Gxvtfw5xqaatejp 2025 08 02 18 15 00

ବିଏମସି ନିର୍ବାଚନ ପୂର୍ବରୁ ଶକ୍ତିଶାଳୀ ହେଉଛି ଉଦ୍ଧବଙ୍କ ଶିବସେନା

ନୂଆଦିଲ୍ଲୀ: ବିଏମସି ନିର୍ବାଚନ ପୂର୍ବରୁ, ଉଦ୍ଧବ ଠାକରେଙ୍କ ଶିବସେନା ଅଧିକ ଶକ୍ତିଶାଳୀ ହେଉଥିବା ପରି ମନେ ହେଉଛି। ପ୍ରକୃତରେ, ମହାରାଷ୍ଟ୍ରରେ ଶେତକରୀ କ୍ରାନ୍ତି ସଂଗଠନ ଶନିବାର (୦୨ ଅଗଷ୍ଟ) ଦିନ ଉଦ୍ଧବ ଠାକରେଙ୍କ ଦଳ ଶିବସେନା (ୟୁବିଟି)ରେ ବିଲୟ ହୋଇଯାଇଛି | ସଂଗଠନର ପ୍ରତିଷ୍ଠାତା ସଭାପତି ଭାଉସାହେବ ବିଲ୍ଲେୱାର ରାଜ୍ୟ ଏବଂ ଜିଲ୍ଲା ସ୍ତରୀୟ ପଦାଧିକାରୀଙ୍କ ସହିତ ମଧ୍ୟ ଉଦ୍ଧବ ଠାକରେଙ୍କ ଦଳରେ ଯୋଗ ଦେଇଛନ୍ତି। ଶିବସେନା (ୟୁବିଟି) ସଭାପତି ଉଦ୍ଧବ ଠାକରେ ସମସ୍ତଙ୍କୁ ତାଙ୍କ ଦଳରେ […]

Read More Text.
Download

ଅଗଷ୍ଟ ୧୫ରୁ ଲାଗୁ ହେବ ବାର୍ଷିକ ଫାଷ୍ଟାଗ୍ ପାସ୍ ବ୍ୟବସ୍ଥା

ନୂଆଦିଲ୍ଲୀ : ଅଗଷ୍ଟ ୧୫ ଠାରୁ, ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ (ଏନଏଚଏଆଇ) ବାର୍ଷିକ ଫାଷ୍ଟାଗ୍ ପାସ ବ୍ୟବସ୍ଥା କାର୍ଯ୍ୟକାରୀ କରିବାକୁ ଯାଉଛି, ଯାହା ଟୋଲ୍ ଦେୟକୁ ସହଜ ଏବଂ ଶସ୍ତା କରିବ। ଏବେ ଆପଣ ଫାଷ୍ଟାଗ୍ ମାଧ୍ୟମରେ ଗୋଟିଏ ବର୍ଷ ପାଇଁ ଟୋଲ୍ ପାସ୍ କିଣିପାରିବେ – ତାହା ମଧ୍ୟ ମାତ୍ର ୩୦୦୦ ରେ । ସୂଚନା ଅନୁସାରେ ଏନଏଚଏଆଇ ବ୍ୟକ୍ତିଗତ ଯାନବାହାନ (କାର, ଜିପ୍, ଭ୍ୟାନ) ପାଇଁ ଏକ ଫାଷ୍ଟାଗ୍ ବାର୍ଷିକ ପାସ୍ ଲଞ୍ଚ […]

Read More Text.
Img 20250801 wa0165

ପ୍ରାଥମିକ ବିଦ୍ୟାଳୟରେ ଚାକିରୀ ଆରମ୍ଭ କରି ଏ ବି ଇ ଓ ହୋଇ ଅବସର ନେଲେ ସ୍ନେହ ଦିଦି 

ବାରିପଦା :  ୦୧/୦୮/ ୧୯୮୭ ମସିହାରେ କୁଳିଅଣା ବ୍ଲକ ଅନ୍ତର୍ଗତ ବଳରାମପୁର ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଜଣେ ସହକାରୀ ଶିକ୍ଷୟତ୍ରୀ ଭାବେ ଚାକିରୀ ଆରମ୍ଭ କରି ପ୍ରାୟ ୩୮ ବର୍ଷ ଧରି ଶିକ୍ଷକତା କରି ଶେଷରେ ବାରିପଦା ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟରୁ ଏ ବି ଇ ଓ ଭାବେ ଅବସର ନେଇଛନ୍ତି ଡଃ ସ୍ନେହଲତା ବେହେରା I ବି ଏ. ସି ଟି ଯୋଗ୍ୟତା ଥାଇ ଚାକିରୀ ଆରମ୍ଭ କରିଥିବା ସ୍ନେହ ଦିଦି ପରବର୍ତ୍ତୀ ସମୟରେ ନିଜର […]

