Kail

ଗତ ୫ବର୍ଷ ମଧ୍ୟରେ କୈଳାସ ପର୍ବତରେ ହେଉଥିବା ପରିବର୍ତ୍ତନ ବଡ଼ଚିନ୍ତାର କାରଣ ପାଲଟିଛି

ନୂଆଦିଲ୍ଲୀ: ପାଞ୍ଚ ବର୍ଷର ବ୍ୟବଧାନ ପରେ ସିକ୍କିମର ନାଥୁଲା ଗିରିପଥ ଦେଇ କୈଳାସ ମାନସରୋବର ଯାତ୍ରା ପୁଣି ଥରେ ଆରମ୍ଭ ହୋଇଛି । ୨୦୨୦ରେ ଭାରତ ଓ ଚୀନ ମଧ୍ୟରେ ହୋଇଥିବା ଗଲଓ୍ବାନ ସଂଘର୍ଷ ପରେ କୈଳାସ ମାନସରୋବର ଯାତ୍ରାକୁ ବନ୍ଦ କରି ଦିଆଯାଇଥିଲା । ଉଭୟ ଦେଶ ମଧ୍ୟରେ ସଂପର୍କରେ ଉନ୍ନତି ଆସିବା ପରେ ଗତ ଜାନୁଆରି ମାସରେ ପୁଣି କୈଳାସ ମାନସରୋବର ଯାତ୍ରା ଆରମ୍ଭ କରିବାକୁ ଭାରତ ଓ ଚୀନ ରାଜି ହୋଇଥିଲେ। ଗତଶୁକ୍ରବାର […]

Read More Text.
Otet

OTET ପରୀକ୍ଷା ବନ୍ଦ ପରେ ନିରାଶ ହେଲେ ପରୀକ୍ଷାର୍ଥୀ

ରାତି ଅଧିଆ ବନ୍ଦ ହେଲା ଓଟିଇଟି ପରୀକ୍ଷା । ନିରାଶ ହେଲେ ପରୀକ୍ଷାର୍ଥୀ । ସ୍ଥଗିତ ରହିଲା ସ୍ୱତନ୍ତ୍ର ଓଟିଇଟି ପରୀକ୍ଷା । ସାରା ରାଜ୍ୟରେ ଆଜି ଅନୁଷ୍ଠିତ ହେବାର ଥିଲା ଏହି ସ୍ୱତନ୍ତ୍ର ଓଟିଇଟି ପରୀକ୍ଷା । ରାଜ୍ୟରେ କାର୍ଯ୍ୟରତ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ପାଇଁ ଏହି ସ୍ୱତନ୍ତ୍ର ଓଟିଇଟି । ୭୫ ହଜାର ଶିକ୍ଷକ ଶିକ୍ଷୟିତ୍ରୀ ଦେଇଥାନ୍ତେ ଏହି ପରୀକ୍ଷା । ପେପର୧ ଓ ପେପର ୨ ଦୁଇଟି ପେପରରେ ହୋଇଥାନ୍ତା ପରୀକ୍ଷା । ପରୀକ୍ଷା […]

Read More Text.
Screenshot 2025 07 20 160759

ୟୁ.ଏଲ୍.ବି. ଗୁଡ଼ିକରେ ବିଚାରାଧୀନ ଅଭିଯୋଗଗୁଡ଼ିକର ସମାଧାନ ପାଇଁ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ

