Screenshot 2025 06 30 134847 750

ଖୁବ୍‌ଶୀଘ୍ର ୧୬୩୫ଟି ନୂତନ ରାଜସ୍ୱ ଗ୍ରାମର ହେବ ସୀମା ପରିବର୍ତ୍ତନ ପାଇଁ ନିର୍ଦ୍ଦେଶନାମା ଜାରି

ଭୁବନେଶ୍ୱର: ଖୁବ୍‌ଶୀଘ୍ର ୧୬୩୫ଟି ନୂତନ ରାଜସ୍ୱ ଗ୍ରାମର ହେବ ସୀମା ପରିବର୍ତ୍ତନ। ରାଜସ୍ବ ବିଭାଗ ପକ୍ଷରୁ ଜାରି ହେଲା ସ୍ୱତନ୍ତ୍ର ନିର୍ଦ୍ଦେଶନାମା। ନକ୍ସା ପରିବର୍ତ୍ତନ ପାଇଁ ସର୍ଭେ ନିର୍ଦ୍ଦେଶକ, ଜିଲାପାଳ ଓ ଆର୍‌ଡିସିଙ୍କୁ ଚିଠି ଲେଖାଯାଇଛି। ପୁରୁଣା ରାଜସ୍ୱ ଗାଁ ରେକର୍ଡ ଯେମିତି ମିଶି ନଯାଏ ଦୃଷ୍ଟି ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ଏଥିପାଇଁ ପ୍ରତି ତହସିଲରେ ହେବ ଗୋଟିଏ ଲେଖାଏଁ ସ୍ଵତନ୍ତ୍ର ସେଲ। ରାଜସ୍ବ ଗାଁ ହେଲା ପରେ ସ୍ଵତନ୍ତ୍ର ମ୍ୟାପ ହେବ। ମୂଳ ଗାଁରେ ଥିବା […]

Read More Text.
Vigilance finalll 750x430 1

ଡ୍ରଗ୍ସ କଣ୍ଟ୍ରୋଲର୍ ଅଫିସରଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ସମ୍ୱଲପୁର: ଭିଜିଲାନ୍ସ ଜାଲରେ ଡ୍ରଗ୍ସ କଣ୍ଟ୍ରୋଲର୍ ଅଫିସର୍ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରେଡ୍‌ କରିଛି ଭିଜିଲାନ୍ସ ଟିମ୍ । ଡ୍ରଗ୍ସ କଣ୍ଟ୍ରୋଲର୍ ଅଫିସର୍ ଦେବାଶିଷ ପଣ୍ଡାଙ୍କ ସମ୍ୱଲପୁର ଘର ଓ ଅଫିସ୍ ସମେତ ୭ଟି ସ୍ଥାନରେ ଚଢାଉ ଚାଲିଛି । ଭୁବନେଶ୍ୱରର ୪ଟି ଘର ଯଥା, ରାଜଧାନୀର ନୟାପଲ୍ଲୀ ବେହେରା ସାହିରେ ଥିବା ମେଟ୍ରୋ ସିଟିର ବ୍ଲକ୍-୫ ଫ୍ଲାଟ୍ ନଂ ୧୫, ଫ୍ଲାଟ୍ ନଂ. ୧୧-ଡି, ବ୍ଲକ-୨, ମେଟ୍ରୋସିଟି, ନୟାପଲ୍ଲୀ, ଭୁବନେଶ୍ବର । […]

Read More Text.
Rrwe

ଗୁହାଳଡାଙ୍ଗିରୀ ପଞ୍ଚାୟତର କଲରାବଣି ଗାଁକୁ ରାସ୍ତା ହେବ କେବେ?

