ଟ୍ୱିନ୍ ସିଟିରେ ସ୍ୱତନ୍ତ୍ର ପ୍ରବର୍ତ୍ତନ ଅଭିଯାନ: ମୋଟ ୩୩୬ ଜଣ କ୍ୟାଡେଟ୍‌ ସବ୍‌-ଇନ୍ସପେକ୍ଟର ନିୟୋଜିତ

ଭୁବନେଶ୍ୱର: ଓଡ଼ିଶା ପୁଲିସ ମହିଳାଙ୍କ ସୁରକ୍ଷା, ମହିଳାଙ୍କ ବିରୋଧରେ ଅପରାଧ ରୋକିବା ପାଇଁ ସଂଗଠିତ ଅପରାଧର ସିଣ୍ଡିକେଟ୍‌କୁ ଭାଙ୍ଗିବା ସହ ନିଶାଦ୍ରବ୍ୟ ଓ ବେଆଇନ ମଦ ବିରୋଧରେ ନିରନ୍ତର ଅଭିଯାନ ଜାରି ରଖିଛି। ସୂଚନାଯୋଗ୍ୟ, ଓଡ଼ିଶା ପୁଲିସ ଡିଜିଙ୍କ ନିର୍ଦ୍ଦେଶକ୍ରମେ ଅଗଷ୍ଟ ୨୬ ରାତିରେ କଟକ ଓ ଭୁବନେଶ୍ୱରରେ ସ୍ୱତନ୍ତ୍ର ପ୍ରବର୍ତ୍ତନ ଅଭିଯାନ କରାଯାଇଥିଲା। ଏହି ଅଭିଯାନରେ ବେଆଇନ ଅସ୍ତ୍ରଶସ୍ତ୍ର, ବେଆଇନ ମଦ, ନିଶାଦ୍ରବ୍ୟ, ଅପରାଧିକ କାର୍ଯ୍ୟକଳାପ, ମଦ୍ୟପାନ କରି ଗାଡ଼ି ଚାଳନା ଏବଂ ଅନ୍ୟାନ୍ୟ ଟ୍ରାଫିକ୍‌ […]

Read More Text.
Zzzz

ରାଜ୍ୟ ବିଜେଡି ସଂଖ୍ୟାଲଘୁ ସେଲ୍‌ର ବରିଷ୍ଠ ସାଧାରଣ ସମ୍ପାଦକ ହେଲେ ଜାଲିନା

ଘୁ.ଉଦୟଗିରି : ରାଜ୍ୟ ବିଜେଡି ସଂଖ୍ୟାଲଘୁ ସେଲ ପୁନର୍ଗଠନ କରିବା ପରେ କନ୍ଧମାଳ ଜିଲ୍ଲାର ଆଗ ଧାଡ଼ିର ସଂଖ୍ୟାଲଘୁ ସମ୍ପ୍ରଦାୟର ନାରୀ ନେତ୍ରୀ ଜାଲିନା ପ୍ରିୟଦର୍ଶିନୀଙ୍କୁ ବରିଷ୍ଠ ସାଧାରଣ ସମ୍ପାଦକ ଭାବେ ରାଜ୍ୟ ବିଜେଡି ସଭାପତି ନିଯୁକ୍ତ କରିବା ପରେ କନ୍ଧମାଳ ଜିଲ୍ଲା ବିଜେଡି ପକ୍ଷରୁ ଜାଲିନାଙ୍କୁ ଶୁଭେଚ୍ଛାର ସୁଅ ଛୁଟିଛି। ଜାଲିନା ହେଉଛନ୍ତି କନ୍ଧମାଳ ଜିଲ୍ଲାର ଘୁ.ଉଦୟଗିରି ବିଧାନସଭା ନିର୍ବାଚନ ମଣ୍ଡଳୀର ଘୁ.ଉଦୟଗିରି ଏନ୍‌ଏସିର ୮ନଂ ୱାର୍ଡର ବାସିନ୍ଦା। ସେ ପୂର୍ବରୁ ସ୍ଥାନୀୟ ଏନ୍‌ଏସିରେ କାଉନସିଲର, […]

