Suprima court

ସୁପ୍ରିମକୋର୍ଟଙ୍କ ରାୟ : ଶିକ୍ଷକତା ପାଇଁ ବାଧ୍ୟତାମୂଳକ TET, ନହେଲେ ଛାଡ଼ିବାକୁ ପଡ଼ିବ ଚାକିରି

ନୂଆଦିଲ୍ଲୀ: ସୁପ୍ରିମକୋର୍ଟଙ୍କ ବଡ଼ ରାୟ ।  ଶିକ୍ଷକତା ଜାରି ରଖିବା କିମ୍ବା ପଦୋନ୍ନତି ପାଇଁ ଶିକ୍ଷକ ଯୋଗ୍ୟତା ପରୀକ୍ଷା -TET ପାସ୍ ବାଧ୍ୟତାମୂଳକ  ।   ସୁପ୍ରିମକୋର୍ଟଙ୍କ ବିଚାରପତି ଦୀପଙ୍କର ଦତ୍ତା ଓ ଜଷ୍ଟିସ ଅଗଷ୍ଟିନ ଜର୍ଜ ମସିହଙ୍କ ଦୁଇ ଜଣିଆ ଖଣ୍ଡପୀଠ ଏହି ରାୟ ଦେଇଛନ୍ତି ।  ଯେଉଁ ଶିକ୍ଷକଙ୍କର ଅବସର ଗ୍ରହଣ ପାଇଁ ପାଞ୍ଚ ବର୍ଷ ବା ତତୋଧିକ ସମୟ ବାକି ଅଛି ସେମାନଙ୍କୁ ମଧ୍ୟ ଚାକିରି ଜାରି ରଖିବା ପାଇଁ ଟିଇଟିରେ ଉତ୍ତୀର୍ଣ୍ଣ ହେବା […]

Read More Text.
Ambulance

ଆମ୍ବୁଲାନ୍ସରେ ଅକ୍ସିଜେନ ନଥିବାରୁ ଅଧାବାଟରେ ଚାଲିଗଲା ମହିଳାଙ୍କ ଜୀବନ

ଜଗତସିଂହପୁର : ଆମ୍ବୁଲାନ୍ସରେ ଅକ୍ସିଜେନ ନ ଥିବାରୁ ରୋଗୀ ମୃତ୍ୟୁ ଅଭିଯୋଗ ।   ଗୁରୁତର ରୋଗୀଙ୍କୁ କଟକ ନେବାବେଳେ ଅଧାବାଟରେ ଚାଲିଗଲା ମହିଳାଙ୍କ ଜୀବନ ।  ଆମ୍ବୁଲାନ୍ସ ଭଙ୍ଗାରୁଜା କଲେ ଉତ୍ୟକ୍ତ ଲୋକ। ଜଗତସିଂହପୁର ଥାନା ଅଳା ପଞ୍ଚାୟତ ବ୍ରାହ୍ମଣଖଣ୍ଡ ଗାଁର କମଳା ପଣ୍ଡା ନାମକ ଜଣେ ମହିଳା ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ଜଗତସିଂହପୁର ମେଡିକାଲରେ ଭର୍ତ୍ତି କରାଯାଇଥିଲା । ପରେ ଅବସ୍ଥା ଗୁରୁତର ହେବାରୁ କଟକ ସ୍ଥାନାନ୍ତର କରାଯାଉଥିଲା ।  ତେବେ ଆମ୍ବୁଲାନ୍ସରେ ଅକ୍ସିଜେନ […]