ବାରିପଦା: ପ୍ରତି ୫ ବର୍ଷରେ ନିର୍ବାଚନ ହେଉଛି । ବିଭିନ୍ନ ରାଜନୈତିକ ଦଳର ନେତା ମାନଙ୍କର ପାହାଡ଼ ଭଳି ପ୍ରତିଶ୍ରୁତି ।ହାତୀ ଦେବି ଘୋଡ଼ା ଦେବି ମୋ ପେଁକାଳି ବଜାଇ ଦିଅ ।ସ୍ବାଧୀନତାର ଦିର୍ଘ ୭୬ ବର୍ଷ ଅତିକ୍ରାନ୍ତ ପରେ ମଧ୍ୟ ଏ ଗ୍ରାମକୁ ରାସ୍ତା ଖଣ୍ଡେ ନାହିଁ । ଦୁର୍ଗମ ଅଞ୍ଚଳର ଅଧିବାସୀଙ୍କର ଦୋଷ କେଉଁଠି ।ରାଜସ୍ଵ ଖଜଣା ଦେଉଛନ୍ତି,ଭୋଟ ଦେଉଛନ୍ତି ।ଅଥଚ ମୌଳିକ ସମସ୍ୟା ରାସ୍ତା ଖଣ୍ଡେ ନାହିଁ ।ଯାହାକୁ ନେଇ ଗ୍ରାମବାସୀ ଅସନ୍ତୋଷ […]

Read More Text.
Wer

ସର୍ପ ଦଂଶନରେ ଵୃଦ୍ଧ ମୃତ

ବାରିପଦା : ବିଶେଷକରି  ଗ୍ରୀଷ୍ମ ଏବଂ ବର୍ଷା ଋତୁରେ  ସର୍ପାଘାତ ମୃତ୍ୟୁ  ସଂଖ୍ୟା ବେଶି ଦେଖାଦେଇଥାଏ । ଯାହା ଏବେ ଅନେକ ସମୟରେ ଦେଖିବାକୁ ମିଳୁଅଛି l କେତେବେଳେ ଘର ଚଟାଣିରେ ଶୋଇଥିବା ଅବସ୍ଥାରେ  ତ କେତେବେଳେ ବିଲରେ ସାପ କାମୁଡାରେ  ଅନେକ ଲୋକ ମୃତ୍ୟୁବରଣ କରିଥାନ୍ତି ।ମୟୂରଭଂଜ ଜିଲ୍ଲାର  ଉପାନ୍ତ ଗୋରୁମହିଷାଣୀ ଥାନା ଅଞ୍ଚଳରେ କୁକୁଡିମୁଣ୍ଡି ଗ୍ରାମର ଗୋମିଆ ମୁଣ୍ଡା  (୬୭) ସୋମବାର ରାତିରେ  ଶୋଇଥିବା ଅବସ୍ଥାରେ ସର୍ପଘାତ କରିଥିଲା ।ସକାଳେ ତାଙ୍କୁ   ହସ୍ପିଟାଲ ଅଣା ଯାଇଥିଲା […]

Read More Text.
Img 20250805 wa0240

୨୦୨୪-୨୫ଶିକ୍ଷାବର୍ଷର ବକେୟା ଷ୍ଟାଇପେଣ୍ଡ ପ୍ରଦାନ ଦାବି କଲା ମାସା

ବାରିପଦା: ନୂତନ ଶିକ୍ଷା ବର୍ଷ ୨୦୨୫-୨୦୨୬ ହେବାଊ ସହ ମହାବିଦ୍ୟାଳୟ ନାମ ଲେଖା ତା ସହିତ ବହି ଖାତା କିଣିବାର ସମୟ ଏଥିପାଇଁ ମୟୂରଭଞ୍ଜ ର ଅଧିକାଂଶ ବିଦ୍ୟାର୍ଥୀ ଷ୍ଟିଇପେଣ୍ତ ଉପରେ ନିର୍ଭର କରିଥାନ୍ତି। କିନ୍ତୁ ଦୁଃଖର ବିଷୟ ଯେ ୨୦୨୪-୨୦୨୫ ଶିକ୍ଷା ବର୍ଷର ବାମନଘାଟୀ ଉପଖଣ୍ଡ ସହିତ ମୟୂରଭଞ୍ଜ ଜିଲ୍ଲାର ବିଭିନ୍ନ କଲେଜ ରେ ଅଧ୍ୟୟନରତ ଛାତ୍ର ଛାତ୍ରୀ ମାନଙ୍କୁ ପ୍ରଶାସନ ଅବା କଲେଜ କତୃପକ୍ଷଙ୍କର ଅବହେଳା କାରଣରୁ ଏଯାବତ ଷ୍ଟଇପେଣ୍ଡ ପ୍ରଦାନ କରାଯାଇ ନାହିଁ। ଯାହାଫଳରେ […]

