Untitled 2025 07 16 18 38 40

ଭାରତ ଓ ଚୀନକୁ ଟାର୍ଗେଟ କଲେ ନାଟୋର ମହାସଚିବ ମାର୍କ ରୁଟେ

ନୂଆଦିଲ୍ଲୀ: ୟୁକ୍ରେନ ଉପରେ ଋଷର ଆକ୍ରମଣକୁ ନେଇ ପାଶ୍ଚାତ୍ୟ ଦେଶ ଏବଂ ଋଷ ମଧ୍ୟରେ ତିକ୍ତତା ବଢ଼ିବାରେ ଲାଗିଛି । ଏହାରି ଭିତରେ ନାଟୋର ମହାସଚିବ ମାର୍କ ରୁଟେ ଏକ କଡ଼ା ଚେତାବନୀ ଦେଇଛନ୍ତି, ଯାହାର ସିଧାସଳଖ ସଙ୍କେତ ଭାରତ ଏବଂ ଚୀନ ଭଳି ଦେଶମାନଙ୍କ ପାଇଁ  । ମାର୍କ ରୁଟେ କହିଛନ୍ତି ଯେ ଯେଉଁ ଦେଶଗୁଡ଼ିକ ଋଷ ସହିତ ସମ୍ପର୍କ ରଖିବେ, ସେମାନଙ୍କୁ ଏହାର ପରିଣାମ ଭୋଗିବାକୁ ପଡ଼ିବ । ୱାଶିଂଟନରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ […]

Read More Text.
Puri 1

ପୁରୀ ଜିଲ୍ଲାର ବିଭିନ୍ନ ବ୍ଲକରେ ବଢୁଛି ହଇଜା ଆକ୍ରାନ୍ତଙ୍କ ସଂଖ୍ୟା, ଝାଡାବାନ୍ତିରେ ୧ ମୃତ୍ୟୁ

ପୁରୀ : ପୁରୀ ଜିଲ୍ଲାର ବିଭିନ୍ନ ବ୍ଲକରେ ପ୍ରତିଦିନ ହଇଜା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଛି ।  ବିଶେଷ କରି କଣାସ ଅଞ୍ଚଳରେ ଝାଡାବାନ୍ତିରେ ଜଣଙ୍କ ମୃତ୍ୟୁ ହେବା ସହ ପ୍ରତିଦିନ ୧୫ରୁ ୨୦ଜଣ ଝାଡାବାନ୍ତିରେ ଆକ୍ରାନ୍ତ ହେଉଛନ୍ତି । କଣାସ ବ୍ଲକରେ ପରିସ୍ଥିତି ଉପରେ ତୀକ୍ଷ୍ମ ନଜର ରଖାଯାଇଛି ।  ଓଭର ହେଡ୍ ଟ୍ୟାଙ୍କକୁ କ୍ଲୋରିଫିକେଶନ ସହ ବାଇପାସ ଉତ୍ସ କୌଣସି ପରିସ୍ଥିତିରେ ବ୍ୟବହାର ହେବ ନାହିଁ ବୋଲି ନିର୍ଦ୍ଦେଶ ଦିଆଯାଇଛି । ବିଶୁଦ୍ଧ ପାନୀୟ ଜଳ ଯୋଗାଯାଉଛି।  […]

