11

ନୌସେନାକୁ ବୁଷ୍ଟ କରିବ ସବ୍‌ମରିନ୍ ଡିଲ୍, ଜର୍ମାନୀଠାରୁ ଭାରତ କିଣିବ ୬ ବୁଡ଼ାଜାହାଜ

ନୂଆଦିଲ୍ଲୀ: ଭାରତ ସରକାର ବାୟୁସେନା ଓ ନୌସେନାର ଶକ୍ତି ବଢ଼ାଇବା ପାଇଁ ଦୁଇଟି ବଡ଼ ଚୁକ୍ତି ଲାଗି ପ୍ରସ୍ତୁତି ଚଳାଇଛନ୍ତି। ଛଅ ମାସ ଧରି ଅଟକି ରହିବା ପରେ, କେନ୍ଦ୍ର ସରକାର ପ୍ରତିରକ୍ଷା ମନ୍ତ୍ରଣାଳୟ ଏବଂ ମଝଗାଓଁ ଡକ୍‌ୟାର୍ଡସ ଲିମିଟେଡ୍ (MDL)କୁ ପ୍ରୋଜେକ୍ଟ ୭୫ ଇଣ୍ଡିଆ (P-75I) ଅଧୀନରେ ଛଅଟି ଉନ୍ନତ ବୁଡ଼ାଜାହାଜ ନିର୍ମାଣ ପାଇଁ ଜର୍ମାନୀର ଥିସେନକ୍ରୁପ୍ ମାରିନ୍ ସିଷ୍ଟମ୍ସ (TKMS) ସହିତ ଆନୁଷ୍ଠାନିକ ଆଲୋଚନା ଆରମ୍ଭ କରିବାକୁ ଅନୁମୋଦନ ଦେଇଛନ୍ତି। ପ୍ରତିରକ୍ଷା ଅଧିକାରୀଙ୍କ ଅନୁଯାୟୀ, […]

Read More Text.
00

ସିଆଇଏସଏଫ ପ୍ରଥମ ମହିଳା କମାଣ୍ଡୋ ୟୁନିଟ୍ ଆରମ୍ଭ, ସ୍ୱତନ୍ତ୍ର ତାଲିମ ପରେ ହେବେ ନିୟୋଜିତ

ନୂଆଦିଲ୍ଲୀ: କେନ୍ଦ୍ରୀୟ ଶିଳ୍ପ ସୁରକ୍ଷା ବଳ (CISF) ରବିବାର ଘୋଷଣା କରିଛି ଯେ ଏହାର ପ୍ରଥମ ମହିଳା କମାଣ୍ଡୋ ୟୁନିଟ୍ ଏବେ ଆରମ୍ଭ ହୋଇଛି। ଏହି ସ୍ୱତନ୍ତ୍ର ମହିଳା ସ୍କ୍ୱାଡ୍ ଦେଶର ବିମାନବନ୍ଦର ଏବଂ ଅନ୍ୟାନ୍ୟ ସମ୍ବେଦନଶୀଳ ପ୍ରତିଷ୍ଠାନରେ ସୁରକ୍ଷା ଦାୟିତ୍ୱ ପାଇଁ ନିୟୋଜିତ ହେବ। ଏବେ ମହିଳା କମାଣ୍ଡୋମାନଙ୍କୁ ମଧ୍ୟପ୍ରଦେଶର ବାରୱାହାରେ ଅବସ୍ଥିତ ଆଞ୍ଚଳିକ ତାଲିମ କେନ୍ଦ୍ର (RTC)ରେ ସ୍ୱତନ୍ତ୍ର ତାଲିମ ଦିଆଯାଉଛି। ମୁଖପାତ୍ରଙ୍କ ଅନୁଯାୟୀ, ଏହି ଆଠ ସପ୍ତାହର ଉନ୍ନତ କମାଣ୍ଡୋ ପାଠ୍ୟକ୍ରମ ବିଶେଷ […]

