ସ୍କୁଲରେ ଅଘଟଣ, ଲୁହା ପଡି ଛାତ୍ରଙ୍ ମୃତ

ସମ୍ବଲପୁର : ବୁଢାରାଜା ୟୁପି ସ୍କୁଲରେ ଅଘଟଣ  l ଷଷ୍ଠ ଶ୍ରେଣୀର ଜଣେ ଛାତ୍ରଙ୍କ ଉପରେ ଲୁହା ପଡିବାରୁ ତାଙ୍କର ମୃତ୍ୟୁ ଘଟିଛି  l ରେଳ ବିଭାଗର ଏକ ବଡ଼ ଲୁହା ଖଣ୍ଡ ପଡିଯିବାରୁ ଛାତ୍ରଙ୍କର ମୃତ୍ୟୁ ହୋଇଛି  l ମୃତ ଛାତ୍ର ଜଣକ ହେଉଛନ୍ତି ଦିପୁ ୟାଦବ  l ସ୍କୁଲରେ ପାଠ ପଢା ସମୟରେ ସେ ପରିଶ୍ରା ପାଇଁ ବାହାରକୁ ଯାଇଥିବା ସମୟରେ ଅଘଟଣ ଘଟିଛି l ପାଖରେ ରେଳ ଲାଇନ ଥିବାବେଳେ ଏକ ଲୁହା ପୋଲକୁ […]

Read More Text.
Paradip

ଅନଲାଇନ ପ୍ରେମର ଭୟଙ୍କର ପରିଣତି, ପ୍ରେମିକାର ବେକ କାଟିଦେଲା ପ୍ରମିକ

ପାରାଦୀପ : ଅନଲାଇନ ପ୍ରେମର ଏକ କରୁଣ ଦୃଶ୍ୟକୁ ନେଇ ଏରସମା ବ୍ଲକ୍ ବଳେଇପୁର ପଞ୍ଚାୟତ ନିକଟ ତାନ୍ତେଇ ଅଞ୍ଚଳରେ ଚାଞ୍ଚଲ୍ୟ । ଜଣେ ଯୁବତୀଙ୍କ ବେକ କାଟିଦେଲା ଯୁବକ ।  ମୋବାଇଲରୁ ଉଭୟଙ୍କ ମଧ୍ୟରେ ଗଢିଉଠିଥିଲା ପ୍ରେମ ସମ୍ପର୍କ ।  ଆଜି ଯୁବକ ଜଣଙ୍କ ଯୁବତୀଙ୍କୁ ଭେଟିବାକୁ ଆସିଥିଲା। ଉଭୟ କଥା ହେଉଥିବା ବେଳେ କୌଣସି କାରଣରୁ ଉଭୟଙ୍କ ମଧ୍ୟରେ ହୋଇଥିଲା ଯୁକ୍ତି ତର୍କ । ଫଳରେ ଉତ୍ୟକ୍ତ ଯୁବକ ଜଣକ କୌଣସି ଧାରୁଆ ଅସ୍ତ୍ରରେ ଯୁବତୀଙ୍କ […]

Read More Text.
Abadha

ଅନଲାଇନରେ ବିକ୍ରି ହେବ ନି ମହାପ୍ରସାଦ, ଶ୍ରୀମନ୍ଦିର ପ୍ରଶାସନ ଓ ରାଜ୍ୟ ସରକାର ପ୍ରସ୍ତାବକୁ ଅଗ୍ରାହ୍ୟ କେଲ

