Po

ଆସୁନି ଚିଠି କି ଶୁଭୁନି ଡ଼ାକବାଲାର ସ୍ୱର, ପୋଷ୍ଟମ୍ୟାନଙ୍କ ଜାଗା ନେଇଛି ସ୍ମାର୍ଟଫୋନ

ଆଗରପଡ଼ା :ଦିନଥିଲା ଗାଁ ହେଉ ଅବା ସହରର ସାହି ବସ୍ତିରେ ଡାକବାଲାକୁ ଦେଖିଲେ ଲୋକେ ଘରୁ ବାହାରକୁ ଦୌଡି ଆସୁଥିଲେ । ଆମର କିଛି ଚିଠି ପତ୍ର ଆସିଛି କି ସେ ସଂକ୍ରାନ୍ତରେ ପଚାରି ବୁଝୁଥିଲେ । ସମୟ ବଦଳିବା ସହିତ ଲୋକଙ୍କ ସାମାଜିକ ଚଳଣିରେ ମଧ୍ୟ ପରିବର୍ତ୍ତନ ହେବାରେ ଲାଗିଛି । ବିଗତ କିଛି ବର୍ଷ ହେଲା ଚିଠି ପତ୍ରର ସ୍ଥାନ ନେଇଛି ସ୍ମାର୍ଟ ଫୋନ୍ । ଯାହା ଫଳରେ ଡିଜିଟାଲ୍ ଦୁନିଆରେ ଡାକବାକ୍ସ ସାଧାରଣ […]

Read More Text.
Photo for the news of computer in school

ଶିକ୍ଷାନୁଷ୍ଠାନରେ ବ୍ୟବହାର ହୋଇ ନପାରି କମ୍ପ୍ୟୁଟର ଖତ ଖାଉଛି

ଆଗରପଡ଼ା :ସରକାର ବିଭିନ୍ନ ପ୍ରକାର ଯୋଜନା ମାଧ୍ୟମରେ ଶିକ୍ଷା ବ୍ୟବସ୍ଥାରେ ସଂସ୍କାର ଆଣିବା ପାଇଁ ଚେଷ୍ଟିତ ହେଉଥିବା ବେଳେ ବିଭାଗୀୟ ଅଧିକାରୀଙ୍କ ଦୂର ଦୃଷ୍ଟିର ଅଭାବଯୋଗୁଁ ଏହା ସଫଳ ହେବା ପରିବର୍ତ୍ତେ ବିଫଳ ହେବାରେ ଲାଗିଛି । ଯେପରିକି କମ୍ପ୍ୟୁଟର ଯୁଗରେ ପିଲାଙ୍କୁ ଯୁଗ ସହିତ ତାଳ ଦେଇ ଚାଲିବା ପାଇଁ କଲେଜ, ହାଇସ୍କୁଲ, ପ୍ରାଇମେରୀ ,ଅପର ପ୍ରାଇମେରୀ ସ୍କୁଲକୁ ପ୍ରାକ୍ତନ ରାଜ୍ୟସଭା ସାଂସଦ ନିଜସ୍ୱ ପାଣ୍ଠି ଅନୁଦାନରେ କମ୍ପ୍ୟୁଟର ଯୋଗାଇ ଦେଇଥିଲେ କିନ୍ତୁ ଏହାକୁ ଚଲାଇବା […]