Read More Text.
Img 20250805 wa0233

ଫାଇଲେରିଆ ରୋଗର ନିରାକରଣ ନିମନ୍ତେ ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ନେଇ ସଚେତନତା ଶିବିର  

ବାରିପଦା : ଜିଲ୍ଲାରେ ଫାଇଲେରିଆ ରୋଗର ନିରାକରଣ ପାଇଁ ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ନେଇ ଏକ ସଚେତନତା ଶିବିର ଜିଲ୍ଲା ମୁଖ୍ୟ ଚିକିତ୍ସା  ଓ ଜନସ୍ୱାସ୍ଥ ଅଧିକାରୀ ଡ଼କ୍ଟର କିଶୋର କୁମାର ଆଚାର୍ଯ୍ୟଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ମୁଖ୍ୟ  ଚିକିତ୍ସାଳୟ ସଭାଗୃହରେ  ଅନୁଷ୍ଠିତ ହଇଯାଇଛି I ପ୍ରାରମ୍ଭରେ ଡ଼ ଆଚାର୍ଯ୍ୟ ଉପସ୍ଥିତ ଥିବା ସମସ୍ତଙ୍କୁ ସ୍ୱାଗତ କରିବା  ସହ ଜିଲ୍ଲାରେ ଚଳିତ ବର୍ଷ ଆଗାମୀ ଅଗଷ୍ଟ ମାସ ୧୦ ତାରିଖରୁ ଅଗଷ୍ଟ ୧୯ ତାରିଖ  ପର୍ଯ୍ୟନ୍ତ ହେବାକୁ ଥିବା […]

Read More Text.

ଚେକ ବାଉନ୍ସ ମାମଲାରେ ଅଭିଯୁକ୍ତ କୁ କାରାଦଣ୍ଡ ସମେତ ଅର୍ଥ ଦଣ୍ଡାଦେଶ

ବାରିପଦା –  ଆଜି ଏକ ଚେକ ବାଉନ୍ସ ମାମଲାର ବିଚାର କରି    ବେତନଟୀ ଜୁଡ଼ିସିଆଲ ମାଜିଷ୍ଟେଟ ଫାଷ୍ଟ କ୍ଲାସ ( ଜେଏମ ଏଫ ସି) କୋର୍ଟ ର ମାନ୍ୟବର ବିଚାରପତି ଅଭିଯୁକ୍ତ କୁ ଏକ ବର୍ଷ ଜେଲଡଣ୍ଡ ସମେତ ତିନି ଲକ୍ଷ ଷାଠିଏ ହଜାର (3,60,000) ଟଙ୍କା ଜୋରିମାନା ଅନାଦେୟ ଅଧିକ ଦୁଇ ମାସ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି l ମାମଲାର ବିବରାଣୀ ରୁ ପ୍ରକାଶ ଯେ ମୟୁରଭଞ୍ଜ ଜିଲ୍ଲା ବେତନଟୀ ଥାନା ଅନ୍ତର୍ଗତ ମଧୁନନ୍ଦା ଅଞ୍ଚଳର […]

Read More Text.
Zzz

ଉତ୍ତରାଖଣ୍ଡରେ ୮-୧୦ ଯବାନ ନିଖୋଜ

ଉତ୍ତରକାଶୀ: ଉତ୍ତରାଖଣ୍ଡର ଉତ୍ତରକାଶୀରେ ଆଜି ହୋଇଥିବା ବାଦଲଫଟା ବର୍ଷା ଘଟଣା ସମ୍ପର୍କରେ ଏକ ବଡ଼ ଖବର ଆସିଛି। ଜଣେ ଭାରତୀୟ ସେନା ଅଧିକାରୀ କହିଛନ୍ତି ଯେ ତଳ ହର୍ଷିଲ ଘାଟି ଅଞ୍ଚଳର ଏକ ସେନା ଶିବିରରୁ ୮-୧୦ ଜଣ ଭାରତୀୟ ସେନା ଯବାନ ନିଖୋଜ ଅଛନ୍ତି। ସେମାନଙ୍କୁ ଖୋଜିବା ପାଇଁ ଏକ ବଡ଼ ଧରଣର ତଲାସୀ ଅଭିଯାନ ଆରମ୍ଭ କରାଯାଇଛି । କେବଳ ସେନା ଯବାନ ନୁହନ୍ତି ନିଖୋଜ ଗ୍ରାମବାସୀଙ୍କ ତଲାସୀ ପାଇଁ ବଡ଼ ଅଭିଯାନ ଚାଲିଛି […]

Read More Text.

