Img 20250721 wa0256

ବାରିପଦା ବି ଇ ଓ କାର୍ଯ୍ୟାଳୟରେ ନୂତନ ଓ ବିଦାୟୀ ସି ଆର ସି ସି ଙ୍କୁ ସମ୍ବର୍ଦ୍ଧନା

ବାରିପଦା: ସ୍ଥାନୀୟ ମୁର୍ଗାବାଡି ସ୍ଥିତ ବାରିପଦା ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ୪ ଜଣଙ୍କ ୫ ବର୍ଷୀୟା କାର୍ଯ୍ୟକାଳ ପୂରିଯାଇଥିବାରୁ ସେମାନଙ୍କ ସ୍ଥାନରେ ନୂତନ ୪ ଜଣ ସି ଆର ସି ସି ଯୋଗଦାନ କରିଛନ୍ତି I ଗୋଷ୍ଠୀ ଶିକ୍ଷା ଅଧିକାରୀ ଅଭିମନ୍ୟୁ ସେଠୀଙ୍କ ମାର୍ଗଦର୍ଶନରେ ଏ ବି ଇ ଓ ଡଃ ସ୍ନେହଲତା ବେହେରା, ତପସ୍ୱିନୀ ଦାଶ ଓ ବ୍ରଜମୋହନ ମୁର୍ମୁ ତଥା ସମସ୍ତ ସି ଆର ସି ସି ଓ କର୍ମଚାରୀଙ୍କ ଉପସ୍ଥିତିରେ ନୂତନ […]

Read More Text.
Img 20250721 wa0258

ପୋଲ ର ଦୁଇ ପାଖ କୂଳ ଖାଇଛି

ବାରିପଦା: ମୟୁରଭଞ୍ଜ ଜିଲ୍ଲାରେ ଦିର୍ଘ ଦେଢ଼ ମାସ ହେଲା ଲଗାଣ ବର୍ଷା ଜାରି ରହିଛି l ବର୍ଷା ପ୍ରଭାବ ରେ ଜିଲ୍ଲାର ବିଜାତଳା ବ୍ଲକ ର ଲୁହାଶିଳା ପଞ୍ଚାୟତ କାକୁଡିରମା  ଗାଁମୁଣ୍ଡ ପୋଲର ଦୁଇ କୂଳ ଖାଇଯାଛି l ବର୍ଷାଦିନେ ବିଭିନ୍ନ‌ ପାହାଡରୁ ହଠାତ୍ ବହୁ ପରିମାଣରେ  ପାଣି ଆସି ବନ୍ୟା ହୋଇଯାଏ । ପୋଲ ଉପରେ ବନ୍ୟା ହେଲେ ସ୍କୁଲ ଛାତ୍ର, ଛାତ୍ରୀ, ସରକାରୀ ଓ ଵେସରକାରୀ କର୍ମଚାରୀ  ପ୍ରମୁଖ ଠିକ ସମୟରେ କାର୍ଯ୍ୟରେ ଯୋଗଦାନ […]