ଭୁବନେଶ୍ବର: ନାଗରିକ-କୈନ୍ଦ୍ରିକ ସହରାଞ୍ଚଳ ଶାସନକୁ ସୁଦୃଢ଼ କରିବା ଦିଗରେ ଏକ ପ୍ରମୁଖ ପଦକ୍ଷେପ ସ୍ୱରୂପ ଗୃହନିର୍ମାଣ ଓ ନଗରଉନ୍ନୟନ ବିଭାଗ ରାଜ୍ୟର ସହରାଞ୍ଚଳ ସ୍ଥାନୀୟ ସଂସ୍ଥା (ୟୁଏଲବି) ଗୁଡ଼ିକରେ ସମସ୍ତ ବିଚାରାଧୀନ ଅଭିଯୋଗର ସମାଧାନ ପାଇଁ ଏକ “ଉତ୍ସର୍ଗୀକୃତ ସ୍ୱତନ୍ତ୍ର ଅଭିଯାନ” ଘୋଷଣା କରିଛି। ଆଜିଠାରୁ ଆସନ୍ତା ୨୫ ତାରିଖ ( ୨୧ ରୁ ୨୫ ଜୁଲାଇ, ୨୦୨୫ ) ପର୍ଯ୍ୟନ୍ତ ଧାର୍ଯ୍ୟ ହୋଇଥିବା ଏହି ପାଞ୍ଚ ଦିନ ମଧ୍ୟରେ ଜନଶୁଣାଣି, କେନ୍ଦ୍ରୀକୃତ ଜନ ଅଭିଯୋଗ ସମାଧାନ […]

Read More Text.
Indo 2025 07 20 18 15 44

ଇଣ୍ଡୋନେସିଆ : ଜାହାଜରେ ଅଗ୍ନିକାଣ୍ଡ, ଭୟରେ ସମୁଦ୍ରକୁ ଡେଇଁଲେ ଯାତ୍ରୀ

ଜାକାର୍ତ୍ତା : ଇଣ୍ଡୋନେସିଆ ନିକଟସ୍ଥ ସମୁଦ୍ରରେ ଏକ ବଡ଼ ଦୁର୍ଘଟଣା ଘଟିଛି। ଏକ ଯାତ୍ରୀବାହୀ ଜାହାଜରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ତେବେ ଅଗ୍ନିକାଣ୍ଡ ଯୋଗୁଁ ମୃତାହତଙ୍କ ସଂଖ୍ୟା ଜଣାପଡ଼ିନାହିଁ । ଏହି ଅଗ୍ନିକାଣ୍ଡର ଭିଡିଓ ଭାଇରାଲ ହୋଇଛି । ସୂଚନା ଅନୁସାରେ ଉତ୍ତର ସୁଲାୱେସିର ତାଲିସ୍ ଦ୍ୱୀପ ନିକଟରେ କେଏମ ବାର୍ସିଲୋନା ଭିଏ ଜାହାଜରେ ହଠାତ୍ ନିଆଁ ଲାଗିଯାଇଥିଲା ଓ ଦେଖୁ ଦେଖୁ ନିଆଁ ସାରା ଜାହାଜକୁ ବ୍ୟାପିଯାଇଥିଲା । ଏହା ପରେ ଯାତ୍ରୀମାନଙ୍କ ମଧ୍ୟରେ […]

Read More Text.
Fm case

ICC ରିପୋର୍ଟରେ ନାହିଁ ତାଳମେଳ, ସନ୍ଦେହ ଘେରରେ ସଦସ୍ୟ !

ବାଲେଶ୍ୱର :  ICC ରିପୋର୍ଟ କଣ ଏମିତି ଥିଲା ଯେ ଛାତ୍ରୀ ସପକ୍ଷରେ ଯାଇନଥିଲା ।  କାହିଁକି ଛାତ୍ରୀ ଜଣକ ଆତ୍ମାହୁତି ଦେଇଦେଲେ କଲେଜ୍ ରୁ ନ୍ୟାୟ ନପାଇ । ଗୋଟିଏ ପଟେ କ୍ରାଇମବ୍ରାଞ୍ଚ ଘଟଣାର ତଦନ୍ତ ଭାର ନେଇଥିବା ବେଳେ ଆଇସିସି ରିପୋର୍ଟ ପଢ଼ିଲେ ICC ସଦସ୍ୟ ମାନଙ୍କୁ ସନ୍ଦେହ ଘେରକୁ ଆଣିଛି । ପୀଡିତାଙ୍କୁ ନିୟମିତ ଭାବେ କ୍ଲାସ ନ ଆସିବା ଏବଂ ସମୀର ସାହୁ ତାଙ୍କୁ ତାଗିଦ କରୁଥିବା କଥା ଉଲେଖ ରହିଛି […]

