12

ଚନ୍ଦ୍ରଯାନ-୫ ମିସନ ପାଇଁ ହାତ ମିଳାଇବେ ଇସ୍ରୋ ଓ ଜାପାନୀ ମହାକାଶ ସଂସ୍ଥା

ଟୋକିଓ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ଚନ୍ଦ୍ରଯାନ-୫ ମିଶନ ପାଇଁ ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ) ଏବଂ ଜାପାନ ଏରୋସ୍ପେସ୍ ଅନୁସନ୍ଧାନ ସଂସ୍ଥା (ଜାକ୍ସା) ମଧ୍ୟରେ ସହଯୋଗ ଘୋଷଣା କରିଛନ୍ତି। ମୋଦୀ କହିଛନ୍ତି ଯେ ଆମେ ଚନ୍ଦ୍ରଯାନ-୫ ମିଶନ ପାଇଁ ଇସ୍ରୋ ଏବଂ ଜାକ୍ସା ମଧ୍ୟରେ ସହଯୋଗକୁ ସ୍ୱାଗତ କରୁଛୁ। ଆମର ସକ୍ରିୟ ଅଂଶଗ୍ରହଣ ପୃଥିବୀର ସୀମା ବାହାରକୁ ଯାଇଛି ଏବଂ ମହାକାଶରେ ମାନବଜାତିର ପ୍ରଗତିର ପ୍ରତୀକ ହେବ। ପ୍ରଧାନମନ୍ତ୍ରୀ ଟୋକିଓରେ ତାଙ୍କର ଜାପାନୀ […]

Read More Text.
Nitish 300x169

ପ୍ରତ୍ୟେକ ପରିବାରର ଜଣେ ମହିଳାଙ୍କୁ ମିଳିବ ୧୦ ହଜାର ଟଙ୍କା ; ସରକାରଙ୍କ ବଡ ଘୋଷଣା

ପାଟନା : ମହିଳାଙ୍କ ପାଇଁ ବଡ ଘୋଷଣା। ପ୍ରତ୍ୟେକ ପରିବାରର ଜଣେ ମହିଳାଙ୍କୁ ମିଳିବ ୧୦ ହଜାର ଟଙ୍କା। ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ୨୯ ଅଗଷ୍ଟରେ ଏକ ବଡ ଘୋଷଣା କରିଛନ୍ତି । ସେ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି ଯେ, କ୍ୟାବିନେଟ୍‌ ବୈଠକରେ ଏକ ନୂଆ ଯୋଜନା ‘ମୁଖ୍ୟମନ୍ତ୍ରୀ ମହିଳା ରୋଜଗାର ଯୋଜନା’କୁ ସ୍ୱୀକୃତି ଦେଇଛନ୍ତି । ଏହି ଯୋଜନାର ମୁଖ୍ୟ ଲକ୍ଷ୍ୟ ରାଜ୍ୟର ସମସ୍ତ ପରିବାରର ଜଣେ ମହିଳାଙ୍କୁ ନିଜ ପସନ୍ଦର ରୋଜଗାର […]

Read More Text.
2 180 1756476282938

ରାସ୍ତା ମଝିରେ ଖଣ୍ଡା ଧରି ଗଟକା ପ୍ରଦର୍ଶନ କରୁଥିବା ଶିଖ ଯୁବକଙ୍କୁ ଗୁଳି କରି ହତ୍ୟା କଲା ଆମେରିକା ପୁଲିସ

ୱାଶିଂଟନ ଡିସି: ଆମେରିକାରୁ ଜଣେ ୩୫ ବର୍ଷୀୟ ଶିଖ୍ ଯୁବକଙ୍କୁ ଗୁଳି ମାରି ହତ୍ୟା କଲା ଆମେରିକା ପୁଲିସ। ଆମେରିକା ଲସ୍ ଆଞ୍ଜେଲସ୍‌ରେ ଯୁବକ ଜଣଙ୍କ ରାସ୍ତା ମଝିରେ ପ୍ରାଚୀନ ସାମରିକ କଳା ଗଟକାର ପ୍ରଦର୍ଶନ କରୁଥିବା ସସମୟରେ ପୁଲିସକୁ ଆକ୍ରମଣ କରିବାରୁ ଆମେରିକା ପୁଲିସ ଯୁବକଙ୍କୁ ଗୁଳି କରି ହତ୍ୟା କରିଥିଲା। ଘଟଣା ଜୁଲାଇରେ ଘଟିଥିବା ବେଳେ ଲସ୍ ଆଞ୍ଜେଲସ୍ ପୋଲିସ ବିଭାଗ (LAPD) ଏବେ ଏହାର ଫୁଟେଜ୍ ଜାରି କରିଛି। ଘଟଣା ସମ୍ପର୍କରେ ପୁଲିସ […]

