ବଳଙ୍ଗା ପୀଡ଼ିତାଙ୍କ ମୃତ୍ୟୁ: ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ପୁରୀଜିଲ୍ଲା ବଳଙ୍ଗା ପୀଡ଼ିତାଙ୍କ ଆଜି ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି। ନବମ ଶେଣ୍ରୀର ଛାତ୍ରୀର ମୃତ୍ୟୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୋକ ପ୍ରକାଶ କରିଛନ୍ତି। ସାମାଜିକ ଗଣମାଧ୍ୟମରେ ଟୁଇଟ୍‌ କରି ମୋହନ ମାଝୀ କହିଛନ୍ତି, ବଳଙ୍ଗା ଘଟଣାରେ ପୀଡ଼ିତା ଝିଅଟିର ମୃତ୍ୟୁ ଖବର ଶୁଣି ମୁଁ ଗଭୀର ଭାବେ ମର୍ମାହତ। ସରକାରଙ୍କ ସମସ୍ତ ପ୍ରୟାସ ଏବଂ ଏମ୍ସ ଦିଲ୍ଲୀରେ ବିଶେଷଜ୍ଞ ଡାକ୍ତରୀ ଦଳଙ୍କ ଅହୋରାତ୍ର ଚେଷ୍ଟା ସତ୍ତ୍ୱେ ତାଙ୍କ ଜୀବନ ରକ୍ଷା କରାଯାଇ […]

Read More Text.
Z0

ମଦଭାଟି ଉପରେ ଚାଲିଲା ବୁଲଡୋଜର

ଆଠଗଡ: ଚୋରା ଦେଶୀ ମଦର କୂଟୀର ଶିଳ୍ପ ପାଲଟିଥିବା ଆଠଗଡ ଥାନା ଅନ୍ତର୍ଗତ କୋରଙ୍ଗା ଗ୍ରାମରେ ଶନିବାର ସକାଳେ ଅବକାରୀ ବିଭାଗ ଚଢାଉ କରି ପ୍ରଥମ ଥର ପାଇଁ ବେଆଇନ ମଦଭାଟିଗୁଡିକୁ ବୁଲଡୋଜର ସାହାଯ୍ୟରେ ଭଙ୍ଗାଯାଇଛି। ଚଡାଉ ସମୟରେ ପ୍ରଥମେ ବେଆଇନ ଭାବେ ଗଢି ଉଠିଥିବା ୧୫ରୁ ଅଧିକ ମଦଭାଟି ଓ ତା ମଧ୍ୟରେ ଥିବା ଚୁଲିଗୁଡିକ ଉପରେ ବୁଲଡୋଜର ଚଢାଇ ମାଟିରେ ମିଶାଇ ଦିଆଯାଇଥିଲା । ଏଥି ସହିତ ନିକଟବର୍ତ୍ତୀ ବୁଦା ଓ ଝାଟି ଜଙ୍ଗଲ […]

Read More Text.
2020

ପୁରୀ ବଳଙ୍ଗା ପୀଡ଼ିତାଙ୍କର ଦିଲ୍ଲୀ ଏମ୍‌ସରେ ପରଲୋକ, ୧୫ ଦିନର ସଂଘର୍ଷ ପରେ ଜୀବନ ଯୁଦ୍ଧରେ ହାରିଗଲେ ନାବାଳିକା

ଭୁବନେଶ୍ୱର: ପୁରୀ ଜିଲ୍ଲାର ବଳଙ୍ଗା ପୀଡ଼ିତା ଆଉ ନାହାନ୍ତି। ଦୀର୍ଘ ୧୫ ଦିନ ଧରି ମୃତ୍ୟୁ ସହ ସଂଘର୍ଷ କରିବା ପରେ ଶେଷରେ ସେ ଜୀବନ ଯୁଦ୍ଧରେ ହାରି ଯାଇଛନ୍ତି। ଶନିବାର ସନ୍ଧ୍ୟା ୬ଟା ୨୨ ମିନିଟରେ ଦିଲ୍ଲୀ ସ୍ଥିତ ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ (ଏମ୍‌ସ)ରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି। ଏହି ଦୁଃଖଦ ଖବର ପାଇବା ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଶୋକ ପ୍ରକାଶ କରିଛନ୍ତି।   ଗତ ଜୁଲାଇ ୧୯ ତାରିଖରେ […]

