Img 20250718 wa0121

ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟରେ ୫ଟି ଡିଷ୍ଟାନ୍‌ସ୍‌ କୋର୍ସକୁ ୟୁଜିସିର ମଞ୍ଜୁରୀ

ବାରିପଦା  : ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ଵବିଦ୍ୟାଳୟର ୫ଟି ଡିଷ୍ଟାନ୍‌ସ୍‌ କୋର୍ସକୁ ୟୁଜିସିର ମଞ୍ଜୁରୀ ମିଳିଛି । ଏହି ବିଷୟକୁ ନେଇ ୟୁଜିସିର ଏକ ଇମେଲ୍‌ ବିଶ୍ୱବିଦ୍ୟାଳୟକୁ ହସ୍ତଗତ ହୋଇଛି । ଓଡ଼ିଆ, ସଂସ୍କୃତ, ଇଂରାଜୀ, ଅର୍ଥନୀତି ଓ ସାମାଜିକ କାର୍ଯ୍ୟରେ ସ୍ନାତକୋତ୍ତର ପାଠ୍ୟକ୍ରମ ପାଇଁ ଏହି ମଞ୍ଜୁରୀ ମିଳିଛି ।  ସୂଚନାଯୋଗ୍ୟ ଯେ ୨୦୧୯ ପରଠୁ ବିଶ୍ଵବିଦ୍ୟାଳୟରେ ଡିଷ୍ଟାନ୍‌ସ୍‌ କୋର୍ସ ଚାଲି ନ ଥିଲା । ବିଶ୍ଵବିଦ୍ୟାଳୟର କୂଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀଙ୍କର ପ୍ରଶାସନିକ […]

Read More Text.
Img 20250718 wa0127

ବାଙ୍ଗିରିପୋଷି ବିଧାନସଭା ନିର୍ବାଚନ ମଣ୍ଡଳୀ ଉନ୍ନୟନ ସମିତି ବୈଠକ

ବିଧାୟିକା ବାଙ୍ଗିରିପୋଷି ସୁଶ୍ରୀ ସଞ୍ଜଳୀ ମୁର୍ମୁଙ୍କ ଅଧ୍ୟକ୍ଷତାରେ ସମୀକ୍ଷା ବୈଠକ ବାରିପଦା : ଆଜି ମୟୁରଭଞ୍ଜ ଜିଲ୍ଲା ଶାମାଖୁଣ୍ଟା ପଂଚାୟତ ସମିତି ସମ୍ମିଳନୀ କକ୍ଷ ଠାରେ  ବିଧାୟିକା , ବାଙ୍ଗିରିପୋଷି ସୁଶ୍ରୀ ସଞ୍ଜଳୀ ମୁର୍ମୁଙ୍କ ଅଧ୍ୟକ୍ଷତାରେ ବାଙ୍ଗରିପୋଷୀ ବିଧାନସଭା ନିର୍ବାଚନ ମଣ୍ଡଳୀ ଉନ୍ନୟନ ସମିତିର ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକ ରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ବିଭୁତି ଭୂଷଣ ନାୟକ,ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀ ଧର୍ମାନନ୍ଦ ବେହେରା,  […]

Read More Text.
Img 20250718 wa0120

ଭିନ୍ନକ୍ଷମ ଙ୍କୁ ଦୁଷ୍କର୍ମ ଅଭିଯୋଗରେ ଅଭିଯୁକ୍ତ କୁ ଦଶ ବର୍ଷ ସଶ୍ରମ କାରାଦଣ୍ଡ ସମେତ ଜୋରିମାନା

ବାରିପଦା: ଆଜି ଏକ ଦୁଷ୍କର୍ମ ସଂକ୍ରାନ୍ତୀୟ ମାମଲାର ବିଚାର କରି ମାନ୍ୟବର ଅତିରିକ୍ତ ଜିଲ୍ଲା ଓ ଦୌରାଜଜ (ପ୍ରଥମ) ତଥା ସ୍ପେଶାଲ ଜଜ ସତ୍ୟନାରାୟଣ ପାତ୍ର ଅଭିଯୁକ୍ତ  ମୟୁରଭଞ୍ଜ ଜିଲ୍ଲା ବୈଶିଙ୍ଘା ଥାନା ଅନ୍ତର୍ଗତ ଅଁଳା ଗ୍ରାମର ର ଭୁଷୁ ଏଲିଏସ ଦୁର୍ୟୋଧନ ମହାନ୍ତ (62) କୁ  ଦଶ ବର୍ଷ ସଶ୍ରମ କାରାଦଣ୍ଡ ସମେତ ପଚାଶ ହଜାର ଟଙ୍କା ଜୋରିମାନା ଅନାଦେୟ ଅଧିକ ଛଅ ମାସ ସଶ୍ରମ କାରାଦଣ୍ଡ ରେ ଦଣ୍ଡିତ କରିଛନ୍ତି l ଏଥି ସହିତ […]