ଭୁବନେଶ୍ୱର : ଅନଲାଇନରେ ବିକ୍ରି ହେବ ନାହିଁ ମହାପ୍ରସାଦ । ବିଭିନ୍ନ ସଂସ୍ଥା ଦେଇଥିବା ପ୍ରସ୍ତାବକୁ ଅଗ୍ରାହ୍ୟ କଲେ ଶ୍ରୀମନ୍ଦିର ପ୍ରଶାସନ ଓ ରାଜ୍ୟ ସରକାର । ଭାରତର ଅନ୍ୟ ମନ୍ଦିର ତୁଳନାରେ ମହାପ୍ରଭୁଙ୍କ ମହାପ୍ରସାଦର ପବିତ୍ରତା ଓ ମାନ୍ୟତା ସଂପୂର୍ଣ୍ଣ ଅଲଗା । କିଛି ଦିନ ତଳେ କିଛି ସଂସ୍ଥା ମହାପ୍ରଭୁଙ୍କ ଶୁଖିଲା ଭୋଗ ଓ ମହାପ୍ରସାଦ ଅନଲାଇନରେ ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ମନ୍ଦିର ପ୍ରଶାସନକୁ ଅନୁରୋଧ କରିଥିଲେ । ଯଦିଓ ମହାପ୍ରସାଦ ଦେଶ ବିଦେଶରେ […]

Read More Text.
hospital 1

ନଭି ମୁମ୍ବାଇର ଏକ ଡାକ୍ତରଖାନାରେ ଭୟଙ୍କର ଅଗ୍ନିକାଣ୍ଡ

 ମୁମ୍ବାଇ: ନଭି ମୁମ୍ବାଇର ନେରୁଲ ସ୍ଥିତ ଏକ ହସପିଟାଲରେ ନିଆଁ ଲାଗିଯାଇଛି । ହସପିଟାଲର ୩ୟ ମହଲାରେ ନିଆଁ ଲାଗିବା ଯୋଗୁଁ ଅନେକ ରୋଗୀ ଅଳ୍ପକେ ବର୍ତ୍ତିଯାଇଛନ୍ତି । ଘଟଣା ବିଷୟରେ ସୂଚନା ପାଇ ଦମକଳ ଟିମ୍ ନିଆଁକୁ ଆୟତ୍ତ କରୁଛି । ସମସ୍ତ ରୋଗୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି । ନିଆଁ ଲାଗିବା ସମୟରେ ୩ୟ ମହଲାରେ ୨୧ ଜଣ ରୋଗୀ ଥିଲେ । ସମସ୍ତଙ୍କୁ ଅନ୍ୟ ଏକ ହସପିଟାଲରେ ଭର୍ତ୍ତି କରାଯାଇଛି । ଖବର […]

Read More Text.

ଆମେରିକା ମାଟିରୁ ପାକିସ୍ତାନର ଧମକ; ଭାରତର ଦୃଢ଼ ନିନ୍ଦା

ନୂଆଦିଲ୍ଲୀ: ପାକିସ୍ତାନ ସେନା ମୁଖ୍ୟ ଆସିମ ମୁନିର ଆମେରିକା ମାଟିରୁ ଦେଇଥିବା ପରମାଣୁ ଧମକକୁ ନେଇ ଭାରତ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି। ଭାରତ କେବଳ ପାକିସ୍ତାନକୁ ନୁହେଁ, ଆମେରିକାକୁ ବି ତା’ ଅସଲ ଚେହେରା ଦେଖାଇଛି। ମୁନିରର ଧମକ ଉପରେ ବିଦେଶ ମନ୍ତ୍ରଣାଳୟ ବିବୃତି ଜାରି କରି କହିଛି ଯେ, ପରମାଣୁ ଧମକ ଦେବା ପାକିସ୍ତାନର ପୁରୁଣା ଅଭ୍ୟାସ। ଅନ୍ତର୍ଜାତୀୟ ସମୁଦାୟ ପାକିସ୍ତାନର ଏପରି ଦାୟିତ୍ଵହୀନ ମନ୍ତବ୍ୟ ଉପରେ ଧ୍ୟାନ ଦେଇ ତାହାର ନିଷ୍କର୍ସ ବାହାର […]