Read More Text.
Grdf

ବର୍ଷା ବେଳେ ପାଟପୁର ପୋଲ ଉପରେ ପାଣି: ପୋଲ ଉଚ୍ଚ ପାଇଁ ଦାବି 

ବାରିପଦା: ରାଇରଙ୍ଗପୁର – ବିଶୋଇ ରାଜ୍ୟ ରାଜପଥ ବିଜାତଳା ପାଟପୁର ଛକରୁ ୧.୫କିମି ଦୂର  ପାଟପୁର ପୋଲରେ ବର୍ଷାଦିନ ପାହାଡିଆ ପାଣି ଜୁଆର ଯୋଗୁଁ ଉଚୁରା ପାଣି ରହୁଥିବାରୁ ରାସ୍ତା ବିଛିନ୍ନ ହୋଇଯାଏ ।ଯାହାଫଳରେ ଯୋଗାଯୋଗ ବିଛିନ୍ନ ହୋଇଯାଏ ।ଏହି ରାସ୍ତାଟି ଲୁହାଶିଳା,ମଢେଇକଚା,ମାଣିକପୁର,ସରିବା,ଚଢ଼େଇ ପାହାଡି,ଗୋରୁମହିଷାଣୀକୁ ସୁଦିର୍ଘ ୨୦ କିମି  ରାସ୍ତା ଲମ୍ବିଛି ପାହାଡ଼ିଆ ଅଂଚଳର ୩୦ ହଜାରରୁ ଉର୍ଦ୍ଧ୍ବ ଲୋକ ଯିବା ଆସିବା ନିର୍ଭର  କରନ୍ତି । ବର୍ଷାଦିନେ ବିଭିନ୍ନ‌ପାହାଡରୁ ହଠାତ୍ ପାଣି ଆସି ବନ୍ୟା ହୋଇଯାଏ […]

Read More Text.
Soumyashree

ମିଳିତ ବିରୋଧୀଦଳ ପକ୍ଷରୁ ଆସନ୍ତା ୨୪ ରେ ସୌମ୍ୟଶ୍ରୀଙ୍କ ଶ୍ରଦ୍ଧାଞ୍ଜଳି ସଭା 

ବାରିପଦା: ରାଜ୍ୟର ମିଳିତ ବିରୋଧୀ ଦଳଙ୍କ ନିଷ୍ପତ୍ତି କ୍ରମେ ଆସନ୍ତା ୨୪ ତାରିଖ ଗୁରୁବାର ଫକୀରମୋହନ ବିଶ୍ୱବିଦ୍ୟାଳୟର ପୀଡ଼ିତା ଛାତ୍ରୀ ସୌମ୍ୟଶ୍ରୀ  ବିଶିଙ୍କ ଏକାଦଶାହକୁ ରାଜ୍ୟ ବ୍ୟାପୀ ଶ୍ରଦ୍ଧାଞ୍ଜଳି ଦିବସ ଭାବେ ପାଳିତ କରାଯିବାକୁ ସ୍ଥିର ହୋଇଛି। ସମସ୍ତ ମହାବିଦ୍ୟାଳୟ ଓ ବିଶ୍ବବିଦ୍ୟାଳୟରେ ୨ ମିନିଟ୍ ନୀରବ ପ୍ରାର୍ଥନା ହେବ। ଏହି ପରିପ୍ରେକ୍ଷୀରେ ଉକ୍ତ ଦିନ ସନ୍ଧ୍ୟା ୬ ଘଟିକା ରେ ବାରିପଦା ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହେବା ସହିତ ଦୀପ ପ୍ରଜ୍ବଳନ […]

Read More Text.
Photo for the news of chasa

ବର୍ଷା ଦେଲା ଚାଷୀଙ୍କୁ ସଂଜିବନୀ

ଆଗରପଡ଼ା:ଚଳିତ ବର୍ଷ ରଜ ସରିବା ପରେ ମଧ୍ୟ ମୈାସୁମୀ ଆସିନଥିଲା । ମୈାସୁମୀର ଲୁଚକାଳି ଖେଳ ଯୋଗୁଁ ପାଗ ନ ଥିବାରୁ ୯୫ ଭାଗ ଜମିରେ ଧାନ ତଳି କିମ୍ବା ଧାନ ବୁଣା କାର୍ଯ୍ୟ ହୋଇ ପାରି ନଥିଲା । ଯଦ୍ୱାରା ଚାଷୀ ଚିନ୍ତାରେ ମୁଣ୍ଡରେ ହାତ ଦେଇ ବସିଥିଲା । କିନ୍ତୁ ଗତ କିଛି ଦିନ ହେବ ଲଘୁଚାପ ବର୍ଷା ଯୋଗୁଁ ଚାଷ ଜମିରେ ପାଣି ଜମିଛି । କିଛି ପରିମାଣରେ ବର୍ଷା ହେବାରୁ ଚାଷୀ […]

