ଟ୍ରମ୍ପଙ୍କ ଟାରିଫ୍ ମଧ୍ୟରେ ୟୁକ୍ରେନର ସଙ୍କଟମୋଚକ ସାଜିଲା ଭାରତ, ପାଲଟିଲା ସବୁଠୁ ବଡ଼ ଡିଜେଲ ଯୋଗାଣକାରୀ ଦେଶ
କିଭ୍ – ଭାରତ ଜୁଲାଇ ୨୦୨୫ରେ ୟୁକ୍ରେନ୍ର ସବୁଠୁ ବଡ଼ ଡିଜେଲ୍ ଯୋଗାଣକାରୀ ହୋଇଛି, ଯାହା ଦେଶର ମୋଟ ଡିଜେଲ୍ ଆମଦାନୀର ୧୫.୫ ପ୍ରତିଶତ ଭାଗ ପ୍ରଦାନ କରୁଛି। ଏହି ଉପଲବ୍ଧି ବିଶ୍ୱ ଶକ୍ତି ବ୍ୟାପାରରେ ଏକ ଗୁରୁତ୍ତ୍ୱପୂର୍ଣ୍ଣ ପରିବର୍ତ୍ତନକୁ ଦର୍ଶାଇ ଥାଏ, ବିଶେଷ ରୂପେ ସେହି ସମୟରେ ଯେବେ ଭାରତକୁ ରୁଷୀୟ ତୈଳ କ୍ରୟ ପାଇଁ ଆମେରିକାରୁ ୫୦ ପ୍ରତିଶତର ବଡ଼ ଟାରିଫର ସାମ୍ନା କରିବାକୁ ପଡୁଛି। ୟୁକ୍ରେନର ତୈଳ ବଜାର ବିଶ୍ଳେଷଣ ଫର୍ମ ନାଫ୍ଟୋରିନୋକ୍ର […]
Read More Text.