୩ ମାସରେ ୧୫ ଆତଙ୍କବାଦୀ ଶିବିର ତିଆରି କରିଛି ପାକିସ୍ତାନ

ନୂଆଦିଲ୍ଲୀ : ଅପରେସନ ସିନ୍ଦୂରର ୯୦ ଦିନ ମଧ୍ୟରେ ପାକିସ୍ତାନ ଅଧିକୃତ କାଶ୍ମୀର(ପିଓକେ)ରେ ୧୫ଟି ଆତଙ୍କାବାଦୀ ଶିବିର ତିଆରି ହୋଇଛି। ଏସବୁର ନିର୍ମାଣ ପାଇଁ ସହାୟତା ଯୋଗାଇ ଦେଇଛି ପାକିସ୍ତାନ। ପାକିସ୍ତାନୀ ଗୁଇନ୍ଦା ସଂସ୍ତା ଆଇଏସଆଇ ଏଥିପାଇଁ ପ୍ରଚୁର ଅର୍ଥ ବିନିଯୋଗ କରିଥିବା ନେଇ ଗୁଇନ୍ଦା ସୂଚନା ମିଳିଛି। ସୀମାପାର ଆତଙ୍କବାଦ ରୋକିବାକୁ ଭାରତୀୟ ସେନା ପକ୍ଷରୁ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯାଉଥିବାବେଳେ ପାକିସ୍ତାନ ଆତଙ୍କବାଦକୁ ପ୍ରୋତ୍ସାହନ ଦେଇଆସୁଛି। ଅପରେସନ ସିନ୍ଦୂର ସମୟରେ ପିଓକେରେ ଥିବା ଅନେକ ଆତଙ୍କୀ […]

Read More Text.
Zz

ନୌସେନା ଓ ବାୟୁ ସେନା ପାଇଁ ଆସିବ ବ୍ରହ୍ମୋସ୍ ମିସାଇଲ୍, ଅପରେସନ୍ ସିନ୍ଦୂର ପରେ ସେନା ଦେବ ବଡ଼ ଅର୍ଡର

ନୂଆଦିଲ୍ଲୀ: ଅପରେସନ୍ ସିନ୍ଦୂର ବେଳେ ପାକିସ୍ତାନର ବିଭିନ୍ନ ସୈନ୍ୟ ଠିକଣାକୁ ଭାରତ ବ୍ୟାପକ କ୍ଷତି ପହଞ୍ଚାଇଥିଲା । ଭାରତୀୟ ସେନା ଏବେ ଭାରତ-ରୁଷ ଦ୍ୱାରା ବିକଶିତ ବ୍ରହ୍ମୋସ ସୁପରସୋନିକ୍ କ୍ରୁଜ୍ ମିସାଇଲର ଏକ ବଡ଼ ଅର୍ଡର ଦେବାକୁ ଯାଉଛି । ଏଏନଆଇର ରିପୋର୍ଟ ଅନୁସାରେ, ପ୍ରତିରକ୍ଷା ଉପକରଣ କ୍ରୟ ନେଇ ଉଚ୍ଚ ସ୍ତରୀୟ ବୈଠକରେ ଭାରତୀୟ ବାୟୁ ନୌସେନାର ଯୁଦ୍ଧପୋତ ପାଇଁ ବହୁ ସଂଖ୍ୟାରେ ବ୍ରହ୍ମୋସ ମିସାଇଲ୍ କ୍ରୟକୁ ମଞ୍ଜୁରି ଦିଆଯାଇପାରେ । ଏହା ସହ ଭାରତୀୟ […]

Read More Text.