ଭାରତୀୟ କମ୍ୟୁନିଷ୍ଟ ପାର୍ଟିର ସାରସକଣା ଆଞ୍ଚଳିକ ସମ୍ମିଳନୀ ଅନୁଷ୍ଠିତ
୨୧ ଅଗଷ୍ଟ ମହାସମାରୋହରେ ଜିଲ୍ଲାସ୍ତରୀୟ ପାର୍ଟି ଶତବାର୍ଷିକୀ ଓ ୨୨ତମ ସମ୍ମିଳନୀ ବମ୍ବେ ଛକରେ ଆତିଥ୍ୟ ଦେବା ପାଇଁ ନିଷ୍ପତ୍ତି। ବାରିପଦା: ଭାରତୀୟ କମ୍ଯୁନିଷ୍ଟ ପାର୍ଟିର ମୟୁରଭଞ୍ଜ ଜିଲ୍ଲା ସାରସକଣା ଆଞ୍ଚଳିକ ସମ୍ମିଳନୀ ଆଜି ସାରସକଣା ହାଟ ପ୍ରେକ୍ଷାଳୟରେ ଅନୁଷ୍ଠିତ ହୋଇଯାଇଛି। ଆଜି ପୁର୍ଵାହ୍ନରେ ପାର୍ଟିର ବରିଷ୍ଠ ନେତା ହୃଷୀକେଶ ସାହୁ ସମ୍ମିଳନୀର ପତାକା ଉତ୍ତୋଳନ କରିଥିଲେ। ହୃଷିକେଶ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମ୍ମିଳନୀକୁ ସିପିଆଇ ରାଜ୍ଯ ସମ୍ପାଦକ ମଣ୍ଡଳୀ ସଦସ୍ଯ ଜୟନ୍ତ ଦାସ ଉଦଘାଟନ କରି […]
Read More Text.