Photo for the news of 108yrs ganesh puja

୧୦୮ ବର୍ଷରେ ଗଜାନନ ପୂଜା

ଆଗରପଡ଼ା :ଭଦ୍ରକ ଜିଲ୍ଲା ବନ୍ତ ବ୍ଳକ ଗଣିଜାଙ୍ଗ ପଂଚାୟତ ଅନ୍ତର୍ଗତ ଅରଞ୍ଜି ଗ୍ରାମରେ ଗଜାନନଙ୍କ ପୂଜାକୁ ୧୦୮ବର୍ଷ ପୂରିଲା । ସ୍ୱର୍ଗତ ଗଙ୍ଗାଧର ମହାପାତ୍ରଙ୍କ ଦ୍ୱାରା ଆରମ୍ଭ ହୋଇଥିବା ପୂଜାଙ୍କୁ ପରବର୍ତ୍ତୀ ସମୟରେ ତାଙ୍କ ପୁତ୍ର ସ୍ୱର୍ଗତ ଗଙ୍ଗାଧର ଓ ପରେ ତାଙ୍କ ପୁତ୍ର ସ୍ୱର୍ଗତ ଯଦୁନାଥ ପାଳନ କରିଥିଲେ । ବର୍ତ୍ତମାନ ତାଙ୍କ ପୁତ୍ର ସୁଶାନ୍ତ, ସରୋଜ,ଶ୍ରୀକାନ୍ତ,ପଙ୍କଜଙ୍କ ସମେତ ରବିନ୍ଦ୍ର ଜେନା,ମୂରଲି ମଲ୍ଲିକ ଓ ବିଶ୍ୱଜିତ ରାଉତ ପ୍ରମୁଖଙ୍କ ଦ୍ୱାରା ଏହି ପୂଜା ମହାଆଡ଼ମ୍ବରରେ ପାଳିତ […]

Read More Text.
Photo

ଆଗରପଡ଼ା ସ୍ଥିତ କଳିଙ୍ଗ କମ୍ପ୍ୟୁଟର୍ସ ପକ୍ଷରୁ ଗଜାନନ ପୂଜା ପାଳିତ

ଆଗରପଡ଼ା :ପ୍ରତିବର୍ଷ ପରି ଏବର୍ଷ ମଧ୍ୟ ଆଗରପଡ଼ା ସ୍ଥିତ କଳିଙ୍ଗ କମ୍ପ୍ୟୁଟର୍ସ ପକ୍ଷରୁ ଗଜାନନଙ୍କୁ ପୂଜାର୍ଚ୍ଚନା କରାଯାଇଛି । ଆକର୍ଷଣୀୟ ଆଲୋକମାଳା ସାଜ୍ଜସଜ୍ଜା ସହ ମୃଣ୍ମୟ ମୂର୍ତ୍ତୀ ସ୍ଥାପନ କରାଯାଇଥିଲା । ଅନୁରୂପ ଭାବେ ଆଗରପଡ଼ା କଲେଜ, ହାଇସ୍କୁଲ, ବି.ପି. ମେମୋରିଆଲ ଇଂଲିଶ ମିଡ଼ିଅମ ସ୍କୁଲ, ଶିଶୁ ମନ୍ଦିର, ଜାଭିୟର ସ୍କୁଲ, ଅଡ଼ାଳପଙ୍କ ସ୍ଥିତ କୃପାସିନ୍ଧୁ ହାଇସ୍କୁଲ, ସରସ୍ୱତୀ ଶିଶୁ ମନ୍ଦିର, ଆଡ଼ିଆ ସ୍ଥିତ ଆରଡ଼େଶ୍ୱର ହାଇସ୍କୁଲ, ବିଗ୍ରେଡ଼ିଅର ସ୍କୁଲ, କାଦବରାଙ୍ଗ ସ୍ଥିତ କାଦବରାଙ୍ଗ ହାଇସ୍କୁଲ, ଶେଉଳଗଡ଼ିଆ, […]