Read More Text.
Rafel

ରାଫେଲ ଯୁଦ୍ଧବିମାନ ପାଇଁ ଜଣାଇଲା ଦାବି, ଆହୁରି ଶକ୍ତିଶାଳୀ ହେବ ଭାରତୀୟ ବାୟୁସେନା

ନୂଆଦିଲ୍ଲୀ: ଭାରତ ଅପରେସନ ସିନ୍ଦୂର ସହିତ ସମଗ୍ର ବିଶ୍ୱକୁ ତାର ଶକ୍ତି ଅନୁଭବ କରାଇଛି। ଏହି ସମୟ ମଧ୍ୟରେ ଭାରତୀୟ ବାୟୁସେନା ଏକ ବିଶେଷ ଭୂମିକା ଗ୍ରହଣ କରିଛି। କାରଣ ଏହି ସମୟରେ ଭାରତୀୟ ବାୟୁସେନା ଏକ ବିଶେଷ ଆବେଦନ ରଖିଥିଲା। ବାୟୁସେନା ପାକ୍ ଅଧିକୃତ କାଶ୍ମୀରରେ ଅନେକ ଆତଙ୍କବାଦୀ ଆଡ୍ଡାକୁ ନଷ୍ଟ କରିଛି। ଏବେ ସେନାର ଶକ୍ତି ଆହୁରି ବୃଦ୍ଧି ପାଇବାକୁ ଯାଉଛି। ଟାଇମ୍ସ ଅଫ୍ ଇଣ୍ଡିଆ ରିପୋର୍ଟ ଅନୁଯାୟୀ, ଭାରତୀୟ ବାୟୁସେନା ରାଫେଲ ଲଢ଼ୁଆ […]

Read More Text.
Air india

ଚେନ୍ନାଇରେ ଜରୁରୀ ଅବତରଣ କଲା ବିମାନ, ଅଳ୍ପକେ ବର୍ତ୍ତିଲେ ଏୟାର ଇଣ୍ଡିଆ ଯାତ୍ରୀ

ଚେନ୍ନାଇ:  ଚେନ୍ନାଇରେ ଜରୁରୀ ଅବତରଣ କଲା ଏୟାର ଇଣ୍ଡିଆ ବିମାନ । ତିରୁବନନ୍ତପୁରମରୁ ଦିଲ୍ଲୀ ଯାଉଥିବାବେଳେ ବିମାନର ଜରୁରୀ ଅବତରଣ ହୋଇଥିଲା । ଖରାପ ପାଗ ଏବଂ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଚେନ୍ନାଇ ବିମାନବନ୍ଦରରେ ଜରୁରୀକାଳୀନ ଅବତରଣ କଲା ଏୟାର ଇଣ୍ଡିଆ ବିମାନ । ସେହି ବିମାନରେ ୫ଜଣ ସାଂସଦ ଦିଲ୍ଲୀ ଯାତ୍ରା କରୁଥିବା ସମୟରେ ଏପରି ଘଟିଥିଲା ବୋଲି ସୂଚନା ମିଳିଛି । ସୂଚନାନୁଯାୟୀ, ତିରୁବନନ୍ତପୁରମରୁ ଦିଲ୍ଲୀ ଯାଉଥିବା ସମୟରେ ବିମାନରେ ଯାନ୍ତ୍ରିକ ତ୍ରୁଟି ଦେଖାଯାଇଥିଲା […]

