IPS ସ୍ତରରେ ଅଦଳ ବଦଳ, ସଞ୍ଜୀବ ପଣ୍ଡା ହେଲେ ADG ନକ୍ସଲ ବିରୋଧୀ ଅପରେସନ୍
ଭୁବନେଶ୍ୱର: ଆଇପିଏସ୍ କ୍ୟାଡରରେ ଏକ ବଡ଼ ଧରଣର ଅଦଳବଦଳ ହୋଇଛି। ଓଡ଼ିଶା ସରକାର ବୁଧବାର ଦିନ ନକ୍ସଲ ବିରୋଧୀ ଅଭିଯାନ ଏବଂ ସ୍ୱତନ୍ତ୍ର ଗୁପ୍ତଚର ୱିଙ୍ଗ (SIW) ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗ ସହିତ ଜଡିତ ବରିଷ୍ଠ ଅଧିକାରୀଙ୍କ ବଦଳି ଘୋଷଣା କରିଛନ୍ତି। ଗୃହ ବିଭାଗ ଦ୍ୱାରା ଜାରି ବିଜ୍ଞପ୍ତି ଅନୁଯାୟୀ, ୧୯୯୪ ବ୍ୟାଚ୍ ଆଇପିଏସ୍ ଅଧିକାରୀ ସଞ୍ଜୀବ ପଣ୍ଡାଙ୍କୁ ନକ୍ସଲ ବିରୋଧୀ ଅଭିଯାନର ଅତିରିକ୍ତ ନିର୍ଦ୍ଦେଶକ (ଏଡିଜି) ଭାବରେ ନିଯୁକ୍ତି ଦିଆଯାଇଛି। ପୂର୍ବରୁ ବିଜୁ ପଟ୍ଟନାୟକ ରାଜ୍ୟ […]
Read More Text.