Read More Text.
Zz

ନେପାଳ ବିପର୍ଯ୍ୟୟ ପରେ ଚୀନ୍‌ର ମେଗା ଡ୍ୟାମ୍‌କୁ ନେଇ ଭାରତ ପାଇଁ ବଢ଼ିଲା ଚିନ୍ତା

ନୂଆଦିଲ୍ଲୀ: ନେପାଳ-ତିବ୍ଦତ ସୀମାରେ ଭୟଙ୍କର ବନ୍ୟା ଓ ବିପୁଳ ଧନଜୀବନ କ୍ଷୟକ୍ଷତି ପରେ ଭାରତ ସୀମା ନିକଟରେ ଚୀନ୍‌ ନିର୍ମାଣ କରୁଥିବା ବିଶାଳ ମେଡୋଗ୍‌ ଜଳବିଦ୍ୟୁତ୍ ପ୍ରକଳ୍ପକୁ ନେଇ ନୂଆ ଆଶଙ୍କା ସୃଷ୍ଟି ହୋଇଛି। ଭୂକମ୍ପପ୍ରବଣ ହିମାଳୟ ଅଞ୍ଚଳରେ ଏତେ ବଡ଼ ଡ୍ୟାମ୍‌ ନିର୍ମାଣ ଭାରତର ଉତ୍ତର-ପୂର୍ବାଞ୍ଚଳ ପାଇଁ ଭବିଷ୍ୟତରେ ବଡ଼ ବିପଦ ସୃଷ୍ଟି କରିପାରେ ବୋଲି ବିଶେଷଜ୍ଞମାନେ ସତର୍କ କରାଇଛନ୍ତି। ତିବ୍ଦତର ୟାରଲୁଙ୍ଗ ସାଙ୍ଗପୋ ନଦୀ ଉପରେ ଚୀନ୍‌ ୬୦ ହଜାର ମେଗାୱାଟ୍‌ କ୍ଷମତା ବିଶିଷ୍ଟ […]

Read More Text.

୨୦ନଂ ଜାତୀୟ ରାଜପଥରେ ୩୦୦ ଫୁଟର ଘାଇ, ଧୋଇଗଲା ଏକ କିଲୋମିଟର ରାସ୍ତା

ଦଶରଥପୁର: ପୁଣିଥରେ ବୈତରଣୀ ବନ୍ୟାରେ ଆସିଥିବା ବଢ଼ିରେ ୨୦ ନମ୍ୱର ଜାତୀୟ ରାଜପଥର ବୋଡ଼କ ଠାରେ ୩ଶହ ଫୁଟର ଘାଇ ସୃଷ୍ଟି ହୋଇଛି। ବନ୍ୟାଜଳ ପ୍ରବଳ ସ୍ରୋତରେ ରାସ୍ତାର ପ୍ରାୟ ୧ କିମି ଧୋଇ ହୋଇଯାଇଛି। ଫଳରେ ଯାଜପୁରଜିଲ୍ଲା କୁଆଖିଆ ଠାରୁ ଭଦ୍ରକ ଜିଲ୍ଲା ଧାମରା ରାସ୍ତା ଯୋଗାଯୋଗ ବିଛିନ୍ନ ହୋଇଯାଇଛି। ବୈତରଣୀ ନଦୀରେ ୫ ଥର ବନ୍ୟା ଆସିବା ପରେ ଦଶରଥପୁର ବ୍ଲକ କୟା ପୋଲ ନିକଟ ବୋଡ଼କ ରାସ୍ତା ଉପରେ ବାରମ୍ବାର ବନ୍ୟା ଜଳ […]

Read More Text.

ଗୋଳାବନ୍ଧରେ ବିସ୍ଥାପିତଙ୍କ ପାଇଁ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ, ୧୩୭୧ ପରିବାର ପାଇଁ ୭୫.୬୦ କୋଟିର ପ୍ୟାକେଜ୍‌, ଏହି ଅର୍ଥରେ ପ୍ରତି ପରିବାରକୁ ୫ ଲକ୍ଷ ଟଙ୍କା କ୍ଷତିପୂରଣ, ୧୦୦୮ ବାସଗୃହ

​- ଛେଳିଗଡ଼ ଜଳସେଚନ ପ୍ରକଳ୍ପ ବିସ୍ଥାପିତ ୧୧୨ ପରିବାରକୁ ଘରବାରି ଓ ଚାଷଜମି ପଟ୍ଟା, ଆଜି ପାଇଲେ ୯୬ ପରିବାର ​- ଗୋଳାବନ୍ଧ ବିସ୍ଥାପିତଙ୍କ ପାଇଁ ୪ ଦଶନ୍ଧିର ଅପେକ୍ଷାର ଅନ୍ତ – ସାମୁଦ୍ରିକ ଅର୍ଥନୀତିର ହେବ ବିକାଶ, ଅର୍ଜିପଲ୍ଲୀ ବନ୍ଦର ନବୀକରଣ ସହ ଗଢ଼ାହେବ ୨୮ଟି ଫିସ୍ ଲ୍ୟାଣ୍ଡିଂ ସେଣ୍ଟର – ଆଗାମୀ ୨ ବର୍ଷରେ ରାଜ୍ୟରେ ୫ ଲକ୍ଷ ନିଯୁକ୍ତି, ନିଜକୁ ଦକ୍ଷ କରନ୍ତୁ ଯୁବଗୋଷ୍ଠୀ – ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ – ଗୋଳାବନ୍ଧର ଅଧିବାସୀଙ୍କ […]

Read More Text.