Read More Text.
Img 20250801 wa0182

ବିଦ୍ୟାଳୟ ରେ ବିଦାୟକାଳୀନ ସଭା ଅନୁଷ୍ଠିତ

ବାରିପଦା: ମୟୂରଭଂଜ ଜିଲ୍ଲାର ଵିଜାତଳା ନୋଡାଲ ସ୍କୁଲ୍ ପରିସରରେ ଅବସରକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି ।ମୁଖ୍ୟ ଅତିଥିଭାବେ ଡିଇଓ ପୂର୍ଣଚନ୍ଦ୍ର ସେଠୀ,ସମ୍ମାନିତ ଅତିଥି ଭାବେ କୁସୁମି ବ୍ଳକ ବିଇଓ କପିଳେନ୍ଦ୍ର ଦାସ,ରରୁଆଁ ବିଇଓ ପ୍ରମୁଖ ଯୋଗ ଦେଇଥିଲେ । ଅତିଥିଗଣ ଅବସର  ନେଉଥିବା ବିଇଓ  ନେପାଳ  ମୁଣ୍ଡା ଏବଂ ଏବିଇଓ ନିରୁପମା ମହାନ୍ତିଙ୍କ କର୍ମମୟ ଜୀବନ ଓ ଛାତ୍ରଵତ୍ସଳ ଏବଂ ଶିକ୍ଷକ,ଶିକ୍ଷୟତ୍ରୀଙ୍କୁ ଭଲ ପାଇବା,ସମୟ ଅନୁଵର୍ତ୍ତିତା,,କାର୍ଯ୍ୟଦକ୍ଷତା,ଅଫିସ ସୁପରିଚାଳନା,ସ୍ନେହ,ଶ୍ରଦ୍ଧା, ଓ ଭଲ ପାଇବା  ଏବଂ ବହୁମୁଖୀ ପ୍ରତିଭାର  ବିଷୟରେ […]

Read More Text.
Erw

କଳାଟମକ – ହାତୀଛାଡ଼ ଗ୍ରାମ୍ୟ କାଦୁଅ ପଚ-ପଚ ରାସ୍ତା ଶୋଚନୀୟ

ବାରିପଦା: ମୟୁରଭଞ୍ଜ ଜିଲ୍ଲାର ପଛୁଆ  ବିଜାତଳା ବ୍ଲକ ର ସରଗଡା ପଂଚାୟତ ର କଳାଟମକ ଠାରୁ ହାତୀଛାଡ଼ ଗ୍ରାମ୍ୟ ରାସ୍ତାର ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇପଡିଛି  ।  ଦୁଇମାସ ହେଲା ଲଘୁଚାପ  ଲଗାଣ ବର୍ଷା ଯୋଗୁଁ ଏହି ମାଟି ରାସ୍ତାରେ ଗର୍ତ ସୃଷ୍ଟି ହେଵାସହ କାଦୁଅ ପଚ ପଚ ଯୋଗୁଁ ଯାତାୟତ ଓ ଗମନାଗମନ ଅସୁବିଧା ହୋଇଛି ।  ଏହି ମୁଖ୍ଯ ରାସ୍ତାଟି ବିଭିନ୍ନ ଅଂଚଳକୁ  ସଂଯୋଗ କରୁଥିବାରୁ  ରାସ୍ତା ଖରାପ ଯୋଗୁଁ ଖାଲି ପାଦରେ ଚାଲିବା,  […]

Read More Text.
Img 20250801 wa0162

ହାତୀ ଦ୍ବାରା କ୍ଷତିଗ୍ରସ୍ତ ହୋଇଥିବା ବିଧବା ଗୁରୁବାରୀ ମୁଣ୍ଡା ଙ୍କ ପ୍ରତି ବନ ବିଭାଗ ଅଣଦେଖା ? ମାସେ ବିତିଲାଣି କେବେ ମିଳିବ ସହାୟତା ?