Read More Text.
Mixcollage 16 jul 2025 03 19 pm

ବିଜେଡିର ବିକ୍ଷୋଭ ପ୍ରଦର୍ଶନ; ପ୍ରଣବ ଦାସ ଏବଂ ପ୍ରୀତିରଞ୍ଜନ ଘଡ଼ାଇ ଆହତ

ଭୁବନେଶ୍ୱର: ଭୁବନେଶ୍ୱରର ଲୋକସେବା ଭବନ ଅଭିମୁଖେ ବିଜେଡିର ପଦଯାତ୍ରା ସମୟରେ ଦଳୀୟ ନେତା ପ୍ରଣବ ପ୍ରକାଶ ଦାସ ଏବଂ ପ୍ରୀତିରଞ୍ଜନ ଘଡ଼ାଇ ଆହତ ହୋଇଛନ୍ତି। ଏଫଏମ କଲେଜର ୨୦ ବର୍ଷୀୟ କଲେଜ ଛାତ୍ରୀଙ୍କ ପାଇଁ ନ୍ୟାୟ ଦାବି କରି ଏହି ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ସୂଚନା ଅନୁଯାୟୀ, ଶତାଧିକ ବିଜେଡି କର୍ମୀ ମାଷ୍ଟର କ୍ୟାଣ୍ଟିନ୍ ଛକରୁ ରାଜ୍ୟ ସଚିବାଳୟ ଅଭିମୁଖେ ପଦଯାତ୍ରା କରିବା ସମୟରେ ପୋଲିସ ଲୁହବୁହା ଗ୍ୟାସ୍ ସେଲ୍ ଏବଂ ପାଣି ମାଡ କରାଯାଇଥିଲା। ସୁରକ୍ଷା […]

Read More Text.
Mg

ଜମ୍ମୁକାଶ୍ମୀର ପ୍ରସଙ୍ଗରେ ମୋଦୀଙ୍କୁ ଚିଠି ଲେଖିଲେ ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ଏବଂ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପତ୍ର ଲେଖି ଜମ୍ମୁ-କାଶ୍ମୀରକୁ ପୂର୍ଣ୍ଣ ରାଜ୍ୟ ମାନ୍ୟତା ଦାବି କରିଛନ୍ତି। ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଏହି ପଦକ୍ଷେପକୁ ସ୍ୱାଗତ କରିଛନ୍ତି। କଂଗ୍ରେସକୁ ଅବଦୁଲ୍ଲା ସରକାରଙ୍କ ସମର୍ଥନ ମିଳିଛି, ଯଦିଓ ଦଳର କୌଣସି ନେତା ମନ୍ତ୍ରିମଣ୍ଡଳରେ ସାମିଲ ନାହାନ୍ତି। ଓମାର ଅବଦୁଲ୍ଲା କହିଛନ୍ତି ଯେ ଆମେ କେନ୍ଦ୍ରଠାରୁ ଏପରି କିଛି ମାଗୁନାହୁଁ ଯାହା ପ୍ରତିଶ୍ରୁତି ଦିଆଯାଇନଥିଲା । ଜମ୍ମୁର […]

Read More Text.
Bjd 2

ରଣକ୍ଷେତ୍ର ପାଲଟିଲା ଭୁବନେଶ୍ବର ଲୋକୟର ପିଏମଜି

ଭୁବନେଶ୍ବର: ସୌମ୍ୟାଶ୍ରୀଙ୍କ ମୃତ୍ୟୁ ମାମଲାକୁ ନେଇ ଏବେ ଉଠୁଛି ପଡୁଛି ଓଡିଶା । ବାଲେଶ୍ବର ଠାରୁ ଭୁବନେଶ୍ବର ସବୁଠି ବିରୋଧର ସ୍ବର ଦେଖିବାକୁ ମିଳୁଛି । ରଣକ୍ଷେତ୍ର ପାଲଟିଛି ଭୁବନେଶ୍ବର ଲୋକୟର ପିଏମଜି । ଆଜି ବିରୋଧୀ ବିଜେଡି ଲୋକସେବା ଭବନ ଘେରାଉ କରିବାକୁ ଉଦ୍ୟମ କରିଥିବା ବେଳେ ପୋଲିସ୍ ସହ ମୁହଁମୁହିଁ ହୋଇଥିଲେ । ବ୍ୟାରିକେଡ୍ ଡେଇଁ ଧସେଇ ଫସିବା ବେଳେ ଦୁଇ ଜଣ ବିଜେଡି ନେତା ଆହତ ହୋଇଥିବା ସୂଚନା ମିଳିଛି । ମିଳିଥିବା […]

