ପ୍ରକୃତ ଭାରତୀୟ କେବେ ବି ଏଭଳି ମନ୍ତବ୍ୟ ଦେବ ନାହିଁ; ରାହୁଲଙ୍କୁ କହିଲେ ସୁପ୍ରିମକୋର୍ଟ
ନୂଆଦିଲ୍ଲୀ: “ପ୍ରକୃତ ଭାରତୀୟ କେବେ ବି ଏଭଳି ମନ୍ତବ୍ୟ ଦେବ ନାହିଁ।” ଶୁଣାଣି ବେଳେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଏଭଳି କହିଲେ ସୁପ୍ରିମକୋର୍ଟ। ‘ଭାରତ ଯୋଡୋ ଯାତ୍ରା’ ସମୟରେ ରାହୁଲ କରିଥିବା ଦାବିକୁ ନେଇ ସୁପ୍ରିମକୋର୍ଟ ତାଙ୍କ ଉପରେ ବର୍ଷିଥିବା ଜଣାଯାଇଛି। ରାହୁଲ ‘ଭାରତ ଯୋଡୋ ଯାତ୍ରା’ ସମୟରେ କହିଥିଲେ ଯେ, “ଚୀନ୍ ଭାରତର ୨ହଜାର କିଲୋମିଟର ଅଞ୍ଚଳ ଅକ୍ତିଆର କରିନେଇଛି।” ଏଭଳି ଦାବିକୁ ନେଇ ଆଜି ସୁପ୍ରିମକୋର୍ଟ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ସମାଲୋଚନା […]
Read More Text.