ଵାଦାମପାହାଡ଼ ଲୌହ ଖଣି କର୍ମଚାରୀଙ୍କ ଗାଡ଼ିକୁ ଦୁଵୃର୍ତ୍ତଙ୍କ ଫାଙ୍କା ଗୁଳି ମାଡ଼, ଥାନାରେ ଅଭିଯୋଗ; ପୋଲିସ ତଦନ୍ତ ଜାରି
ବାରିପଦା: ଜାତୀୟ ରାଜପଥ ୨୨୦ ନମ୍ବର ରାଇରଙ୍ଗପୁର – ଯଶିପୁର ଲୁଟେରା,ଗୋମାଫିଆ ଏବଂ ଅମାନିଆ ଭାରିଯାନ ଚାଳକଙ୍କ କବଜାରେ ।ଯାହାକୁ ନେଇ ଅଂଚଳଵାସୀ ଚିନ୍ତିତ । ସୂଚନାଯୋଗ୍ୟ ଆଜି ପୂର୍ବାହ୍ନ ୧୧.୩୦ ଟା ପାଖାପାଖି ସମୟରେ ବାଦାମ ପାହାଡ଼ ଲୌହଖଣି ଜି ଏମ ଆଇରନ ଏଣ୍ଡ ଷ୍ଟିଲ ପ୍ରାଇଭେଟ୍ ଲିମିଟେଡ଼ କମ୍ପାନୀର କର୍ମଚାରୀ ମହାଦେଵ ମାରାଣ୍ଡି(୪୦) ଏକ ବୋଲେରୋ ଗାଡ଼ିରେ ୭ ଲକ୍ଷ ଟଙ୍କା ନେଇ ଯାଉଥିବାବେଳେ ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ୨୨୦ ନମ୍ଵର ଜାତୀୟ […]
Read More Text.