Read More Text.
Gold

ପୁଣି ବଢିଲା ସୁନା ଦର

ଭୁବନେଶ୍ୱର : ହୁ ହୁ ହୋଇ ବଢି ଚାଲିଛି ସୁନା ଦାମ୍‌ । ନିୟମିତ ସୁନା ଦର ବୃଦ୍ଧି ପାଉଛି । ସେପ୍ଟେମ୍ବର ୧ ଅର୍ଥାତ୍‌ ସୋମବାର ପୁଣି ସୁନା ଦର ବୃଦ୍ଧି ପାଇଛି । ୨୪ କ୍ୟାରେଟ୍‌ ୧୦ ଗ୍ରାମ୍‌ ସୁନା ଦାମ୍‌ ୧,୦୫,୮୮୦ ଟଙ୍କାରେ ପହଞ୍ଚିଛି । ଗତକାଲି ୧,୦୪,୯୫୦ ଟଙ୍କା ଥିଲା । ଏଥିରେ ୯୩୦ ଟଙ୍କା ବୃଦ୍ଧି ହୋଇଛି । ୨୨ କ୍ୟାରେଟ୍‌ ୧୦ ଗ୍ରାମ୍‌ ସୁନା ଦାମ୍‌ ୯୭,୦୫୦ ଟଙ୍କା […]

Read More Text.
Dj

ବିଦ୍ୟୁତ୍ ସଂସ୍ପର୍ଶରେ ଆସିଲା ଡିଜେ ଗାଡି, ୩ ଗୁରୁତର

କୋଣାର୍କ : ଗଣେଶ ମୂର୍ତ୍ତି ଭସାଣି ବେଳେ ଅଘଟଣ। ଡିଜେ ଗାଡିଟି ବିଦ୍ୟୁତ୍ ସଂସ୍ପର୍ଶରେ ଆସି ଜଳିଯାଇଛି। ଏଥିରେ ୩ ଜଣ ଯୁବକ ଗୁରୁତର ହୋଇଥିବା ସୂଚନା ମିଳିଛି। ମିଳିଥିବା ସୂଚନା ଅନୁଯାୟୀ ଗତକାଲି କୋଣାର୍କ ଡାଳିମ୍ବଗରଡି ଗାଁରେ ଗଣେଶ ଭସାଣି ଚାଲିଥିଲା। ଏତିକିବେଳେ କୌଣସି କାରଣ ବଶତଃ ଡିଜେ ଗାଡିଟି ୧୧ କେଭି ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସିଥିଲା। ଫଳରେ ୩ ଜଣ ଯୁବକ ଗୁରୁତର ହୋଇଥିଲେ। ତୁରନ୍ତ ସେମାନଙ୍କୁ ଉଦ୍ଧାର କରାଯାଇ ଗୋପ ମେଡିକାଲରେ […]

Read More Text.
Tiger skin

କଲରାପତରିଆ ବାଘ ଛାଲ ଜବତ, ୪ ଗିରଫ

ରାୟଗଡା : ୨ବାଘ ଛାଲ ଜବତ, ୪ଗିରଫ ।  କେନ୍ଦ୍ର ସରକାରଙ୍କ ରାଜସ୍ବ ଗୁଇନ୍ଦା ବିଭାଗ ପକ୍ଷରୁ ମୁମ୍ବାଇର ଏକ ଟିମ ରାୟଗଡା ଜିଲ୍ଲାର କୋଲନରା ନିକଟରେ ଏକ ଆନ୍ତର୍ଜାତୀୟ ବନ୍ୟଜନ୍ତୁ ଚୋରାଚାଲାଣ ରାକେଟକୁ ଠାବ କରିଛି । ଦେଶ ବାହାରକୁ ଚୋରାଚାଲାଣ ହେବାକୁ ଥିବା ୨ ଚିତାବାଘ ଚମଡା ସହିତ ରାୟଗଡା ଜିଲ୍ଲା ଗୁଣୁପୁର ଉପଖଣ୍ଡର ଦୁଇଜଣ ଓ ମହାରାଷ୍ଟ୍ର ନାଗପୁର ଅଞ୍ଚଳର ଦୁଇଜଣ ଚୋରାଚାଲାଣ କାରୀଙ୍କୁ ଗିରଫ କରିଛି ।  ଗିରଫ ପରେ ରାୟଗଡା ବନଖଣ୍ଡ […]

