ଚାକିରି ଦେବା ନାଁରେ ଠକେଇ, ନେଇଗଲେ ୧ଲକ୍ଷ ୫ ହଜାର ଟଙ୍କା
ବାଲେଶ୍ଵର : ବାଲେଶ୍ଵର ଫକୀରମୋହନ ମେଡିକାଲ କଲେଜ୍ ଏବଂ ହସ୍ପିଟାଲ୍ ରେ ଚାକିରି ଦେବା ନାଁରେ ଠକେଇ । ଚାକିରି କରାଇ ଦେବାକୁ କହି ୬୦ ହଜାର ଓ ଜାଲ ନିଯୁକ୍ତିପତ୍ର ଦେଇ ନେଇଗଲେ ୧ଲକ୍ଷ ୫ ହଜାର ଟଙ୍କା । ଏଭଳି ଦୁଇ ଦୁଇଟି ଘଟଣା ଏବେ ସାମ୍ନାକୁ ଆସିଥିବା ବେଳେ ଏହି ରାକେଟରେ ବଡ଼ବଡ଼ିଆଙ୍କ ସଂପୃକ୍ତି ଥିବା ସନ୍ଦେହ କରାଯାଉଛି । ବାଲେଶ୍ଵର ଜିଲ୍ଳା ସଦର ବ୍ଲକ୍ ଗୋଷେଇଁ ପାଟଣା ଗାଁର ଗୋପୀନାଥ ଗାହାଣ ଏବଂ […]
Read More Text.