ପବିତ୍ର ରାକ୍ଷୀ ପୂର୍ଣ୍ଣିମାରେ ପରିବହନ ବିଭାଗର ନିଆରା ସଡ଼କ ସୁରକ୍ଷା ଅଭିଯାନ

– ନିୟମ ମାନୁଥିବା ଗାଡ଼ି ଚାଳକଙ୍କୁ ସମ୍ମାନିତ କଲେ ପରିବହନ ଆୟୁକ୍ତ ଭୁବନେଶ୍ୱର : ପବିତ୍ର ରାକ୍ଷୀ ପୂର୍ଣ୍ଣିମା ଅବସରରେ ରାକ୍ଷୀର ଭାବନା ‘ସୁରକ୍ଷା ପ୍ରତିଶ୍ରୁତି’କୁ ସଡ଼କ ସୁରକ୍ଷା ସହ ଯୋଡ଼ି ପରିବହନ ବିଭାଗ ପକ୍ଷରୁ ଆଜି ଏକ ନିଆରା ସଡ଼କ ସୁରକ୍ଷା ସଚେତନତା ଅଭିଯାନ ଆୟୋଜିତ ହୋଇଛି। ରାକ୍ଷୀ କେବଳ ଭାଇ-ଭଉଣୀଙ୍କ ମଧ୍ୟରେ ସ୍ନେହର ପ୍ରତୀକ ନୁହେଁ, ଏହା ପରସ୍ପରର ସୁରକ୍ଷା ପାଇଁ ଏକ ପବିତ୍ର ପ୍ରତିଶ୍ରୁତି। ସେହିଭଳି, ରାସ୍ତାରେ ଯାତ୍ରା କରିବା ସମୟରେ ସଡ଼କ […]

Read More Text.

ବନ୍ୟା ପରିସ୍ଥିତି ଓ କ୍ଷୟକ୍ଷତି ସମ୍ପର୍କରେ ନେପାଳ ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା କଲେ ପିଏମ୍ ମୋଦି

ନୂଆଦିଲ୍ଲୀ:ନେପାଳରେ ବନ୍ୟା ଯୋଗୁଁ ହୋଇଥିବା ପ୍ରବଳ କ୍ଷୟକ୍ଷତି ଓ ଜୀବନହାନିକୁ ନେଇ ଗଭୀର ଦୁଃଖ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ନେପାଳ ପ୍ରଧାନମନ୍ତ୍ରୀ ବାଲେନ୍ଦ୍ର ଶାହଙ୍କ ସହ ଫୋନ୍‌ ଯୋଗେ କଥା ହୋଇ ସେ ବନ୍ୟା ପରିସ୍ଥିତି ଓ କ୍ଷୟକ୍ଷତି ସମ୍ପର୍କରେ ଆଲୋଚନା କରିଛନ୍ତି। ବନ୍ୟାରେ ପ୍ରାଣ ହରାଇଥିବା ଲୋକଙ୍କ ପରିବାର ପ୍ରତି ମୋଦି ଗଭୀର ସମବେଦନା ଜଣାଇଛନ୍ତି। ଏହି କଷ୍ଟକର ସମୟରେ ଭାରତର ଲୋକମାନେ ନେପାଳର ଭାଇ ଓ ଭଉଣୀମାନଙ୍କ ସହ ଏକତାରେ ଠିଆ […]

Read More Text.