Read More Text.
Image 8

ନିଖୋଜ ୟୁଟ୍ୟୁବରଙ୍କ ପତ୍ତା ମିଳିଲା: ସୁରକ୍ଷିତ ଥିବା ସୂଚନା

ଦିଗପହଣ୍ଡି: ନିଖୋଜ ୟୁଟ୍ୟୁବର୍ ନରେନ୍ଦ୍ର ସାହୁଙ୍କ ମିଳିଲା ପତ୍ତା। ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ୍‌ ମାରମାରିଆ ଗାଁରେ ୟୁଟ୍ୟୁବର୍ ଥିବା ସୂଚନା। ଗାଁର ଆଦିବାସୀଙ୍କ ଗହଣରେ ୟୁଟ୍ୟୁବର୍‌ ସୁରକ୍ଷିତ ଥିବା ସୂଚନା। ଗତ ରବିବାରଠୁ ନିଖୋଜ ଥିଲେ ଟ୍ୟୁବର୍ ନରେନ୍ଦ୍ର ସାହୁ। ଜରଡ଼ା ଥାନା ବୁରାତାଳ ପିକ୍‌ନିକ୍‌ ସ୍ପଟ୍‌ରୁ ନିଖୋଜ ହୋଇଥିଲେ। ଆଜି ମାରମାରିଆ ଗାଁକୁ ଯାଇ ୟୁଟ୍ୟୁବର୍‌କୁ ଆଣିବ ପୋଲିସ। ସୂଚନା ଥାଉକି ବଣଭୋଜି କରିବାକୁ ଯାଇ ୟୁଟ୍ୟୁବର ନିଖୋଜ ହୋଇଯାଇଥିଲେ। ନରେନ୍ଦ୍ର ସାହୁଙ୍କ ଘର […]

Read More Text.
Screenshot 2025 08 27 141705 750x430

ଆଶ୍ରମ ସ୍କୁଲ ଛାତରୁ ଖସି ଗ୍ରୀଲ୍ ଉପରେ ଲାଖି ରହିଲେ ନାବାଳକ

ରାୟଗଡ଼ା: ରାୟଗଡ଼ା ଜିଲ୍ଲା ପୁରୁଣା ଗୁଣୁପୁର ଆଶ୍ରମ ସ୍କୁଲରେ ଅଘଟଣ। ଗଣେଶ ପୂଜା ପାଇଁ ଆସିଥିବା ବେଳେ ଅଘଟଣର ଶିକାର ହେଲେ ନାବାଳକ। ଛାତରୁ ଖସି ଲୁହା ଗ୍ରୀଲ୍‌ ଉପରେ ପଡି ଘଣ୍ଟାଏ ସମୟ ଧରି ଲାଖି ରହିଲେ ନାବାଳକ। ଉଦ୍ଧାର କଲେ ଅଗ୍ନିଶମ ବାହିନୀ। ଛାତ୍ର ଜଣଙ୍କ ତୃତୀୟ ଶ୍ରେଣୀରେ ପଢୁଥିବା ଜଣାପଡିଛି। ସୂଚନା ମୁତାବକ, ରାୟଗଡ଼ା ଜିଲ୍ଲା ପୁରୁଣା ଗୁଣୁପୁର ଆଶ୍ରମ ସ୍କୁଲରେ ଗଣେଶ ପୂଜା ଚାଲିଥିଲା। ପିଲାମାନେ ଜଣେ ପରେ ଜଣେ ଆସି […]

Read More Text.
Stock vector vigilance premium quality rubber stamp 379316602

ଲାଞ୍ଚ ନେଇ ଧରାପଡିଲେ ଆସିଷ୍ଟାଣ୍ଡ ଟ୍ୟାକ୍ସ କମିଶନର

ଭୁବନେଶ୍ବର: ଆସିଷ୍ଟାଣ୍ଡ ଟ୍ୟାକ୍ସ କମିଶନର ସରିତା ବାରିକ ଗିରଫ। ଜୋରିମାନା ଛାଡ଼ ଲାଗି ଜଣେ ବ୍ୟାକେରୀ ଦୋକାନୀଙ୍କଠାରୁ ଲାଞ୍ଚ ନେଇ ଧରାପଡିବା ପରେ ଭିଜିଲାନ୍ସ ଟିମ୍ ତାଙ୍କୁ ଗିରଫ କରିଛି।  ଭିଜିଲାନ୍ସ ଦଳ ତାଙ୍କ ନିକଟରୁ ରାସାୟନିକ ପ୍ରଲେପ ୨୫ ହଜାର ଲାଞ୍ଚ ଟଙ୍କା ଜବତ କରିଛି।  ଆୟବହିର୍ଭୂତ ସମ୍ପତ୍ତିକୁ ନେଇ ତାଙ୍କ ବାସଭବନ, କାର୍ଯ୍ୟାଳୟ ସମେତ ସମ୍ପର୍କୀୟଙ୍କ ଘରେ ଭିଜିଲାନ୍ସ ଚଢ଼ଉ କରିଥିଲା।  ଭିଜିଲାନ୍ସ ସୂତ୍ରରୁ ପ୍ରକାଶ, ଅଭିଯୋଗକାରୀ ଅଜିତ କୁମାର ସୁବୁଦ୍ଧିଙ୍କର ଘାଟିକିଆ ଅଞ୍ଚଳରେ […]