Read More Text.
10

ପ୍ରଥମ ଥର ଯୁଦ୍ଧରେ ସି-ଡ୍ରୋନ ବ୍ୟବହାର କଲା ଋଷିଆ, ବୁଡାଇ ଦେଲା ୟୁକ୍ରେନର ଯୁଦ୍ଧପୋତ

ମସ୍କୋ ୨୯।୮: ୟୁକ୍ରେନ ବିପକ୍ଷରେ ଜାରି ଯୁଦ୍ଧରେ ଋଷିଆ ପ୍ରଥମ ଥର ସମୁଦ୍ର ଡ୍ରୋନ ବ୍ୟବହାର କରିଛି। ଏଥିରେ ୟୁକ୍ରେନ ନୌସେନାର ସବୁଠୁ ବଡ଼ ଯୁଦ୍ଧପୋତକୁ ବୁଡାଇ ଦିଆଯାଇଛି। ଋଷିଆ ଦାବି କରିଛି ଯେ ଯୁଦ୍ଧରେ ସି-ଡ୍ରୋନ ବ୍ୟବହାର କରି ୟୁକ୍ରେନ ନୌସେନା ଜାହାଜ ‘ସିମ୍ଫରୋପୋଲ’କୁ ବୁଡାଯାଇଛି। ରିପୋର୍ଟ ଅନୁସାରେ ୟୁକ୍ରେନର ଏହି ଯୁଦ୍ଧଜାହାଜ ଲାଗୁନା କ୍ଲାସର ମଧ୍ୟମ ଆକାର ଗୁଇନ୍ଦା ଜାହାଜ ଥିଲା। ଏହି ଜାହାଜକୁ ରେଡିଓ, ଇଲେକ୍ଟ୍ରୋନିକ୍, ରାଡାର ଓ ଅପ୍ଟିକାଲ ସର୍ଭିଲାନ୍ସ ଲାଗି […]

Read More Text.
9

ଆଇଏମଏଫର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ହେଲେ ପୂର୍ବତନ ଆରବିଆଇ ଗଭର୍ଣ୍ଣର ଉର୍ଜିତ ପଟେଲ

ନୂଆଦିଲ୍ଲୀ : ପୂର୍ବତନ ଆରବିଆଇ ଗଭର୍ଣ୍ଣର ଉର୍ଜିତ ପଟେଲଙ୍କୁ ଆଇଏମଏଫର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଭାବରେ ଶୁକ୍ରବାର ନିଯୁକ୍ତ କରାଯାଇଛି। ପୂର୍ବରୁ ତାଙ୍କୁ ରଘୁରାମ ରାଜନଙ୍କ ପରେ ଆରବିଆଇ ଗଭର୍ଣ୍ଣର ଭାବେ ନିଯୁକ୍ତି ମିଳିଥିଲା । ବର୍ତ୍ତମାନ ତାଙ୍କୁ ଆଇଏମଏଫରେ ଏକ ନୂଆ ଓ ବଡ ଦାୟିତ୍ୱ ମିଳିଛି । ୩ ବର୍ଷ ପାଇଁ ଉର୍ଜିତ ପଟେଲଙ୍କୁ ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠିରେ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଭାବରେ ନିଯୁକ୍ତ କରାଯାଇଛି। ଏହା ପୂର୍ବରୁ ମଧ୍ୟ ସେ ଅନେକ ମହତ୍ତ୍ୱପୂର୍ଣ୍ଣ ପଦବୀରେ […]

Read More Text.
8

ମୋଦିଙ୍କ ମାଙ୍କ ପ୍ରତି ଅପଶବ୍ଦ ବ୍ୟବହାରକୁ ନେଇ ବିହାରରେ FIR, ନିଜଆଡୁ ସଂଜ୍ଞାନ ନେଲେ ମହିଳା ଆୟୋଗ