Read More Text.
Accident 6

ଟ୍ରାକ୍ଟରକୁ ଧକ୍କା ଦେଲା ଟ୍ରକ, ୮ ଶ୍ରଦ୍ଧାଳୁ ମୃତ ଓ ୪୩ ଆହତ

ସୋମବାର ଅର୍ଥାତ୍ ଆଜି ବୁଲନ୍ଦସହରରେ ଏକ ବଡ଼ ସଡ଼କ ଦୁର୍ଘଟଣା ଘଟିଛି । ଯେଉଁଥିରେ ଆଠ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ୪୩ ଜଣ ଆହତ ହୋଇଛନ୍ତି । ସୂଚନା ଅନୁଯାୟୀ, କାସଗଞ୍ଜରୁ ଗୋଗାମେଡି ରାଜସ୍ଥାନକୁ ଜହରବୀର (ଗୋଗାଜୀ) ଦର୍ଶନ ପାଇଁ ଯାଉଥିବା ଶ୍ରଦ୍ଧାଳୁ ଭର୍ତ୍ତି ଟ୍ରାକ୍ଟରକୁ ଏକ ଟ୍ରକ ଧକ୍କା ଦେଇଥିଲା, ଯାହା ଫଳରେ ଏହି ଦୁର୍ଘଟଣା ଘଟିଛି । ମୃତକଙ୍କ ମଧ୍ୟରେ ଜଣେ ଶିଶୁ ଏବଂ ଦୁଇଜଣ ମହିଳା ମଧ୍ୟ ଅଛନ୍ତି, ସମସ୍ତ ଆହତଙ୍କୁ […]

Read More Text.
Attack 1

ୟେମେନର ରାଜଧାନୀ ଉପରେ ଇସ୍ରାଏଲର ଆକ୍ରମଣ

ମଧ୍ୟପ୍ରାଚ୍ୟରେ ଉତ୍ତେଜନା ନିରନ୍ତର ବୃଦ୍ଧି ପାଉଛି । ଏବେ ଇସ୍ରାଏଲୀ ସେନା ୟେମେନର ରାଜଧାନୀ ସାନାର ଅନେକ ସ୍ଥାନରେ ବିମାନ ଆକ୍ରମଣ କରିଛି । ହୁଥି ବିଦ୍ରୋହୀମାନେ ଇସ୍ରାଏଲ ଆଡ଼କୁ ମିଶାଇଲ୍ ମାଡ଼ କରିବା ପାଇଁ ଦାୟୀ ହେବାର କିଛି ଦିନ ପରେ ଏହି ଆକ୍ରମଣ ହୋଇଛି । ଏହି ଆକ୍ରମଣରେ ଏକ ପାୱାର ପ୍ଲାଣ୍ଟ ଏବଂ ଏକ ପେଟ୍ରୋଲ ଷ୍ଟେସନକୁ ଟାର୍ଗେଟ କରାଯାଇଥିବା ଜଣାପଡ଼ିଛି । ଏକ ରିପୋର୍ଟ ଅନୁଯାୟୀ, ରାଜଧାନୀର ଅନେକ ସ୍ଥାନରେ ବିସ୍ଫୋରଣର […]

Read More Text.
Rajasthan temple

ପାଣିରେ ବୁଡି ରହିଛି ସଙ୍ଗମେଶ୍ବର ମହାଦେବ ମନ୍ଦିର, ଡଙ୍ଗାରେ ଯାଇ ଭଗବାନଙ୍କୁ ଦର୍ଶନ କରୁଛନ୍ତି ଭକ୍ତ

ରାଜସ୍ଥାନ ବାଂସୱାଡ଼ାର ପାଣିରେ ବୁଡ଼ି ରହିଛି ସଙ୍ଗମେଶ୍ବର ମହାଦେବ ମନ୍ଦିର । ତଥାପି ବନ୍ଦ ହୋଇନି ଭକ୍ତଙ୍କ ପୂଜାର୍ଚ୍ଚନା । ସୋମବାର ଦିନ ଭୋଲେନାଥଙ୍କ ଦର୍ଶନ ଏବଂ ପୂଜାର୍ଚ୍ଚନା ପାଇଁ ଡଙ୍ଗାରେ ଯାଇ ମନ୍ଦିରରେ ପହଞ୍ଚିଥିଲେ ଭକ୍ତ । ଲଗାତାର ବର୍ଷା ଯୋଗୁଁ ଅଧାରୁ ଅଧିକ ବୁଡ଼ିଯାଇଛି ସଙ୍ଗମେଶ୍ବର ମନ୍ଦିର । ଯାହା ଗୁଜୁରାଟର ସୀମା ନିକଟରେ ଥିବା ବାଂସୱାଡ଼ା ଏବଂ ଡୁଙ୍ଗରପୁର ଜିଲ୍ଲାର ସୀମାରେ ଅବସ୍ଥିତ । ଏହି ମନ୍ଦିର ତିନୋଟି ନଦୀ ମାହି, ଅନସ […]