Read More Text.
Bolangir 750x430

ମଦ ନିଶାରେ ଜିଅନ୍ତା ସାପକୁ ଚୋବାଇ ଖାଇଲେ ବଲାଙ୍ଗୀର ବ୍ୟକ୍ତି

ବଲାଙ୍ଗୀର: କଥାରେ ଅଛି ନାଲି ପାଣି ନିଶା, ଅସମ୍ଭବକୁ ବି ସମ୍ଭବ କରି ଦେଖାଇବ । ଯାହାର ଏକ ଜ୍ବଳନ୍ତ ଉଦାହରଣ ଦେଖିବାକୁ ମିଳିଛି ବଲାଙ୍ଗୀର ଜିଲ୍ଲାରେ । ଏହାରେ ଜଣେ ମଦ୍ୟପ ବ୍ୟକ୍ତି ଏକ ଜିଅନ୍ତା ନାଗ ସାପକୁ ଚୋବାଇ ଚୋବାଇ ଖାଇଛନ୍ତି, ଆଉ ନିଶା ଛାଡିଲା ପରେ ବାବୁ ସିଧା ହସ୍ପିଟାଲରେ । ବଲାଙ୍ଗୀର ଜିଲ୍ଲାର ତେନ୍ତୁଳିଖୁଣ୍ଟି ଗାଁରୁ ଏବେ କିଛି ଏପରି ଅଜବ ଏବଂ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏଠାରେ […]

Read More Text.
34de65ce 1b1d 4e88 a477 8ead6c7e

ମଝି ଆକାଶରେ କ୍ରୁ ସଦସ୍ୟଙ୍କୁ ହତ୍ୟା ଧମକ

ନୂଆଦିଲ୍ଲୀ: ଆମେରିକାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ମଝି ଆକାଶରେ ବିମାନ ଉଡ଼ୁଥିବା ବେଳେ ଜଣେ ଯାତ୍ରୀ ହଠାତ୍ ଜରୁରୀକାଳୀନ ଦ୍ୱାର ଖୋଲିବା ସହିତ କ୍ରୁ ସଦସ୍ୟ ଓ ସହଯାତ୍ରୀଙ୍କୁ ହତ୍ୟା କରିବାକୁ ଧମକ ଦେଇଥିବାର ଅଭିଯୋଗ ହୋଇଛି। ଏହି ଘଟଣାର ଏକ ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଘୁରି ବୁଲୁଛି। ସୂଚନାଯୋଗ୍ୟ, ଆମେରିକାର ଓମାହାରୁ ଡେଟ୍ରଏଟ୍ ଯାଉଥିବା ଡେଲ୍ଟା କନେକ୍ସନ୍ ଫ୍ଲାଇଟ୍ ନମ୍ବର ୩୬୧୨ରେ ଏହି ଘଟଣା ଘଟିଥିଲା। ବିମାନ ଭିତରେ ଯାତ୍ରୀଙ୍କ ଏଭଳି […]

Read More Text.
Mohan majhi 1 2

ଏୟାରଲିଫ୍ଟ ହେଲେ ବଳଙ୍ଗା ଛାତ୍ରୀ, ଆରୋଗ୍ୟ କାମନା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଉନ୍ନତ ଚିକିତ୍ସା ପାଇଁ ଭୁବନେଶ୍ବର ବିମାନବନ୍ଦରରୁ ଦିଲ୍ଲୀ ଏମ୍ସକୁ ଏୟାରଲିଫ୍ଟ ହୋଇଛନ୍ତି ବଳଙ୍ଗା ପୀଡ଼ିତା । ପୀଡ଼ିତାଙ୍କୁ ଗ୍ରୀନ କରିଡ଼ରରେ ଏୟାରପୋର୍ଟ ନିଆଯାଇଛି । ଦିଲ୍ଲୀ ଏମ୍ସରେ ପୀଡିତାଙ୍କ ଚିକିତ୍ସା କରିବେ ସ୍ବତନ୍ତ୍ର ଡାକ୍ତରୀ ଟିମ୍ । ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏକ୍ସ ରେ ପୋଷ୍ଟ କରିଛନ୍ତି । ସେ ଲେଖିଛନ୍ତି ଯେ, ପୁରୀ ଜିଲ୍ଲାର ବଳଙ୍ଗା ଠାରେ ଘଟିଯାଇଥିବା ଅଘଟଣ ପାଇଁ ମୁଁ ଗଭୀର ଭାବେ ମର୍ମାହତ । ପୀଡିତାଙ୍କର […]