Read More Text.
Israel hamas war

ଗାଜା-ଇସ୍ରାଏଲ ଯୁଦ୍ଧରେ ୫ ସାମ୍ବାଦିକ ମୃତ, IDF କହିଛି ସାମ୍ବାଦିକ ନୁହେଁ ବରଂ ଆତଙ୍କୀ

ନୂଆଦିଲ୍ଲୀ: ଇସ୍ରାଏଲ ନିରନ୍ତର ଗାଜା ଷ୍ଟ୍ରିପ୍ ଉପରେ ଆକ୍ରମଣ କରୁଛି। ଇସ୍ରାଏଲୀ ଆକ୍ରମଣରେ ଅଲ ଜଜିରା ନ୍ୟୁଜ୍ ଚ୍ୟାନେଲର ୫ ଜଣ ସାମ୍ବାଦିକଙ୍କ ମଧ୍ୟ ମୃତ୍ୟୁ ହୋଇଛି । ଏହା ଅଲ ଜଜିରା ଦ୍ୱାରା ନିଶ୍ଚିତ କରାଯାଇଛି। ଗାଜା ସହରର ଅଲ-ଶିଫା ହସ୍ପିଟାଲ ନିକଟରେ ଇସ୍ରାଏଲୀ ଆକ୍ରମଣରେ ଆଲ ଜାଜିରାର ଏହି ୫ ଜଣ ସାମ୍ବାଦିକଙ୍କ ମୃତ୍ୟୁ ହୋଇଛି। ପ୍ରସାରକ ସଂସ୍ଥା ଅନୁଯାୟୀ, ନିହତ ସାମ୍ବାଦିକଙ୍କ ମଧ୍ୟରେ ଅଲ ଜାଜିରା ପ୍ରତିନିଧି ଅନାସ ଅଲ-ଶରିଫ ଏବଂ ମହମ୍ମଦ […]

Read More Text.
Dogs

ବୁଲା କୁକୁରଙ୍କୁ ଆଶ୍ରୟସ୍ଥଳରେ ରଖିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଦିଲ୍ଲୀ-ଏନସିଆର ଅଞ୍ଚଳରେ ବୁଲା କୁକୁରଙ୍କ ଆତଙ୍କ ପ୍ରାୟତଃ ଦେଖାଯାଏ। ଲୋକମାନେ କୁକୁରମାନଙ୍କ ଯୋଗୁଁ ଭୟରେ ରହିବାକୁ ବାଧ୍ୟ ହେଉଛନ୍ତି। କାରଣ କୁକୁରମାନେ ଅନେକ ଲୋକଙ୍କୁ ଆକ୍ରମଣ କରିଛନ୍ତି। ଏବେ ସୁପ୍ରିମକୋର୍ଟ ଏହି ମାମଲାରେ ଏକ ବଡ଼ ରାୟ ଶୁଣାଇଛନ୍ତି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ, ଦିଲ୍ଲୀ ଏନସିଆର ଅଞ୍ଚଳର ସମସ୍ତ ବୁଲା କୁକୁରଙ୍କୁ ଧରାଯିବ। ଏହା ପରେ, ସେମାନଙ୍କୁ ସୁରକ୍ଷିତ ସ୍ଥାନକୁ ନେଇ ରଖାଯିବ। ଦିଲ୍ଲୀ-ଏନସିଆରରେ ବୁଲା କୁକୁରଙ୍କ ସମସ୍ୟାର ସମାଧାନ ପାଇଁ ସୁପ୍ରିମକୋର୍ଟ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ […]

Read More Text.
Rahul

ଭୋଟ ଚୋରି ପ୍ରସଙ୍ଗରେ ପୋଲିସ ହେପାଜତରେ ରାହୁଲ-ପ୍ରିୟଙ୍କା

ନୂଆଦିଲ୍ଲୀ: ଆଜିକାଲି ଭୋଟ ଚୋରି ପ୍ରସଙ୍ଗରେ ଦେଶରେ ରାଜନୈତିକ ସରଗରମ ରହିଛି। ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଭୋଟର ତାଲିକାରେ ଅନିୟମିତତା ସମ୍ପର୍କରେ ଗମ୍ଭୀର ଅଭିଯୋଗ ଆଣିଛନ୍ତି। ବିହାରରେ ସ୍ୱତନ୍ତ୍ର ସଘନ ସଂଶୋଧନ (SIR) ଏବଂ କଥିତ ‘ଭୋଟ ଚୋରି’ ବିରୋଧରେ ଇଣ୍ଡିଆ ମେଣ୍ଟ ସାଂସଦମାନେ ସଂସଦ ଭବନରୁ ନିର୍ବାଚନ କମିଶନ ମୁଖ୍ୟାଳୟ ପର୍ଯ୍ୟନ୍ତ ଶୋଭାଯାତ୍ରା କରିଥିଲେ। ଏହି ଶୋଭାଯାତ୍ରା କରିବା ସମୟରେ ବିଶୃଙ୍ଖଳା ସୃଷ୍ଟି ହୋଇଥିଲା। ଏହି ସମୟରେ, ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ, […]

Read More Text.