ବାରିପଦା: ଵିଜାତଳା ବ୍ଳକର ସରଗଡା,ଚଢ଼େଇ ପାହାଡି,ମାଣିକପୁର, ମଢେଇକଚା,ଲୁହା ଶିଳା,ରାଇହରି ପଞ୍ଚାୟତର ପାହାଡିଆ ଅଂଚଳ ହେଉଛି ହାତୀ ମାନଙ୍କର ବାସସ୍ଥାନ ।ଦିନକୁ ଦିନ ଜଙ୍ଗଲ ନଷ୍ଟ ହେଉଛି l ପାହାଡ଼ରେ ପଥର ବାଷ୍ଟିଙ୍ଗ ,ମୋରମ ଖନନ ଯୋଗୁଁ ଜଙ୍ଗଲ ନଷ୍ଟ ହେବା ସହ ଜଙ୍ଗଲରେ ରହୁଥିବା ଜୀଵଜନ୍ତୁ ବାସସ୍ଥାନ ସଙ୍କୁଚିତ ହେବା ସହ ଖାଦ୍ଯାଭାବ ଦେଖା ଦେଉଛି । ତେଣୁ ହାତୀମାନେ  ଜଙ୍ଗଲ ଛାଡି ଗାଁ ମୁହାଁ ହେଉଛନ୍ତି । ।ହାତୀର ଵାସ ସ୍ଥାନ ଖଣି ଖାଦାନ ଯୋଗୁଁ ଜଙ୍ଗଲ […]

Read More Text.
Img 20250801 wa0173

ପୁରୁଣା ପେନସନ ଲାଗୁ କରିବା ନେଇ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କୁ ଦାଵୀ ପତ୍ର ପ୍ରଦାନ

ବାରିପଦା: ପୁରୁଣା ପେନସନ ଯୋଜନା ପାଇଁ ଜାତୀୟ ଆନ୍ଦୋଳନ, ମୟୂରଭଞ୍ଜ ଶାଖା ତରଫରୁ ସମ୍ମାନନୀୟ ପ୍ରଧାନମନ୍ତ୍ରୀ ଓ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ନୂତନ ପେନସନ ଓ ଏକିକୃତ ପେନସନ ଯୋଜନା ଉଚ୍ଛେଦ କରି ପୁରୁଣା ପେନସନ ଲାଗୁ କରିବା ପାଇଁ ମୟୂରଭଞ୍ଜ ଜିଲ୍ଲାପାଳଙ୍କ ଜରିଆରେ ଏକ ଦାବୀ ପତ୍ର ପ୍ରଦାନ କରାଯାଇଛି । ପ୍ରକାଶ ଥାଉ କି ୨୦୦୩-୦୪ ମସିହାରୁ ପୁରୁଣା ପେନସନକୁ ଉଚ୍ଛେଦ କରି ନୂତନ ପେନସନ ଯୋଜନା ଓ ଏକିକୃତ ପେନସନ ଯୋଜନା ବାଧ୍ୟତାମୂଳକ […]

Read More Text.
Whatsapp image 2025 08 01 at 6.20.59 pm

“ପ୍ରତିଶ୍ରୁତି”ର ନବ ପ୍ରତିଭା ସୃଜନୀ ପ୍ରୟାସ କାର୍ଯ୍ୟକ୍ରମ

ବାରିପଦା : ଦୀର୍ଘ ୪୩ବର୍ଷ ଧରି ମୟୂରଭଞ୍ଜ ଜିଲ୍ଲା ବାରିପଦାରୁ ନିରବଚ୍ଛିନ୍ନ ଭାବରେ ପ୍ରକାଶ ପାଉଥିବା ସାହିତ୍ୟ ସଂସ୍କୃତିମୂଳକ ପତ୍ରିକା “ପ୍ରତିଶ୍ରୁତି” ତରଫରୁ ସ୍ଥାନୀୟ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱ ବିଦ୍ୟାଳୟରେ ସ୍ନାତକୋତର ଓଡିଆ ଭାଷା ଓ ସାହିତ୍ୟ ବିଭାଗର ଛାତ୍ର ଛାତ୍ରୀଙ୍କ ମଧ୍ୟରେ ବିଶ୍ୱବିଦ୍ୟାଳୟର କୁଳପତି ପ୍ରୋଫେସର ଡ. ବିଧୁଭୁଷଣ ମିଶ୍ରଙ୍କ ମାର୍ଗଦର୍ଶନରେ ଆୟୋଜିତ ନବପ୍ରତିଭା ସୃଜନୀ ପ୍ରୟାସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସମାରୋହରେ ପ୍ରତିଶ୍ରୁତିର ସମ୍ପାଦକ ଭାଗବତ ପଣ୍ଡା ମୁଖ୍ୟବକ୍ତା ଭାବେ […]