Read More Text.
Bbsr t 1

ଦିଲ୍ଲୀ ଏମ୍ସକୁ ଏୟାରଲିଫ୍ଟ ହେଲେ ବଳଙ୍ଗା ଛାତ୍ରୀ , ଗ୍ରୀନ କରିଡ଼ରରେ ଗଲେ ଏୟାରପୋର୍ଟ

ଭୁବନେଶ୍ୱର  :ଦିଲ୍ଲୀ ଏମ୍ସକୁ ଏୟାରଲିଫ୍ଟ ହେଲେ ବଳଙ୍ଗା ଛାତ୍ରୀ  । ପୀଡ଼ିତାଙ୍କୁ ଗ୍ରୀନ କରିଡ଼ରରେ ଏୟାରପୋର୍ଟ ନିଆଯାଇଛି । ସାଙ୍ଗରେ ଅଛନ୍ତି ଡାକ୍ତର ଓ ଅନ୍ୟ ଲାଇଫ ସପୋର୍ଟ ସରଞ୍ଜାମ । ପୀଡିତାଙ୍କ ସହ ପରିବାର ଲୋକ ମଧ୍ୟ ଦିଲ୍ଲୀ ଯାଉଛନ୍ତି । ଦିଲ୍ଲୀ ଏମ୍ସରେ ପୀଡିତାଙ୍କ ଚିକିତ୍ସା କରିବେ ସ୍ବତନ୍ତ୍ର ଡାକ୍ତରୀ ଟିମ୍ । ସେପଟେ ପୀଡିତାଙ୍କ ସ୍ଵାସ୍ଥ୍ୟବସ୍ଥା ନେଇ ଏମ୍ସ ନିର୍ଦ୍ଦେଶକ ଆଶୁତୋଷ ବିଶ୍ଵାସ କହିଛନ୍ତି ପୀଡିତାଙ୍କ ସ୍ଵାସ୍ଥ୍ୟବସ୍ଥାରେ ସାମାନ୍ୟ ସୁଧାର ଆସିଛି । ରକ୍ତଚାପ […]

Read More Text.
Parliament loksabha

ସୋମବାରଠାରୁ ସଂସଦର ମୌସୁମୀ ଅଧିବେଶନ

ନୂଆଦିଲ୍ଲୀ : ଜୁଲାଇ ୨୧ ଅର୍ଥାତ୍ ସୋମବାରଠାରୁ ଆରମ୍ଭ ହେଉଛି ସଂସଦର ମୌସୁମୀ ଅଧିବେଶନ । ଏଥିପାଇଁ ଆଜି କେନ୍ଦ୍ର ସରକାର ସର୍ବଦଳୀୟ ବୈଠକ ଡକାଇଥିଲେ । ଏହି ଅଧିବେଶନ ମଧ୍ୟ ବହୁତ ହଙ୍ଗାମାପୂର୍ଣ୍ଣ ହେବାକୁ ଯାଉଛି ଏବଂ ଏହାର ଏକ ଝଲକ ସର୍ବଦଳୀୟ ବୈଠକରେ ଦେଖିବାକୁ ମିଳିଥିଲା। ଏହି ବୈଠକରେ ବିରୋଧୀ ଦଳ ଅନେକ ପ୍ରସଙ୍ଗରେ ସରକାରଙ୍କୁ ଘେରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କଠାରୁ ଗୃହରେ ବିବୃତ୍ତି ଦାବି କରିଥିଲେ। ବୈଠକରେ ବିରୋଧୀ ଦଳଗୁଡ଼ିକ ପହଲଗାମରେ ଆତଙ୍କବାଦୀ […]

Read More Text.