Read More Text.
Img 20250715 wa0164

ରାଜ୍ୟସ୍ତରୀୟ ସାହାଣୀ କପ ଫୁଟବଲ ଚମ୍ପିୟାନସିପ ପାଇଁ ମୟୁରଭଞ୍ଜର ୨୫ ଜଣିଆ ଦଳ ଘୋଷିତ 

ବାରିପଦା : ଫୁଟବଲ ଏସୋସିଏସନ ଅଫ ଓଡିଶା ଆନୁକୂଲ୍ୟରେ ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁର ଠାରେ ଅନୁଷ୍ଠିତ ହେବାକୁ ଥିବା ୬୪ ତମ ରାଜ୍ୟସ୍ତରୀୟ ବରିଷ୍ଠ ଆନ୍ତଃଜିଲ୍ଲା ଫୁଟବଲ ଚମ୍ପିୟାନସିପରେ ଅଂଶଗ୍ରହଣ କରିବା ପାଇଁ ମୟୁରଭଞ୍ଜର ୨୫ ଜଣିଆ ଦଳ ଘୋଷିତ ହୋଇଯାଇଛି I ରାଇସେନ ଟୁଡୁ (ଅଧିନାୟକ), ମାନଚିତ୍ର ମାର୍ଣ୍ଡି (ଉପ ଅଧିନାୟକ) ଙ୍କ ସମେତ ଜୀବନ ବାସ୍କେ, ନାରଣ ମୁଣ୍ଡା, ଵିଶାଲ ଟୋପୋ, ରାମଚନ୍ଦ୍ର ହେମ୍ବ୍ରମ, ସିପୁନ ହାଁସଦା, ଜିତମଲ ଟୁଡୁ, ମାଙ୍ଗତ ମାର୍ଣ୍ଡି, ରାମଚନ୍ଦ୍ର […]

Read More Text.
Rewrwe

ଅପହୃତ ନାବାଳିକା ଝିଅ ଫେରି ପାଇବାକୁ ନେଇ ବାପମା’ଙ୍କ ଜିଲ୍ଲାପାଳଙ୍କ ଠାରେ ଆକୁଳ ନିଵେଦନ

ବାରିପଦା: ମୟୂରଭଂଜ ଜିଲ୍ଲାର ଵହଳଦା ଥାନା ଅନ୍ତର୍ଗତ କୁଚିଣ୍ଡା ଗ୍ରାମର ଅନିଲ ମହାନ୍ତ ଏବଂ ତାଙ୍କ ପତ୍ନୀ ପୁଷ୍ପଵତୀ ମହାନ୍ତ ଗତ  ୨୬/୦୫/୨୫ ରେ ରାତିରେ ଖିଆପିଆ ଶୋଇଥିବାବେଳେ  ତାଙ୍କର  ୧୫ ବର୍ଷ ର ଝିଅ  ଘର ଛାଡ଼ି ପଳାଇଥିଲେ ।ଏହାକୁ ନେଇ ସେମାନେ ଵହଳଦା ଥାନାରେ ୨୮/୦୫ /୨୫ ତାରିଖରେ ଝିଅ ଅପହରଣ ମାମଲା ନେଇ ଲିଖିତ ଅଭିଯୋଗ କରିଥିଲେ ।ତାଙ୍କ ନାବାଳିକା ଝିଅକୁ ରାଇରଙ୍ଗପୁର ଟାଉନ ଥାନା ଅନ୍ତର୍ଗତ ଦାଣ୍ଡବୋଷ ଗ୍ରାମର‌  ଖଳା ପାତ୍ରଙ୍କ ପୁଅ […]