Read More Text.
Dog

କୁକୁର କାମୁଡ଼ାରେ ୩ ଆହତ

ଆଗରପଡ଼ା :ଆଗରପଡ଼ା ସରକାରୀ ବାଳିକା ହାଇସ୍କୁଲରେ ଏକ ପାଗଳା କୁକୁର କାମୁଡ଼ାରେ ୩ଜଣ ଆହତ ହୋଇଥିବାର ଜଣାପଡ଼ିଛି । ଶୁକ୍ରବାର ପିଲାଙ୍କ ଖେଳ ଛୁଟି ବେଳେ ପିଲାମାନେ ମଧ୍ୟାହ୍ନଭୋଜନ ପାଇଁ ପ୍ରସ୍ତୁତ ହେଉଥିଲେ । ହଠାତ ଏହି ସମୟରେ ଜନୈକା ନବମ ଶ୍ରେଣୀ ଛାତ୍ରୀଙ୍କୁ କୁକୁର କାମୁଡ଼ି ଥିଲା । ଏହା ଦେଖି ବରିଷ୍ଠ ସହାୟକ ଶିକ୍ଷକ ଅଜିତ ରାଉଳ ବାହାରକୁ ଆସି କୁକୁରକୁ ଘଉଡାଇବା ସମୟରେ ତାଙ୍କୁ ମଧ୍ୟ କୁକୁର କାମୁଡ଼ି ଥିଲା ।ସେଠାରେ ଥିବା […]

Read More Text.
Photo1 for the news of school

ONN ପ୍ରଭାବ: ଖବର ପ୍ରକାଶ ପରେ ବିଡ଼ିଓଙ୍କ କ୍ଷେତ୍ର ପରିଦର୍ଶନ, ନିଷିଦ୍ଧାଚଂଳ ଘୋଷଣା ହେଲା ବିପଦସଙ୍କୁଳ ଗୃହ

ଆଗରପଡ଼ା : ଗତ ୧୫ ତାରିଖ ମଙ୍ଗଳବାର “ପୁରୁଷଣ୍ଢ ନୋଡ଼ାଲ ବିଦ୍ୟାଳୟ;ଶ୍ରେଣୀଗୃହ ଓ ପିଲାଙ୍କ ଜୀବନ ପ୍ରତି ପୁରୁଣା ଗଛ ବିପଦ;କାର୍ଯ୍ୟାନୁଷ୍ଠାନ ପାଇଁ ବିଭାଗୀୟ ଅଧିକାରୀଙ୍କୁ ପତ୍ର”ଶୀର୍ଷକ ଖବର ‘ଓଏନଏନ’ରେ ପ୍ରକାଶ ପାଇଥିଲା । ପରେ ଉକ୍ତ ଖବର ବିଭିନ୍ନ ଗଣ ମାଧ୍ୟମରେ ପ୍ରକାଶ ପାଇଥିଲା । ଖବର ପ୍ରକାଶ ପାଇବା ପରେ ସାଂସଦ ଜିଲ୍ଲାପାଳଙ୍କୁ ‘ଏକ୍ସ’ରେ ବିହିତ କାର୍ଯ୍ୟାନୁଷ୍ଠାନ ପାଇଁ ଅବଗତ କରାଇଥିଲେ । ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଶୁକ୍ରବାର ବନ୍ତ ବ୍ଲକ ଉନ୍ନୟନ ଅଧିକାରୀ ସୀତାକାନ୍ତ […]

