ରାଜ୍ୟ ରାଜପଥ ଉପରେ ସାପ୍ତାହିକ ହାଟ; ରାସ୍ତା ଗହଳି ନେଇ ଘଟୁଛି ବାରମ୍ବାର ଦୁର୍ଘଟଣା
ସ୍ଥାୟୀ ସମାଧାନ ପାଇଁ ପ୍ରଶାସନ ଦୃଷ୍ଟି କୁ ଅଞ୍ଚଳବାସୀଙ୍କ ଦାଵି ବାରିପଦା: ଓଡ଼ିଶାର ସର୍ବବୃହତ୍ ତମ ମୟୂରଭଞ୍ଜ ଜିଲ୍ଲାର ଵିଜାତଳା ବ୍ଳକର ସଦରମହୁକୁମା ଵିଜାତଳାର ସାପ୍ତାହିକ ସ୍ଥାନ ଅଭାବ ପାଇଁ ବେପାରୀଙ୍କ ଦ୍ଵାରା ରାସ୍ତା ଅବସ୍ଥା ।ପାର୍କିଂ ବ୍ୟବସ୍ଥା ନାହିଁ ଯାହା ଫଳୟ ଗ୍ରାହକ,ହାଟୁଆ,ପରିବହନ ଗାଡ଼ି ରାସ୍ତା ଉପରେ ଗାଡି ଥୋଇ ରାସ୍ତା ଅବରୋଧ କରୁଛନ୍ତି ହାଟ ପାଖରେ ଵିସ୍ତିର୍ଣ ସରକାରୀ ଗୋଚର ଜମି ଅଛି ,କିନ୍ତୁ ଲୋକେ ସେଠାରେ ପାର୍କିଂ ନ କରି ରାସ୍ତା ଉପରେ ଗାଡି […]
Read More Text.