ପାଟନା ୨୯।୮: ଭୋଟ ଅଧିକାର ଯାତ୍ରା କାଳରେ କଂଗ୍ରେସ୍-ଆରଜେଡି ରାଲିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ତାଙ୍କ ମାଙ୍କ ନିମନ୍ତେ ଅପଶବ୍ଦ ପ୍ରୟୋଗ କରାଯାଇଛି। ଏହାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି, ଯେଉଁଥିରେ କାର୍ଯ୍ୟକର୍ତ୍ତାଙ୍କୁ ମଞ୍ଚରେ ଛିଡା ହୋଇ ଅପଶବ୍ଦ ପ୍ରୟୋଗ କରୁଥିବା ଦେଖାଯାଉଛି। ଏବେ ଏହି ମାମଲାକୁ ନେଇ ବିବାଦ ଉଗ୍ରରୂପ ଧାରଣ କରିଥିବା ବେଳେ ଅଭିଯୋଗ ରୁଜୁ ହେବା ଆରମ୍ଭ ହୋଇଯାଇଛି। ବିଜେପି ପ୍ରଦେଶ ମିଡିଆ ପ୍ରଭାରୀ ଦିନେଶ ଇକବାଲ ଓ […]

Read More Text.
7

ବିଶ୍ୱ ଅର୍ଥନୈତିକ ବ୍ୟବସ୍ଥାର ସ୍ଥିରତା ପାଇଁ ଭାରତ ଓ ଚୀନକୁ ଏକାଠି ହେବାକୁ ପଡିବ: ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ଚୀନ ଗସ୍ତର ଗୋଟିଏ ଦିନ ପୂର୍ବରୁ ଜାପାନରୁ ରାଷ୍ଟ୍ରପତି ଜିନପିଙ୍ଗ ପାଇଁ ବନ୍ଧୁତ୍ୱର ବାର୍ତ୍ତା ପଠାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଶୁକ୍ରବାର ଜାପାନରେ ପ୍ରତିକ୍ରିୟା ଦେଇ ମୋଦୀ କହିଛନ୍ତି ଯେ ଭାରତ ଏବଂ ଚୀନ୍, ଦୁଇଟି ପ୍ରମୁଖ ଅର୍ଥନୀତି। ତେଣୁ ବିଶ୍ୱ ଅର୍ଥନୈତିକ କ୍ରମରେ ସ୍ଥିରତା ଆଣିବା ପାଇଁ ଏହି ଦୁଇ ଦେଶକୁ ମିଳିତ ଭାବରେ କାମ କରିବାକୁ ପଡିବ। ବିଶେଷକରି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଶୁଳ୍କ ପଦକ୍ଷେପ ଦ୍ୱାରା ସୃଷ୍ଟି ହୋଇଥିବା ଅନିଶ୍ଚିତତା […]

Read More Text.
6

ଆମେରିକାର ଶୁଳ୍କ ମାଡ଼ର ପ୍ରଭାବ, ୩୦୦୦ କୋଟି ଟଙ୍କାର ବୟନ ଶିଳ୍ପ ହେବ ପ୍ରଭାବିତ

ନୂଆଦିଲ୍ଲୀ: ଭାରତରେ ଦେଖାଦେଲାଣି ଆମେରିକାର ଶୁଳ୍କ ମାଡ଼ର ପ୍ରଭାବ। ୩୦୦୦ କୋଟି ଟଙ୍କାର ବଜାର ପ୍ରଭାବିତ। ତିରୁପୁରର କପଡ଼ା ବଜାରରୁ ନୋଏଡା ଏବଂ ସୁରଟ ପର୍ଯ୍ୟନ୍ତ ବ୍ୟବସାୟ ପ୍ରଭାବିତ। ଏହି ସହରଗୁଡ଼ିକରେ ବୟନ ଉତ୍ପାଦନ ଏକପ୍ରକାରର ବନ୍ଦ ହୋଇଯାଇଛି। ନୂଆ ଅର୍ଡର ଆସିବା ଠପ୍‌। ଭିଏତନାମ ଏବଂ ବାଂଲାଦେଶର କମ୍ ମୂଲ୍ୟର ପ୍ରତିଯୋଗୀଙ୍କ ତୁଳନାରେ ପଛରେ ପଡ଼ିଛି ଏହି କ୍ଷେତ୍ର। FIEO ଅଧ୍ୟକ୍ଷ ରାଲହାଜନ କହିଛନ୍ତି ଯେ ଯଦି ଆମେ ସାମୁଦ୍ରିକ ଖାଦ୍ୟ ବିଷୟରେ କଥାବାର୍ତ୍ତା କରିବା, […]

