ଜୁଲାଇ ମାସର ଜିଲାସ୍ତରୀୟଆନ୍ତର୍ଜାତିକ ସମବାୟ ବର୍ଷ: ୨୦୨୫ ସମାରୋହ
ବାରିପଦା: ସ୍ଥାନୀୟ ଶହୀଦ ସ୍ମୃତି ଭବନଠାରେ ‘ମୟୂରଭଞ୍ଜ ଜିଲାସ୍ତରୀୟ ଆନ୍ତର୍ଜାତିକ ସମବାୟ ବର୍ଷ ୨୦୨୫’ ର ସମାରୋହ ତା.୨୪.୦୭.୨୦୨୫ରିଖରେ ପାଳିତ ହୋଇଯାଇଛିଜ୍ଝ କାର୍ୟ୍ୟକ୍ରମ ଆରମ୍ଭରେ ମୟୂରଭଞ୍ଜର ପ୍ରସିଦ୍ଧ ଛଉ ନୃତ୍ୟ ପରିବେଷଣ କରାଯାଇଥିଲା | ଏହି ଛଉ ନୃତ୍ୟ ମାଧ୍ୟମରେ କୃଷି ଏବଂ ଖରିଫ ୨୦୨୫-୨୬ ଋତୁ ଧାନକ୍ରୟ ନିମନ୍ତେ ଚାଷୀ ପଞ୍ଜୀକରଣର କୌଶଳ ପ୍ରଦର୍ଶନ କରାଯାଇଥିଲା | ଏହି ସଭାରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ନେତ୍ରାନନ୍ଦ ମଲ୍ଲିକ, ସମ୍ମାନୀୟ ଅତିଥି ଭାବେ […]
Read More Text.