ଜୟପୁରରୁ ଉଡନ୍ତା ସାପ ଉଦ୍ଧାର
ଜୟପୁର : ପ୍ରଥମଥର ପାଇଁ ଜୟପୁର ସହରରୁ ଏକ ଉଡନ୍ତା ସାପ ଉଦ୍ଧାର କରାଯାଇଛି। ଆଜି ସକାଳେ ଗୌଡ଼ସାହିର ଜଣେ ବ୍ୟକ୍ତି ନିଜ ବାଥରୁମ୍ରେ ଏକ ସାପ ଦେଖିବାକୁ ପାଇଥିଲେ। ଏବଂ ପରେ ସେ ୱାଇଲ୍ଡ ଆନିମଲ୍ ରେସ୍କ୍ୟୁ ଟିମକୁ ଖବର ଦେଇଥିଲେ। ସୂଚନା ପାଇବା ପରେ ସାପ ଉଦ୍ଧାରକାରୀ ଦଳର ସଂସ୍ଥାପକ କୃଷ୍ଣ କେଶବ ଷଡଙ୍ଗୀ ଏବଂ ତାଙ୍କ ସହଯୋଗୀ ସମ୍ପୃକ୍ତ ବ୍ୟକ୍ତିଙ୍କ ଘରେ ପହଞ୍ଚି ସାପଟିକୁ ଉଦ୍ଧାର କରିଥିଲେ। ତେବେ ଏହି ସାପଟିକୁ ଉଡନ୍ତା […]
Read More Text.