧାରା ଓ ଅଶରୀରୀଙ୍କ ମୋକ୍ଷର ପର୍ବ ଶ୍ରୀଜଗନ୍ନାଥଙ୍କ ଅଧରପଣା ଅନୁଷ୍ଠିତ

ପୁରୀ : ବିଶ୍ୱପ୍ରସିଦ୍ଧ ରଥଯାତ୍ରାର ଶେଷ ପର୍ଯ୍ୟାୟରେ ଅନୁଷ୍ଠିତ ହୋଇଯାଇଛି କରୁଣାର ଅମୃତଧାରା ଓ ଅଶରୀରୀଙ୍କ ମୋକ୍ଷର ପର୍ବ ଶ୍ରୀଜଗନ୍ନାଥଙ୍କ ଅଧରପଣା | ନବଦିନାତ୍ମକ ଯାତ୍ରା ସାରି, ଜନ୍ମବେଦୀରୁ ରତ୍ନବେଦୀକୁ ବାହୁଡ଼ିବା ପଥରେ ମହାପ୍ରଭୁ ଶ୍ରୀଜଗନ୍ନାଥ, ବଳଭଦ୍ର ଓ ଦେବୀ ସୁଭଦ୍ରା ସିଂହଦ୍ୱାର ସମ୍ମୁଖରେ ନିଜ ନିଜ ରଥ ଉପରେ ଅବସ୍ଥାନ କରିଛନ୍ତି । ନୀଳାଦ୍ରି ବିଜେ ପୂର୍ବରୁ ଅନୁଷ୍ଠିତ ହୋଇଯାଇଛି ଏକ ଅତ୍ୟନ୍ତ ରହସ୍ୟମୟ, କରୁଣାମୟ ଓ ତାତ୍ପର୍ଯ୍ୟପୂର୍ଣ୍ଣ ନୀତି, ଯାହା ‘ଅଧରପଣା’ ନାମରେ ବିଖ୍ୟାତ […]

Read More Text.
Suresh pujari

ବଢୁଛି ନଦୀଗୁଡିକରେ ଜଳସ୍ତର, ଜିଲ୍ଲାପାଳମାନଙ୍କୁ ପ୍ରସ୍ତୁତ ରହିବାକୁ ଦିଆଯାଇଛି ନିର୍ଦ୍ଦେଶ: ସୁରେଶ ପୂଜାରୀ

ଭୁବନେଶ୍ୱର: କୌଣସି ନଦୀରେ ବିପଦ ସଙ୍କେତ ସ୍ଥିତି ନାହିଁ । କିନ୍ତୁ ନଦୀ ଗୁଡିକରେ ଜଳସ୍ତର ବଢ଼ୁଛି । ସେପଟେ ଅତ୍ୟଧିକ ବର୍ଷା ଯୋଗୁଁ ଭଦ୍ରକ, ଝାରସୁଗୁଡ଼ା ଓ ସୁନ୍ଦରଗଡ଼ରେ କ୍ଷୟକ୍ଷତି ହୋଇଛି । ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଏହି ସୂଚନା ଦେଇଛନ୍ତି | ସେ କହିଛନ୍ତି ଯେ ତଳି ଅଞ୍ଚଳରେ ବର୍ଷା ପାଣି ରହିଛି । କେଉଁଠି ବି ବନ୍ୟା ପାଣି ପଶି ନାହିଁ । ଜିଲ୍ଲାପାଳମାନଙ୍କୁ ପ୍ରସ୍ତୁତ ରହିବାକୁ […]

Read More Text.