Read More Text.
6a030ab2 ff1c 44df 957d 04890f30ac73 2025 08 02 18 24 34

ନିଜ ନାମ ପଢିପାରୁନାହାନ୍ତି ତେଜସ୍ୱୀ: ସମ୍ରାଟ

ପାଟନା: ଚଳିତ ବର୍ଷ ବିହାରରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ଏହାକୁ ଦୃଷ୍ଟିରେ ରଖି ଭୋଟର ତାଲିକାର ସଠିକତା ଏବଂ ନିରପେକ୍ଷତାକୁ ସୁନିଶ୍ଚିତ କରିବା ପାଇଁ ଏକମାସ ଧରି ବିହାରରେ ଭୋଟର ତାଲିକା ସଂଶୋଧନ ଅଭିଯାନ (ଏସଆଇଆର) କରାଯାଇଥିଲା। ଅଗଷ୍ଟ ୧ ତାରିଖରେ ନିର୍ବାଚନ କମିସନ ଉକ୍ତ ଭୋଟର ତାଲିକାର ଚିଠା ପ୍ରକାଶ କରିଛନ୍ତି। ଏହି ଚିଠା ପ୍ରକାଶ ପାଇବା ପରେ ରାଷ୍ଟ୍ରୀୟ ଜନତା ଦଳ (ରାଜଦ) ନେତା ତେଜସ୍ବୀ ଯାଦବ ଦାବି କରି କହିଛନ୍ତି, ‘ମୁଁ […]

Read More Text.
Amarnath cave

ଅମରନାଥ ଯାତ୍ରା ୩ ପର୍ଯ୍ୟନ୍ତ ସ୍ଥଗିତ

ଶ୍ରୀନଗର: ଜାମ୍ମୁ-କାଶ୍ମୀରରେ ପ୍ରବଳ ବର୍ଷା ଯୋଗୁଁ ଅମରନାଥ ଯାତ୍ରାକୁ ଆସନ୍ତା ୩ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି। ଅମରନାଥ ଗୁମ୍ଫାକୁ ସଂଯୋଗ କରୁଥିବା ଉଭୟ ପହଲଗାଓଁ ଓ ବାଲତାଲ ରାସ୍ତା କ୍ଷତିଗ୍ରସ୍ତ ହୋଇଛି। ମରାମତି ପାଇଁ ଦୁଇଦିନ ସମୟ ଲାଗିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି। ଏହି ପରିପ୍ରେକ୍ଷୀରେ ଶୁକ୍ରବାର ସକାଳୁ କୌଣସି ଶ୍ରଦ୍ଧାଳୁଙ୍କୁ ଯାତ୍ରା ଅନୁମତି ପ୍ରଦାନ କରାଯାଇନାହିଁ। ଇତିମଧ୍ୟରେ ଚାରି ଲକ୍ଷରୁ ଅଧିକ ଶ୍ରଦ୍ଧାଳୁ ଅମରନାଥ ଗୁମ୍ପାସ୍ଥିତ ବରଫ ଲିଙ୍ଗ ଦର୍ଶନ କରିସାରିଲେଣି।