Read More Text.
Mahanadi tribunal

ମହାନଦୀ ସମସ୍ୟାର ସମାଧାନ ଲାଗି ଆଶା ସଞ୍ଚାର

ଭୁବନେଶ୍ଵର : ମହାନଦୀ ଜଳ ଆବଣ୍ଟନକୁ ନେଇ ରହିଥିବା ବିବାଦ ପ୍ରସଙ୍ଗରେ ଏକ ସକାରାତ୍ମକ ଖବର ଆସିଛି। ଦୀର୍ଘ ଦଶନ୍ଧିର ଏହି ଆନ୍ତଃ ନଦୀଜଳ ଆବଣ୍ଟନ ସମସ୍ୟାର ସମାଧାନ ଲାଗି ଆଶା ସଞ୍ଚାର ହୋଇଛି। ଶନିବାର ଉଭୟ ଓଡ଼ିଶା ଓ ଛତିଶଗଡ଼ ମୁଖ୍ୟ ଶାସନ ସଚିବ ନୂଆଦିଲ୍ଲୀରେ ଏନେଇ ବୈଠକ କରିଛନ୍ତି। ଦ୍ବିପାକ୍ଷିକ ବୈଠକ ଓ ଆପୋସ ଆଲୋଚନା ଜରିଆରେ ସମାଧାନ ଲାଗି ଉଭୟ ପକ୍ଷ ଆଗେଇବା ଏକ ଉତ୍ତମ ସଙ୍କେତ ଦେଉଛି। ଦୁଇ ମୁଖ୍ୟ ଶାସନ […]

Read More Text.
Durga puja immersion

ଦୁର୍ଗାପୂଜା: ପାରମ୍ପରିକ ବାଜାରେ ମାଆଙ୍କୁ ମେଲାଣି, ଭସାଣରେ ଡିଜେ ମନା

ଭୁବନେଶ୍ଵର : ଆଉ ଦିନ କେଇଟା ପରେ ଶାରଦୀୟ ଦୁର୍ଗାପୂଜା। ଏ ନେଇ ପ୍ରଶାସନିକ ସ୍ତରରେ ପ୍ରସ୍ତୁତି ଜୋରଦାର ଚାଲିଛି। ଆଜି ପୁଲିସ୍‌ ସେବା ଭବନଠାରେ କମିସନରେଟ ପୁଲିସ୍ ପକ୍ଷରୁ ଶାରଦୀୟ ଦୁର୍ଗାପୂଜା, ରାବଣ ପୋଡି ଓ ଭସାଣି ଉତ୍ସବ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି।  ଏଥର ଦୁର୍ଗା ପୂଜା ଭସାଣରେ ଡିଜେ, ଲେଜର ଲାଇଟ୍ ଏବଂ ବାଣ ଫୁଟାଇବା ବାରଣ କରାଯାଇଛି। କେବଳ ପାରମ୍ପରିକ ବାଜାରେ ମାଙ୍କ ଭସାଣ କରାଯିବ। ଆଜି କମିଶନ ପୁଲିସ୍ […]

Read More Text.
Pipili 1068x601

ହାଇଦ୍ରାବାଦରେ ସମ୍ବର୍ଦ୍ଧିତ ହେଲେ ଓଡିଆ ଯୁବଚାଷୀ ମାନସ

ପିପିଲି: ଭୁବନେଶ୍ୱର ବ୍ଲକ ଅନ୍ତର୍ଗତ ହରିଡାମଡା ଗ୍ରାମର ସଫଳ ଯୁବ ଚାଷୀ ମାନସ କୁମାର ଦାସଙ୍କୁ ଚଳିତ ବର୍ଷର ଜାତୀୟ ସ୍ତରୀୟ ମର୍ଯ୍ୟାଦାଜନକ ‘ଉକୃଷ୍ଟ କୃଷକ-୨୦୨୫’ ପୁରସ୍କାର ପ୍ରଦାନ କରାଯାଇଛି। ଭାରତୀୟ କୃଷି ଅନୁସନ୍ଧାନ ପରିଷଦ(ଆଇସିଏଆର୍‍), ନୂଆଦିଲ୍ଲୀ ଅନ୍ତର୍ଗତ ‘ରାଷ୍ଟ୍ରୀୟ କୃଷି ଅନୁସନ୍ଧାନ ପ୍ରବନ୍ଧନ ଏକାଡେମୀ’, ହାଇଦ୍ରାବାଦର ୫୦ତମ ପ୍ରତିଷ୍ଠା ଉତ୍ସବ ପାଳନ ଅବସରରେ ଭାରତ ସରକାରଙ୍କ କୃଷି ବୈଜ୍ଞାନିକ ଚୟନ କମିଟିର ପୂର୍ବତନ ଅଧ୍ୟକ୍ଷ ଡକ୍ଟର ଗୁରୁବଚନ ସିଂ ସୋମବାର ଦିନ ୫ଟି ରାଜ୍ୟର ୫ଜଣ […]