Read More Text.
Pinaki misra appointed as bjd party leader

ବିଜେଡିର ପୂର୍ବତନ ପୁରୀ ସାଂସଦ ପିନାକୀ ମିଶ୍ରଙ୍କ ଅଡୁଆ ବଢିଲା

ଭୁବନେଶ୍ୱର : ବିଜେଡିର ପୂର୍ବତନ ପୁରୀ ସାଂସଦ ପିନାକୀ ମିଶ୍ରଙ୍କ ବିରୋଧରେ ଆସିଛି ସାଂଘାତିକ ଅଭିଯୋଗ। ଅର୍ଥ ହେରଫେର, ସଂସଦରେ ଦେଶ ସୁରକ୍ଷା ଓ ରୁଷ ବିରୋଧୀ ପ୍ରଶ୍ନ ପଚାରିବା ଭଳି ଅଭିଯୋଗ ଆସିଛି । ଏହାସହ ସମ୍ପତ୍ତି କାରବାର, ଟ୍ରଷ୍ଟ ନାଁରେ ବିଦେଶରୁ ଟଙ୍କା ଆଣିବା, ବିମୁଦ୍ରୀକରଣ ବେଳେ ନଗଦ ଟଙ୍କା ଡିପୋସିଟ୍‌, ମିଶାଇଲ୍‌ ସିଷ୍ଟମ ଭଳି ଜାତୀୟ ସୁରକ୍ଷା ସମ୍ପର୍କିତ ତଥ୍ୟ ନେଇ ସଂସଦରେ ସ୍ୱତନ୍ତ୍ର ଭାବେ ପ୍ରଶ୍ନ ପଚାରିବା ଅଭିଯୋଗ ମଧ୍ୟ ରହିଛି […]

Read More Text.
Capture 81

ବନ୍ୟାପାଣି କମୁଛି, ଦୁର୍ଦ୍ଦଶା ବଢୁଛି

ଆରଡି : ବୈତରଣୀ ନଦୀରେ ବନ୍ୟା କମୁଥିଲେ ମଧ୍ୟ ବିପନ୍ନଙ୍କ ଦୁର୍ଦ୍ଦଶା ବଢୁଛି  । ଚାନ୍ଦବାଲି ବ୍ଲକର ୪ ପଞ୍ଚାୟତରେ ବନ୍ୟାସ୍ଥିତିର ସାମାନ୍ୟ ସୁଧାର ଆସିଥିଲେ ମଧ୍ୟ ଏବେବି ୩ଟି ରାସ୍ତାରେ ବନ୍ୟାପାଣି ପ୍ରବାହିତ ହେଉଥିବାରୁ ଆରଡି, ଓଳଗ, ନାନ୍ଦପୁର ପଞ୍ଚାୟତର ୧୪ ଗାଁ ବାହ୍ୟଜଗତରୁ ବିଛିନ୍ନ ହୋଇ ରହିଛି । ୫ଦିନ ହେଲା ଶହଶହ ଏକର ଚାଷଜମି ଜଳମଗ୍ନ ହୋଇ ରହିଛି। ସେହିପରି ୫ଦିନ ହେଲା ଭୋକ ଉପାସରେ  ଗୃହପାଳିତ ପଶୁ ଗାଁ ଦାଣ୍ଡ ଓ […]