Read More Text.
Img 20250715 wa0214

ବିଜୁ ଜନତା ଦଳ ପକ୍ଷରୁ ବିକ୍ଷୋଭ ଓ କୁଶ ପୁତ୍ତଳିକା ଦାହ

ବାରିପଦା : ଫକିର ମୋହନ କଲେଜ ଛାତ୍ରୀ ସୌମ୍ଯାଶ୍ରୀ ବିଶି(୨୦) ଙ୍କ ଆତ୍ମାହୂତି ଘଟଣାରେ ବାମନଘାଟି  ଉପଖଣ୍ଡ ଵିଜେଡି ର ସମସ୍ତ ଶାଖା ତରଫରୁ ଆଜି ମଙ୍ଗଳବାର ଅପରାହ୍ନ ୫ ଘଟିକା ରେ ସ୍ଥାନୀୟ ଦୁର୍ଗା ମଣ୍ଡପ ଛକରେ ବିକ୍ଷୋଭ କରାଯିବା ସହ ଅଧଘଣ୍ଟାଏ ଜାତୀୟ ରାଜପଥ ରୋକ କରାଯାଇଥିଲା ।ବିଶେଷ କରି ଛାତ୍ରୀଙ୍କୁ ଦୁଃଖଦ ମୃତ୍ୟୁ ପାଇଁ ବିଜେଡି ପକ୍ଷରୁ କଲେଜ ଅଧ୍ୟକ୍ଷ ଦିଲିପ ଘୋଷ,ଏଡୁକେସନ ଅଧ୍ୟାପକ ଯୌନପିପାଷୁ ସମୀର ସାହୁ,,ସହଦେବ ଖୁଣ୍ଟା ଥାନାଧିକାରୀ ଅଜୟ ମୁର୍ମୁ,,ବାଲେଶ୍ଵର […]

Read More Text.
Img 20250715 wa0192

ଭଞ୍ଜସେନା ପକ୍ଷରୁ ମିଶ୍ରଣ ପର୍ବ ଅନୁଷ୍ଠିତ

ବାରିପଦା-  ତା ୧୫/୦୭/ ଆଜି ବାରିପଦା ଠାରେ ଜିଲ୍ଲା ର  ଅଗ୍ରଣୀ ତଥା ଅଣ ରାଜନୈତିକ ସଙ୍ଗଠନ ଭଞ୍ଜସେନା ପକ୍ଷରୁ ଏକ ବିଶାଳ ଯୁବ ଛାତ୍ର ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇ ଯାଇଛି l ମୟୁରଭଞ୍ଜ ମାଟି ଓ ମୟୂରଭଞ୍ଜ ବାସୀ ଙ୍କ ସ୍ବାର୍ଥ ପାଇଁ ଭଞ୍ଜସେନା ର ୨୭ ବର୍ଷ  ନିରବଚ୍ଛିନ୍ନ ଆନ୍ଦୋଳନ ପାଇଁ ଅନୁପ୍ରାଣୀତ ହୋଈ ବାଙ୍ଗିରିପୋଷି ଅଞ୍ଚଳ, ବାରିପଦା ଆଖପାଖ ଅଞ୍ଚଳ ତଥା ବାରିପଦା ସହର ର ବିଭିନ୍ନ ୱାର୍ଡ ଅଞ୍ଚଳ ର, […]

Read More Text.
Img 20250715 wa0213

ଜିଲ୍ଲା ସ୍ତରୀୟ କୃଷି ନୀତି ନିର୍ଧାରଣ କମିଟି ବୈଠକ ଅନୁଷ୍ଠିତ

ଆନୁମାନିକ ମୋଟ ୪,୦୬,୬୨୦ ହେକ୍ଟର ଜମିରେ ଖରିଫ ଫଷଲ ପାଇଁ ଲକ୍ଷ୍ୟ ଧାର୍ଯ୍ୟ ବାରିପଦା: ମୟୂରଭଞ୍ଜ ଜିଲ୍ଲାରେ ଚଳିତ ୨୦୨୫ ବର୍ଷ ଖରିଫ ଫସଲ ଚାଷ ପାଇଁ ଜିଲ୍ଲା ସ୍ତରୀୟ କୃଷିନୀତି ନିର୍ଦ୍ଧାରଣ କମିଟି ବୈଠକ ଆଜି ଅପରାହ୍ନରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ସମ୍ମିଳନୀ କକ୍ଷଠାରେ ଜିଲ୍ଲାପାଳ ଶ୍ରୀ ହେମକାନ୍ତ ସୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇ ଯାଇଛି. ଉକ୍ତ ବୈଠକରେ ଆଇ ଏ ଏସ ପ୍ରୋବେସନର ମିସ କାଶିଷ ବକ୍ସି, ଭାରପ୍ରାପ୍ତ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ […]

Read More Text.