ବନ ଓ ପ୍ରାଣୀ ସମ୍ପଦର ସୁରକ୍ଷା ପାଇଁ ବିଭିନ୍ନ ପୁରସ୍କାରର ପୁନର୍ବିନ୍ୟାସ କଲେ ସରକାର

ଭୁବନେଶ୍ଵର: ରାଜ୍ୟରେ ଜଙ୍ଗଲ ସମ୍ପଦର ବିକାଶ, ବନ୍ୟପ୍ରାଣୀ ସଂରକ୍ଷଣ ଓ ପରିବେଶ ସୁରକ୍ଷା ଆଦି କାର୍ଯ୍ୟକ୍ରମରେ ଉଲ୍ଲେଖନୀୟ ଯୋଗଦାନ ପାଇଁ ବିଭିନ୍ନ ପୁରସ୍କାର ପ୍ରଦାନ କରାଯାଇଥାଏ। ଏହି କାର୍ଯ୍ୟରେ କ୍ଷେତ୍ର କର୍ମଚାରୀ ଓ ଜନସାଧାରଣଙ୍କୁ ଅଧିକ ପ୍ରୋତ୍ସାହିତ କରିବା ପାଇଁ ଏହି ପୁରସ୍କାରଗୁଡିକର ପୁନର୍ବିନ୍ୟାସ କରାଯାଇଛି। ସୋମବାର ପୁରୁଣା ଭୁବନେଶ୍ୱରସ୍ଥିତ ବିଏମ୍ ହାଇସ୍କୁଲରେ ଆୟୋଜିତ ବନମହୋତ୍ସବ ସପ୍ତାହ ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ଘୋଷଣା କରିଛନ୍ତି। ଏହି ନୂତନ […]

Read More Text.
Baitarani 750x430

ପୁଣି ଉଛୁଳିଲା ବୈତରଣୀ, ବୋଡକଠାରେ ବୁଡ଼ିବ ଜାତୀୟ ରାଜପଥ

ଆରଡି: ଉପରମୁଣ୍ଡ ଏବଂ ତଳମୁଣ୍ଡରେ ଲଗାଣ ବର୍ଷା ଯୋଗୁ ପୁଣି ଆରଡି ଅଞ୍ଚଳରେ ବୈତରଣୀ ନଦୀରେ ଜଳସ୍ତର ବୃଦ୍ଧି ପାଇବା ସହ ଉଛୁଳିବାରେ ଲାଗିଛି। ଆଖୁପଦା ନିକଟରେ ବୈତରଣୀ ନଦୀ ବିପଦ ସଙ୍କେତ ତଳେ ପ୍ରବାହିତ ହେଉଛି। ତଳମୁଣ୍ଡରେ ଲଗାଣବର୍ଷା ଓ ପୂର୍ଣ୍ଣିମା ତିଥି ପାଇଁ ସମୁଦ୍ର ଜୁଆରିଆ ଥିବାରୁ ନଦୀ ଜଳସ୍ତର ବଢ଼ିବା ସହିତ ଚାଷ ଜମିରେ ବି ଜଳପତ୍ତନ ବଢ଼ିବାରେ ଲାଗିଛି। ୫ ଦିନ ତଳେ ବୈତରଣୀ ଓ ସାଳନ୍ଦୀ ନଦୀ ବଢ଼ୁଥିବାରୁ ଆରଡି […]

Read More Text.

ଭବାନୀପାଟଣାରେ ସାଧାରଣଜନତାଙ୍କ ଅଭିଯୋଗ ଶୁଣିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ରାଜ୍ୟ ସରକାର ଆଗାମୀ ଦିନରେ କଳାହାଣ୍ଡି ଜିଲ୍ଲାରୁ ଶାସନ କରିବେ। ବିଗତ କିଛି ଦଶନ୍ଧି ପୂର୍ବରୁ ରାଜ୍ୟର ସବୁଠାରୁ ପଛୁଆ ଅଞ୍ଚଳ ଭାବେ ଦେଶରେ ପରିଚିତ ଥିବା କଳାହାଣ୍ଡିରେ ମୁଖ୍ୟମନ୍ତ୍ରୀ ଜନସାଧାରଣଙ୍କର ଅଭିଯୋଗ ଶୁଣିବେ। ରାଜସ୍ବ ମନ୍ତ୍ରୀ ସରେଶ ପୂଜାରୀ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି। ଶ୍ରୀ ପୂଜାରୀ କହିଛନ୍ତି ଯେ, ଆସନ୍ତା ଦିନରେ କଳାହାଣ୍ଡି ଜିଲ୍ଲା ଭବାନୀପାଟଣାରେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ପାଇଁ ନିଷ୍ପତ୍ତି ହୋଇଛି। ମୁଖ୍ୟମନ୍ତ୍ରୀ ଓ ତାଙ୍କ ଟିମ୍‌ ଅଭିଯୋଗ ଶୁଣାଣି […]