Read More Text.
High

ଶିକ୍ଷାନୁଷ୍ଠାନରେ ମହିଳା ସହାୟତା ନମ୍ବର ୧୮୧ ପ୍ରଦର୍ଶନ ପାଇଁ କଡ଼ା ନିର୍ଦ୍ଦେଶ

ଭୁବନେଶ୍ୱର: ବାଲେଶ୍ବର ଫକୀର ମୋହନ ସ୍ବୟଂଶାସିତ ମହାବିଦ୍ୟାଳୟରେ ଛାତ୍ରୀ ଆତ୍ମାହୁତି ଓ ମୃତ୍ୟୁ, ସମ୍ବଲପୁରସ୍ଥିତ ଗଙ୍ଗାଧର ମେହେର ବିଶ୍ବବିଦ୍ୟାଳୟର ବିଏଡ୍‌ ଛାତୀଙ୍କୁ ବିବାହର ପ୍ରତିଶ୍ରୁତି ଶାରୀରିକ ସଂପର୍କ ଭଳି ଘଟଣା ପରେ ରାଜ୍ୟ ସରକାର ସତର୍କ ହୋଇ ପ୍ରତିକାର ସ୍ବରୂପ ପଦକ୍ଷେପ ନେଇଛନ୍ତି। ଶିକ୍ଷାନୁଷ୍ଠାନରେ ମହିଳାମାନେ ଯେପରି ନିର୍ଯାତନ ନହେବେ‌ ସେଥିପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିଛନ୍ତି। ଏନେଇ ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ଅଧୀନରେ ରହିଥିବା ସମସ୍ତ ବିଶ୍ୱବିଦ୍ୟାଳୟ, ସରକାରୀ ମହାବିଦ୍ୟାଳୟ, ଅନୁଦାନ ପ୍ରାପ୍ତ ମହାବିଦ୍ୟାଳୟ […]

Read More Text.
Bod

ଟଲି ମାଗି ଝିଅର ମୃତଦେହକୁ ଡାକ୍ତରଖାନା ନେଲେ ବାପା

ବାଲିଆପାଳ : ପୁଣି  ଥରେ ଶବକୁ ଅସମ୍ମାନ କରାଯାଇଛି। ରଶି ଲଗାଇ ଆତ୍ମହତ୍ୟା କରିଥିବା ଝିଅର ଶବ ବ୍ୟବଚ୍ଛେଦ ପାଇଁ ଟଙ୍କା ନଥିବା ଯୋଗୁଁ ଟଲି ସାହାଯ୍ୟରେ ଘରଠାରୁ ୬ କିଲୋମିଟର ଦୂର ଡାକ୍ତରଖାନାକୁ ନେଇଛି ଗରିବ ଆଦିବାସୀ ବାପା । ଏଭଳି ଏକ ଘଟଣା ଘଟିଛି ବାଲିଆପାଳ ବ୍ଲକ ଦେଉଳା  ପଞ୍ଚାୟତ ବିନ୍ଧାଣିସାହି ଗ୍ରାମରେ । ସୂଚନାରୁ ପ୍ରକାଶ ବିନ୍ଧାଣିସାହି ଗ୍ରାମର ମଧୁବିନ୍ଧାଣୀଙ୍କ ଝିଅ ନନ୍ଦିନୀ(୧୮)  କୌଣସି କାରଣରୁ ରାଗିଯାଇ  ଘର ନିକଟରୁ ୫୦୦ମିଟର ଦୂର […]