Read More Text.
Israile airstrikes

ଇସ୍ରାଏଲ-ଗାଜା ମଧ୍ୟରେ ନିରନ୍ତର ଆକ୍ରମଣ, ବିସ୍ଫୋରଣରେ ୩ ସାମ୍ବାଦିକ ସମେତ ୧୫ ମୃତ

ଇସ୍ରାଏଲ-ଗାଜା ମଧ୍ୟରେ ଚାଲିଛି ନିରନ୍ତର ଆକ୍ରମଣ । ଇସ୍ରାଏଲ ପୁଣି ଥରେ ଗାଜାର ବିମାନ ଉପରେ କରିଛି ଆକ୍ରମଣ । ଇସ୍ରାଏଲର ବୋମା ବିସ୍ଫୋରଣରେ ୩ ଜଣ ସାମ୍ବାଦିକଙ୍କ ସମେତ ୧୫ ଜଣଙ୍କର ମୃତ୍ୟୁ ହୋଇଛି । ଯାହାର ସୂଚନା ସ୍ଥାନୀୟ ସ୍ବାସ୍ଥ୍ୟ ଅଧିକାରୀ ଦେଇଛନ୍ତି । ଏହି ଆକ୍ରମଣ ଦକ୍ଷିଣ ଗାଜାର ଏକ ହସ୍ପିଟାଲ ଉପରେ କରାଯାଇଛି । ସୂଚନାନୁଯାୟୀ, ଯେଉଁ ସମୟରେ ଇସ୍ରାଏଲର ସୁରକ୍ଷା କ୍ୟାବିନେଟ୍ ଗାଜା ଦଖଲ କରିବାକୁ ଯୋଜନା ଅନୁମୋଦନ କରୁଥିଲା […]

Read More Text.
India alert

ଶତ୍ରୁ ପ୍ରତି ବଡ଼ପଣ ଦେଖାଇଲା ଭାରତ, ପାକିସ୍ତାନକୁ ବନ୍ୟା ସମ୍ପର୍କରେ କଲା ସତର୍କ

ନୂଆଦିଲ୍ଲୀ: ପହଲଗାମ ଆକ୍ରମଣ ପରଠାରୁ ଜାରି ରହିଛି ଭାରତ-ପାକିସ୍ତାନର ଉତ୍ତେଜନା । ଫଳରେ ଭାରତ ସିନ୍ଧୁ ଜଳ ଚୁକ୍ତିନାମାକୁ ଅସ୍ଥାୟୀ ଭାବେ ବନ୍ଦ କରିଥିଲା ।  ଏହାରି ମଧ୍ୟରେ ବଡ଼ପଣ ଦେଖାଇଛି ଭାରତ । ଏଥି ସହିତ ଭାରତ ପାକିସ୍ତାନକୁ ପରାମର୍ଶ ଦେବା ସହିତ ବନ୍ୟା ସମ୍ପର୍କରେ ସତର୍କ କରିଛି । ଯାହାର ସୂଚନା କୌଣସି ଏକ ରିପୋର୍ଟରୁ ମିଳିଛି । ସୂଚନାନୁଯାୟୀ, ବନ୍ୟା ସମ୍ପର୍କରେ ସୂଚନା ପାଇଁ ପାକିସ୍ତାନ ସହିତ ଯୋଗାଯୋଗ କରିଛି ଭାରତ । […]

Read More Text.
Centre

ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଓଡିଶାରେ ସମବାୟ କ୍ଷେତ୍ରର ଅଭିବୃଦ୍ଧି ବିଷୟରେ ଆଲୋଚନା କଲେ କେନ୍ଦ୍ର ସମବାୟ ରାଷ୍ଟ୍ର ମନ୍ତ୍ରୀ