Read More Text.
Photo for the news of kaudia

ଶିବଙ୍କ ଉପରେ ଜଳଲାଗିର ପର୍ବ, ଶୈବ ପୀଠରେ କାଉଡ଼ିଆଙ୍କ ଭିଡ଼

ଆଗରପଡ଼ା :ବନ୍ତ ବ୍ଲକ ବହୁ ଏøତିହ୍ୟ ସଂପନ୍ନ ଶୈବପୀଠକୁ ନିଜ କୋଳରେ ଧରି ଏହି ଅଞ୍ଚଳର ଗାରିମା ବୃଦ୍ଧି କରିବା ସହ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି । ଯାହାର ଜ୍ୱଳନ୍ତ ଉଦାହରଣ ଶ୍ରାବଣ ମାସ ସୋମବାର । ଶିବଙ୍କ ଉପରେ ଜଳଲାଗିର ପର୍ବ ଆରମ୍ଭ ହୋଇଯାଇଥିବାରୁ ଏହି ବାରରେ ବନ୍ତ ଓ ଏହାର ଆଖପାଖ ଅଞ୍ଚଳରୁ କାଉଡ଼ିଆ ମାନଙ୍କର ଭିଡ଼ଲାଗିଥାଏ ଶିବଙ୍କ ଉପରେ ଜଳଲାଗି କରିବା ପାଇଁ । ବନ୍ତ ରେ ବାବା ବରଡ଼େଶ୍ୱର, […]

Read More Text.
Photo for the news of amarsinghpur village

ସାଳନ୍ଦୀ ଆଁ ରେ ଅମରସିଂପୁର ଗାଁ

ଆଗରପଡ଼ା :ବନ୍ତ ବ୍ଲକ ଅନ୍ତର୍ଗତ ଅମରସିଂପୁର ଗ୍ରାମ ସାଳନ୍ଦୀ ନଦୀରେ ଲୀନ ହେବ ବୋଲି ଗ୍ରାମବାସୀଙ୍କ ମନରେ ଆଶଙ୍କା ସୃଷ୍ଟି ହୋଇଛି । ଏହି ଗ୍ରାମର ଲୋକସଂଖ୍ୟା ପାଖାପଖି ୪ଶହରୁ ଉଦ୍ଦ୍ୱର୍ ହେବ । ଏହି ଗାଁ ପାଶ୍ୱର୍ ଦେଇ ସାଳନ୍ଦୀ ନଦୀ ପ୍ରବାହିତ । ନଦୀର ବାରମ୍ବାର ଗତିପଥ ପରିବର୍ତ୍ତନ ସହ ରିଂ ବନ୍ଧ ନଥିବାରୁ କ୍ରମଶଃ ଗାଁ ପରିସୀମା ସଙ୍କୁଚିତ ହେବାରେ ଲାଗିଛି । ଗାଁ ସାରା ଏହାରି ପ୍ରଭାବ ରେ ଅତଡ଼ା ଖସି […]

Read More Text.

ଉପରାଷ୍ଟ୍ରପତି ଜଗଦୀପ ଧନଖରଙ୍କ ଇସ୍ତଫା, ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇଲେ

ନୂଆଦିଲ୍ଲୀ: ଭାରତର ଉପରାଷ୍ଟ୍ରପତି ଜଗଦୀପ ଧନଖର ସୋମବାର ଦିନ ନିଜ ପଦରୁ ଇସ୍ତଫା ଦେଇଛନ୍ତି, ଯାହାଫଳରେ ଦେଶର ରାଜନୈତିକ ମହଲରେ ହଠାତ୍ ଚର୍ଚ୍ଚା ସୃଷ୍ଟି ହୋଇଛି। ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ସେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ନିକଟକୁ ନିଜର ଇସ୍ତଫା ପତ୍ର ପଠାଇଛନ୍ତି।  ସମ୍ବିଧାନର ଧାରା ୬୭(କ) ଅନୁଯାୟୀ ସେ ଏହି ଇସ୍ତଫା ପ୍ରଦାନ କରିଛନ୍ତି, ଯେଉଁଥିରେ ଜଣେ ଉପରାଷ୍ଟ୍ରପତି ନିଜ କାର୍ଯ୍ୟକାଳ ଶେଷ ହେବା ପୂର୍ବରୁ ରାଷ୍ଟ୍ରପତିଙ୍କୁ ଲିଖିତ ଭାବେ ଇସ୍ତଫା ଦେଇପାରିବେ।  ନିଜ ଇସ୍ତଫା […]