Read More Text.
5fab8ef0 ac15 49af 9ab3 1f71ae389277 2025 07 07 17 56 29

ଆତ୍ମସମର୍ପଣ କଲେ ୨ ମହିଳା କ୍ୟାଡରଙ୍କ ସମେତ ୩ ହାର୍ଡକୋର ମାଓବାଦୀ

ଫୁଲବାଣୀ: ମାଓ ବିରୋଧୀ ଅଭିଯାନରେ କନ୍ଧମାଳ ପୁଲିସକୁ ମିଳିଛି ଆଉ ଏକ ବଡ଼ ସଫଳତା। ଦୁଇ ମହିଳା କ୍ୟାଡରଙ୍କ ସମେତ ତିନି ଜଣ ହାର୍ଡକୋର ମାଓବାଦୀ ପୁଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି। ଏ ନେଇ ଆଜି ସ୍ଥାନୀୟ ଜିଲ୍ଲା ପୁଲିସ ମୂଖ୍ୟାଳୟରେ ସୂଚନା ଦେଇଛନ୍ତି ଦକ୍ଷିଣାଞ୍ଚଳ ଆଇଜି ନିତି ଶେଖର। ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କ ମଧ୍ୟରେ ଅଛନ୍ତି ବିଜିଏନ ସଙ୍ଗଠନର ଡିଭିଜନାଲ କମିଟି ମେମ୍ବର ମାଦେ ବେତି ଓରଫ ଚମ୍ପା, କେକେବିଏନ ସଙ୍ଗଠନର ଏରିଆ କମିଟି ମେମ୍ବର […]

Read More Text.
1111

ବିଦ୍ୟୁତ୍‌ କର୍ମଚାରୀଙ୍କୁ ନିସ୍ତୁକ ମାଡ଼ ମାରିବା ଅଭିଯୋଗ; ୱାର୍ଡମେମ୍ବର ଅଟକ

ବାଲିପାଟଣା: ସୀମା ଟପିଲା ଅମାନୁଷିକତା। ବାଉଁଶମୂଳିରେ ବିଦ୍ୟୁତ ବିଭାଗର ଜଣେ କର୍ମଚାରୀଙ୍କୁ ନିସ୍ତୁକ ମାଡ଼ ମରାଯାଇଛି। ଏହି ଘଟଣା ଆଦିବାସୀ ଅଧ୍ୟୁଷିତ କିମ୍ବା ଦୁର୍ଗମ ଅଞ୍ଚଳରେ ନୁହେଁ। ରାଜଧାନୀ ଉପକଣ୍ଠ ବାଲିପାଟଣା ଅଞ୍ଚଳରେ ଏହି ଅଭାବନୀୟ ଘଟଣା ଘଟିଛି। ଏହି ସମ୍ବେଦନଶୀଳ ଘଟଣାକୁ ନେଇ ବାଲିପାଟଣା ଥାନା ପୁଲିସ ଅଭିଯୁକ୍ତକୁ ଅଟକ ରଖି ପଚରାଉଚୁରା କରୁଛି। ପିପିଲି ସବଡିଭିଜନ ଅଧୀନ ମୁକୁନ୍ଦଦାସପୁର ଗାଁର ସ୍ଥାନୀୟ ୱାର୍ଡ ସଭ୍ୟ ମହମ୍ମଦ ସାମ୍ ସୁଦିନ୍ ଓରଫ ବାଦଶାହା ହୁକ ପକାଇ […]

Read More Text.