Read More Text.
Bik

ନାବାଳକଙ୍କ ହାତରେ ବାଇକ୍‌, ସଚେତନତାରେ ଅଟକିଛି କାର୍ଯ୍ୟାନୁଷ୍ଠାନ

ଆଗରପଡ଼ା, :ଦିନକୁ ଦିନ ବେପରୁଆ ଗାଡି ଚାଳନା ବୃଦ୍ଧି ପାଇବାରେ ଲାଗିଛି । କାହାରିକୁ ନମାନି ବେପରୁଆ ଭାବେ ଦୃତ ଗତିରେ ଗାଡ଼ି ଚଳାଇବାରେ ମୁଖ୍ୟତଃ ପିଲାମାନଙ୍କୁ ଦେଖିବାକୁ ମିଳୁଛି । ପିଲାଙ୍କ ହାତରେ ଅଭିଭାବକମାନେ ବାଇକ୍ ଚାବି ଧରାଇଦେବା ପରେ ସେମାନେ ଆଉ କାହାରିକୁ ମାନୁନାହାନ୍ତି । ନିୟମିତ ଏଭଳି ବାଇକ୍ ଚାଳନା ପାଇଁ ଅନ୍ୟ ପଥଚାରୀ ଦୁର୍ଘଟଣାର ଶିକାର ହେଉଛନ୍ତି । ସଡ଼କ ଦୁର୍ଘଟଣା ସବୁଠି ଚିନ୍ତାର କାରଣ ହୋଇଛି ଓ ଭଦ୍ରକ ଜିଲ୍ଲା […]

Read More Text.
Photo2 for the news of plastic

୨୨ ବର୍ଷ ପରେବି ପାଳିତ ହେଉନି ହାଇକୋର୍ଟଙ୍କ ନିର୍ଦ୍ଦେଶ, ପଲିଥିନ୍ କାରବାରରେ ଲାଗୁନି ରୋକ୍

ଆଗରପଡ଼ା :ପରିବେଶ ପ୍ରଦୂଷଣ ହେବାର କାରଣ ଅନେକ ଥିବା ବେଳେ ପଲିଥିନ ଏକ ମୁଖ୍ୟ କାରଣ ସାଜିଛି । ଏହାକୁ ନଜରକୁ ନେଇ ମାନ୍ୟବର ହାଇକୋର୍ଟ ୨୦୦୨ ମସିହା ରେ ପଲିଥିନ ବ୍ୟବହାର କୁ ବିରୋଧ କରିବା ସହ ଏହା ବିରୁଦ୍ଧରେ କଡ଼ା କଡ଼ି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ । ପରେ ରାଜ୍ୟ ସରକାର ଏହାର ବ୍ୟବହାର ପାଇଁ ନିଷେଧାଜ୍ଞା ଜାରି ମଧ୍ୟ କରିଛନ୍ତି । କିନ୍ତୁ ଇତି ମଧ୍ୟରେ […]

Read More Text.
Erew

ବଜ୍ରାଘାତରେ ଚାଷୀଙ୍କ ମୃତ୍ୟୁ

ଆଗରପଡ଼ା :ବନ୍ତ ବ୍ଲକ ଆଡ଼ିଆ ପଂଚାୟତ ଅନ୍ତର୍ଗତ ଜିରିଣା ଗ୍ରାମର ଚନ୍ଦ୍ରଶେଖର ଯେନାଙ୍କ ବଜ୍ରାଘାତରେ ମୃତ୍ୟୁ ଘଟିଥିବାର ଜଣାପଡ଼ିଛି । ସେ ଚାଷଜମିରେ କାର୍ଯ୍ୟ କରୁଥିବାବେଳେ ହଠାତ ବର୍ଷା ସହ ବଜ୍ରପାତ ଆରମ୍ଭ ହୋଇଥିଲା ।ଏହା ଦେଖି ଚନ୍ଦ୍ରଶେଖର ଘରମୁହା ହେଉ ଥିବାବେଳେ ହଠାତ ତାଙ୍କ ଉପରେ ବଜ୍ରାଘାତ ହୋଇଥିଲା । ଚିକିତ୍ସା ପାଇଁ ତାଙ୍କୁ ବନ୍ତ ମେଡିକାଲକୁ ନିଆ ଯାଇଥିଲା ।ସେଠାରେ ଡାକ୍ତର ତାଙ୍କୁ ମୃତ ବୋଲି ଘୋଷଣା କରିଥିଲେ ।ଏହି ଖବର ପାଇ ପ୍ରାକ୍ତନ […]

Read More Text.
Omf

୨୦୩୬ ସୁଦ୍ଧା ଦୁଗ୍ଧ ଉତ୍ପାଦନ ଦ୍ୱିଗୁଣିତ କରିବାକୁ ସଙ୍କଳ୍ପ, ଏନଡିଡିବି ଏବଂ ଓମଫେଡ୍ ମଧ୍ୟରେ ଚୁକ୍ତି ସ୍ୱାକ୍ଷରିତ