Read More Text.
Photo for the news of alokikarana yojana

ଆଲୋକ ଖୋଜୁଛି ଆଲୋକୀକରଣ ଯୋଜନା, ରକ୍ଷଣାବେକ୍ଷଣ ଅଭାବରୁ ବହୁ ସମ୍ଭ ଅଚଳ

ଆଗରପଡ଼ା :୨୦୧୫ ମସିହାରେ ଗ୍ରାମାଂଚଳର ବିକାଶ ସକାଶେ ପ୍ରଧାନମନ୍ତ୍ରୀ ଆରମ୍ଭ କରିଥିଲେ ସାଂସଦଙ୍କ ପୋଷ୍ୟଗ୍ରାମ ଗ୍ରହଣ ଯୋଜନା । ଦେଶର ସାଂସଦଙ୍କୁ ପର୍ଯ୍ୟୟ କ୍ରମେ ନିଜ ଅଂଚଳରେ ଥିବା ଗୋଟିଏ ଗୋଟିଏ ପଂଚାୟତକୁ ପୋଷ୍ୟଗ୍ରାମ ଭାବେ ଗ୍ରହଣ କରି ଏହାର ସାମଗ୍ରୀକ ବିକାଶ ପ୍ରତି ଧ୍ୟାନ ଦେବାକୁ କୁହାଯାଇଥିଲା । ପ୍ରଧାନମନ୍ତ୍ରୀଙ୍କ ଏହି ଘୋଷଣାକୁ ଆଧାରକରି ତତ୍କାଳୀନ ଭଦ୍ରକ ସାଂସଦ ସ୍ୱର୍ଗତ ଅର୍ଜ୍ଜୁନ ଚରଣ ସେଠୀ ବନ୍ତ ବ୍ଲକ ପୁରୁଷଣ୍ଢ ପଂଚାୟତକୁ ପ୍ରଥମ ପୋଷ୍ୟଗ୍ରାମ ଭାବେ ଗ୍ରହଣ […]

Read More Text.
Biket hit by bus

ଦୁର୍ଘଟଣାରେ କଲେଜ ଛାତ୍ରଙ୍କ ମୃତ୍ୟୁ ଘଟଣା; ୪ ଲକ୍ଷ ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ପୁରୀ: ପୁରୀ ଜିଲ୍ଲାର ଚନ୍ଦନପୁର ଅଞ୍ଚଳରେ ଜାତୀୟ ରାଜପଥ-୩୧୬ରେ ସୋମବାର ଦିନ ଅଗ୍ନିଶମ ବାହିନୀ ଗାଡ଼ି ଧକ୍କାରେ ଜଣେ କଲେଜ ଛାତ୍ରଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ନାମ ସ୍ୱୟମ୍ ଶୁଭମ୍ ସେନାପତି (୨୦ ବର୍ଷ)। ସେ ପୁରୀର ଏସସିଏସ କଲେଜର କମ୍ପ୍ୟୁଟର ସାଇନ୍ସର ଶେଷ ବର୍ଷର ଛାତ୍ର ଥିଲେ। ସୂଚନା ଅନୁଯାୟୀ, ସ୍ୱୟଂ କ୍ଲାସ ସାରି କଲେଜରୁ ଘରକୁ ଫେରୁଥିବା ସମୟରେ ଏହି ଦୁର୍ଘଟଣା ଘଟିଥିଲା। ରାସ୍ତାର ଭୁଲ ପାର୍ଶ୍ୱରେ ଯାଉଥିବା ଏକ ଅଗ୍ନିଶମ ବାହିନୀ ଗାଡ଼ି […]

Read More Text.