Read More Text.
2

ମିଛ କହି ଧରାପଡ଼ିଲେ ତେଜସ୍ଵୀ ଯାଦବ

ପାଟନା : ବିହାରର ଆରଜେଡି(ରାଷ୍ଟ୍ରୀୟ ଜନତା ଦଳ) ନେତା ତେଜସ୍ଵୀ ଯାଦବ ମିଛ କହି ଧରାପଡ଼ିଛନ୍ତି। ଶନିବାର ତେଜସ୍ଵୀ ଭାରତୀୟ ନିର୍ର୍ବାଚନ ଆୟୋଗ(ଇସିଆଇ)ଙ୍କ ବିରୋଧରେ ଅଭିଯୋଗ ଆଣି ଚିଠା ଭୋଟର ତାଲିକାରେ ତାଙ୍କ ନାମ ନ ଥିବା କହିଥିଲେ। ନିର୍ବାଚନ ଆୟୋଗ ବିହାରରେ ସ୍ଵତନ୍ତ୍ର ପୁଙ୍ଖାନୁପୁଙ୍ଖ ପୁନଃନିରୀକ୍ଷଣ(ଏସଆଇଆର) କାର୍ଯ୍ୟକାରୀ କରିବା ପରେ ଜାରି କରିଥିବା ଚିଠା ଭୋଟର ତାଲିକାରେ ତାଙ୍କ ନାମ ନ ଥିବା ତେଜସ୍ଵୀ ଏକ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରିଥିଲେ। ତେବେ ତେଜସ୍ଵୀଙ୍କ ଏପରି […]

Read More Text.
1754128371 new project 7

ଶିବୁ ସୋରେନଙ୍କ ଅବସ୍ଥା ସଙ୍କଟାପନ୍ନ, ଭେଣ୍ଟିଲେଟରରେ ରଖାଯାଇ ଚାଲିଛି ଚିକିତ୍ସା

ରାଞ୍ଚି : ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା(ଜେଏମଏମ) ନେତା ଶିବୁ ସୋରେନଙ୍କ ସ୍ଵାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ରହିଛି। ଦିଲ୍ଲୀର ଗଙ୍ଗାରାମ ହସ୍ପିଟାଲରେ ଭେଣ୍ଟିଲେଟରରେ ରଖାଯାଇ ତାଙ୍କର ଚିକିତ୍ସା ଚାଲିଛି। ଗତ ଜୁନ ମାସରେ ୮୧ ବର୍ଷୀୟ ସୋରେନଙ୍କ ଦେହ ଅସୁସ୍ଥ ହେବାରୁ ସେବେଠାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। କିଡନୀ ସମ୍ବନ୍ଧୀୟ ସମସ୍ୟା କାରଣରୁ ଗତ ଜୁନ ଶେଷ ସପ୍ତାହରେ ସୋରେନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଦିନକୁ ଦିନ ସ୍ଵାସ୍ଥ୍ୟାବସ୍ଥାରେ ଅବନତି କାରଣରୁ ତାଙ୍କୁ […]

Read More Text.
Img prajwal revanna take 2 1 bqcs9g7b

ଦୁଷ୍କର୍ମ ମାମଲାରେ ପ୍ରଜ୍ଜ୍ବଳଙ୍କୁ ଆଜୀବନ କାରା ଦଣ୍ଡାଦେଶ

ବେଙ୍ଗାଲୁରୁ : ୪୭ ବର୍ଷୀୟା ଘରୋଇ ସହାୟିକାଙ୍କୁ ଦୁଷ୍କର୍ମ ମାମଲାରେ କର୍ଣ୍ଣାଟକ ହସନର ପୂର୍ବତନ ସାଂସଦ ପ୍ରଜ୍ଜ୍ବଳ ରେବାନ୍ନାଙ୍କୁ ବେଙ୍ଗାଲୁରୁର ସ୍ଵତନ୍ତ୍ର କୋର୍ଟ ଶନିବାର ଆଜୀବନ କାରା ଦଣ୍ଡାଦେଶରେ ଦଣ୍ଡିତ କରିଛନ୍ତି। ପ୍ରଜ୍ଜ୍ବଳ ହେଉଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ଏଚଡି ଦେବେଗୌଡ଼ାଙ୍କ ନାତି। ଗତ ଶୁକ୍ରବାର ଏହି ମାମଲାରେ କୋର୍ଟ ପ୍ରଜ୍ଜ୍ବଳଙ୍କୁ ଦୋଷୀ ସାବ୍ୟକ୍ତ କରି ରାୟ ସଂରକ୍ଷିତ ରଖିଥିଲେ। ଦୁଷ୍କର୍ମ, ଯୌନ ନିର୍ଯାତନା ଏବଂ ପ୍ରମାଣ ନଷ୍ଟ କରିବା ଆଦିରେ କୋର୍ଟ ତାଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ। […]