Read More Text.
ହିନ୍ଦୀ ଭାଷାକୁ ନେଇ ଅଶ୍ଵିନଙ୍କ ବଡ଼ ବୟାନ 1 1068x601

୧୮୦ ଲିଟର ନକଲି ଡିଇଏଫ୍ ଜବତ ,ଜଣେ ଅଟକ

ରଣପୁରଗଡ: ରାଜ୍ୟରେ ଚଳପ୍ରଚଳ କରୁଥିବା ଟ୍ରକ, ବସ୍ ଆଦିରେ ଏବେ ଡିଇଏଫର ବ୍ୟବହାର ବଢିବାରେ ଲାଗିଛି । ତେଣୁ ବିଭିନ୍ନ ଜାତୀୟ ରାଜପଥ କଡରେ ଡିଇଏଫ ବିକ୍ରୟ କେନ୍ଦ୍ର ଦେଖିବାକୁ ମିଳୁଛି । କିନ୍ତୁ ୧୬  ନମ୍ବର ଜାତୀୟ ରାଜପଥ ଚାନ୍ଦପୁର ଥାନା ଅଞ୍ଚଳରେ ନକଲି ଡିଇଏଫ ବିକ୍ରୟ ହେଉଥିବା ଚାନ୍ଦପୁର ଥାନା ନିରୀକ୍ଷକ ଦିଲ୍ଲୀପ କୁମାର ସ୍ୱାଇଁ ବିଶ୍ୱସ୍ତ  ସୁତ୍ରରୁ ଖବର ପାଇଥିଲେ। ଉପନିରୀକ୍ଷକ ସଞ୍ଜୟ ପରିଡା ଓ ଅନ୍ୟ ଥାନା କର୍ମଚାରୀଙ୍କୁ ନେଇ ୧୬ […]

Read More Text.
Supremecourtwikimediacommons 1068x665

ସୁପ୍ରିମକୋର୍ଟ କଲେଜିୟମ୍‌ରେ ମତଭେଦ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ କଲେଜିୟମ୍‌ରେ ମତଭେଦ ଦେଖାଯାଇଛି। ପାଟନା ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ବିପୁଲ ଏମ୍ ପାଞ୍ଚୋଲିଙ୍କ ନାମକୁ ସୁପ୍ରିମକୋର୍ଟର ବିଚାରପତି ପଦ ପାଇଁ ସୁପାରିସ କରାଯାଇଛି। ତେବେ ଜଷ୍ଟିସ ପାଞ୍ଚୋଲିଙ୍କ ନାମ ସୁପାରିସକୁ କଲେଜିୟମ୍‌ର ସଦସ୍ୟ ଜଷ୍ଟିସ ବିଭି ନାଗରତ୍ନା ବିରୋଧ କରିଛନ୍ତି। ନିଜର ଅସନ୍ତୋଷ ପଛରେ ଆଞ୍ଚଳିକ ଭାରସାମ୍ୟ ଅସମାନତାକୁ ଜଷ୍ଟିସ ନାଗରତ୍ନା କାରଣ ଭାବେ ଦର୍ଶାଇଛନ୍ତି। ଜଷ୍ଟିସ ନାଗରତ୍ନା କହିଛନ୍ତି ଯେ ସୁପ୍ରିମକୋର୍ଟରେ ଗୁଜରାଟ ହାଇକୋର୍ଟର ଦୁଇ ଜଣ ବିଚାରପତି ଏବେ କାର୍ଯ୍ୟରତ […]

Read More Text.
Prime minister narendra modi and us president donald trump 273752956 16x9 0

ଫୋନ କଲେ ଟ୍ରମ୍ପ ଉତ୍ତର ଦେଲେନି ମୋଦୀ

ବର୍ଲିନ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଫୋନ କଲ୍‌କୁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବାରମ୍ବାର ଉପେକ୍ଷା କରିଥିବା ଜଣାଯାଇଛି। ଜର୍ମାନୀ ସ୍ଥିତ ଖବରକାଗଜ ‘ଫ୍ରାଙ୍କଫର୍ଟର ଆଲଜେମାଇନ୍‌’ ରିପୋର୍ଟ ଅନୁଯାୟୀ ନିକଟରେ ମୋଦୀଙ୍କ ନିକଟକୁ ଟ୍ରମ୍ପ ୪ଥର ଫୋନ କଲ୍ କରିଥିଲେ। ମାତ୍ର ଟ୍ରମ୍ପଙ୍କ ଫୋନ କଲ୍‌କୁ ମୋଦୀ ରିସିଭ୍‌ କରି ନଥିଲେ। ଟ୍ରମ୍ପଙ୍କ ଫୋନ କଲ୍‌କୁ ମୋଦୀ ରିସିଭ୍ ନ କରିବାର କାରଣ ହେଉଛି ତାଙ୍କର କ୍ରୋଧ। କାରଣ ଟ୍ରମ୍ପ ପ୍ରଶାସନ ଭାରତ ଉତ୍ପାଦିତ ସାମଗ୍ରୀ […]

Read More Text.