Read More Text.
2 171 1756473251289

ପାଟନା କଂଗ୍ରେସ କାର୍ଯ୍ୟାଳୟ ଉପରେ ବିଜେପିର ଆକ୍ରମଣକୁ ନେଇ ମୁହଁ ଖୋଲିଲେ ରାହୁଲ

ନୂଆଦିଲ୍ଲୀ ୨୯।୮: ନିର୍ବାଚନୀ ରାଜ୍ୟ ବିହାରରେ ରାହୁଲ ଗାନ୍ଧିଙ୍କ ଭୋଟ ଅଧିକାର ଯାତ୍ରା କାଳରେ ପ୍ରଧାନମନ୍ତ୍ରୀ ଓ ତାଙ୍କ ମାଙ୍କ ପ୍ରତି କରାଯାଇଥିବା ଅଭଦ୍ର ଟିପ୍ପଣୀ ନେଇ ଶୁକ୍ରବାର ରାଜଧାନୀ ପାଟନାରେ ବିଜେପି ଓ କଂଗ୍ରେସ କାର୍ଯ୍ୟକର୍ତ୍ତାଙ୍କ ମଧ୍ୟରେ ମାରପିଟ ହୋଇଛି। ଏହି ଘଟଣାକୁ ନେଇ କଂଗ୍ରେସ ନେତା ରାହୁଲ ଗାନ୍ଧି କହିଛନ୍ତି ଯେ ‘ସତ୍ୟ ଓ ଅହିଂସାର ବିଜୟ ହୁଏ’। ଲୋକସଭାରେ ବିରୋଧୀ ଦଳ ନେତା ଏ ନେଇ ଏକ୍ସରେ ଏକ ଟ୍ୱିଟ୍ କରିଛନ୍ତି। ଏଥିରେ […]

Read More Text.
11 copy

ପ୍ରଧାନମନ୍ତ୍ରୀଙ୍କ ପାଇଁ ଅପଶବ୍ଦ ବ୍ୟବହାର ଘଟଣା; ବିଜେପି-କଂଗ୍ରେସକର୍ମୀ ଧସ୍ତାଧସ୍ତି, ଲାଠି,ଠେଙ୍ଗାରେ ହେଲା ଆକ୍ରମଣ

ପାଟନା : ବିହାରର ଦରଭଙ୍ଗାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଦିବଙ୍ଗତ ମାଆଙ୍କ ପାଇଁ ଅପମାନଜନକ ଶବ୍ଦ ବ୍ୟବହାରକୁ ନେଇ ବିବାଦ ବୃଦ୍ଧି ପାଉଥିବା ନଜରକୁ ଆସିଛି। ଏନେଇ ଅନେକ ସ୍ଥାନରେ ମାମଲା ମଧ୍ୟ ରୁଜୁ ହୋଇଛି। ଅନେକ ବିଶିଷ୍ଟ ବ୍ୟକ୍ତି, ନେତାମାନେ ଏହାକୁ ନିନ୍ଦା କରିଛନ୍ତି। ଅନ୍ୟପଟେ ଅଗଷ୍ଟ ୨୯ରେ ପାଟନାରେ ଏହାକୁ ନେଇ ପ୍ରବଳ ଉତ୍ତେଜନା ସୃଷ୍ଟି ହୋଇଛି। ବିଜେପି କର୍ମୀମାନେ ଏହାର ପ୍ରତିବାଦ କରି କଂଗ୍ରେସ କାର୍ଯ୍ୟାଳୟ ନିକଟରେ ପହଞ୍ଚିଥିଲେ। ଏହାପରେ କଂଗ୍ରେସ […]

Read More Text.