Read More Text.
China us taiwan cropped

ତାଇଓ୍ବାନ ନିକଟରେ ଚୀନ-ଆମେରିକା ମୁହାଁମୁହିଁ

ବେଜିଂ : ତାଇଓ୍ବାନ ପ୍ରଣାଳୀ ନିକଟରେ ମୁହାଁମୁହିଁ ହୋଇଛନ୍ତି ଚୀନ ଓ ଆମେରିକା । ଏହା ଫଳରେ ଏହି ଅଂଚଳରେ ଗତ କିଛି ମାସ ହେଲା ଚାଲିଥିବା ଉତ୍ତେଜନା ଆହୁରି ବଢିଯାଇଛି । ଶୁକ୍ରବାର ଦିନ ଚୀନର ସରକାରୀ ନ୍ୟୁଜ୍ ଚ୍ୟାନେଲ୍ ଏକ ଫୁଟେଜ୍ ଜାରି କରି ପ୍ରକାଶ କରିଛି ଯେ ଚୀନ୍ ଉପକୂଳ ନିକଟରେ ଚୀନ୍ କୋଷ୍ଟ ଗାର୍ଡ ଏବଂ ଏକ ସନ୍ଦିଗ୍ଧ ଆମେରିକୀୟ ନୌସେନା ହେଲିକପ୍ଟର ମୁହାଁମୁହିଁ ହୋଇଥିଲେ। ଏହି ସିସିଟିଭି ଫୁଟେଜ୍ ଅନୁଯାୟୀ, […]

Read More Text.
983fb50c84f28cdb79c4a09710482f11

ବିବାଦୀୟ ମନ୍ତବ୍ୟ ପରେ ସନ୍ଥ ପ୍ରେମାନନ୍ଦ ମହାରାଜଙ୍କୁ ମିଳିଲା ହତ୍ୟା ଧମକ

ନୂଆଦିଲ୍ଲୀ: ମଥୁରା-ବୃନ୍ଦାବନର ସନ୍ଥ ପ୍ରେମାନନ୍ଦ ମହାରାଜଙ୍କ ସାନ୍ନିଧ୍ୟ ପାଇବା ପାଇଁ ଦେଶବିଦେଶରୁ ଶ୍ରଦ୍ଧାଳୁ ଛୁଟି ଆସନ୍ତି । ସାଂସାରିକ ଏବଂ ଆଧ୍ୟାତ୍ମିକ ଜୀବନର ଜ୍ଞାନ ପରଷୁଥିବା ପ୍ରେମାନନ୍ଦ ମହାରାଜ ପ୍ରତିଟି ସତସଙ୍ଗ ପରେ ଶ୍ରଦ୍ଧାଳୁଙ୍କ ମନରେ ଆସୁଥିବା ପ୍ରଶ୍ନର ଅତି ସରଳ ଭାବେ ଉତ୍ତର ଦେଇଥାନ୍ତି । ଯାହାର ଭିଡିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ ହୋଇଥାଏ। ଲୋକେ ବି ଏହାକୁ ଖୁବ ପସନ୍ଦ କରୁଛନ୍ତି। ଶନିବାର ବୃନ୍ଦାବନର ସନ୍ଥ ପ୍ରେମାନନ୍ଦ ମହାରାଜଙ୍କୁ ଜଣେ ଯୁବକ ସୋସିଆଲ […]

Read More Text.