ଭୁବନେଶ୍ୱର: ଓମଫେଡ୍ ଡେରୀ ପ୍ଲାଣ୍ଟର କର୍ମଚାରୀ ମାନଙ୍କ ପାଇଁ ୬୨ଟି କ୍ୱାର୍ଟର, ମିଲ୍କ ପାଉଡର ପ୍ୟାକିଙ୍ଗ ମେସିନ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏହି ଅବସରରେ ଆଜି କଟକ ଠାରେ ନ୍ୟାସନାଲ ଡେରୀ ଡେଭଲପମେଣ୍ଟ ବୋର୍ଡ (ଏନ୍‌.ଡି.ଡି.ବି) ଏବଂ ଓମ୍‌ଫେଡ ମଧ୍ୟରେ ଅନୁଷ୍ଠିତ ଚୁକ୍ତିନାମା ସ୍ବାକ୍ଷରିତ ହୋଇଛି । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଓଡ଼ିଶାରେ ଶ୍ୱେତ ବିପ୍ଲବର କର୍ଣ୍ଣଧାର ହେଉଛି ଓମଫେଡ୍‍ । ରାଜ୍ୟର ଦୁଗ୍ଧ ଚାଷୀଙ୍କୁ ସ୍ୱାବଲମ୍ବୀ କରିବା ସହିତ ଦୁଗ୍ଧ […]

Read More Text.
Aiims

ଏମ୍‌ସ ରେ ଚିକିତ୍ସାଧୀନ ବଳଙ୍ଗା ନାବାଳିକା ପୀଡିତାଙ୍କ ବୟାନ ରେକର୍ଡ

ଭୁବନେଶ୍ବର: ଦୁର୍ବୃତ୍ତଙ୍କ ଦ୍ବାରା ଦେହରେ ନିଆଁ ଲାଗିଲା ପରେ ଏମ୍‌ସ ଭୁବନେଶ୍ବରରେ ଚିକିତ୍ସାଧୀନ ନାବାଳିକାର ବୟାନ ରେକର୍ଡ କରାଯାଇଛି। ପୁରୀଜିଲ୍ଲା ବଳଙ୍ଗା ଟିମ୍‌ ମାଜିଷ୍ଟ୍ରେଟ୍‌ଙ୍କ ଉପସ୍ଥିତିରେ ନାବାଳିକା ବୟାନ ଦେଇଛନ୍ତି। ୧୮୦ବିଏନ୍‌ଏସ୍‌ଏସ୍‌ରେ ବୟାନ ରେକର୍ଡ କରାଯାଇଥିବା ଜଣାଯାଇଛି। ଏହା ପୂର୍ବରୁ ନାବାଳିକାଙ୍କ ପୀଡିତାଙ୍କ ମା’ ମୁହଁ ଖୋଲିଛନ୍ତି। ଆଜି ଅପରାହ୍‌ଣରେ ପୀଡ଼ିତାଙ୍କ ମା’ ବଳଙ୍ଗା ଥାନାରେ ଏତଲା ଦେଇଛନ୍ତି। ପୀଡ଼ିତାଙ୍କ ମା’ଙ୍କ ଏତଲା କ୍ରମେ ପୁଲିସ ମାମଲା ରୁଜୁ କରିଛି। ପୁରୀ ଆରକ୍ଷୀ ଅଧୀକ୍ଷକ ପିନାକ ମିଶ୍ର […]

Read More Text.
Mohan majhi cm

ମୁଖ୍ୟମନ୍ତ୍ରୀ କଲେ ବଡ଼ ଘୋଷଣା, ଶିକ୍ଷାନୁଷ୍ଠାନରେ ଛାତ୍ରୀଙ୍କ ସୁରକ୍ଷା ପାଇଁ ‘ଶକ୍ତିଶ୍ରୀ’ କାର୍ଯ୍ୟକ୍ରମ