ନେପାଳ ବନ୍ୟାରେ ୧୦୫ ଭାରତୀୟ ନିଖୋଜ, ଜାରି ହେଲା ହେଲ୍ପଲାଇନ ନମ୍ବର

ନେପାଳ : ନେପାଳରେ ପ୍ରକୃତିର ତାଣ୍ଡବ । ଭୟଙ୍କର ଫ୍ଲାସ ଫ୍ଲଡରେ ବ୍ୟାପକ କ୍ଷୟକ୍ଷତି । ରସୁଆ ଜିଲ୍ଲାର ଭୋତେକୋଶୀ ନଦୀରେ ଫ୍ଲାସ ଫ୍ଲଡ ପରେ ପରିସ୍ଥିତି ସଙ୍ଗୀନ ରହିଛି । ଏକ ହଜାର ଲୋକ ଭାସିଯାଇଥିବା ବେଳେ ୫୦ ହଜାର ଲୋକ ପ୍ରଭାବିତ ହୋଇଥିବାର ସୂଚନା ମିଳିଛି । ଭୟଙ୍କର ବନ୍ୟାରେ ୧୦୫ ଭାରତୀୟ ପର୍ଯ୍ୟଟକ ନିଖୋଜ ରହିଛନ୍ତି । ଏମାନଙ୍କ ମଧ୍ୟରେ ୩୧ ଜଣ ତୀର୍ଥଯାତ୍ରୀ ରହିଥିଲେ, ଯେଉଁମାନେ ମାନସରୋବର ଯାତ୍ରା କରୁଥିଲେ । ଏହାର […]

Read More Text.

ରୁଷିଆରେ ସିଆଇଏ ମୁଖ୍ୟ, ଏକାସାଙ୍ଗରେ ବିଦେଶ ଗସ୍ତରେ ଡୋଭାଲ, ଜୟଶଙ୍କର ଓ ଭାଗବତ

ନୂଆଦିଲ୍ଲୀ: ବିଶ୍ୱ ରାଜନୀତି ଏବଂ କୂଟନୀତି କ୍ଷେତ୍ରରେ ବର୍ତ୍ତମାନ ବଡ଼ ଧରଣର ହଲଚଲ ଦେଖିବାକୁ ମିଳିଛି । ରୁଷିଆ-ୟୁକ୍ରେନ ଯୁଦ୍ଧ ଏବଂ ବଦଳୁଥିବା ଭୂ-ରାଜନୈତିକ ସମୀକରଣ ମଧ୍ୟରେ ଏକାସାଙ୍ଗରେ ବିଶ୍ୱର ପ୍ରମୁଖ ନେତା ଏବଂ ବରିଷ୍ଠ ଅଧିକାରୀମାନେ ବିଦେଶ ଗସ୍ତରେ ଅଛନ୍ତି । ବିଶେଷ କରି ଭାରତର ବହୁ ବରିଷ୍ଠ କ୍ୟାବିନେଟ୍ ମନ୍ତ୍ରୀ, ଜାତୀୟ ସୁରକ୍ଷା ପରାମର୍ଶଦାତା (ଏନଏସଏ) ଏବଂ ଆରଏସଏସ ମୁଖ୍ୟ ଏବେ ବିଭିନ୍ନ ଦେଶ ଗସ୍ତରେ ରହି ଭାରତର ରଣନୈତିକ ତଥା ଅର୍ଥନୈତିକ ସ୍ଥିତିକୁ […]

Read More Text.

ନେପାଳରେ ପ୍ରଳୟଙ୍କାରୀ ବନ୍ୟା : ଭାସିଗଲେ ୧୦୦୦ରୁ ଅଧିକ ଲୋକ, ୟୁପି-ବିହାରରେ ହାଇଆଲର୍ଟ

ନେପାଳ :ନେପାଳରେ ସୃଷ୍ଟି ହୋଇଥିବା ପ୍ରଳୟଙ୍କାରୀ ବନ୍ୟାକୁ ନେଇ ଉତ୍ତରପ୍ରଦେଶ ଓ ବିହାରରେ ସତର୍କତା ଜାରି କରାଯାଇଛି। ନେପାଳର ବନ୍ୟାଜଳ ଭାରତର ସୀମାବର୍ତ୍ତୀ ଅଞ୍ଚଳକୁ ପ୍ରଭାବିତ କରିବା ଆଶଙ୍କା ଥିବାରୁ ଉଭୟ ରାଜ୍ୟର ପ୍ରଶାସନକୁ ସଜାଗ ରଖାଯାଇଛି। ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ହାଇ ଆଲର୍ଟ ଜାରି କରାଯାଇଥିବା ବେଳେ ସମ୍ଭାବ୍ୟ ବନ୍ୟା ପରିସ୍ଥିତିର ମୁକାବିଲା ଲାଗି ଉଦ୍ଧାରକାରୀ ଦଳକୁ ପ୍ରସ୍ତୁତ ରଖାଯାଇଛି। ବିଶେଷକରି ବିହାରର ବେଟିୟା, ଗୋପାଳଗଞ୍ଜ ଓ ମୁଜାଫରପୁର ଜିଲ୍ଲାକୁ ହାଇ ଆଲର୍ଟରେ ରଖାଯାଇଛି। ସୀମାବର୍ତ୍ତୀ ଅଞ୍ଚଳରେ […]

Read More Text.