Read More Text.
Img 20250831 wa0239

ମହା ଦୁର୍ନିତି ଅଭିଯୋଗରେ ଯାମଦା ତହସିଲଦାର ମଧୁସ୍ମିତା ସିଂ ଙ୍କୁ ନିଲମ୍ବନ ପୁରସ୍କାର ଦେଲେ ମୋହନ ସରକାର

ବାରିପଦା: ଦିନକୁ ଦିନ ସରକାରୀ ମହିଳା ଅଧିକାରିଣୀ ଓ କର୍ମଚାରୀଙ୍କ ମଧ୍ଯରେ ଦୁର୍ନିତି ର ମୋହ ଦିନକୁ ଦିନ ବୃଦ୍ଧି ପାଉଛି ।ସରକାରଙ୍କ ସମସ୍ତ ନିୟମ,ଦୁର୍ନିତି ନିବାରଣ ସପ୍ତାହରେ ଉଚ୍ଚ ସ୍ବରରେ ଦୁର୍ନିତି ହଟାଅ ଶପଥ ନେଇ କାମ କରୁଛନ୍ତି ଓଲଟା ।ନାଲି ଫିତାର ଗଳା ବାଟରେ ପୁଳା ପୁଳା ଟଙ୍କା ଆରାମରେ ଆତ୍ମସାତ କରୁଛନ୍ତି ।କିନ୍ତୁ ସବୁଦିନ ଚାନ୍ଦିନୀ ରାତି ନାହିଁ ।ଆଗରେ ବସିଛି ନାଗଫାଶ ।ଦିନେ ନା ଦିନେ ନାଗଫାଶରେ ପଡିବ । ମୟୂରଭଂଜ ଜିଲ୍ଲାର […]

Read More Text.
Img 20250831 wa0238

୨ୟ ବାର୍ଷିକ ତ୍ରିରଙ୍ଗା କ୍ଲବ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ, କମାଣ୍ଡୋ ଏକାଦଶ ଚମ୍ପିୟାନ 

ବାରିପଦା: ସ୍ଥାନୀୟ ପୂର୍ଣ୍ଣଚନ୍ଦ୍ରପୁର ପଡିଆରେ ତ୍ରିରଙ୍ଗା କ୍ଲବ ଆନୁକୂଲ୍ୟରେ ଆୟୋଜିତ ୨ୟ ବାର୍ଷିକ ତ୍ରିରଙ୍ଗା କ୍ଲବ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି I ଏହି ଟୁର୍ଣ୍ଣାମେଣ୍ଟରେ ୮ ଟି ଦଳ ଅଂଶଗ୍ରହଣ କରିଥିବାବେଳେ ଫାଇନାଲ ମ୍ୟାଚରେ କମାଣ୍ଡୋ ଏକାଦଶ ରାଇଜିଂ ଷ୍ଟାର୍ସକୁ ୬ ଉଇକେଟରେ ପରାସ୍ତ କରି ଚମ୍ପିୟାନ ହୋଇଛି I ପ୍ରଥମେ ବ୍ୟାଟିଂ କରି ରାଇଜିଂ ଷ୍ଟାର୍ସ ୮ ଓଭରରେ ୪ ଉଇକେଟ ହରାଇ ୧୨୩ ରନ ସଂଗ୍ରହ କରିଥିଲେ I ଦଳ ପକ୍ଷରୁ ଦିପ୍ତୀପ୍ରକାଶ […]

Read More Text.