ଭୁବନେଶ୍ୱର : ଆଜି ଲୋକସେବା ଭବନରେ କେନ୍ଦ୍ର ସମବାୟ ରାଷ୍ଟ୍ରମନ୍ତ୍ରୀ ମୁରଲୀଧର ମୋହୋଲ୍ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କେନ୍ଦ୍ର ସମବାୟ ରାଷ୍ଟ୍ରମନ୍ତ୍ରୀଙ୍କ ସହିତ ଓଡିଶାରେ ସମବାୟ କ୍ଷେତ୍ରର ଅଭିବୃଦ୍ଧି ବିଷୟରେ ଆଲୋଚନା କରିଛନ୍ତି। ଏହି ବୈଠକରେ ରାଜ୍ୟରେ ସମବାୟ କ୍ଷେତ୍ରର ଅଗ୍ରଗତି ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ଆଲୋଚନା ହୋଇଥିଲା। ଏଥି ସହିତ ସମବାୟ କ୍ଷେତ୍ରରେ ହାସଲ କରାଯାଇଥିବା ସଫଳତା ଗୁଡିକ ମଧ୍ୟ କେନ୍ଦ୍ର […]

Read More Text.
Croco

ପୋଖରୀରୁ କୁମ୍ଭୀର ଉଦ୍ଧାର

କେନ୍ଦ୍ରାପଡ଼ା:  ପୋଖରୀରୁ ଧରାଗଲା କୁମ୍ଭୀର। କେନ୍ଦ୍ରାପଡ଼ା ଜିଲା ରାଜନଗର ବ୍ଲକ ପେଣ୍ଠ ଗ୍ରାମର ରବୀନ୍ଦ୍ର ମହାନ୍ତିଙ୍କ ପୋଖରୀରୁ ସୋମବାର ଏକ କୁମ୍ଭୀର ଉଦ୍ଧାର କରାଯାଇଛି। ବନ ବିଭାଗ କର୍ମଚାରୀମାନେ କୁମ୍ଭୀରକୁ ଧରି ହବଳ ନାଳରେ ଛାଡ଼ିଦେଇଛନ୍ତି। ସୂଚନା ଅନୁସାରେ, ରବୀନ୍ଦ୍ରଙ୍କ ପୋଖରୀରେ ଅନେକ ଦିନ ହେବ କୁମ୍ଭୀରଟି ରହି ଆସୁଥିଲା। ଏ ନେଇ ରବୀନ୍ଦ୍ର ବନ ବିଭାଗକୁ ଖବର ଦେଇଆସୁଥିଲେ। ସୋମବାର ଅପରାହ୍ନରେ ଗାଁ ଲୋକେ କୁମ୍ଭୀରଟିକୁ ଦେଖିବାକୁ ପାଇଥିଲେ ଏବଂ ବନ ବିଭାଗକୁ ଖବର ଦେବା […]

Read More Text.
Dewatermark.ai 1756102450725

ଭୁବନେଶ୍ୱର ବିମାନବନ୍ଦରରେ ଖୋଲିଲା ‘ଉଡାନ ଯାତ୍ରୀ’ କାଫେ

ଭୁବନେଶ୍ୱର: କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ କେ ରାମ ମୋହନ ନାଇଡୁ ସୋମବାର ଭୁବନେଶ୍ୱରର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ବିମାନ ଯାତ୍ରୀଙ୍କ ପାଇଁ ସୁଲଭ ଖାଦ୍ୟ ଏବଂ ପାନୀୟ ବିକଳ୍ପ ସହିତ ‘ଉଡାନ ଯାତ୍ରୀ’ କାଫେର ଉଦଘାଟନ କରିଛନ୍ତି। ଏହି ପଦକ୍ଷେପ ସମସ୍ତ ଯାତ୍ରୀଙ୍କ ପାଇଁ ବିମାନ ଯାତ୍ରାକୁ ସୁଲଭ ଏବଂ ଆରାମଦାୟକ କରିବା ପାଇଁ ନିଆଯାଇଛି। କୋଲକାତା, ଚେନ୍ନାଇ, ଅହମ୍ମଦାବାଦ ଏବଂ ପୁଣେରେ ମଧ୍ୟ ସମାନ କାଫେ ଖୋଲାଯାଇଛି। ସରକାର ଗୋଟିଏ ବର୍ଷ […]

Read More Text.