Read More Text.
Screenshot 2025 07 10 104229 1 1

ହୀରାକୁଦ ଡ୍ୟାମର ପୁଣି ଖୋଲିଲା ୨ଟି ଗେଟ୍‌

ସମ୍ବଲପୁର: ପୁଣି ଖୋଲିଲା ହୀରାକୁଦ ଜଳଭଣ୍ଡାରର ଆଉ ୨ଟି ଗେଟ୍ । ଜଳଭଣ୍ଡାର ମଧ୍ୟକୁ ବନ୍ୟାଜଳ ପ୍ରବେଶ ପରିମାଣ ବୃଦ୍ଧି ପାଉଥିବାରୁ ଶୁକ୍ରବାର ଅପରାହ୍ନରେ ୨ଟି ସ୍ଲୁଇସ୍‌ ଗେଟ୍‌ କୁ ଖୋଲିଦିଆଯାଇଛି । ବର୍ତ୍ତମାନ ମୋଟ ୪ଟି ସ୍ଲୁଇସ୍‌ ଗେଟ୍‌ ଜରିଆରେ ମହାନଦୀକୁ ଅତିରିକ୍ତ ବନ୍ୟାଜଳ ନିଷ୍କାସନ କରାଯାଉଛି । ସୂଚନା ଅନୁସାରେ, ଅଧିକ ପରିମାଣର ବନ୍ୟାଜଳ ପ୍ରବେଶ ଯୋଗୁ ଜଳଭଣ୍ଡାରର ଜଳପତ୍ତନ ବୃଦ୍ଧି ପାଇ ଅପରାହ୍ନ ସାଢ଼େ ୩ଟାର ସୂଚନା ଅନୁସାରେ ୬୧୦. ୪୭ ଫୁଟରେ […]

Read More Text.
Congress bhavan 1

ଆସନ୍ତା ୨୪ ତାରିଖରେ ରାଜ୍ୟ ସାରା କଂଗ୍ରେସ ପାଳନ କରିବ ଶ୍ରଦ୍ଧାଞ୍ଜଳି ଦିବସ

ଭୁବନେଶ୍ବର:ଖୁବ୍ ଶୀଘ୍ର କଂଗ୍ରେସ ଭବନରେ ଖୋଲିବ ମହିଳା ଅଭିଯୋଗ ପ୍ରକୋଷ୍ଠ। ଏହାଛଡ଼ା ଏକ ସ୍ୱତନ୍ତ୍ର ମହିଳା ସୁରକ୍ଷା ଆପ୍ ବି ଲଞ୍ଚ କରିବ କଂଗ୍ରେସ। ଏହାଛଡ଼ା ଆସନ୍ତା ୨୪ ତାରିଖ ଦିନ ରାଜ୍ୟ ସାରା କଂଗ୍ରେସ ପାଳନ କରିବ ଶ୍ରଦ୍ଧାଞ୍ଜଳି ଦିବସ। ଏନେଇ ପିସିସି ସଭାପତି ଭକ୍ତ ଦାସ ବଡ଼ ଘୋଷଣା କରିଛନ୍ତି। ସେ କହିଛନ୍ତି, ରାଜ୍ୟରେ ଅସୁବିଧାରେ ଥିବା ମହିଳାମାନେ ଏହି ଆପ୍‌ରେ ଆସି ଅଭିଯୋଗ କରି ପାରିବେ। ମହିଳାଙ୍କ ଅସୁବିଧା କଂଗ୍ରେସ ସମାଧାନ କରିବ। […]

Read More Text.
Untitled 1 41

ଏଫଏମ କଲେଜ ଛାତ୍ରୀ ମୃତ୍ୟୁ ଘଟଣା; ୨୧ରୁ ବିଜେଡିର ଆରଡିସି ସ୍ତରୀୟ ବିକ୍ଷୋଭ

ଭୁବନେଶ୍ୱର: ସୌମ୍ୟାଶ୍ରୀ ଆତ୍ମାହୂତି ଘଟଣାରେ ତାଙ୍କ ମୃତ୍ୟୁ ପାଇଁ ବ୍ୟବସ୍ଥାଗତ ବିଫଳତାକୁ ଦାୟୀ କରି ଓ ପୀଡ଼ିତାଙ୍କୁ ନ୍ୟାୟ ପ୍ରଦାନ ଦାବିରେ ବିଜୁ ଜନତା ଦଳ ତରଫରୁ ବିଭିନ୍ନ ଆନ୍ଦୋଳନାତ୍ମକ କାର୍ଯ୍ୟକ୍ରମ ଜାରି ରହିଥିବା ବେଳେ, ଆସନ୍ତା ଜୁଲାଇ ୨୧ ତାରିଖରେ ଦଳ ତରଫରୁ ରାଜ୍ୟର ସମସ୍ତ ଆରଡିସି ଅଫିସ ଘେରାଉ କାର୍ଯ୍ୟକ୍ରମ ହେବ ବୋଲି ଆଜି ଦଳ ତରଫରୁ ସୂଚନା ଦିଆଯାଇଛି। ଶଙ୍ଖ ଭବନ ଠାରେ ଆଜି ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ, ଦଳର ବରିଷ୍ଠ ଉପସଭାପତି […]

Read More Text.