Read More Text.
Photo for the news of gosthi parimala kendra

ଉଦ୍‌ଘାଟନକୁ ୨ବର୍ଷ ପୂରିବ, ଗୋଷ୍ଠୀ ପରିମଳ କେନ୍ଦ୍ର ବ୍ୟବହାର ଯୋଗ୍ୟ ହୋଇପାରୁନି

ଆଗରପଡ଼ା :ଆଉ ଦିନ କେଇଟାପରେ ଉଦ୍‌ଘାଟନକୁ ୨ବର୍ଷ ପୂରିବାକୁ ବସିଥିଲେ ସୁଦ୍ଧା ନିର୍ମାଣାଧିନ ପ୍ରକଳ୍ପ ବ୍ୟବହାର ଯୋଗ୍ୟ ହୋଇନପାରିବା ବିଭାଗୀୟ ଅଧିକାରୀଙ୍କ କାର୍ଯ୍ୟପନ୍ଥା ଉପରେ ଅଙ୍ଗୁଳ ନିର୍ଦ୍ଦେଶ କରୁଛି । ବନ୍ତ ବ୍ଲକ ସଦରମହକୁମାରେ ବନ୍ତ ପଂଚାୟତ ଓ ବନ୍ତ ବ୍ଲକର ମିଳିତ ଆର୍ଥିକ ସହାୟତାରେ ବନ୍ତ ଥାନାଛକ ନିକଟରେ ନିର୍ମିତ ହୋଇଥିବା ଗୋଷ୍ଠୀ ପରିମଳ କେନ୍ଦ୍ର ଠାରେ ଏହିପରି ଦୃଶ୍ୟ ଦେଖିବାକୁ ମିଳିଛି । ୨୦୨୦-୨୧ ଆର୍ôଥକ ବର୍ଷରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା,ଭଦ୍ରକ ଆନୁକୁଲ୍ୟରେ […]

Read More Text.
Photo1 for the news of busstand

ଶିଳାନ୍ୟାସକୁ ୨ବର୍ଷ ପୂରିଲା; ଅଧୁରା ରହିଗଲା ବ୍ଲକସ୍ତରୀୟ ବସ୍‌ଷ୍ଟାଣ୍ଡ ନିର୍ମାଣ ସ୍ୱପ୍ନ, ଫଳକରେ ସୀମିତ ଯୋଜନା

ଆଗରପଡ଼ା :ଗତ ବର୍ଷ ୨୦୨୩ ଅଗଷ୍ଟ ମାସରେ ଆଗରପଡ଼ା ଠାରେ ବ୍ଲକସ୍ତରୀୟ ବସଷ୍ଟାଣ୍ଡ ନିର୍ମାଣ ପାଇଁ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚ୍ଚୁଆଲ ଶିଳାନ୍ୟାସ କରିଥିଲେ । ସ୍ଥାନୀୟ ଡାଏଟ ନିକଟସ୍ଥ ପୁରୁଷଣ୍ଢ ମୌଜାର ଖାତା ନଂ ୧୫୨୪ ଓ ପ୍ଲଟ ନଂ ୩୧୨ କିସମ ପତିତ ପ୍ରାୟ ଶହେ ଡ଼ିସିମିଲ ପରିମିତ ଜମିରେ ବସଷ୍ଟାଣ୍ଡ ନିର୍ମାଣ କରାଯିବାକୁ ସ୍ଥିର କରାଯାଇଥିଲା । ନିର୍ମାଣ ବାବଦରେ ପ୍ରାୟ ଅଢେଇ କୋଟି ଖର୍ଚ୍ଚ ହେବାର ଯୋଜନା ଥିଲା । […]

Read More Text.