ଭୁବନେଶ୍ବର: ଗୋଟିଏ ସପ୍ତାହ ମଧ୍ୟରେ ରାଜ୍ୟରେ ଦୁଇଟି ସମ୍ବେଦନଶୀଳ ଘଟଣା ଘଟିଲା ପରେ ରାଜ୍ୟ ସରକାର ସତର୍କ ହୋଇଛନ୍ତି। ମହିଳା ଓ ଛାତ୍ରୀଙ୍କ ସୁରକ୍ଷାକୁ ଗୁରୁତ୍ବ ଦେବା ପାଇଁ ନୂଆ ଯୋଜନା ଆରମ୍ଭ କରିବାକୁ ଯାଉଛନ୍ତି। ରାଜ୍ୟ ସରକାର ଖୁବ ଶୀଘ୍ର ‘ଶକ୍ତିଶ୍ରୀ’ ଯୋଜନା ଆରମ୍ଭ କରିବାକୁ ଯାଉଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, ରାଜ୍ୟ ସରକାର  ନାଗରିକର ଅଧିକାର ଓ କର୍ତ୍ତବ୍ୟକୁ କାର୍ଯ୍ୟକାରୀ କରିବା ପାଇଁ […]

Read More Text.
4056202 balanga police

ବଳଙ୍ଗା ନାବାଳିକାକୁ ନିଆଁ ଲଗାଇବା ମାମଲା: ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କଲେ ପୀଡ଼ିତାଙ୍କ ମା’

ଭୁବନେଶ୍ବର: ପୁରୀଜିଲ୍ଲା ବଳଙ୍ଗା ଅଞ୍ଚଳରେ ନାବାଳିକାଙ୍କ ଦେହରେ ନିଆଁ ଲଗାଇବା ମାମଲାରେ ପୀଡିତାଙ୍କ ମା’ ମୁହଁ ଖୋଲିଛନ୍ତି। ଆଜି ଅପରାହ୍‌ଣରେ ପୀଡ଼ିତାଙ୍କ ମା’ ବଳଙ୍ଗା ଥାନାରେ ଏତଲା ଦେଇଛନ୍ତି। ପୀଡ଼ିତାଙ୍କ ମା’ଙ୍କ ଏତଲା କ୍ରମେ ପୁଲିସ ମାମଲା ରୁଜୁ କରିଛି। ଅଭିଯୋଗରେ ପୀଡ଼ିତାଙ୍କ ମା’ କହିଛନ୍ତି, ଝିଅକୁ ପୋଡ଼ି ମାରି ଦେବାକୁ ଉଦ୍ୟମ କରାଯାଇଥିଲା। ଆଜି ପୂର୍ବାହ୍‌ଣରେ ଝିଅ ତାର ବଡ଼ବାପାଙ୍କ ଘରକୁ ଯାଉଥିଲା। ଏହି ସମୟରେ ପୂର୍ବରୁ ଟାର୍ଗେଟ କରିଥିବା ଦୁର୍ବୃତ୍ତମାନେ ଅପହେରଣ କରିଥିଲେ। ତିନି […]

Read More Text.
Rain

ଆସୁଛି ବଡ଼ ବର୍ଷା, ୧୦ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି

ଭୁବନେଶ୍ୱର :  ପୁଣି ଭିଜିବ ଓଡିଶା। ଆସୁଛି ବଡ଼ ବର୍ଷା ।  ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଆଉ ଏକ ଲଘୁଚାପ ।  ଆସନ୍ତା ୨୪ ତାରିଖରେ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇ ଏକ ଲଘୁଚାପ କ୍ଷେତ୍ରରେ ପରିଣତ ହେବ ।  ଉତ୍ତର ବଙ୍ଗୋପସାଗର ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ସୃଷ୍ଟି ହେବ ଲଘୁଚାପ ।  ପରେ ଅଧିକ ଘନୀଭୂତ ହୋଇ ଅବପାତରେ ପରିଣତ ହୋଇପାରେ ।  ଲଘୁଚାପ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଗତି କରିବା ସମ୍ଭାବନା ଥିବାରୁ ପ୍ରଥମେ ଉତ୍ତର ଓଡ଼ିଶାରେ […]

Read More Text.